ଜାତୀୟ

ସରକାରଙ୍କୁ ଚେତାବନୀ ଦେଲେ ରଘୁରାମ ରାଜନ

ନୂଆଦିଲ୍ଲୀ,୭।୯: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଚଳିତ ଆର୍ଥିକ ବର୍ଷର ପ୍ରଥମ(ଏପ୍ରିଲ-ଜୁନ)ରେ ମୋଟ ଘରୋଇ ଉତ୍ପାଦନ(ଜିଡିପି)ରେ ୨୩.୯ ପ୍ରତିଶତ କମ୍‌କୁ ଚିନ୍ତାଜନକ ବୋଲି କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ଏହି ସଙ୍କଟ ସମୟରେ ଅଧିକ ବିଚାରବନ୍ତ...

ଭାରତ ପାଲଟିଛି ପୃଥିବୀର କରୋନା କ୍ୟାପିଟାଲ: ଜବାବ ଦିଅନ୍ତୁ ମୋଦି

ନୂଆଦିଲ୍ଲୀ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଘେରିବା ଆରମ୍ଭ ହୋଇଛି। କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି ଯେ, ମୋଦି କରୋନା...

୭୩ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଭାରତ ଫେରିଲେ ଏହି ସଫ୍ଟଓ୍ବେୟାର ଇଞ୍ଜିନିୟର, ଏବେ ମକା ଚାଷ କରି ରୋଜଗାର କରୁଛନ୍ତି…

ବେଙ୍ଗାଲୁରୁ,୭ା୯: ଅଧିକାଂଶ ଭାରତୀୟ ଗାଁ ଛାଡ଼ି ସହର ତଥା ବିଦେଶରେ କାମ କରିବା ପାଇଁ ସ୍ବପ୍ନ ଦେଖିଥାନ୍ତି। ମାତ୍ର ବିଦେଶରେ ମୋଟା ଅଙ୍କର ଦରମା ପାଉଥିବା ଜଣେ ଭାରତୀୟ ଗାଁରେ ଆସି ଚାଷବାସ କରିବା ନିଶ୍ଚିତ ପ୍ରଶଂସାର ବିଷୟ। ଆମେରିକାରେ...

ଶକରଗଡ଼ ଲଞ୍ଚପ୍ୟାଡ୍‌ରେ ଶହେରୁ ଅଧିକ ଆତଙ୍କବାଦୀ: ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର, ୭।୯: ଜମ୍ମୁ-କଶ୍ମୀରରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ସ୍ଥାନୀୟ ସାମ୍ବା କଠୁଆ ସେକ୍ଟର ସମ୍ମୁଖରେ ଥିବା ଶକରଗଡ଼ରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ପ୍ରୋତ୍ସାହନରେ ଶହେରୁ ଅଧିକ ଆତଙ୍କବାଦୀ ଭାରତରେ...

ସବୁ ଭୁଲ୍‌ ଦୌଡ଼ରେ ଦେଶ ଆଗରେ: ରାହୁଲ

ନୂଆଦିଲ୍ଲୀ,୭।୯: କରୋନା ଭାଇରସ ହେଉ ଅବା ଦେଶର ଜିଡିପିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷୁଛନ୍ତି। ସୋମବାର ପୁଣିଥରେ ରାହୁଲ କହିଛନ୍ତି ଦେଶ ସବୁ ଭୁଲ୍‌ ରାସ୍ତାରେ ଆଗକୁ...

ଦିଲ୍ଲୀ-ଅହମଦାବାଦ ରାଜଧାନୀ ଏକ୍ସପ୍ରେସରେ ୨୦ ଯାତ୍ରୀ କରୋନା ପଜିଟିଭ: ୧୮ଙ୍କ ଠାରେ ନ ଥିଲା କୌଣସି ଲକ୍ଷଣ

ନୂଆଦିଲ୍ଲୀ,୭।୯: କାୟା ମେଲାଉଛି କରୋନା। ଦିଲ୍ଲୀ-ଅହମଦାବାଦ ରାଜଧାନୀ ଏକ୍ସପ୍ରେସରେ ଏବେ ୨୦ ଜଣ ଯାତ୍ରୀ କରୋନାରେ ପୀଡ଼ିତ ଥିବା ଜଣାପଡିଛି। ହେଲେ ଏମାନଙ୍କ ମଧ୍ୟରୁ ୧୮ ଜଣଙ୍କ ପାଖରେ କୌଣସି ଲକ୍ଷଣ ନ ଥିବା କୁହାଯାଏ। ଏମାନଙ୍କ ମଧ୍ୟରୁ ୨...

କ୍ଷେପଣାସ୍ତ୍ରର ବେଗ ବଢ଼ିିବ: ଡିଆର୍‌ଡିଓ ପକ୍ଷରୁ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, ୭।୯: ଆଗାମୀ ଦିନରେ ଭାରତ ପାଖରେ ଦ୍ରୁତବେଗରେ ଗତି କରିପାରୁଥିବା କ୍ଷେପଣାସ୍ତ୍ର ରହିବ। ଡିଆର୍‌ଡିଓ ପକ୍ଷରୁ ସଫଳତାର ସହିତ ଏହାର ପରୀକ୍ଷଣ ସୋମବାର କରାଯାଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଓଡ଼ିଶାର...

ନିର୍ବାଚନକୁ ନେଇ ଚଳଚଞ୍ଚଳ ବିହାର: ଆରମ୍ଭ ହେଲା ନୀତୀଶଙ୍କ ପ୍ରଥମ ଭର୍ଚୁଆଲ ରାଲି

ପାଟନା,୭।୯: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ଏକ ଭର୍ଚୁଆଲ ରାଲି ମାଧ୍ୟମରେ ନିର୍ବାଚନ ବିଗୁଲୁ ଫୁଙ୍କି ଦେଇଛନ୍ତି। ଏଥିରେ ସେ କହିଛନ୍ତି କରୋନା ସଂକ୍ରମଣକୁ ଦେଖି ଆମେ...

ରାଜଧାନୀରୁ ବାବର ଖାଲ୍‌ସା ଆତଙ୍କବାଦୀ ଗିରଫ: ଟାର୍ଗେଟରେ ଥିଲେ ରାଜନେତା

ନୂଆଦିଲ୍ଲୀ, ୭।୯: ଆତଙ୍କବାଦୀ ସଂଗଠନ ବାବର ଖାଲ୍‌ସାର ୨ ସଦସ୍ୟଙ୍କୁ ରାଜଧାନୀ ଦିଲ୍ଲୀରୁ ସୋମବାର ଗିରଫ କରାଯାଇଛି। ଦୁଇ ଆତଙ୍କବାଦୀ ଦିଲାଓ୍ବର ସିଂ ଏବଂ କିଲଓ୍ବନ୍ତ ସିଂଙ୍କ ଟାର୍ଗେଟରେ ପଞ୍ଜାବ ଏବଂ ଦିଲ୍ଲୀର ବହୁ ରାଜନେତା ଥିଲେ ବୋଲି ପୋଲିସ...

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ପୋଲ ତଳୁ ମିଳିଲା ଆଇଇଡ଼ି

ଶ୍ରୀନଗର, ୭।୯: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ସ୍ଥାନୀୟ ଅରାମପୋରା ଅଞ୍ଚଳରେ ଥିବା ସୋପୋର-କୁପଓ୍ବାରା ପୋଲ ତଳେ ଆତଙ୍କବାଦୀମାନେ ଆଇଇଡ଼ି ପ୍ଲାଣ୍ଟ୍‌ କରିଥିଲେ। ସୂଚନା ପାଇ ସୁରକ୍ଷାକର୍ମୀ ଏହାକୁ ନିଷ୍କ୍ରିୟ କରି...

ଚାକିରିରେ ଯୋଗ ଦେବାର ଗୋଟିଏ ଦିନ ପୂର୍ବରୁ ସଫ୍ଟଓ୍ବେୟର ଇଞ୍ଜିନିୟରଙ୍କ ସହ ଘଟିଲା ଏମିତି କିଛି

ମିିରୁଟ,୭।୯: ଉତ୍ତର ପ୍ରଦେଶର ମିରୁଟର ସୋହରାବ ଗେଟ ଡିପୋ ସାମ୍ନାରେ ଏକ ଅଭାବନୀୟ ଘଟଣା ଘଟିଛି। ଚାକିରିରେ ଯୋଗ ଦେବାର ଗୋଟିଏ ଦିନ ପୂର୍ବରୁ ସଫ୍ଟଓ୍ବେୟର ଇଞ୍ଜିନିୟରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଯୁବକ ସୋମବାର ଫରିଦାବାଦର ଏକ କମ୍ପାନୀରେ...

କଙ୍ଗନାଙ୍କୁ ମିଳିବ ସ୍ବତନ୍ତ୍ର ସୁରକ୍ଷା

ମୁମ୍ବାଇ,୭।୯: ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ପ୍ରାୟ ୨ ଦିନ ପୂର୍ବରୁ ଶିବସେନା ଏମ୍‌ପି ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ଧମକ ଦେଇଥିଲେ। ଏହାସହ ଶିବସେନାର ମହିଳା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri