ଜାତୀୟ

ମୋଦିଙ୍କ କ୍ୟାବିନେଟ୍‌ରେ ‘ଅଟଳ ଟିମ୍‌’ ସଦସ୍ୟ ସଂଖ୍ୟା ୪ରେ ସୀମିତ…

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଟିମ୍‌ର ସଦସ୍ୟ ସଂଖ୍ୟା ଏବେ ୪ରେ ସୀମିତ ହୋଇ ରହିଯାଇଛି। ଗତ ୭ ବର୍ଷ ମଧ୍ୟରେ ଧୀରେଧୀରେ ‘ଅଟଳ ଟିମ୍‌’ ସଦସ୍ୟ କ୍ୟାବିନେଟ୍‌ରୁ ବାହାରି ଯାଇଛନ୍ତି।…

ଭାଜପା ଭୁଲ ନ ସୁଧାରିଲେ ୨୦୨୨ରେ ଭୋଗିବାକୁ ପଡିବ ପରିଣତି

ଲକ୍ଷ୍ନୌ,୮ ।୭: ମୋଦି ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇସାରିଛି । ଏଥିରେ ଉତ୍ତର ପ୍ରଦେଶର ୭ଜଣ ଏମ୍‌ପିଙ୍କୁ ମନ୍ତ୍ରୀ ପଦ ମିଳିଛି । ହେଲେ ନିଷାଦ ଦଳର ଅଧ୍ୟକ୍ଷ ସଞ୍ଜୟ ନିଷାଦଙ୍କ ପୁଅ ତଥା ସନ୍ଥକବିରନଗରର ଏମ୍‌ପି ପ୍ରବିଣ ନିଷାଦଙ୍କୁ ମନ୍ତ୍ରୀପଦ…

୧୩ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ ।୭: ସୁପ୍ରିମକୋର୍ଟ ଗୁରୁବାର ଏମିତି ୧୩ ଜଣ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ଯେଉଁମାନେ ଅପରାଧ କରିବା ସମୟରେ ନାବାଳକ ବୋଲି ଘୋଷଣା ହୋଇସାରିଥିଲେ । ଗତ ସପ୍ତାହରେ ସୁପ୍ରିମକୋର୍ଟ ଏହି ମାମଲାରେ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି…

ସିବିଆଇ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ…

ନୂଆଦିଲ୍ଲୀ,୮।୭: ରାଜଧାନୀରେ ଦିଲ୍ଲୀରେ ଥିବା ସିବିଆଇ କାର୍ଯ୍ୟାଳୟରେ ଗୁରୁବାର ପୂର୍ବାହ୍ନ ୧୧ଟା ୩୫ରେ ଅଗ୍ନିକାଣ୍ଡ ଘଟିଛି। ପାର୍କିଂ ସ୍ଥଳରେ ଥିବା ଇଲୋକ୍ଟ୍ରୋନିକ୍ସ୍‌ ରୁମ୍‌ରେ ଅଗ୍ନିକାଣ୍ଡ ଘଟିବା ପରେ ଆତଙ୍କ ସୃଷ୍ଟି ହୋଇଛି। ଖବର ପାଇ ଘଟଣାସ୍ଥଳରେ ୫ଟି ଦମକଳ ଗାଡ଼ି ପହଞ୍ଚି…

ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ: ସିନ୍ଧିଆଙ୍କ ଉପରେ ସଭିଙ୍କ ନଜର

ନୂଆଦିଲ୍ଲୀ,୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ବୁଧବାର କରାଯାଇଛି । ତେବେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏଥିରେ ସ୍ଥାନ ଦିଆଯାଇଛି । ଯାହା ଏବେ ଚର୍ଚ୍ଚାକୁ ଆସିଛି । ମଧ୍ୟପ୍ରଦେଶରେ…

ଲଞ୍ଚପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ରଚିଛନ୍ତି ଷଡ଼ଯନ୍ତ୍ର…

ଶ୍ରୀନଗର,୮।୭: ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚପ୍ୟାଡ୍‌ରେ ପ୍ରାୟ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ଭାରତରେ ପ୍ରବେଶ କରି ଆତଙ୍କବାଦ କାର୍ଯ୍ୟ କରିବା ଲାଗି ସେମାନ ଷଡ଼ଯନ୍ତୟ ରଚିଥିବା ଡିଜିପି ଦିଲ୍‌ବାଗ୍‌ ସିଂ ସୂଚନା…

ଉତ୍ତର ପ୍ରଦେଶରେ ଡେଲ୍ଟା ପ୍ଲସ ଭାରିଏଣ୍ଟ

ଲକ୍ଷ୍ନୌ,୮ ।୭: ବେଳକୁ ବେଳ କାୟା ବିସ୍ତାର କଲାଣି କରୋନାର ଡେଲ୍ଟା ପ୍ଲସ ଭାରିଏଣ୍ଟ । ବୁଧବାର ଉତ୍ତର ପ୍ରଶେର ଦୁଇଟି ଜିଲାରେ ଦୁଇଜଣ ଡେଲ୍ଟା ପ୍ଲସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏହା ଅନ୍ୟମାନଙ୍କ ପାଇଁ ଚିନ୍ତାର କାରଣ ପାଲଟି…

ମଦ ପିଇ ମାତାଲ୍‌ ହେଲେ ମଇଁଷି, ମାଲିକ ଗିରଫ…

ଅହମଦାବାଦ୍‌,୮।୭: ଗୁହାଳରେ ରଖାଯାଇଥିବା ମଦ ପିଇ ମଇଁଷିମାନେ ମାତାଲ ହୋଇ ସର୍ବସାଧାରଣ ରାସ୍ତାରେ ଭଙ୍ଗାରୁଜା କରିଥିଲେ। ଏଭଳି ଅଭାବନୀୟ ଘଟଣା ଗୁଜରାଟର ଗାନ୍ଧିନଗରରେ ଘଟିଛି। ଖବର ପାଇ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମଇଁଷିଙ୍କୁ ଆୟତ୍ତ କରିଥିଲେ। ଏହା ପରେ ମାଲିକଙ୍କୁ…

ୟୁପି ବିଜୟ ଲକ୍ଷ୍ୟ, ଭାଜପାର ଅଭେଦ୍ୟ ଚକ୍ରବ୍ୟୁହ…

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ ମାଧ୍ୟମରେ ଭାଜପା ଉତ୍ତରପ୍ରଦେଶ (ୟୁପି)ରେ ଏକ ଅଭେଦ୍ୟ ଚକ୍ରବ୍ୟୁହ ଗଠନ କରିଛି। ୨୦୨୨ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ବିରୋଧୀ ଦଳଗୁଡ଼ିକୁ ପଛରେ ପକାଇ କିପରି ସମ୍ପୂର୍ଣ୍ଣ ରାଜ୍ୟ ବିଜୟ କରିହେବ…

ମନ୍ତ୍ରୀ ପଦରୁ ଇସ୍ତଫା ପରର ଯନ୍ତ୍ରଣା

ନୂଆଦିଲ୍ଲୀ,୮।୭: ଜୁଲାଇ ୭ ମୋଦି କ୍ୟାବିନେଟ ବିସ୍ତାର ହୋଇଛି। ନୂତନ ମନ୍ତ୍ରିମଣ୍ଡଳରେ ୪୩ ଜଣ ସ୍ଥାନ ପାଇଛନ୍ତି। ଏଥିମଧ୍ୟରୁ ୧୫ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୨୮ ଜଣ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅନେକ ମନ୍ତ୍ରୀ ନିଜ…

ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୮।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କଶ୍ମୀରରେ ଦୁଇ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଏଭଳି ଘଟିଛି। କୁଲଗାମ୍‌ରେ ଲଶ୍କର-ଇ-ତୋଏବାର ୨ ଜଣ ଆତଙ୍କବାଦୀଙ୍କ…

ଇଞ୍ଜିନ ଖରାପ, ଡବା ବଦଳିଲା

ନୂଆଦିଲ୍ଲୀ,୮ା୭: ଇଞ୍ଜିନ ଖରାପ ହୋଇଯାଇ ଥିବାବେଳେ ଡବା ବଦଳାଯାଉଛି। ମୋଦି କ୍ୟାବିନେଟର ସମ୍ପ୍ରସାରଣକୁ ନେଇ କଂଗ୍ରେସ ପକ୍ଷରୁ ଏପରି ପ୍ରତିକ୍ରିୟା ଆସିଛି। ଏଆଇସିସି ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ବୁଧବାର କହିଛନ୍ତି, ଏହା ହେଉଛି କ୍ଷମତା ଲୁଣ୍ଠନର ବଣ୍ଟନ ଏବଂ ଦଳଡିଆଁଙ୍କ ଥଇଥାନ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri