ବେଙ୍ଗାଲୁରୁ ଦଳାଚକଟା ମୃତ୍ୟୁ ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା: “ହୃଦୟ…”
ବେଙ୍ଗାଲୁରୁ,୪।୬: ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ପ୍ରଥମ ଆଇପିଏଲ ଟାଇଟଲ ବିଜୟ ଉତ୍ସବ ସମୟରେ ଘଟିଥିବା ଏକ ଦଳାଚକଟା ଘଟଣାରେ ଅତି କମରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକେ ଆହତ…
୧ ମାର୍ଚ୍ଚ ୨୦୨୭ ରୁ ଆରମ୍ଭ ହୋଇପାରେ ଜନଗଣନା
ନୂଆଦିଲ୍ଲୀ,୪।୬: ଭାରତରେ ଆଗାମୀ ଜନଗଣନା ୨୦୨୭ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି। ସୂତ୍ରରୁ ପ୍ରକାଶ ଯେ, ଏହି ଜନଗଣନା ୨୦୨୭ ମସିହାରୁ ଆରମ୍ଭ ହୋଇ ୨୦୨୮ ପର୍ଯ୍ୟନ୍ତ ଚାଲିପାରେ। ଏହା ପୂର୍ବରୁ ୨୦୨୧ରେ ଜନଗଣନା ହେବାର…
ରାତି ଅନିଦ୍ରା ହୋଇ କିପରି ଅପରେଶନ ସିନ୍ଦୁର ଟ୍ରାକ୍ କରୁଥିଲେ ପ୍ରଧାନମନ୍ତ୍ରୀ, ଖୁଲାସା କଲେ ମନ୍ତ୍ରୀ
ନୂଆଦିଲ୍ଲୀ,୪ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରେଶନ ସିନ୍ଦୁର ବିମାନ ଆକ୍ରମଣକୁ ରାତିସାରା ନୀରିକ୍ଷଣ କରୁଥିଲେ। ଏଥିସହିତ ପାକିସ୍ତାନର ପରମାଣୁ ବ୍ଲାକମେଲକୁ ଖାତିର ନ କରି କିପରି ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଆକ୍ରମଣ କଲା, ତାହାକୁ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ…
୫୦୦ ଟଙ୍କିଆ ନୋଟ୍କୁ ନେଇ ବଡ଼ ଅପ୍ଡେଟ୍: ସରକାର ଜାରି କଲେ ଏହି…
ନୂଆଦିଲ୍ଲୀ,୪ା୬: ଗୋଟିଏ ସପ୍ତାହ ଧରି ଗଣମାଧ୍ୟମରେ ୫୦୦ ଟଙ୍କିଆ ନୋଟ ବନ୍ଦ ହେବାର ଖବର ପ୍ରସାରିତ ହେଉଛି। କୁହାଯାଉଥିଲା ଯେ, ଆଗାମୀ ଦିନରେ ସରକାର ଏହାକୁ ବନ୍ଦ କରିପାରନ୍ତି। ଏହା ପଛରେ କାରଣ ଦର୍ଶାଯାଇଛି ଯେ, RBI ନିର୍ଦ୍ଦେଶାବଳୀ, ଯେଉଁଥିରେ ସମସ୍ତ…
ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜ୍ୟୋତି ମାଲହୋତ୍ରାଙ୍କ ପରେ ଗିରଫ ହେଲେ ଆଉ ଜଣେ ୟୁଟ୍ୟୁବର
ଚଣ୍ଡିଗଡ଼,୪।୬: ଜ୍ୟୋତି ମାଲହୋତ୍ରାଙ୍କ ପରେ ଆଉ ଜଣେ ୟୁଟ୍ୟୁବରଙ୍କୁ ଭାରତ ସହ ବିଶ୍ୱାସଘାତକତା କରିବା ଅଭିଯୋଗରେ ଗିରଫ କରାଯାଇଛି। ସେ ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ସନ୍ଦେହ କରାଯାଉଛି। ପୋଲିସ ତାଙ୍କୁ ପଞ୍ଜାବର ରୂପନଗରରୁ ଗିରଫ କରିଛି। କୁହାଯାଉଛି ଯେ ଜସବୀର…
୨୦୪୭ ସୁଦ୍ଧା କେମିତି ବିକଶିତ ହେବ ଭାରତ ? ବଡ ବୟାନ ଦେଲେ ପୂର୍ବତନ ଆରବିଆଇ ଗଭର୍ଣ୍ଣର
ନୂଆଦିଲ୍ଲୀ,୩।୬: ପୂର୍ବତନ ଆରବିଆଇ ଗଭର୍ଣ୍ଣର ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ରଘୁରାମ ରାଜନ ଏକ ସାକ୍ଷାତକାରରେ କହିଛନ୍ତି, “ମୁଁ ବହୁ ଦିନ ଧରି ଜୋର ଦେଇ କହୁଛି—ଯଦି ଆମେ ୨୦୪୭ ସୁଦ୍ଧା ବିକଶିତ ଦେଶ ହେବାକୁ ଚାହୁଁ, ତେବେ ଆମକୁ ୮, ୮.୫…
ଶେଷରେ ଜଣାପଡିଗଲା, ଭାରତ ସହ ୪ ଦିନିଆ ସଂଘର୍ଷରେ ପାକିସ୍ତାନ ହରାଇଛି ୬ ଯୁଦ୍ଧ ବିମାନ, ୨ ସର୍ଭିଲାନ୍ସ ବିମାନ
ନୂଆଦିଲ୍ଲୀ,୩।୬: ପାକିସ୍ତାନର ବାୟୁସେନା ସାମର୍ଥ୍ୟକୁ ଏକ ବଡ଼ ଆଘାତ ଦେଇ ଭାରତୀୟ ବାୟୁସେନା ଗତ ମାସରେ ହୋଇଥିବା ୪ ଦିନିଆ ସଂଘର୍ଷରେ ୬ଟି ଯୁଦ୍ଧ ବିମାନ, ୨ଟି ଉଚ୍ଚ ମୂଲ୍ୟର ନିରୀକ୍ଷଣ ବିମାନ, ୧ଟି ସି-୧୩୦ ପରିବହନ ବିମାନ, ୩୦ରୁ ଅଧିକ…
ବିଚ୍ ରାସ୍ତାରେ ହାଇଡ୍ରାମା: ପ୍ରଥମେ ଅଟୋବାଲକୁ ଗୋଡ଼ରୁ ଚପଲ କାଢ଼ି କଶିପକାଇଲେ ମହିଳା ପରେ…
ବିଚ୍ ରାସ୍ତାରେ ହାଇ ଡ୍ରାମା ।(ଭିଡିଓ କରିବ ତ’କର) ଏମିତି କହି ଅଟୋ ଡ୍ରାଇଭରଙ୍କୁ ଚପଲରେ ପିଟିଲେ ମହିଳା । ଭିଡିଓ ଭାଇରାଲ ପରେ ଡ୍ରାଇଭରଙ୍କ ଗୋଡ଼ ତଳେ ପଡ଼ି ମାଗିଲେ କ୍ଷମା। ସେପଟେ ଅଟୋ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପୋଲିସ…
ଟ୍ରମ୍ପ୍ ଦେଲେ ନିର୍ଦ୍ଦେଶ, ”ନରେନ୍ଦର ସରେଣ୍ଡର”, ପାକିସ୍ତାନ ସହିତ ଯୁଦ୍ଧ ବିରତିକୁ ନେଇ ରାହୁଲ ଗାନ୍ଧୀଙ୍କ ତାଚ୍ଛଲ୍ୟ
ଭୋପାଳ, ୩।୬: କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଭୋପାଳରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ରାହୁଲ ଗାନ୍ଧୀ…
ମେଲୋନିଙ୍କୁ ସାହାଯ୍ୟ ମାଗିଲା ପାକିସ୍ତାନ, ଭାରତକୁ ବିପଦ!
ଇସଲାମବାଦ,୩।୬: ଭାରତ ସହିତ ସମ୍ପର୍କ ସୁଧାରିବାକୁ ଆଶା ରଖିଥିବା ପାକିସ୍ତାନ ଏବେ ଇଟାଲୀ ଆଡକୁ ଦୃଷ୍ଟି ଦେଇଛି। ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତାରାର ଇଟାଲୀକୁ ଏକ ସମ୍ଭାବ୍ୟ ’ଶାନ୍ତି ସ୍ଥାପନକାରୀ’ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି। ସେ…
ଖାନ୍ ସାରଙ୍କର ରିସେପଶନ ଫଟୋ ଭାଇରାଲ, ଏହି ମହିଳାଙ୍କୁ କରିଛନ୍ତି ବିବାହ
ପାଟଣା, ୩।୬: ବିହାରର ଜଣାଶୁଣା ଶିକ୍ଷକ ତଥା ଲୋକପ୍ରିୟ ୟୁଟ୍ୟୁବର ଖାନ ସାର (ଫୈଜଲ ଖାନ) ନିକଟରେ ନିଜର ବିବାହ ରିସେପଶନ ପାର୍ଟି ପାଟଣାରେ ଆୟୋଜନ କରିଥିଲେ। ଏହି ରିସେପଶନରେ ତାଙ୍କ ପତ୍ନୀ ଏ.ଏସ. ଖାନଙ୍କ ସହ ତାଙ୍କର ଫଟୋ ଏବଂ…
ମୁଁ ଆଦୌ କ୍ଷମା ମାଗିବିନି…ରୋକଠୋକ କହିଦେଲେ କମଲ ହାସନ
ଚେନ୍ନାଇ,୩।୬: ତାମିଲ-କନ୍ନଡ ଭାଷା ବିବାଦ ସମ୍ପର୍କରେ ସାଉଥ୍ ଷ୍ଟାର୍ କମଲ ହାସନ କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ତାଙ୍କ ଫିଲ୍ମ ଠଗ ଲାଇଫ ଆଉ କର୍ନାଟକରେ ରିଲିଜ ହେବ ନାହିଁ। କମଲ ହାସନଙ୍କ ପ୍ରଯୋଜନା କମ୍ପାନୀ ମଙ୍ଗଳବାର କର୍ନାଟକ ହାଇକୋର୍ଟକୁ କହିଛି…
Archives


