ନୀତିଶଙ୍କୁ ଧ୍ରୁତରାଷ୍ଟ୍ର ସହ ତୁଳନା କଲେ ରାବ୍ରି ଦେବୀ
ପାଟନା,୨୪।୩: ବିହାର ବିଧାନସଭାରେ ହଙ୍ଗାମା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଧ୍ରୁତରାଷ୍ଟ୍ର ସହ ତୁଳନା କଲେ ରାବ୍ରି ଦେବୀ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ରାବିଡି ଟୁଇଟ୍ କରି କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଧ୍ରୁତରାଷ୍ଟ୍ର ସହ ତୁଳନା କରିଛନ୍ତି।...
ଆଗକୁ ହୋଲି-ଇଷ୍ଟର୍-ଇଦ୍: ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨୪।୩: ଆଗକୁ ହୋଲି, ଶବ୍-ଇ-ବାରାତ୍, ବିହୁ, ଇଷ୍ଟର ଏବଂ ଇଦ୍-ଉଲ୍-ଫିତର ଆଦି ପର୍ବ ପାଳନ କରାଯିବ। ତେବେ ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟ ଜାରି ରହିଛି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାରଙ୍କ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ...
ସିଲିଣ୍ଡର ବୋଝେଇ ଟ୍ରକ୍ ଉପରେ ବଜ୍ରପାତ: ୪୫୦ ସିଲିଣ୍ଡରରେ ବିସ୍ଫୋରଣ
ଭୀଲଓ୍ବାଡ଼ା,୨୪।୩: ରାଜସ୍ଥାନର ଭୀଲଓ୍ବାଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ୪୫୦ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକ୍ ଉପରେ ବଜ୍ରପାତ ଯୋଗୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଟ୍ରକଟି ଜଳି ଯାଇଥିବାବେଳେ ଲଗାତାର ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ବିସ୍ଫୋରଣ ଜାରି ରହିଥିଲା।...
କଂଗ୍ରେସ ଏକ ‘କନଫ୍ୟୁଜ୍ ପାର୍ଟି’: ଶାହା
ଥିରୁଭାନନ୍ତପୁରମ୍,୨୪।୩: କେରଳର ତ୍ରିପୁନିଥୁରାରେ ବୁଧବାର ଏକ ରୋଡ ଶୋ’ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହେଉଛି ଏକ ‘କନ୍ଫ୍ୟୁଜ୍ ପାର୍ଟି’। ଏଠାରେ କଂଗ୍ରେସ କମ୍ୟୁନିଷ୍ଟଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛି...
ବିପଦ ପୁଣି ଘନେଇଲା: ୧୮ ରାଜ୍ୟରେ ନୂଆ ଷ୍ଟ୍ରେନ୍
ନୂଆଦିଲ୍ଲୀ,୨୪।୩: ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ବଢୁଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ନେଇ ପୁଣି ଲକ୍ଡାଉନ୍ ଶର୍ଟଡାଉନ୍ ଘୋଷଣା କରାଯିବା ଆଶଙ୍କାରେ ଲୋକେ ଭୟଭୀତ ହେବାରେ...
ଆମିର ଖାଁ କରୋନା ପଜିଟିଭ୍
ମୁମ୍ବାଇ,୨୪।୩: ବଲିଉଡ୍ ଅଭିନେତା ଆମିର ଖାଁଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏହାପରେ ଆମିର ନିଜକୁ ଘରେ ସେଲଫ୍ କ୍ୱାରାଣ୍ଟାଇନ୍ରେ ରଖିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜର ନମୁନା...
ମମତା-ଶୁଭେନ୍ଦୁଙ୍କ ବିରୋଧରେ ଲଢ଼ିବେ ବସ୍ ଡ୍ରାଇଭର ସ୍ବପନ
କୋଲକାତା,୨୪।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାତି ବଢ଼ିବାରେ ଲାଗିଛି। ନନ୍ଦିଗ୍ରାମରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କ ବିରୋଧରେ ଭାଜପା ପକ୍ଷରୁ ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦିଗ୍ରାମରୁ ଟିକଟ ଦିଆଯାଇଛି। ତେବେ ଏବେ ରୋଚକ ଘଟଣା ସୋସିଆଲ ମିଡ଼ିଆରେ...
ପରମବୀରଙ୍କ ଆବେଦନ ସୁପ୍ରିମ୍କୋର୍ଟରେ ଖାରଜ
ନୂଆଦିଲ୍ଲୀ,୨୪।୩: ମହାରାଷ୍ଟ୍ରରେ ଜାରି ରହିଥିବା ସଙ୍କଟ ନେଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଆବେଦନ ସୁପ୍ରିମ୍କୋର୍ଟରେ ଖାରଜ ହୋଇଯାଇଛି। ମାମଲା ଗୁରୁତର ମାତ୍ର ଏହି ମାମଲାରେ ପରମବୀର କାହିଁକି ହାଇକୋର୍ଟର ଦ୍ୱାରସ୍ଥ ହେଲେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ...
ସମୟ ଥିଲା ଭାଜପାରେ ଥିଲେ ମମତା, ବାଜପେୟୀଙ୍କ ଏହି ଜିଦ୍ ଆଗରେ ହାର୍ ମାନି ହୋଇଥିଲେ ମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ୧୦ ବର୍ଷ ଧରି ପଶ୍ଚିମବଙ୍ଗରେ କ୍ଷମତାରେ ଅଛନ୍ତି। ୨୦୧୧ରେ ବାମପନ୍ଥୀ ଦଳକୁ କ୍ଷମତାରୁ ହଟାଇ ମମତା ବାନାର୍ଜୀ ଦୁଇଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଛନ୍ତି। ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା।...
ଆଖିରେ କଳା କନା ବାନ୍ଧି ବିଧାୟକଙ୍କ ବିକ୍ଷୋଭ ପ୍ରଦର୍ଶନ
ପାଟନା,୨୪।୩: ବିହାର ବିଧାନସଭାରେ ମଙ୍ଗଳବାର ହୋଇଥିବା ହଙ୍ଗାମା ପରେ ବିରୋଧୀ ଦଳଙ୍କ ପକ୍ଷରୁ ଶାସକଙ୍କୁ ଘେରିବା ଆରମ୍ଭ ହୋଇଛି। ବୁଧବାର ବିଧାନସଭା ପରିସରରେ ଆର୍ଜେଡି ଏବଂ କଂଗ୍ରେସ ବିଧାୟକମାନେ ଆଖିରେ କଳାକନା ବାନ୍ଧି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...
୭ ଦିନ ବନ୍ଦ ରହିବ ବ୍ୟାଙ୍କ୍, ଶୀଘ୍ର ସାରନ୍ତୁ କାମ
ନୂଆଦିଲ୍ଲୀ,୨୪।୩: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାର୍ଯ୍ୟ ଅଛି, ତେବେ ତୁରନ୍ତ ଏହାକୁ ଶେଷ କରନ୍ତୁ । କାରଣ ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ମଧ୍ୟରେ ବ୍ୟାଙ୍କଗୁଡ଼ିକ କେବଳ ଦୁଇ ଦିନ ପାଇଁ ଖୋଲା ରହିବ। ମାର୍ଚ୍ଚ...
ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଏନ.ଭି ରମଣଙ୍କ ନାଁ ସୁପାରିସ କଲେ ବୋବଡେ
ନୂଆଦିଲ୍ଲୀ,୨୪।୩: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଏନ.ଭି ରମଣ ଦେଶର ପରବର୍ତ୍ତୀ ସମ୍ଭାବ୍ୟ ପ୍ରଧାନ ବିଚାରପତି ହୋଇପାରନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍.ଏ ବୋବଡେ ତାଙ୍କ ଉତ୍ତରାଧିକାରୀ ଭାବରେ ଜଷ୍ଟିସ ରମଣଙ୍କ ନାମ ସୁପାରିଶ କରିଛନ୍ତି। ବୋବଡେ ଏପ୍ରିଲ ୨୩ରେ ଅବସର...
Archives


