ଜାତୀୟ

ସରକାରୀ ସ୍କୁଲରେ ଚାଲିଛି ଯୁବତୀଙ୍କ ଡ୍ୟାନ୍ସ, ଉପଭୋଗ କରୁଛନ୍ତି ଯୁବକ

ପାଟଣା,୩୧।୧: ସାଧାରଣତଃ ସ୍କୁଲକୁ ପିଲାମାନେ ଶିକ୍ଷା ଗ୍ରହଣ କରିବାକୁ ଯାଇଥାନ୍ତି। ସ୍କୁଲକୁ ଶିକ୍ଷାର ମନ୍ଦିର ମଧ୍ୟ କୁହାଯାଏ। ମାତ୍ର ଏବେ କିଛି ଯୁବତୀ ସ୍କୁଲକୁ ଡ୍ୟାନ୍ସ ବାର୍‌ କରିସାରିଲେଣି। ଏମିତି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ବିହାରସ୍ଥିତ ଏକ...

ସ୍ବାମୀଙ୍କ ହତ୍ୟା କରିଥିବା ସ୍ତ୍ରୀଙ୍କୁ ମଧ୍ୟ ମିଳିବ ପେନସନ: ହାଇକୋର୍ଟ

ଚଣ୍ଡିଗଡ଼, ୩୧।୧: ସ୍ବାମୀଙ୍କ ଅନ୍ତେ ମିଳୁଥିବା ପରିବାର ପେନସନ ନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ହତ୍ୟା କରିଥାନ୍ତି, ତେବେ ସ୍ବାମୀଙ୍କ ପରେ ବି ପରିବାର ପେନସନ ଉପରେ...

ଗୋଟିଏ ଶ୍ରେଣୀର ୨୨ ପିଲା କରୋନା ପଜିଟିଭ

କୋଣ୍ଡାଗାଓଁ,୩୧ ।୧: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ କମ୍ ହେବା ପରିଲକ୍ଷିତ ହେଉଛି । ହେଲେ ଛତିଶଗଡ଼ କୋଣ୍ଡାଗାଓଁରେ ଗୋଟିଏ ଶ୍ରେଣୀରେ ୨୨ ପିଲା କରୋନା ପଜିଟିଭ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଜିଲାର...

ଭର୍ଚୁଆଲ ରାଲିରେ ଗର୍ଜିଲେ ଶାହା

କୋଲକାତା, ୩୧।୧: ପଶ୍ଚିମବଙ୍ଗର ହାଓ୍ବାଡ଼ାରେ ରବିବାର ଭାଜପା ପକ୍ଷରୁ ଏକ ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ରାଲିରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ରାଜନୈତିକ ଦଳ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍‌...

ମମତାଙ୍କ ଉପରେ ବର୍ଷିଲେ ସ୍ମୃତି

କୋଲକାତା,୩୧ ।୧: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରବିବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଜାନୁୟାରୀ ୩୦ ଓ ୩୧ରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ହେଲେ ଏହ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଥିବା...

କଂଗ୍ରେସକୁ ‘ବ୍ୟାଣ୍ଡ-ବାଜା’ ପାର୍ଟି କହିଲେ ଓୱାଇସି

କୋଲକାତା,୩୧ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୈତିକ ପାଣିପାଗ ସରଗରମ ହେଲାଣି । ଏଆଇଏମ୍‌ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା)ର ଟିମ୍ ବୋଲି କୁହାଯିବା ପରେ...

ଫେବୃୟାରୀ ୧ରୁ ପୂର୍ଣ୍ଣ କ୍ଷମତାରେ ଖୋଲିବ ସିନେମା ହଲ

ନୂଆଦିଲ୍ଲୀ, ୩୧।୧: ସିନେମା ହଲ ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ସରକାର ସିନେମା ହଲ ଉପରେ ଜାରି ହୋଇଥିବା କଟକଣା ଉଠାଇ ନେଇଛନ୍ତି। ଏବେ ଫେବୃୟାରୀ ୧ଠାରୁ ସିନେମା ହଲ ଗୁଡ଼ିକ ପୂର୍ଣ୍ଣ କ୍ଷମତାରେ...

ପିତାଙ୍କ ଶେଷଇଚ୍ଛା ପୂରଣ କଲେ ୧୨ ଝିଅ

ମୁମ୍ବାଇ,୩୧।୧: ଭାରତୀୟ ପରମ୍ପରାରେ ମାତାପିତାଙ୍କ ପାର୍ଥିବ ଶରୀରରେ ପୁଅମାନେ କାନ୍ଧ ଦେବା ସହ ମୁଖାଗ୍ନି ଦେଇଥାନ୍ତି। ମାତ୍ର ମହାରାଷ୍ଟ୍ରର ଜଣେ ବ୍ୟକ୍ତିଙ୍କ ପାର୍ଥିବ ଶରୀରରେ ୧୨ ଜଣ ଝିଅ କାନ୍ଧ ଲଗାଇ ପିତାଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି। ମହାରାଷ୍ଟ୍ରର...

ତ୍ରିରଙ୍ଗାର ଅପମାନ ନେଇ ଦେଶ ହୋଇଛି ଦୁଃଖୀ: ମୋଦି

ନୂଆଦିଲ୍ଲୀ, ୩୧।୧: ଜାନୁୟାରୀ ୨୬ରେ ଭାରତର ଜାତୀୟ ପତାକା ତ୍ରିରଙ୍ଗାର ଅପମାନ ନେଇ ଦେଶ ଦୁଃଖୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତିି। ଅଲ୍‌ ଇଣ୍ଡିଆ ରେଡ଼ିଓର ୭୩ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ସେ ଏଭଳି କହି...

ଶାହାଙ୍କ ସ୍ଥାନରେ ହାୱଡାରେ ରାଲି କରିବେ ସ୍ମୃତି

କୋଲକାତା,୩୧ ।୧: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଇସ୍ରାଏଲ ଦୂତାବାସ ବାହାରେ ହୋଇଥିବା ବିସ୍ଫୋରଣ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କର ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରି ଦେଇଥିଲେ । ଏବେ ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପଶ୍ଚିମବଙ୍ଗର...

୧୦ ରାଜ୍ୟରେ ବାର୍ଡ ଫ୍ଲୁ ଜାରି: ୧୩ ରାଜ୍ୟରେ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ, ୩୧।୧: ଦେଶର ୧୦ ରାଜ୍ୟରେ ବାର୍ଡ ଫ୍ଲୁ ଜାରି ରହିଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ୧୩ ରାଜ୍ୟରେ କାଉ, ପ୍ରବାସୀ ଏବଂ ଜଙ୍ଗଲୀ ପକ୍ଷୀଠାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଏସବୁ...

ଗାଜିପୁର ବର୍ଡରରେ ରାତାରାତି ୧୨ସ୍ତରୀୟ ବ୍ୟାରିକେଡିଂ: ଏନ୍‌ଏଚ୍‌-୨୪ ବନ୍ଦ

ନୂଆଦିଲ୍ଲୀ,୩୧।୧: କୃଷି ଆଇନକୁ ବିରୋଧ କରି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ୨ମାସରୁ ଅଧିକ ଦିନ ଧରି ଆନ୍ଦୋଳନ ଜାରି ରହିଛି। ଗାଜିପୁର ବର୍ଡରରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏଠାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri