ଆୟୁଷ୍ମାନ ଭାରତ ଯୋଜନାରେ ୧.୨୧ ଲକ୍ଷ କୋଟି ଟଙ୍କାର ବିଲ୍ ବକେୟା: ଆଇଏମଏର ଚେତାବନୀ
ନୂଆଦିଲ୍ଲୀ,୨୭।୭: ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB PM-JAY) ଅଧୀନରେ ୯.୮୪ କୋଟିରୁ ଅଧିକ ହସ୍ପିଟାଲ ଭର୍ତ୍ତି ଅନୁମୋଦିତ ହୋଇଛି, ଏବଂ ଏଥିପାଇଁ ୧.୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପେମେଣ୍ଟ କରାଯାଇଛି ବୋଲି ସରକାର ଶୁକ୍ରବାର…
ଏନ୍କାଉଣ୍ଟରରେ ଟଳିଲେ ୪ ମାଓବାଦୀ, ଏବେ ବି ଜାରି ରହିଛି ଗୁଳିବର୍ଷଣ
ରାୟପୁର,୨୬ା୭: ଛତିଶଗଡ଼ର ବିଜାପୁର ଜିଲାରେ ଶନିବାର ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି। ମାଓବାଦୀମାନଙ୍କ ସହିତ ଚାଲିଥିବା ଏନ୍କାଉଣ୍ଟରରେ ସୁରକ୍ଷାବାହିନୀ ଏପର୍ଯ୍ୟନ୍ତ ୪ ଜଣ ମାଓବାଦୀଙ୍କୁ ହତ୍ୟା କରିଛନ୍ତି। ଜଣେ ପୋଲିସ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ, ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ…
କାହିଁକି ମୋଦି ନେଲେ ଏଭଳି ନିଷ୍ପତ୍ତି? ମାଳଦ୍ୱୀପ ଗସ୍ତ ଶେଷ କରି ଦିଲ୍ଲୀ ବଦଳରେ ସିଧା…ଜାଣନ୍ତୁ
ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଳଦ୍ୱୀପ ଗସ୍ତ ଶେଷ ହୋଇଛି। ସେ ମାଲଦ୍ୱୀପରୁ ଭାରତ ଫେରୁଛନ୍ତି, କିନ୍ତୁ ଦିଲ୍ଲୀ ନ ଆସି ସିଧାସଳଖ ତାମିଲନାଡୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିମାନ ରାତିରେ ତାମିଲନାଡୁରେ ଅବତରଣ କରିବ। ବ୍ରିଟେନ ଗସ୍ତ ଶେଷ କରି ମୋଦି…
ଭାରତ ତୁଳନାରେ ଦୁବାଇରେ କେତେ ଶସ୍ତା ସୁନା? ସାଙ୍ଗରେ ଆଣିପାରିବେ ଏତିକି ଗ୍ରାମ
ନୂଆଦିଲ୍ଲୀ,୨୬।୭: ଦୁବାଇ ବିଶ୍ୱବ୍ୟାପୀ ଲୋକଙ୍କ ପାଇଁ ଏକ ସ୍ବର୍ଗ ସଦୃଶ। ଏହାର ଆଧୁନିକ ଅଟ୍ଟାଳିକା, ବିଳାସପୂର୍ଣ୍ଣ ଶପିଂ, ଚମକୁଥିବା ନାଇଟଲାଇଫ ଏବଂ ବୁର୍ଜ ଖଲିଫା ଭଳି ଦର୍ଶନୀୟ ସ୍ଥାନ ପାଇଁ ଏହା ବିଖ୍ୟାତ। ଏହା ବ୍ୟତୀତ ଦୁବାଇ ତା’ର ପ୍ରସିଦ୍ଧ ସୁନା…
ଶିକ୍ଷାର୍ଥୀଙ୍କ ନିରାପତ୍ତା ପାଇଁ ଜାରି ହେଲା ଗାଇଡ୍ଲାଇନ୍, ଏଥିରେ ରହିଛି…
ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶିକ୍ଷାର୍ଥୀଙ୍କ ନିରାପତ୍ତା ପାଇଁ ଜାରି ହୋଇଛି ଗାଇଡ୍ଲାଇନ୍। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକର ନିରାପତ୍ତା ଯାଞ୍ଚ ବାଧ୍ୟତାମୂଳକ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି। ଶିକ୍ଷାର୍ଥୀଙ୍କ ମନସ୍ତାତ୍ତ୍ବିକ ବିକାଶ…
‘ରାହୁଲ ଗାନ୍ଧୀଙ୍କ ଭାଗ୍ୟରେ ଲେଖାଅଛି କ୍ଷମା ମାଗିବା’, କାହିଁକି ଏମିତି କହିଲେ ଏହି ବରିଷ୍ଠ ନେତା ଜାଣନ୍ତୁ
ନୂଆଦିଲ୍ଲୀ,୨୬।୭: ଶନିବାର କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ଓବିସି ସମ୍ପ୍ରଦାୟ ପାଇଁ ଆୟୋଜିତ ‘ଭାଗିଦାରୀ ନ୍ୟାୟ ସମ୍ମିଳନୀ’ରେ ଭାଷଣ ଦେବା ସମୟରେ ରାହୁଲ ଗାନ୍ଧୀ ସ୍ବୀକାର କରିଛନ୍ତି ଯେ କଂଗ୍ରେସ…
କାର୍ଗିଲ ଯୁଦ୍ଧରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା, ଜାଣନ୍ତୁ ଭାରତ ନା ପାକିସ୍ତାନ କାହାର ହୋଇଥିଲା ଅଧିକ କ୍ଷତି…
କାର୍ଗିଲ ଯୁଦ୍ଧ କେବଳ ଏକ ସାମରିକ ସଂଘର୍ଷ ନ ଥିଲା, ଏହା ଭାରତର ସାର୍ବଭୌମତ୍ୱ, ରଣନୈତିକ ବୁଦ୍ଧି ଏବଂ ସୈନିକଙ୍କ ଅଦମ୍ୟ ସାହସର ପରୀକ୍ଷା ଥିଲା। ମେ’ ୧୯୯୯ରେ ଯେତେବେଳେ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀମାନେ ମିଶି କାର୍ଗିଲର ଉଚ୍ଚ ଶିଖରଗୁଡ଼ିକୁ…
ହୋମ୍ଗାର୍ଡ ନିଯୁକ୍ତି ଦୌଡ଼ ସମୟରେ ଚେତାଶୂନ୍ୟ ହୋଇଥିଲେ ଯୁବତୀ, ଆମ୍ବୁଲାନ୍ସରେ ନେବା ସମୟରେ ଗଣବଳାତ୍କାର
ପାଟନା,୨୬ା୭: ବିହାରର ଗୟାଜୀ ଜିଲାରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଗତ ଗୁରୁବାର ହୋମଗାର୍ଡ ନିଯୁକ୍ତି ଦୌଡ଼ ସମୟରେ ଜଣେ ମହିଳା ପ୍ରାର୍ଥୀ ଚେତାଶୂନ୍ୟ ହୋଇଯାଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲ ନେବା ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ…
‘ଆପଣ ସୀମାର ସୁରକ୍ଷା କରନ୍ତୁ, ଆମେ ଆପଣଙ୍କ ପରିବାରକୁ ସୁରକ୍ଷା ଦେବୁ…’, ବିଜୟ ଦିବସରେ ସେନାଙ୍କୁ ବିଶେଷ ଉପହାର
ଶ୍ରୀନଗର,୨୬।୭: ଶନିବାର ସାରା ଦେଶରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ, ଭାରତର ସାହସୀ ସୈନିକମାନେ ସୀମାକୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ଏହି…
୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଉପରେ ଲାଗିବ ନାହିଁ ପ୍ରତିବନ୍ଧକ! ସୁପ୍ରିମକୋର୍ଟ ପହଞ୍ଚିଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ,୨୬।୭: ଦିଲ୍ଲୀ ସରକାର ଶନିବାର (ଜୁଲାଇ ୨୬, ୨୦୨୫) ଦିଲ୍ଲୀ-ଏନସିଆରରେ ୧୦ ବର୍ଷରୁ ପୁରୁଣା ଡିଜେଲ ଯାନ ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଯାନ ଉପରେ ପ୍ରତିବନ୍ଧକ ଉପରେ ସୁପ୍ରିମକୋର୍ଟଙ୍କ ସମୀକ୍ଷା ପାଇଁ ଆବେଦନ କରିଛନ୍ତି। ସରକାର ଯୁକ୍ତି ରଖିଛନ୍ତି…
‘ଅବସର ପରେ ନେବି ନାହିଁ କୌଣସି ସରକାରୀ ପଦ’, ବଡ଼ ବୟାନ ଦେଲେ ସିଜେଆଇ
ନୂଆଦିଲ୍ଲୀ,୨୬।୭: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି (CJI) ଭୂଷଣ ରାମକୃଷ୍ଣ ଗଭାଇ ଶୁକ୍ରବାର (୨୫ ଜୁଲାଇ, ୨୦୨୫) ମହାରାଷ୍ଟ୍ରର ଅମରାବତୀରେ ଥିବା ତାଙ୍କ ପୈତୃକ ଗ୍ରାମକୁ ଯାଇଥିଲେ, ଯେଉଁଠାରେ ସେ ତାଙ୍କ ପିଲାଦିନର ସ୍ମୃତିକୁ ତାଜା କରି ତାଙ୍କ ପୁରୁଣା ଘରକୁ ଯାଇଥିଲେ।…
ପିଏମ କିଷାନ: ୨୦ତମ କିସ୍ତି ଆସିବା ପୂର୍ବରୁ କୋଟିକୋଟି ଚାଷୀଙ୍କୁ ବଡ଼ ଝଟ୍କା, ଟଙ୍କା…
ନୂଆଦିଲ୍ଲୀ, ୨୬।୭: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ଅଧୀନରେ ୨୦ତମ କିସ୍ତିର ଅପେକ୍ଷାରେ ଥିବା ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଏହି ଯୋଜନା ଅଧୀନରେ…
Archives


