ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ କିଏ ଲେଖନ୍ତି ଜାଣନ୍ତି କି
ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଶକ୍ତିଶାଳୀ ତଥା ଆକର୍ଷଣୀୟ ଭାଷଣ ପାଇଁ ଜଣାଶୁଣା। ‘ମନ କି ବାତ’ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ହେଉ, ମୋଦି ପ୍ରାୟ ପ୍ରତିଦିନ ଭାଷଣ ଦିଅନ୍ତି। ଭାଜପା ରାଲି ଏବଂ ନିର୍ବାଚନ...
ମୋଦିଙ୍କ ଦାଢ଼ି ବଢୁଛି, ଦେଶର ଜିଡ଼ିପି କମୁଛି: ଶଶି ଥରୁର୍
ନୂଆଦିଲ୍ଲୀ,୩।୩: କଂଗ୍ରେସ ପକ୍ଷରୁ ଶଶି ଥରୁର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାଗେର୍ଟ କରି ଟୁଇଟରରେ ଏକ ରୋଚକ ଗ୍ରାଫିକ୍ସ୍ ଅପଲୋଡ୍ କରିଛନ୍ତି। ସେ ମୋଦିଙ୍କ ଦାଢ଼ିକୁ ନେଇ କହିଛନ୍ତି ଯେ, ଦେଶର ଜିଡ଼ିପି କମି ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ଦାଢ଼ି ବଢ଼ିବାରେ...
ଏମ୍ସିଡି ଉପନିର୍ବାଚନ ଫଳାଫଳ: ଝାଡୁ ପାହାରରେ ହାତ-ପଦ୍ମ ଘାଇଲା
ନୂଆଦିଲ୍ଲୀ,୩।୩: ଦିଲ୍ଲୀ ନଗର ନିଗମ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ମୋଟ ୫ଟି ଆସନ ମଧ୍ୟରୁ ଆମ୍ ଆଦ୍ମୀ ପାର୍ଟି ୪ରେ ବିଜୟୀ ହୋଇଥିବାବେଳେ କଂଗ୍ରେସକୁ ଗୋଟିଏ ଆସନ ମିଳିଛି। ଅପରପକ୍ଷରେ ଭାଜପା ଖାତା ଖୋଲିବାକୁ ସକ୍ଷମ ହୋଇ ପାରି...
ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ-ବାମଦଳ-ଆଇଏସ୍ଏଫ୍ ଆସନ ଭାଗବଣ୍ଟା
କୋଲକାତା,୩।୩: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ଏନେଇ କଂଗ୍ରେସ, ବାମଦଳ ଏବଂ ଆଇଏସ୍ଏଫ୍ ମେଣ୍ଟ ମଧ୍ୟରେ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଛି। ରାଜ୍ୟର ୨୯୪ ବିଧାନସଭା ଆସନ ମଧ୍ୟରୁ ବାମଦଳକୁ ୧୬୫, କଂଗ୍ରେସକୁ ୯୨ ଏବଂ ଇଣ୍ଡିଆନ୍ ସେକ୍ୟୁଲାର୍ ଫ୍ରଣ୍ଟ...
ଦ୍ୱିତୀୟ କରୋନା ଡୋଜ୍ ନେବା ପରେ ଜୀବନ ଗଲା
ମୁମ୍ବାଇ,୩।୩: ମହାରାଷ୍ଟ୍ରରେ ଦ୍ୱିତୀୟ କରୋନା ଡୋଜ୍ ନେବା ପରେ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଭିଓ୍ବାଣ୍ଡି ବାସିନ୍ଦା ସୁଖଦେବ କିରଦାତ୍ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେବାର ୧୫ ମିନିଟ୍ ପରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ...
୪ ମାସରେ ଗ୍ୟାସ୍ ଦାମ ୭ ଥର ବୃଦ୍ଧି: କାଠ ଜଳାଉଛନ୍ତି ଉଜ୍ଜ୍ୱଳା ଯୋଜନା ହିତାଧିକାରୀ
ନୂଆଦିଲ୍ଲୀ,୩।୩: ଦେଶରେ ଗତ ୪ମାସ ମଧ୍ୟରେ ଗ୍ୟାସ୍ ଦାମ ୭ ଥର ବୃଦ୍ଧି ପାଇଛି। ସିଲିଣ୍ଡର ଦାମ ବଢ଼ିବା ଯୋଗୁ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ଏବେ ଆଉ ଗ୍ୟାସ୍ ଜଳାଇବାକୁ ପସନ୍ଦ କରୁ ନାହାନ୍ତି। ଦେଶର ୮ କୋଟି ହିତାଧିକାରୀଙ୍କୁ...
ସ୍ତ୍ରୀଙ୍କୁ ସ୍ବାମୀଙ୍କ ସହିତ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୩।୩: ସ୍ତ୍ରୀ କୌଣସି ସମ୍ପତ୍ତି ନୁହେଁ। ତାଙ୍କୁ ସ୍ବାମୀଙ୍କ ସହିତ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଏନେଇ ସୁପ୍ରିମ୍କୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି। ଉତ୍ତରପ୍ରଦେଶ ଗୋରଖପୁରର ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ତାଙ୍କ ସହିତ ରହିବାକୁ ଆଦେଶ...
ପାର୍ଥୋ ଦାସଗୁପ୍ତାଙ୍କୁ ଜାମିନ
ମୁମ୍ବାଇ, ୩ା୩: ଟେଲିଭିଜନ ରେଟିଂ ପଏଣ୍ଟ (ଟିଆର୍ପି) ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବ୍ରଡ୍କାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ(ବିଏଆର୍ସି)ର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କୁ ମଙ୍ଗଳବାର ଜାମିନ ମିଳିଛି। ବମ୍ବେ ହାଇକୋର୍ଟ ଆବେଦନର ଶୁଣାଣି କରି ୨ ଲକ୍ଷ ଟଙ୍କା...
ଗୁଜରାଟରେ ଭାଜପାକୁ ସଫଳତା
ନୂଆଦିଲ୍ଲୀ, ୩ ।୩: ଗୁଜରାଟର ୮୧ ମ୍ୟୁନିସିପାଲିଟି, ୩୧ ଜିଲା ପଞ୍ଚାୟତ ଏବଂ ୨୩୧ ତାଲୁକ ପଞ୍ଚାୟତରେ ହୋଇଥିବା ନିର୍ବାଚନର ମଙ୍ଗଳବାର ଭୋଟଗଣନା କରାଯାଇଛି। ସମସ୍ତ ନିର୍ବାଚନରେ ଭାଜପାକୁ ବିପୁଳ ବିଜୟ ମିଳିଛି। ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଖରାପ ପ୍ରଦର୍ଶନ...
ନିର୍ବାଚନୀ ରାଜ୍ୟକୁ ଯିବେ କୃଷକ ନେତା
ନୂଆଦିଲ୍ଲୀ, ୩ା୩: ଆଉ କିଛି ଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ୫ ରାଜ୍ୟରେ ଭାଜପାକୁ ଲୋକେ ଭୋଟ ନ ଦେବାକୁ କୃଷକ ସଙ୍ଗଠନ ଭାରତୀୟ କିଷାନ ୟୁନିଅନ(ବିକେୟୁ) ପକ୍ଷରୁ ଅନୁରୋଧ କରାଯିବ। ଏଥିପାଇଁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଚାଷୀ ନେତା...
ପଶ୍ଚିମବଙ୍ଗରେ ଯୋଗୀ
କୋଲକାତା,୩।୩: ପଶ୍ଚିମବଙ୍ଗରେ ଭୋଟ ବ୍ୟାଙ୍କ ପାଇଁ ତୃଣମୂଳ କଂଗ୍ରେସ (ଟିଏମ୍ସି) ସରକାରଙ୍କ ତୁଷ୍ଟୀକରଣ ରାଜନୀତି କେବଳ ରାଜ୍ୟକୁ ନୁହେଁ, ସମଗ୍ର ଦେଶର ସୁରକ୍ଷା ଲାଗି ବିପଦ ସୃଷ୍ଟି କରିଛି। ଭାଜପାକୁ ଭୋଟ ଦିଅନ୍ତୁ। ଆମେ କ୍ଷମତାକୁ ଆସିବାର ୨୪ ଘଣ୍ଟା...
ପୀଡ଼ିତାଙ୍କୁ ଧମକ, ପିତାଙ୍କୁ ହତ୍ୟା
ଲକ୍ଷ୍ନୌ,୩ା୩ : ଦୟାକରି ମୋତେ ନ୍ୟାୟ ଦିଅ। ପ୍ରଥମେ ସେ ମୋତେ ବଳାତ୍କାର କରିଥିଲେ। ଏବେ ମୋ ବାପାଙ୍କୁ ଗୁଳି କରି ମାରିଦେଇଛନ୍ତି। ମୋତେ ନ୍ୟାୟ ମିଳୁ ବୋଲି ଥାନା ସାମ୍ନାରେ ପୀଡ଼ିତା କାନ୍ଦୁଛନ୍ତି। ଖବରଦାତାମାନଙ୍କ ମୋବାଇଲରେ କଏଦ ହୋଇଥିବା...
Archives


