ଭାରତରୁ କରୋନା ଟିକା କିଣିବ ଶ୍ରୀଲଙ୍କା
କଲମ୍ବୋ,୨୭।୧: ଭାରତରୁ ୨ରୁ ୩ ମିଲିୟନ ଡୋଜ କରୋନା ଟିକା କିଣିବ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସାଙ୍କ ପରାମର୍ଶଦାତା ଲଲିଥ ୱିରାଟୁଙ୍ଗା ସୂଚନା ଦେଇଛନ୍ତି। ସେରମ୍ ଇନ୍ଷ୍ଟିଚ୍ୟୁଟରେ ପ୍ରସ୍ତୁତ କୋଭିସିଲ୍ଡ ଟିକା କିଣିବ ପାଇଁ ଇଚ୍ଛା ପ୍ରକଟ କରିଛି।...
ଜାତୀୟ ପତାକା ନୁହେଁ ଧାର୍ମିକ ପତାକା
ନୂଆଦିଲ୍ଲୀ, ୨୭।୧: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀଙ୍କ ପକ୍ଷରୁ ଜାନୁଆରୀ ୨୬ ଦିନ ଦିଲ୍ଲୀରେ ଟ୍ରାକ୍ଟର ରାଲି ହୋଇଥିଲା। କେତେକ ଆନ୍ଦୋଳନକାରୀ ଲାଲ୍ କିଲ୍ଲାରେ ପ୍ରବେଶ କରି ପତାକା ଉଡାଇଥିଲେ। ପ୍ରକୃତରେ ଏହା ଜାତୀୟ ପତାକା ନ ଥିଲା,...
ପ୍ରେମିକଙ୍କ ସହ ଆତ୍ମହତ୍ୟା କଲେ ମହିଳା
ଲକ୍ଷ୍ନୌ,୨୭।୧: କାନପୁରର ଏକ ଜମିରେ ଥିବା ଆମ୍ବଗଛରେ ଆତ୍ମହତ୍ୟା କରିଛନ୍ତି ପ୍ରେମୀଯୁଗଳ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ମହିଳା ଜଣକ ବିବାହିତା...
ଗାଙ୍ଗୁଲୀ ପୁଣି ହସ୍ପିଟାଲରେ ଭର୍ତ୍ତି: ଛାତିରେ ଯନ୍ତ୍ରଣା
କୋଲକାତା, ୨୭।୧: ବିବିସିଆଇ ଅଧ୍ୟକ୍ଷ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ବୁଧବାର ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି ଆପୋଲୋ ହସସ୍ପିଟାଲ ଭର୍ତ୍ତି କରାଯାଇଛି। ଜାନୁୟାରୀ ୨ରେ ଛାତିରେ ଯନ୍ତ୍ରଣା ଯୋଗୁ ତାଙ୍କୁ ଉଡ୍ଲାଣ୍ଡ୍...
ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ: ୨୦୦ ପ୍ରଦର୍ଶନକାରୀ ଅଟକ
ନୂଆଦିଲ୍ଲୀ, ୨୭।୧: ଜାନୁୟାରୀ ୨୬ରେ ଦିଲ୍ଲୀରେ ଅନ୍ନଦାତାଙ୍କ ପକ୍ଷରୁ ହୋଇଥିବା ହିଂସକ ପ୍ରଦର୍ଶନ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସିସିଟିଭି ରେକର୍ଡିଂ ଆଧାରରେ ୨୦୦ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି। ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ...
କୃଷି ଆଇନ୍ ବିରୋଧରେ ବିଧାନସଭାରେ ପ୍ରସ୍ତାବ ଆଣିବେ ମମତା ସରକାର
କୋଲକତା,୨୭।୧: ରାଜଧାନୀ ଦିଲ୍ଲୀରେ ନୂଆ କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବିଧାନସଭାରେ କୃଷି ଆଇନ ବିରୋଧରେ ଏକ ପ୍ରସ୍ତାବ ଆଣିବେ। କୃଷି ଆଇନ୍ ରଦ୍ଦ କରାଯିବା ନେଇ...
ଭାରତୀୟ ସେନା ଉପରେ ଆତଙ୍କବାଦୀ ଆକ୍ରମଣ: ୪ ଯବାନ ଆହତ
ଶ୍ରୀନଗର, ୨୭।୧: ଜମ୍ମୁ-କଶ୍ମୀରରେ ସେନା ଯବାନଙ୍କ ଉପରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୪ ଜଣ ଯବାନ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦକ୍ଷିଣ କଶ୍ମୀରର କୁଲଗାମ୍ର ଶାମିପୋରାରେ ହାଇଓ୍ବେରେ ରୋଡ୍...
ଅନ୍ନଦାତାଙ୍କ ହିଂସକ ପ୍ରଦର୍ଶନ: ସିଦ୍ଧୁ-ଟିକାଇତ-ଲାଖାଙ୍କ ଉପରେ ପୋଲିସ ନଜର
ନୂଆଦିଲ୍ଲୀ, ୨୭।୧: ଦିଲ୍ଲୀରେ ଅନ୍ନଦାତାଙ୍କ ହିଂସକ ପ୍ରଦର୍ଶନ ନେଇ ପୋଲିସ ଏବେ ୩ ନେତାଙ୍କ ଉପରେ ନଜର ରଖିଛି। ପଞ୍ଜାବୀ ଅଭିନେତା ଦୀପ୍ ସିଦ୍ଧୁ, କୃଷକ ନେତା ରାକେଶ ଟିକାଇତ ଏବଂ ଲାଖା ସିଂ ସିଧାନା ଅନ୍ନଦାତାଙ୍କୁ ଉସୁକାଇଥିବା ଅଭିଯୋଗ...
ଦିନେ ଲୋକେ କହୁଥିଲେ ଡାହାଣୀ, ଏବେ ଜିତିଲେ ପଦ୍ମଶ୍ରୀ
ରାଞ୍ଚି,୨୭।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୧୯ ଜଣଙ୍କୁ ପୁରସ୍କାର ଦିଆଯିବ। ଝାଡଖଣ୍ଡର ଛୁଟନୀ ଦେବୀ ଏଥର ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଜୀବନରେ ଅନେକ...
୪ ବର୍ଷ ପରେ ଜେଲ୍ରୁ ଘରକୁ ଫେରିଲେ ଶଶିକଳା
ବେଙ୍ଗାଲୁରୁ, ୨୭।୧: ତାମିଲନାଡୁର ଏଆଇଏଡିଏମ୍କେର ପୂର୍ବତନ ସଦସ୍ୟା ଭି.କେ. ଶଶିକଳା ୪ ବର୍ଷ ଜେଲ୍ରେ ରହିବା ପରେ ବୁଧବାର ଘରକୁ ବାହୁଡ଼ିଛନ୍ତି। ୬୩ ବର୍ଷ ବୟସ୍କା ଶଶିକଳା ବେଙ୍ଗାଲୁରୁର ସେଣ୍ଟାଲ ଜେଲ୍ ପାରାପ୍ପାନା ଆଗ୍ରାହରାରୁ ମୁକୁଳିଛନ୍ତି। ଏବେ ସେ ଭିକ୍ଟୋରିଆ...
ସଂସଦ ଭବନ କ୍ୟାଣ୍ଟିନ୍ରେ ଖାଇବା ହେଲା ମହଙ୍ଗା
ନୂଆଦିଲ୍ଲୀ, ୨୭।୧: ସଂସଦ ଭବନ କ୍ୟାଣ୍ଟିନରେ ଏଣିକି ଖାଇବା ମହଙ୍ଗା ହେବ। କ୍ୟାଣ୍ଟିନରେ ମିଳୁଥିବା ବିଭିନ୍ନ ଖାଦ୍ୟ ପଦାର୍ଥର ଦାମକୁ ବଢ଼ାଇ ଦିଆଯାଇଛି। ପ୍ରତି ଖାଦ୍ୟ ପାନୀୟର ଦାମ୍ ୩ ଗୁଣା ବୃଦ୍ଧି କରାଯାଇଛି। ଲୋକସଭା ସଚିବାଳୟରେ ଥିବା କ୍ୟାଣ୍ଟିନ୍ରେ...
ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ, ୫ କୋଟି ୟୁଜର ପ୍ରଭାବିିତ
ନୂଆଦିଲ୍ଲୀ,୨୭।୧: କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଅନ୍ନଦାତା ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀର କେତେକ ଅଞ୍ଚଳରେ ମଙ୍ଗଳବାର ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିଲା। ପୁଣି...
Archives


