ମୋଦିଙ୍କ ନୂଆବର୍ଷ ଭେଟି: ଜମ୍ମୁ-କଶ୍ମୀରରେ ମାଗଣା ସ୍ବାସ୍ଥ୍ୟସେବା
ନୂଆଦିଲ୍ଲୀ,୨୬।୧୨: ପ୍ରଧାନମନ୍ଦ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀର ଲୋକଙ୍କୁ ଶନିବାର ନୂଆବର୍ଷ ଭେଟି ଦେଇଛନ୍ତି। ଏଣିକି ରାଜ୍ୟରେ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଫ୍ଲୋଟର ବେସିସ୍ରେ ପ୍ରତି ପରିବାରଙ୍କୁ ୫ ଲକ୍ଷ ଟଙ୍କାର...
ବିଶ୍ୱବିଦ୍ୟାଳୟ ନାମଲେଖାରେ ହେବ ଆପ୍ଟିଚ୍ୟୁଡ୍ ଟେଷ୍ଟ୍ !
ନୂଆଦିଲ୍ଲୀ,୨୬।୧୨: ଏଣିକି ବିଶ୍ୱବିଦ୍ୟାଳୟ ନାମଲେଖା ସମୟରେ ଶିକ୍ଷାର୍ଥୀଙ୍କ ଆପ୍ଟିଚ୍ୟୁଡ୍ ଟେଷ୍ଟ୍ କରାଯିବ। ଫଳରେ କଟ୍ଅଫ୍ ମାର୍କ ନେଇ ଶିକ୍ଷାର୍ଥୀଙ୍କ ଉପରେ ବୃଦ୍ଧି ପାଉଥିବା ଚାପରୁ ମୁକ୍ତି ମିଳିପାରିବ। ଏନେଇ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ୍ ପାଠ୍ୟକ୍ରମ ପାଇଁ...
ବାଂଲାଦେଶ-ମ୍ୟାନମାର୍କୁ ଗୁପ୍ତ ସୂଚନା ଦେବ ଆଇବି
ନୂଆଦିଲ୍ଲୀ,୨୬।୧୨: ଅନ୍ତର୍ଜାତୀୟ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ଭାରତ, ବାଂଲାଦେଶ ଏବଂ ମ୍ୟାନମାର୍ ମଧ୍ୟରେ ବୁଝାମଣା ହୋଇଛି। ଏହା ଅନ୍ତର୍ଗତ ଭାରତର ଇଣ୍ଟେଲଜେନ୍ସ୍ ବ୍ୟୁରୋ (ଆଇବି) ବାଂଲାଦେଶ ଏବଂ ମ୍ୟାନମାର୍କୁ ଆତଙ୍କବାଦ ସମ୍ପର୍କିତ ଗୁପ୍ତ ସୂଚନା...
ଲଭ୍ ଜେହାଦ୍ ପାଇଁ କଡ଼ା ଆଇନ ଆଣିବେ ଶିବରାଜ: ଦୋଷୀଙ୍କୁ ୧୦ ବର୍ଷ ଜେଲଦଣ୍ଡ
ଭୋପାଳ,୨୬।୧୨: ଲଭ୍ ଜେହାଦ୍ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସରକାର କଡ଼ା ଆଇନ ଆଣିବେ। ଏସମ୍ପର୍କିତ ଏକ ପ୍ରସ୍ତାବକୁ କା୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଧର୍ମ ସ୍ବତନ୍ତ୍ରତା ବିଧେୟକ-୨୦୨୦ ଅନ୍ତର୍ଗତ ଏହି ଆଇନ ପ୍ରଣୟନ କରାଯିବ। ଆଇନରେ ୧୯ଟି...
ଅଧା ରାତିରେ ଆସାମ ପହଞ୍ଚିଲେ ଶାହା
ଗୁଆହାଟୀ,୨୬ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଆସାମ ଗସ୍ତରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗୁଆହାଟୀ ପହଞ୍ଚିଛନ୍ତି । ଶାହାଙ୍କୁ ସ୍ୱାଗତ କରିବାକୁ ନିଜେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହି ଦୁଇ ଦିନିଆ...
ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ବସ୍ ଡ୍ରାଇଭର…
ଶ୍ରୀନଗର,୨୬।୧୨: ଧୀରେଧୀରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦର କଳାବାଦଲ ହଟିବାରେ ଲାଗିଛି। ଏଠାରେ ବହୁବିଧ ବିକାଶ କାର୍ଯ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି। ଏପରିସ୍ଥଳେ ରାଜ୍ୟର ପ୍ରଥମ ମହିଳା ବସ୍ ଡ୍ରାଇଭର ଭାବେ ୩୦ ବର୍ଷ ବୟସ୍କା ପୂଜା ଦେବୀ କାର୍ଯ୍ୟ ଆରମ୍ଭ...
ଅନ୍ନଦାତାଙ୍କ ପ୍ରସଙ୍ଗରେ ୟୁପିଏ ଅସଫଳ ରହିଛି: ଶିବସେନା
ନୂଆଦିଲ୍ଲୀ,୨୬।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସମ୍ମୁଖରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଦୁର୍ବଳ ପଡ଼ିଯାଇଛି। ୟୁପିଏ କୃଷି ଆଇନ ନେଇ ଅସଫଳ ରହିଥିବା ଶିବସେନା ପକ୍ଷରୁ...
ଅରୁଣାଚଳରେ ଜେଡିୟୁକୁ ଝଟ୍କା
ଇଟାନଗର, ୨୬।୧୨ : ଅରୁଣାଚଳପ୍ରଦେଶରେ ସଂଯୁକ୍ତ ଜନତା ଦଳ (ଜେଡିୟୁ)କୁ ଶକ୍ତ ଝଟ୍କା ଲାଗିଛି। ସେଠାର ୬ ଜଣ ଜେଡିୟୁ ବିଧାୟକ ଭାଜପାରେ ଯୋଗଦେଇଛନ୍ତି। ଏହା ବ୍ୟତୀତ ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ(ପିପିଏ)ର ଏକମାତ୍ର ବିଧାୟକ କାର୍ଡୋ ନିଗ୍ୟୋର୍ ମଧ୍ୟ...
ଖାତାକୁ ଗଲା ୧୮ ହଜାର କୋଟି
ନୂଆଦିଲ୍ଲୀ, ୨୬।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ପରବର୍ତ୍ତୀ କିସ୍ତି ବାବଦରେ ୧୮,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଇଛନ୍ତି। ଏଥିରେ ୯ କୋଟିରୁ ଅଧିକ ଚାଷୀ ପରିବାର...
ଡ୍ୟାମ୍ରେ ବୁଡିଗଲେ ଏହି ପ୍ରସିଦ୍ଧ ମାଲାୟାଲମ ଅଭିନେତା
ନୂଆଦିଲ୍ଲୀ,୨୫।୧୨-ପ୍ରସିଦ୍ଧ ମାଲାୟାଲମ ଅଭିନେତା ଅନୀଲ ନେଦୁମଙ୍ଗଦଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସାଙ୍ଗମାନଙ୍କ ସହ କେରଳର ଥୋଡୁପୁଝା ମଲନକାରା ଡ୍ୟାମରେ ଅନୀଲ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ମୁତାବକ,...
ହର୍ନ ମାରିଲେ ଗଣିବାକୁ ପଡ଼ିବ ଜରିମାନା
ନୂଆଦିଲ୍ଲୀ,୨୫ା୧୨- ଏଣିକି ହର୍ନ ମାରିଲେ ମଧ୍ୟ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ତେବେ ଏହି ନିୟମ ପୂରା ଦେଶରେ ଲାଗୁ ହୋଇ ନାହିଁ। ଦିଲ୍ଲୀରେ ପରୀକ୍ଷାମୂଳକ ଭାବେ ଏହି ନିୟମ ଲାଗୁ ହୋଇଛି। ଦେଶର ରାଜଧାନୀରେ ଧ୍ୱନୀ ପ୍ରଦୂଷଣ...
ନୂଆ କୃଷି ଆଇନକୁ କାର୍ଯ୍ୟକାରୀ କରାଯାଉ, ଯଦି ଲାଭ ନ ଦେଲା ଆମେ ସଂଶୋଧନ କରିବାକୁ ପ୍ରସ୍ତୁତ : ରାଜନାଥ
ନୂଆଦିଲ୍ଲୀ,୨୫ା୧୨- ଏଠାରେ ଆୟୋଜିତ ଏକ ରାଲିକୁ ସମ୍ବୋଧନ ଦେଇ ସିନିୟର ଭାଜପା ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆନ୍ଦୋଳନରତ କୃଷକଙ୍କୁ ଏକ ଅନୁରୋଧ କରିଛନ୍ତି। ନୂଆ କୃଷି ଆଇନକୁ ଗୋଟେ ବର୍ଷ ପାଇଁ କାର୍ଯ୍ୟକାରୀ କରାଯାଉ। ଚାଷୀଙ୍କୁ...
Archives


