ଜାତୀୟ

ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ଗଣବଳାତ୍କାର

କୁରୁକ୍ଷେତ୍ର,୨୫।୨ : ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ ହରିୟାଣାର କୁରୁକ୍ଷେତ୍ରରୁ ଜିଲାରୁ ଆସିଛି। ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଏ ନେଇ ଗୁରୁବାର ପୋଲିସ…

କଂଗ୍ରେସ ନେତାଙ୍କ ଭିନ୍ନ ପ୍ରତିବାଦ

ନୂଆଦିଲ୍ଲୀ,୨୫।୨: ଦିନକୁ ଦିନ ପେଟ୍ରୋଲ, ଡିଜେଲ ମହଙ୍ଗା ହେଉଥିବା ବେଳେ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ବଢ଼ିବାରେ ଲାଗିଛି। ଏହାକୁ ବିରୋଧ କରି କଂଗ୍ରେସ ନେତା ଭିନ୍ନ ଏକ ପ୍ରତିବାଦ କରିଛନ୍ତି। ଦିଲ୍ଲୀରେ କଂଗ୍ରେସ ନେତା ଗୁରୁବାର ଦଳୀୟ କାର୍ଯ୍ୟାଳୟରେ ଗ୍ୟାସ…

ପଞ୍ଚତାରକା ହୋଟେଲରେ ମଡେଲଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୨୫।୨: ରାଜଧାନୀ ଦିଲ୍ଲୀର ଜଣେ ମଡେଲଙ୍କୁ ଏକ ପଞ୍ଚତାରକା ହୋଟେଲରେ ବଳାତ୍କାର କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଏନେଇ ପୀଡ଼ିତା ଜଣକ ଥାନାରେ ମାମଲା ଦାୟର କରିଛନ୍ତି। ବର୍ତ୍ତମାନ ପୋଲିସ ଏହି ଘଟଣାର ଛାନଭିନ୍‌ ଆରମ୍ଭ କରିଛି। ଦିଲ୍ଲୀ ଚାଣକ୍ୟପୁରୀ ଥାନାରେ…

କରୋନାରୁ ସୁସ୍ଥ ହେବା ପରେ ତିରୁପତିଙ୍କୁ ଚଢ଼ାଇଲେ ସାଢ଼େ ୩ କେଜିର ସୁନା

ଆନ୍ଧ୍ରପ୍ରଦେଶ ତିରୁମାଲାର ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିରକୁ ଫେବୃୟାରୀ ୨୪ରେ ଜଣେ ଭକ୍ତ ୨ କୋଟି ଟଙ୍କାର ଶଙ୍ଖଚକ୍ର ଦାନ କରିଛନ୍ତି। ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେବାରୁ ସେ ଏପରି କରିଥିବା ଜଣାପଡ଼ିଛି। ତେବେ ଏହି ସୁନା ଅଳଙ୍କାରର ଫଟୋ ଏବେ…

ସମଲିଙ୍ଗୀ ବିବାହକୁ ବିରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୫।୨: ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଛି। ସରକାର କହିଛନ୍ତି ଯେ, ଦୁଇ ସମଲିଙ୍ଗୀ ଏକାଠି ରହିବା ଅବା ଶାରୀରିକ ସମ୍ପର୍କ ରଖିବା ଘଟଣାକୁ ଭାରତୀୟ…

ଆସାମରେ ସରକାର ଗଢିବ ଭାଜପା: ଶାହା

ଗୁଆହାଟି,୨୫ ।୨: ଆସାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଆସାମ ଗସ୍ତ କରିଛନ୍ତି । ସେ ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଙ୍କ ସମେତ ଅନ୍ୟ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ…

୨୪ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ ଆପତ୍ତିଜନକ କଣ୍ଟେ‌ଣ୍ଟ

ନୂଆଦିଲ୍ଲୀ,୨୫।୨: ଅଭିଯୋଗ ମିଳିବାର ୨୪ ଘଣ୍ଟା ମଧ୍ୟରେ ସୋସିଆଲ ମିଡ଼ିଆରୁ ଆପତ୍ତିଜନକ କଣ୍ଟେଟ୍‌ ହଟାଇବାକୁ ପଡ଼ିବ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ସୋସିଆଲ ମିଡ଼ିଆ ଏବଂ ଓଟିଟି (ଓଭର ଦ ଟପ୍‌) ପ୍ଲାଟଫର୍ମ ପାଇଁ ଗୁରୁବାର ମାର୍ଗଦର୍ଶିକା ଜାରି କରିଛନ୍ତି। ଏସମ୍ପର୍କିତ…

ଦେଶରୁ ଶେଷ ହେଉଛି ବଂଶବାଦ ରାଜନୀତି: ମୋଦି

ପୁଡୁଚେରୀ,୨୫।୨: ଦେଶରୁ କଂଗ୍ରେସର ସାମନ୍ତବାଦୀ, ବଂଶବାଦ ତଥା ସଂରକ୍ଷଣ ରାଜନୀତି ଶେଷ ହେବାରେ ଲାଗିଛି। ସମ୍ପ୍ରତି ଇତିହାସରେ ପ୍ରଥମଥର ପାଇଁ ଲୋକ ସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ଶହେରୁ କମ୍‌ ରହିଛି। କଂଗ୍ରେସକୁ ଦେଶବାସୀ ପ୍ରତ୍ୟାଖାନ କରିଛନ୍ତି। ଧୀରେଧୀରେ ବିଭିନ୍ନ ରାଜ୍ୟରେ…

ଦେଶରେ ଆରମ୍ଭ ହେବ ପ୍ରଥମ ଟୟ ଫେୟାର: ଏକ ହଜାର ଖେଳନା କାରିଗରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୫ ।୨: ମୋଦି ସରକାର ଦେଶରେ ଖେଳନା କାରିଗରଙ୍କୁ ସ୍ୱାବଲମ୍ବୀ କରିବାକୁ ‘ଆତ୍ମନିର୍ଭର ଭାରତ’ ଓ ‘ଭୋକାଲ ଫର୍ ଲୋକାଲ’ର ଆହ୍ୱାନ କରିଛନ୍ତି । ଏହି ଆଧାରାରେ ଦେଶରେ ପ୍ରଥମଥର ଭର୍ଚୁଆଲ ଇଣ୍ଡିଆ ଟୟ ଫେୟାର-୨୦୨୧ ଆୟୋଜନ ହେବାକୁ ଯାଉଛି ।…

ମଧ୍ୟରାତ୍ରରୁ ଏଲଓସିରେ ଫାୟରିଂ ବନ୍ଦ

ନୂଆଦିଲ୍ଲୀ,୨୫।୨: ଫେବୃୟାରୀ ୨୪-୨୫ ମଧ୍ୟରାତ୍ରରୁ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଫାୟରିଂ ବନ୍ଦ ହୋଇଛି। ସୀମାରେ ଅସ୍ତ୍ରବିରତି ନେଇ ଦୁଇପକ୍ଷଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ଦୁଇଦେଶ ମଧ୍ୟରେ ହଟ୍‌ଲାଇନ୍‌ରେ ସମ୍ପର୍କ ରହିବ। ଏହା ସହିତ ସୀମାରେ ଫ୍ଲାଗ୍‌ ମିଟିଂ…

ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ପୋଷ୍ଟର ଲଗାଇ ଇ-ବାଇକ୍ ରାଲିରେ ବାହାରିଲେ ମମତା

କୋଲକାତା,୨୫ ।୨: ଦେଶରେ ବେଳକୁ ବେଳ ବଢି ଚାଲିଛି ପ୍ରେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦାମ୍ । ଏହାର ପ୍ରତିବାଦରେ ବିରୋଧୀ ଲଗାତାର ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି । ଏହି ରାଜନୈତିକ ଦଳ ମଧ୍ୟରେ କଂଗ୍ରେସ, ସମାଜବାଦୀ ପାର୍ଟି,…

ଭାରତ ବନ୍ଦ: ୮ କୋଟିରୁ ଅଧିକ ବ୍ୟବସାୟୀ ହେବେ ସାମିଲ

ନୂଆଦିଲ୍ଲୀ,୨୫।୨: ଫେବୃୟାରୀ ୨୬ରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଛି। ଜିଏସ୍‌ଟିରେ ହୋଇଥିବା କେତେକ ସଂଶୋଧନ ବିରୋଧରେ ୮ କୋଟିରୁ ଅଧିକ ବ୍ୟବସାୟୀ ଏହି ବନ୍ଦରେ ସାମିଲ ହେବେ। ଏକ କୋଟିରୁ ଅଧିକ ପରିବହନକାରୀ ସଂସ୍ଥା ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri