ଡକ୍ୟୁମେଣ୍ଟ ହଟାଇଦେଲେ ତଥ୍ୟ ବଦଳିଯିବ ନାହିଁ: କଂଗ୍ରେସ
ନୂଆଦିଲ୍ଲୀ,୭ା୮: ଲଦାଖରେ ଚାଇନା ସୈନ୍ୟଙ୍କ ପ୍ରବେଶ ରିପୋର୍ଟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ଓ୍ବେବ୍ସାଇଟରୁ ହଟାଇଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାର ବିରୋଧୀ ଦଳ ଦ୍ୱାରା ସମାଲୋଚିତ ହୋଇଛନ୍ତି। ଦସ୍ତାବିଜ୍ ହଟାଇଦେଲେ ତଥ୍ୟ ବଦଳିଯିବ ନାହିଁ ବୋଲି...
ପ୍ରତିରକ୍ଷା ତଥ୍ୟ ଗାଏବ
ନୂଆଦିଲ୍ଲୀ,୭ା୮:ଚାଇନା ସୈନ୍ୟ ମେ’ ପ୍ରଥମ ଭାଗରେ ପୂର୍ବ ଲଦାଖର ଭାରତୀୟ ଅଞ୍ଚଳ ମଧ୍ୟରେ ଅନୁପ୍ରବେଶ କରିଥିଲେ। ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ୍ବେବ୍ସାଇଟର ଖବର ବିଭାଗରେ ଥିବା ଏକ ଦସ୍ତାବିଜ୍ରେ ଏହାକୁ ସ୍ବୀକାର କରାଯାଇଥିଲା। ଦୁଇଦିନ ପରେ ଓ୍ବେବ୍ସାଇଟରୁ ଉକ୍ତ ପୃଷ୍ଠା...
ଗିରୀଶ ମୁର୍ମୁ ସିଏଜି ନିଯୁକ୍ତ
ନୂଆଦିଲ୍ଲୀ,୭ା୮:ଜମ୍ମୁ-କଶ୍ମୀର ଉପରାଜ୍ୟପାଳ (ଏଲ୍ଜି) ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତର ନୂଆ ସମୀକ୍ଷକ ଓ ମହାଲେଖା ପରୀକ୍ଷକ (ସିଏଜି) ଭାବେ ନିଯୁକ୍ତ କରାଯାଇଛି। ସେ ବୁଧବାର ରାତିରେ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ଗୁରୁବାର ତାଙ୍କୁ ଏହି ନିଯୁକ୍ତି ମିଳିଛି।...
ହନୁମାନଗଡ଼ି ମନ୍ଦିରରେ ଆଳତୀ ଥାଳିରେ ଏତିକି ଟଙ୍କା ରଖିଲେ ମୋଦି
ନୂଆଦିଲ୍ଲୀ, ୬।୮: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପହଞ୍ଚି ପ୍ରଧ୍ୟାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂଜା କରିଥିଲେ। ଶିଳାନ୍ୟାସ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗଡ଼ି ମନ୍ଦିରକୁ ଯାଇ ସେଠାରେ ଆଳତୀ ଏବଂ ପରିକ୍ରମା କରିଥିଲେ। ସନାତନ ପରମ୍ପରା ଅନୁଯାୟୀ, ଆଳତୀ...
ସିବିଆଇ ଜାଲରେ ରିୟା ଚକ୍ରବର୍ତ୍ତୀ, ରୁଜୁ ହେଲା ମାମଲା
ନୂଆଦିଲ୍ଲୀ,୬।୮-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗୁରୁବାର ସିବିଆଇ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ୬ ଜଣଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି।...
ଏହି ଅଭିନେତ୍ରୀଙ୍କ ବାପା କରୋନା ପଜିଟିଭ୍
ବରେଲି,୬।୮-ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ବାପା ଜଗଦୀଶ ପାଟନୀ ଏବଂ ଉତ୍ତରପ୍ରଦେଶ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟର ଅନ୍ୟ ଦୁଇଜଣ ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଦିଶାଙ୍କ ବାପା ରାଜ୍ୟ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟରେ ଡେପୁଟି ଏସ୍ପି ଅଛନ୍ତି।...
ସିଏଜି ଭାବେ ନିଯୁକ୍ତ ହେଲେ ଜମ୍ମୁ-କଶ୍ମୀରର ପୂର୍ବତନ ଏଲ୍ଜି ଗିରୀଶ ମୁର୍ମୁ
ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଗୁରୁବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି) ଭାବେ ନିଯୁକ୍ତି ମିଳିଛି। ଠିକ୍ ଆଜିକୁ ବର୍ଷେ ତଳେ ଜମ୍ମୁ-କଶ୍ମୀରର ବିଭାଜନ ହୋଇ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ...
ବରିଷ୍ଠ ସିପିଆଇ(ଏମ୍) ନେତା ଶ୍ୟାମଲ ଚକ୍ରବର୍ତ୍ତିଙ୍କ ପରଲୋକ
କୋଲକାତା,୬।୮: ପଶ୍ଚିମବଙ୍ଗର ବରିଷ୍ଠ ସିପିଆଇ(ଏମ୍) ନେତା ଶ୍ୟାମଲ ଚକ୍ରବର୍ତ୍ତିଙ୍କର ଗୁରୁବାର ପରଲୋକ ହୋଇଛି। ସେ ଟ୍ରେଡ ୟୁନିୟନର ନେତା ଥିବା ସହ ରାଜ୍ୟ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। କୋଲକାତାର ଏକ ହସ୍ପିଟାଲରେ ସେ ୭୬ ବର୍ଷ ବୟସରେ...
ଜିଲା ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁକୁ ନେଇ ଭଙ୍ଗାରୁଜା କଲେ ପରିବାର ଲୋକେ
ନଏଡା,୬।୮: କରୋନା କାଳରେ ଯେଉଁଠି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କୋଭିଡ ଯୋଦ୍ଧା ସାଜି ଦିନରାତି ଲୋକଙ୍କ ସେବା କରୁଛନ୍ତି ସେଇଠି ପୁଣି ସେମାନଙ୍କୁ ଲୋକଙ୍କ ଆକ୍ରୋଶର ଶୀକାର ମଧ୍ୟ ହେବାକୁ ପଡ଼ୁଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ...
କ୍ଷମତାରେ ମୋଦି-ବିପକ୍ଷରେ ମୋଦି-ମଧ୍ୟସ୍ଥତାରେ ବି ମୋଦି: ଦେଶ ରାଜନୀତିରେ ନାହିଁ ବିକଳ୍ପ !
ନୂଆଦିଲ୍ଲୀ, ୬।୮: ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ନୂଆ ଆକଳନ କରାଯାଉଛି। ଭୂମି ପୂଜନରେ ମୋଦି ଜୟ ଶ୍ରୀରାମ ନ କହି ଜୟ ସୀୟା ରାମ ବାରମ୍ବାର ଉଚ୍ଚାରଣ କରିଛନ୍ତି।...
ପ୍ରେମିକଙ୍କ ସହ ଝିଅକୁ ଜିଅନ୍ତା ଜାଳିଦେଲେ ପରିବାର ଲୋକେ
ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ବାନ୍ଦାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପ୍ରେମିକା-ପ୍ରେମିକଙ୍କ ଜୀଅନ୍ତା ଜାଳି ଦିଆଯାଇଛି। ଏହି ସମ୍ବେଦନଶୀଳ ଘଟଣା ପରେ ଉଭୟଙ୍କ ମୃତ୍ୟୁ ଘଟିଛି। ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଡିଜି ଏବଂ ଏସପି କାନପୁର ଡାକ୍ତରଖାନାରେ ପହଞ୍ଚିଛନ୍ତି।...
ମନେ ପଡିଲେ ସୁଷମା
ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପ୍ରଥମ ଶାସନ କାଳରେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ସୁଷମା ସ୍ବରାଜ। ଭାରତୀୟ ରାଜନୀତିର ଏହି ଚର୍ଚ୍ଚିତ ଚେହେରା ଆଜକୁ ଠିକ୍ ଏକ ବର୍ଷ ହେବ...
Archives


