ଲକ୍ଡାଉନ୍ ଉଲ୍ଲଂଘନ କଲେ ଲେଖିବାକୁ ପଡ଼ିବ ‘ରାମ’ ନାମ
ଭୋପାଳ,୧୭।୫: ଦେଶରେ କରୋନା ଭାଇରସ୍ ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ଲକ୍ଡାଉନ କଟକଣା ଲାଗୁ କରାଯାଇଛି। କରୋନାକୁ ରୋକିବା ପାଇଁ ରାଜ୍ୟରେ ଲକ୍ଡାଉନ କରାଯାଇଥିବା ବେଳେ କିଛି ଅମାନିଆ ଏବେ ବି ରାସ୍ତାରେ ବୁଲୁଥିବାର ନଜିର…
କରୋନାର ଦ୍ୱିତୀୟ ଲହର ନେଲାଣି ୨୪୪ ଡାକ୍ତରଙ୍କ ଜୀବନ…
ନୂଆଦିଲ୍ଲୀ,୧୭।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଇଣ୍ଡିଆନ୍ ମେଡ଼ିକାଲ ଆସୋସିଏଶନ ଅନୁସାରେ ଦ୍ୱିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ୨୪୪ ଜଣ ଡାକ୍ତରଙ୍କ ଜୀବନ ଯାଇଛି। ସେଥିମଧ୍ୟରେ ୨୮ ଜଣ ମହିଳା ଡାକ୍ତର ଅଛନ୍ତି।…
ହାତରେ ମେହେନ୍ଦୀ, ହଳଦୀ ଲଗାଇ ବସିଥିଲା କନ୍ୟା: ହେଲେ ଆସିଲାନି ବର…
ମହାରାଜଗଞ୍ଜ,୧୭।୫: ବିବାହକୁ ନେଇ ଅନେକ ଯୁବକ ଯୁବତୀ ବହୁ ସ୍ବପ୍ନ ଦେଖିଥାନ୍ତି। ସାତଜନ୍ମ ଯାଏ ଏକାସାଙ୍ଗରେ ରହିବାଠାରୁ ଆରମ୍ଭ କରି ସଂସାର ଗଢ଼ିବା ପର୍ଯ୍ୟନ୍ତ କେତେ ଯେ ସ୍ବପ୍ନ ଗୋଟିଏ ଝିଅ ଆଖିରେ ଲୁଚି ରହିଥାଏ। ହେଲେ ସବୁ ସ୍ବପ୍ନ କ’ଣ…
ଇନ୍ଦୋରରେ ବଢ଼ିଲା କରୋନା କର୍ଫ୍ୟୁ
ଇନ୍ଦୋର,୧୭।୫: କରୋନା କଟକଣା ଯୋଗୁ ଦୈନିକ ସଂକ୍ରମଣ ହ୍ରାସ ପାଉଥିବାରୁ ମଧ୍ୟପ୍ରଦେଶ ଇନ୍ଦୋରରେ ମେ’ ୨୯ଯାଏ କରୋନା କର୍ଫ୍ୟୁ ଅବଧିକୁ ବଢ଼ାଇ ଦିଆଯାଇଛି। ଏନେଇ ସୋମବାର ଜିଲାପାଳ ମନୀଷ ସିଂହ ଘୋଷଣା କରିଛନ୍ତି। କରୋନା କର୍ଫ୍ୟୁ ପାଇଁ ଏକ ଗାଇଡ୍ଲାଇନ ଜାରି…
ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…
ଶ୍ରୀନଗର,୧୭।୫: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ବିରୋଧରେ ହୋଇଥିବା ଅପରେଶନ୍ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ସୋମବାର ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଶ୍ରୀନଗରର ଖୋନମୋହ ଅଞ୍ଚଳରେ କିଛି ଅଲ୍-ବଦର ଆତଙ୍କବାଦୀ ଲୁଚିଥିବା ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କପକ୍ଷରୁ…
ଏହି ରାଜ୍ୟରେ ମେ’୩୧ ଯାଏ ମାତ୍ର ୪ଘଣ୍ଟା ଚାଲିବ ବ୍ୟାଙ୍କ ସେବା
ପାଟନା,୧୭।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ସୋମବାର ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ଲକ୍ଡାଉନ ଘୋଷଣା କରାଯାଇଛି। ରାଜ୍ୟରେ ଲକ୍ଡାଉନ ପ୍ରଭାବ ପକାଉଥିବାରୁ ଏହାର…
ଗଛ ଉପରେ ୧୧ ଦିନ ଆଇସୋଲେଶନ୍ରେ ରହିଲେ କରୋନା ଆକ୍ରାନ୍ତ…
ହାଇଦ୍ରାବାଦ୍,୧୭।୫: ଏବେ ସୋସିଆଲ ମିଡ଼ିଆରେ ଜଣେ କରୋନା ଆକ୍ରାନ୍ତଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ତେଲଙ୍ଗାନାରେ କରୋନାରେ ଆକ୍ରାନ୍ତ ହୋଇଥିବା ୧୮ ବର୍ଷ ବୟସ୍କ ଜଣେ ଯୁବକ ଆଇସୋଲେଶନରେ ରହିବା ପାଇଁ ଘର ଅଭାବ ଯୋଗୁ ଗଛରେ ମଞ୍ଚା ବାନ୍ଧି ୧୧…
ଖୁସି ଖବର: ଏବେ ଦେଶରେ ବ୍ୟବହାର ହେବ କରୋନା ଔଷଧ ୨-ଡିଜି…
ନୂଆଦିଲ୍ଲୀ,୧୭।୫: ଏଣିକି ଦେଶରେ ନୂଆ କରୋନା ଔଷଧ ବ୍ୟବହାର କରାଯିବ। କରୋନା ଔଷଧ ୨-ଡିଓକ୍ସି-ଡି-ଗ୍ଲୁକୋଜ୍(୨-ଡିଜି) ଲୋକାର୍ପଣ ସୋମବାର କରାଯାଇଛି। ଡିଆର୍ଡିଓ ପକ୍ଷରୁ ବିକଶିତ କରାଯାଇଥିବା ଏହି ନୂଆ ଔଷଧକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ…
ସିବିଆଇ କାର୍ଯ୍ୟାଳୟରେ ମମତା: କହିଲେ,ମତେ ବି ଗିରଫ କର…
କୋଲକାତା,୧୭।୫: ନାରଦା ଦୁର୍ନୀତି ନେଇ ପଶ୍ଚିମବଙ୍ଗରେ ସିବିଆଇ ପକ୍ଷରୁ ଚଢ଼ାଉ ଜାରି ରହିଛି। ତୃଣମୂଳ କଂଗ୍ରେସ(ଟିଏମ୍ସି)ର ମନ୍ତ୍ରୀଙ୍କ ସମେତ ୩ ନେତାଙ୍କ ଘରେ ସିବିଆଇ ଚଢ଼ାଉ କରାଯାଇଛି। ମନ୍ତ୍ରୀ ଫିରହାଦ୍ ହକିମ୍, କ୍ୟାବିନେଟ୍ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମ୍ସି ବିଧାୟକ ମଦନ…
କରୋନା ସଙ୍କଟ ମଧ୍ୟରେ ଖୋଲିଲା କେଦାରନାଥ କବାଟ
ଡେରାଡୁନ,୧୭।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ଏହାରି ଭିତରେ ଉତ୍ତରାଖଣ୍ଡର ଧର୍ମନଗରୀ କେଦାରନାଥ ଧାମର କବାଟ ଖୋଲିଛି। ସୋମବାର ସକାଳ ୫ଟାରେ ବିଧିବିଧାନ ସହ କୋଭିଡ ନିୟମ ଅନୁସାରେ ବାବା କେଦାରନାଥଙ୍କ କବାଟ ଖୋଲାଯାଇଛି। ଏଥିପାଇଁ ଭୋର ୩ଟାରୁ ମନ୍ଦିରରେ…
ବାତ୍ୟା ପୂର୍ବରୁ ଥରିଲା ଗୁଜରାଟ…
ଅହମଦାବାଦ,୧୭।୫: ବାତ୍ୟା ତାଉକ୍ତାଏ ଗୁଜରାଟରେ ମାଡ଼ ହେବା ପୂର୍ବରୁ ରାଜ୍ୟରେ ଭୂକମ୍ପ ହୋଇଛି। ସୋମବାର ଭାରତୀୟ ସମୟ ଭୋର୍ ୩ଟା ୭(୩ଟା ୩୭ ଜିଏମ୍ଟି)ରେ ଗୁଜରାଟର ରାଜୁଲା, ଆମରେଲିରେ ଭୂକମ୍ପ ହୋଇଥିବା ଭାରତୀୟ ଭୂବିଜ୍ଞାନ ଗବେଷଣା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
ନାରଦା ଦୁର୍ନୀତି: ମନ୍ତ୍ରୀଙ୍କ ସମେତ ୩ ଟିଏମ୍ସି ନେତାଙ୍କ ଘରେ ଚଢ଼ାଉ…
କୋଲକାତା,୧୭।୫: ନାରଦା ଦୁର୍ନୀତି ନେଇ ପଶ୍ଚିମବଙ୍ଗରେ ସିବିଆଇ ପକ୍ଷରୁ ଚଢ଼ାଉ ଜାରି ରହିଛି। ତୃଣମୂଳ କଂଗ୍ରେସ(ଟିଏମ୍ସି)ର ମନ୍ତ୍ରୀଙ୍କ ସମେତ ୩ ନେତାଙ୍କ ଘରେ ସିବିଆଇ ଚଢ଼ାଉ କରାଯାଇଛି। ମନ୍ତ୍ରୀ ଫିରହାଦ୍ ହକିମ୍, କ୍ୟାବିନେଟ୍ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମ୍ସି ବିଧାୟକ ମଦନ…
Archives


