ସ୍ବଦେଶୀ ଉତ୍ପାଦ କିଣିବାକୁ ଅନୁରୋଧ କଲେ ମୋଦି
ନୂଆଦିଲ୍ଲୀ,୯।୧୧: ଦୀପାବଳିରେ ସ୍ବଦେଶ ଉତ୍ପାଦ କିଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଘରୋଇ ଉଦ୍ୟୋଗର ବିକାଶ ସମ୍ଭବ ହୋଇପାରିବ ବୋଲି ମୋଦି କହିଛନ୍ତି। ଦୀପଠାରୁ ଆରମ୍ଭ କରି ବିଦ୍ୟୁତ୍ ଲାଇଟ୍ ସମସ୍ତ ଉତ୍ପାଦ କିଣୁଥିବା ସମୟରେ...
ପ୍ରଦୂଷିତ ସହରରେ ବାଣ ଫୁଟାଇବା ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ,୯ ।୧୧: ଶୀତ ଋତୁ ଆରମ୍ଭରେ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସାଂଘାତିକ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଗକୁ ଆସୁଥିବା ଦୀପାବଳୀରେ ଦିଲ୍ଲୀ ଏନ୍ସିଆର୍ରେ ବାଣ ଫୁଟାଇବା ଉପରେ ପ୍ରତିପବନ୍ଧକ ଲଗାଯାଇଛି । କାରଣ ଦିଲ୍ଲୀ...
୨ କୋଟି ୟୁଜର୍ସଙ୍କ ଗୁପ୍ତ ତଥ୍ୟ ୩୦ ଲକ୍ଷରେ ଡାର୍କ ଓ୍ବେବ୍ରେ ବିକ୍ରି
ନୂଆଦିଲ୍ଲୀ,୯।୧୧: ଅନ୍ଲାଇନ୍ରେ ୨ କୋଟି ୟୁଜର୍ସଙ୍କ ଗୁପ୍ତତଥ୍ୟ ଚୋରି ହୋଇଥିବା ନେଇ ରିପୋର୍ଟ ସାଇବର ଇଣ୍ଟେଲଜେନ୍ସ୍ କମ୍ପାନୀ ସାଇବେଲ ପକ୍ଷରୁ ପ୍ରକାଶ ପାଇଛି। ହ୍ୟାକର ଗ୍ରୋସରୀ କମ୍ପାନୀ ବିଗ୍ ବାସ୍କେଟର ଡାଟାବେସ୍ରୁ ୧୫ ଜିବି ଫାଇଲ୍ ଚୋରି କରି ଏହାକୁ...
ଚିରଞ୍ଜିବ କରୋନା ପଜିଟିଭ
ଚେନ୍ନାଇ,୯ ।୧୧: ସାଉଥ୍ ସୁପରଷ୍ଟାର ଚିରଞ୍ଜିବ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଗତ ୫ ଦିନ ହେବ ଯେଉଁମାନେ ତାଙ୍କ ସହ ମିଳାମିଶା କରିଛନ୍ତି ସେମାନଙ୍କୁ...
କିଏ ଛୁଇଁବ କୁହୁକ ସଂଖ୍ୟା ୧୨୨
ପାଟନା,୯।୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ମଙ୍ଗଳବାର ଆରମ୍ଭ ହେବ। ରାଜ୍ୟର ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ଲାଗି କୁହୁକ ସଂଖ୍ୟା ୧୨୨ ରହିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି କୁହୁକ ସଂଖ୍ୟା...
କଂଗ୍ରେସକୁ ଘାରିଛି ବାଡ଼ ଡିଆଁ ଭୟ: ୩୮ ଜିଲାରେ ପର୍ଯ୍ୟବେକ୍ଷକ
ପାଟନା,୯।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସକୁ ବାଡ଼ ଡିଆଁ ଭୟ ଘାରିଛି। ଦଳର କିଛି ନେତା ଘୋଡ଼ାବେପାରରେ ସାମିଲ ହୋଇ ଅନ୍ୟ ଦଳରେ ମିଶିବାର ଆଶଙ୍କା ରହିଥିବା କଂଗ୍ରେସ କେନ୍ଦ୍ରୀୟ ଟିମ୍ ଅନୁମାନ କରୁଛନ୍ତି। ସେଥିପାଇଁ ରାଜ୍ୟର...
କମଲା ହାରିସ୍ଙ୍କ ବିଜୟକୁ ନେଇ ଖୁସି ପ୍ରକାଶ କଲେ ତାଙ୍କ ମାଉସୀ
ଚେନ୍ନାଇ,୯ ।୧୧: ଆମେରିକା ଉପରାଷ୍ଟ୍ରପତି ଭାବେ ଭାରତୀୟ ମୂଳ ବାସିନ୍ଦା କମଲା ହାରିସ୍ ବିଜୟଲାଭ କରିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଇତିହାସ ରଚିଥିବା କମଲାଙ୍କ ପାଇଁ ତାଙ୍କ ମାଉସୀ ଡାକ୍ତର ସରଳା ଗୋପଳନ କହିଛନ୍ତି,...
ବାରାଣସୀକୁ ୬୧୪ କୋଟିର ଦୀପାବଳି ଉପହାର ଦେଲେ ମୋଦି
ବାରାଣସୀ,୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ ଆସନ ବାରାଣସୀକୁ ସୋମବାର ୬୧୪ କୋଟି ଟଙ୍କାର ଦୀପାବଳି ଉପହାର ଦେଇଛନ୍ତି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସେ ଏଠାରେ ୩୩ ପରିଯୋଜନାର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ବାରାଣସୀକୁ ସ୍ମାର୍ଟ ସହର...
ତେଜସ୍ୱୀ ହେଲେ ବିହାର ମୁଖ୍ୟମନ୍ତ୍ରୀ!
ପାଟନା,୯ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଆଉ ଗୋଟିଏ ଦିନ ବାକି ରହିଛି । ହେଲେ ଗୋଟିଏ ଦିନ ପୂର୍ବରୁ ମହାମେଣ୍ଟର ନେତା ତେଜସ୍ୱୀ ଯାଦବ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ସହ ଗୋଟିଏ ଦିନ ପୂର୍ବରୁ...
ସ୍ତ୍ରୀଙ୍କ ସହ କଥା ହେଉଥିଲେ ବନ୍ଧୁ, ସ୍ବାମୀ ନେଲେ ଏମିତି ନିଷ୍ପତ୍ତି
ମୁଜଫରନଗର,୯।୧୧: ଉତ୍ତର ପ୍ରଦେଶର ମୁଜାଫରନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ନିଜ ବନ୍ଧୁଙ୍କ ସ୍ତ୍ରୀ ସହ କଥା ହେବା ମହଙ୍ଗା ପଡିଛି। କାମ ଥିବା କହି ଘରକୁ ଡାକି ସମ୍ପୃକ୍ତ ବ୍ୟକ୍ତି ଗଳାକାଟି ହତ୍ୟା କରିଛନ୍ତି...
ନିଜ ଓଜନର ରୁପା ଦାନ କଲେ ଭାଜପା ନେତା: ବଣ୍ଟାଗଲା ୧୦୧ କିଲୋଗ୍ରାମ୍ ରୁପା
ସୁରଟ,୯।୧୧: ଗୁଜରାଟର ରାଜ୍ୟ ଭାଜପା ଅଧ୍ୟକ୍ଷ ସି.ଆର୍. ପାଟିଲ ନିଜ ଓଜନର ରୁପା ଦାନ କରିଛନ୍ତି। ସୁରଟରେ ଜୈନ ସୋସାଇଟି ପକ୍ଷରୁ ଆୟୋଜିତ ହୋଇଥିବା ରଜତ ତୁଳା କାର୍ଯ୍ୟକ୍ରମରେ ପାଟିଲ ଯୋଗଦେଇଥିଲେ। ତାଙ୍କ ଓଜନ ୯୬ କିଲୋଗ୍ରାମ୍ ଥିଲା। ତେବେ...
ଭାଗ୍ୟଫଳ ନେଇ ଉତ୍କଣ୍ଠା: ୩୮ ଜିଲାରେ ୫୫ ଗଣତି କେନ୍ଦ୍ର
ପାଟନା,୯।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇବ। ଏଥିପାଇଁ ରାଜ୍ୟର ୩୮ ଜିଲାର ୫୫ ଭୋଟ ଗଣତି କେନ୍ଦ୍ରରେ ଭୋଟ ଗଣାଯିବା ଲାଗି ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି କେନ୍ଦ୍ର ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା...
Archives


