କେବେ ଦିଆଯିବ କରୋନା ଟିକା: ଲୋକଙ୍କ ପାଖକୁ ଏସ୍ଏମ୍ଏସ୍ ପଠାଇବେ ସରକାର
ନୂଆଦିଲ୍ଲୀ,୨୫।୧୧: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ପିଫାଇଜର, ମୋଡେର୍ନା, ଆଷ୍ଟ୍ରାଜେନିକା ଏବଂ ସ୍ପୁଟନିକ୍-ଭି ଆଦି ୪ଟି କରୋନା ପ୍ରତିଷେଧକ ଟିକାର କ୍ଲିନିକାଲ ପରୀକ୍ଷା ବେଶ୍ ଉତ୍ସାହ ଜନକ ରହିଛି। ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ...
ବର୍ଷେ ବିଦେଶ ଯାଇପାରିଲେନି ମୋଦି
ନୂଆଦିଲ୍ଲୀ,୨୫ା୧୧: ବିଦେଶ ଗସ୍ତକୁ ନେଇ ଚର୍ଚ୍ଚାରେ ରହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ଦେଶ ବାହାରକୁ ଯାଇପାରିଲେ ନାହିଁ। ୨୦୨୦ରେ କରୋନା ଭାଇରସ୍ ତାଙ୍କ ବିଦେଶ ଗସ୍ତରେ ବ୍ରେକ୍ ଲଗାଇଛି। ୨୦୧୪ରେ କ୍ଷମତାକୁ ଆସିବା ପରଠୁ ପ୍ରଧାନମନ୍ତ୍ରୀ ମୋଦି ସରକାରୀ...
ଟିକା ଲାଗି ଶୀତଳଭଣ୍ଡାର ସୁବିଧା କର
ନୂଆଦିଲ୍ଲୀ, ୨୫ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକାର ସୁରକ୍ଷା ଓ ଏହାର ତ୍ୱରିତ ବଣ୍ଟନ ଉପରେ ମଙ୍ଗଳବାର ଜୋର୍ ଦେଇଛନ୍ତି। ସମସ୍ତଙ୍କ ଲାଗି ସୁରକ୍ଷିତ ଟିକା ସୁବିଧା ଓ ଟିକାର ସୁରକ୍ଷା ପାଇଁ ରାଜ୍ୟଗୁଡ଼ିକ ଆବଶ୍ୟକ ପଦକ୍ଷେପ ଗ୍ରହଣ...
୩୬ ଘଣ୍ଟା ଭିତରେ ୨ ବରିଷ୍ଠ ନେତାଙ୍କୁ ହରାଇଲା କଂଗ୍ରେସ
ନୂଆଦିଲ୍ଲୀ,୨୫।୧୧:ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଗତ ଦୁଇ ଦିନ ମଧ୍ୟରେ ଦୁଇଟି ଗଭୀର ଆଘାତ ପାଇଛି। ଗତ ସୋମବାର ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ମୃତ୍ୟୁ ପରେ ଆଜି ଅର୍ଥାତ୍ ବୁଧବାର ଭେଟେରାନ କଂଗ୍ରେସ ନେତା...
ମାଡିଆସୁଛି ବାତ୍ୟା ‘ନିଭାର’: ୧୪୫ କିମି ବେଗରେ ବହିବ ପବନ
ଚେନ୍ନାଇ,୨୫।୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ନିଭାର’ ମାଡିଆସୁଛି। ବୁଧବାର ସକାଳେ ‘ନିଭାର’ ସ୍ଥଳ ଭାଗ ଛୁଇଁବ। ଏହାକୁକୁ ନଜରରେ ରଖି ତାମିଲନାଡୁରେ ଆର୍ଲଟ ଜାରି କରାଯାଇଛି। ଏହା ପୂର୍ବରୁ ମଙ୍ଗଳବାର ସଂଧ୍ୟାରୁ ପ୍ରବଳ ବର୍ଷା ସହିତ ପବନ ଆରମ୍ଭ...
ଆରପାରିରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ
ନୂଆଦିଲ୍ଲୀ,୨୫।୧୧: ରାଜ୍ୟ ସଭା ଏମ୍ପି ତଥା କଂଗ୍ରେସର ବରିଷ୍ଠ ନେତା ତଥା ଅହମଦ ପଟେଲଙ୍କ ବୁଧବାର ମଲ୍ଟି ଅରଗାନ ଫେଲ ଯୋଗୁ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୭୧ ବର୍ଷ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ କିଛି ଦିନ...
ଯୁବତୀଙ୍କୁ ରକ୍ତ ଦେଲେ ଯବାନ
ଶ୍ରୀନଗର,୨୪।୧୧: ଭାରତୀୟ ସେନାର ଯବାନମାନେ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦିଅନ୍ତି। ନିଜ ଜୀବନ ପ୍ରତି ଧ୍ୟାନ ନ ଦେଇ ଲୋକଙ୍କୁ ରକ୍ଷା କରନ୍ତି। ଶ୍ରୀନଗରରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ସିଆରପିଏଫ୍ ଯବାନ...
ପୁଣି ୪୩ଟି ଆପ୍ସ ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ,୨୪।୧୧: ପୁଣି ୪୩ ମୋବାଇଲ ଆପ୍ସ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ଧାରା ୬୯ଏ ଅନୁଯାୟୀ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଦେଶର ସୁରକ୍ଷା, ସାର୍ବଭୌମତ୍ୱ, ଗୋପନୀୟତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଆଇଟି ବିଭାଗ ବ୍ୟାନ କରିଛି।...
ବାତ୍ୟା ‘ନିବାର’ ପ୍ରଭାବରେ ତାମିଲନାଡୁ-ଆନ୍ଧ୍ରପ୍ରଦେଶରେ ବର୍ଷା: ପୁଡୁଚେରୀରେ ରାତ୍ରକାଳୀନ କର୍ଫ୍ୟୁ ଜାରି
ଚେନ୍ନାଇ,୨୪।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିବାର’ ଅବପାତରେ ପରିଣତ ହୋଇଛି। ଏହା ବୁଧବାର ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳ ଛୁଇଁବ। ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା...
କରୋନା ଭ୍ୟାକ୍ସିନ କେବେ ଆସିବ ତା’ର ସମୟ ଆମେ ସ୍ଥିର କରିପାରିବା ନାହିଁ: ମୋଦି
ନୂଆଦିଲ୍ଲୀ,୨୪ ।୧୧: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାର ନିୟନ୍ତ୍ରଣ ପାଇଁ ସରକାର ଏବେ ସତର୍କ ହୋଇ ଯାଇଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ ବର୍ତ୍ତମାନର ସ୍ଥିତି ସମିକ୍ଷା କରିବାକୁ ଓ...
ସାବାଳକ ଧର୍ମ-ବର୍ଣ୍ଣ ନିର୍ବିଶେଷରେ ପସନ୍ଦ କରିପାରିବେ ଜୀବନ ସାଥୀ: ଆହ୍ଲାବାଦ୍ ହାଇକୋର୍ଟ
ପ୍ରୟାଗରାଜ,୨୪।୧୧: ସାବାଳକ ଧର୍ମ, ବର୍ଣ୍ଣ ନିର୍ବିଶେଷରେ ନିଜ ଜୀବନ ସାଥୀ ପସନ୍ଦ କରିପାରିବେ। ଏନେଇ ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ଦୁଇ ଭିନ୍ନ ଭିନ୍ନ ଧର୍ମର ସାବାଳକ ବିବାହ ପାଇଁ ମଧ୍ୟ ଧର୍ମ...
ମୋଦିଙ୍କ ବିରୋଧରେ ନିର୍ବାଚନ ଲଢୁଥିବା ପୂର୍ବତନ ଯବାନଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ,୨୪ ।୧୧: ଉତ୍ତରପ୍ରଦେଶର ବାରାଣସୀ ଲୋକ ସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢୁଥିବା ବିଏସ୍ଏଫ୍ର ପୂର୍ବତନ ଯବାନ ତେଜ ବାହାଦୂରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟ୍କା ଲାଗିଛି । ୨୦୧୯ରେ ଲୋକ ସଭା ନିର୍ବାଚନରେ ବାରାଣସୀ ଆସନରୁ...
Archives


