ଜାତୀୟ

ଚାଷୀଙ୍କ ସମର୍ଥନରେ ସେଲିବ୍ରିଟି

ନୂଆଦିଲ୍ଲୀ, ୩ା୨: ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ୨ ମାସ ହେଲା କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି। ବର୍ତ୍ତମାନ ଆନ୍ଦୋଳନ ସମର୍ଥନରେ ବାହାରିଛନ୍ତି ଆମେରିକା ପପ୍‌ ଷ୍ଟାର ରିହାନା। ‘ଆମେ କାହିଁକି ଏ ବିଷୟରେ କଥା ହେଉନାହୁଁ, ହାସ୍‌ଟ୍ୟାଗ ଫାର୍ମର୍ସ…

ଟିକେଟ୍‌ ମାଗିଲେ ମୋଦିଙ୍କ ଭାଣିଜୀ

ଅହମଦାବାଦ୍‌,୩।୧: ଗୁଜରାଟ ନଗର ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଏହି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଣିଜୀ ମଧ୍ୟ ଭାଜପା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ବଡ ଭାଇ ପ୍ରହ୍ଲାଦ…

ମୁମ୍ବାଇ ଲୋକଲ୍‌ ଟ୍ରେନ୍‌ର ଏକ ଫଟୋ ଦେଖି ଭାବପ୍ରବଣ ହେଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ,୩।୧: ଲକଡାଉନ୍‌ ପରେ ମୁମ୍ବାଇ ଲୋକାଲ ଟ୍ରେନ ଫେବୃଆରୀ ୧ ତାରିଖରୁ ପୁନଃଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁଯାୟୀ କେବଳ ସ୍ଥାନୀୟ ଲୋକମାନେ ଯାତ୍ରା କରିପାରିବେ। ମୁମ୍ବାଇ ଲୋକାଲ ଟ୍ରେନ୍‌ ପୁନଃଆରମ୍ଭ ହେବା ସହିତ ସ୍ଥାନୀୟ…

ଶୁଟିଂ ସେଟ୍‌ରେ ଲାଗିଲା ନିଆଁ

ମୁମ୍ବାଇ,୩।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଏବଂ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ସୁଟିଂ ବେଳେ ଗୋରେଗାଓଁ ସ୍ଥିତ ସେଟ୍‌ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ପାଖାପାଖି ୫୦ରୁ ୬୦ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରଭାସ ଏବଂ ସୈଫ…

ପାଣି ବଦଳରେ ସାନିଟାଇଜର୍‌ ପିଇଦେଲେ କମିଶନର

ମୁମ୍ବାଇ,୩।୨: ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ଯୁଗ୍ମ କମିଶନର ରମେଶ ପାୱାର ବୁଧବାର ଦିନ ହଠାତ୍‌ ପାଣି ବଦଳରେ ସାନିଟାଇଜର ପିଇଦେଇଛନ୍ତି। ରମେଶ ପାଓ୍ବାର ବଜେଟ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଏହି ଘଟଣା ସହ ଜଡିତ ଏକ…

ଅନଶନରେ ବସିଲେ ମୋଦିଙ୍କ ଭାଇ

ଲକ୍ଷ୍ନୌ,୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଆମାଉସି ବିମାନବନ୍ଦରରେ ଧାରଣାରେ ବସିଛନ୍ତି। ଲକ୍ଷ୍ନୌ ପୋଲିସ ତାଙ୍କ ସମର୍ଥକଙ୍କୁ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ତାଙ୍କୁ ଛଡାଯିବ ନାହିଁ ସେ ଧାରଣାରେ ବସି ରହିବେ ବୋଲି…

ଟୁଇଟରକୁ କେନ୍ଦ୍ର ସରକାରଙ୍କ ନୋଟିସ: ଆକାଉଣ୍ଟକୁ ଚାଲୁ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩।୧: ଟୁଇଟରକୁ କେନ୍ଦ୍ର ସରକାରଙ୍କ ଏକ ନୋଟିସ ଜାରି କରାଯାଇଛି। ହିଂସା ସୃଷ୍ଟି ପାଇଁ ବନ୍ଦ କରାଯାଇଥିବା ଆକାଉଣ୍ଟକୁ ପୁଣି ଚାଲୁ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଧବାର ନିର୍ଦ୍ଦେଶ ଜାରି କରାଯାଇଛି। ଚାଷୀ ଆନ୍ଦୋଳନ ଆରମ୍ଭ ହେବାଠାରୁ ଦେଶରେ ହିଂସା…

ରାହୁଲ ଗାନ୍ଧୀ ଚାହୁଁଛନ୍ତି ରାସ୍ତାରେ ଲଢେଇ ହେଉ: ସମ୍ବିତ ପାତ୍ର

ନୂଆଦିଲ୍ଲୀ,୩।୨: କୃଷକ ଆନ୍ଦୋଳନକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଭାଜପା ବର୍ଷିଛି। ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀ ଚାହୁଁଛନ୍ତି ଯେ, ରାସ୍ତାରେ ଲଢେଇ ହେଉ, ଲୋକଙ୍କ ଉପରେ ଗୁଳି ଚାଳନା କରାଯାଉ ଏବଂ…

ଛାତ୍ର ତିଆରି କଲେ ୪ କେଜି ଓଜନର ହେଲିକପ୍ଟର

ଲକ୍ଷ୍ନୌ,୩।୨: ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) କାନପୁରର ଛାତ୍ର ଏବଂ ପ୍ରଫେସର ମିଳିତ ଭାବେ କେବଳ ୪ କେଜିରେ ଏକ ସୁନ୍ଦର ହାଲୁକା ହେଲିକପ୍ଟର ତିଆରି କରିଛନ୍ତି। ଏହା ବେଙ୍ଗାଲୁରୁରେ ଚାଲିଥିବା ହାଇବ୍ରିଡ୍‌ ଏୟାର ଶୋ’- ଏୟାର ଇଣ୍ଡିଆ ୨୦୨୧ରେ ପ୍ରଦର୍ଶିତ…

ଛେଳି ବ୍ୟାଙ୍କ, ଜାଣନ୍ତୁ କେମିତି ହୁଏ ଏହାର ପରିଚାଳନା

ମୁମ୍ବାଇ,୩।୨: ଛେଳିମାନଙ୍କର ବ୍ୟାଙ୍କ ଶୁଣିଲେ ନିଶ୍ଚିତ ଅଡୁଆ ଲାଗେ। କିନ୍ତୁ ଏପରି ଏକ ବ୍ୟାଙ୍କ ରହିଛି ମହାରାଷ୍ଟ୍ରରେ। ଏହି ବ୍ୟାଙ୍କକୁ ମହାରାଷ୍ଟ୍ରର ଅକୋଲା ଜିଲାରେ ଜଣେ କୃଷକ ଖୋଲିଛନ୍ତି। ଏହାର ପରିଚାଳନା ସାଂଘଭୀ ମୋହାଲି ଗାଁରୁ କରାଯାଉଛି। ଏହି ବ୍ୟାଙ୍କର ନାମ…

ମହାପଞ୍ଚାୟତରେ ଗର୍ଜିଲେ ଟିକାଏତ: ଭାଙ୍ଗିଲା ସଭାମଞ୍ଚ

ଜିନ୍ଦ, ୩।୨: କୃଷି ଆଇନକୁ ବିରୋଧ କରି ହରିୟାଣାର ଜିନ୍ଦଠାରେ ବୁଧବାର ଅନୁଷ୍ଠିତ ହୋଇଥିବା ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକାଏତ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି। ଏବେ କେବଳ କୃଷି ଆଇନକୁ ଫେରାଇ ନେବାକୁ କୁହାଯାଉଛି। ଯଦି କ୍ଷମତା ଫେରାଇ…

୧୧୫ ନିଖୋଜ ଆନ୍ଦୋଳନକାରୀଙ୍କ ତାଲିକା ଜାରି କଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୩।୨: କୃଷି ଆଇନକୁ ବିରୋଧରେ ଦେଶରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଜାନୁୟାରୀ ୨୬ ଟ୍ରାକ୍ଟର ରାଲିରେ ଘଟିଥିବା ହିଂସାକୁ ନେଇ ପୋଲିସ ପକ୍ଷରୁ କେତେକ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ କରାଯାଉଛି। ଅପରପକ୍ଷରେ ରାଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri