ଜାତୀୟ

କଂଗ୍ରେସକୁ ପ୍ରଥମ ସଫଳତା

ନୂଆଦିଲ୍ଲୀ,୨ ।୧୧: ଦେଶରେ ୩ ଲୋକ ସଭା ଓ ୨୯ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଧୀରେ ଧୀରେ ଆସିବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନରେ କଂଗ୍ରେସକୁ ପ୍ରଥମ ସଫଳତା ମିଳିଛି । ଏଠାରେ ୨ଟି ଆସନରେ…

ଅଦରକାରୀ କାଗଜ ବିକିି ୪୦ କୋଟି ରାଜସ୍ବ ପାଇଛନ୍ତି ସରକାର…

ନୂଆଦିଲ୍ଲୀ,୨।୧୧: କେନ୍ଦ୍ର ସରକାର ଅଦରକାରୀ କାଗଜ ବିକି ୪୦ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରିଛନ୍ତି। ଏନେଇ କେନ୍ଦ୍ରୀୟମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ଏହାଦ୍ୱାରା ଅଦରକାରୀ କାଗଜ ଜମି ରହିଥିବା ୮ ଲକ୍ଷ ବର୍ଗଫୁଟ ସ୍ଥାନ ଖାଲି ହୋଇଛି। ଅକ୍ଟୋବର…

ଥରିଲା ଲଦାଖ

ଶ୍ରୀନଗର,୨।୧୧: ଜମ୍ମୁ-କଶ୍ମୀରରେ ଲଦାଖରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଛି। ତେବେ ଏପର୍ଯ୍ୟନ୍ତ ରାଜ୍ୟରେ କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ। ଏହାପୂର୍ବରୁ ଅକ୍ଟୋବର ୩୦ରେ ଲେହରେ ଭୂକମ୍ପ ଅନୁଭୂତ ହୋଇଥିଲା। ଲେହର ଅଲଚି ଗ୍ରାମରେ…

୨୫୦ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ରଖିଛି ଆଇଏସ୍‌ଆଇ…

ଶ୍ରୀନଗର,୨।୧୧: ଜମ୍ମୁ-କଶ୍ମୀରରେ ୨୫୦ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ପ୍ରସ୍ତୁତ ରଖିଛି। ଶୀତଦିନେ ତୁଷାରପାତ ପୂର୍ବରୁ ଆତଙ୍କବାଦୀଙ୍କୁ ଲଞ୍ଚ୍‌ପ୍ୟାଡ୍‌ ଛାଡ଼ିବାକୁ ଆଇଏସ୍‌ଆଇ ନିର୍ଦ୍ଦେଶ ଦେଇଛି। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ କ୍ରମାଗତ ଭାବେ ସୀମା ପାର କରି…

ଟାର୍ଗେଟରେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨।୧୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପରେ ମଙ୍ଗଳବାର ଆୟକର ବିଭାଗର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆୟକର ବିଭାଗ ପକ୍ଷରୁ ପାୱାରର ପାଞ୍ଚଟି ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମ୍ପତ୍ତିର ମୂଲ୍ୟ ଏକ ହଜାର କୋଟିରୁ ଅଧିକ…

ଶେଷରେ ଗିରଫ ହେଲେ ଅନିଲ ଦେଶମୁଖ

ମୁମ୍ବାଇ୨।୧୦: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସମସ୍ୟା ବଢିବାରେ ଲାଗିଛି। ୧୦୦ କୋଟି ଏକ୍ସଟୋରସନ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ସୋମବାର ବିଳମ୍ବିତ ରାତିରେ ଅନିଲ ଦେଶମୁଖଙ୍କୁ ଗିରଫ କରିଛି। ସେ ଅନେକ ଦିନ ନିଖୋଜ ହେବା ପରେ ସୋମବାର…

ପୋଷାକ ବଦଳାଇବାରେ ମୋଦିଙ୍କୁ ପଛରେ ପକାଇଦେଇଛନ୍ତି ଓ୍ବାଙ୍ଖଡେ

ମୁମ୍ବାଇ,୨।୧୧: ମୁମ୍ବାଇର ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ପୁଣି ବର୍ଷିଛନ୍ତି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ ଡକାଇ ସେ ଭାଜପା ନେତା ଦେବେନ୍ଦ୍ର ଫଡନଭିସ ଏବଂ ଏନସିବି ଜୋନାଲ ନିର୍ଦ୍ଦେଶକ ସବୀର ଓ୍ବାଙ୍ଖଡେଙ୍କୁ ଟାର୍ଗେଟ କରିଥିତ୍ଲେ। ସେ କହିଛନ୍ତି,…

ସମୁଦ୍ର ଆଁକୁ ଯିବ ୧୨ ଭାରତୀୟ ସହର…

ନୂଆଦିଲ୍ଲୀ,୨।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ଏବେ ୧୨ ଭାରତୀୟ ସହର ଉପରେ ବିପଦ ଦେଖାଦେଇଛି। ବିଶ୍ୱ ତାପନ ବୃଦ୍ଧି ଯୋଗୁ ମେରୁ ଅଞ୍ଚଳର ହିମ ପାହାଡ଼ ତରଳିବାରେ ଲାଗିଛି। ଫଳରେ ସମୁଦ୍ର ପତ୍ତନର କ୍ରମାଗତ ବୃଦ୍ଧି ହେତୁ ସମୁଦ୍ର କୂଳରେ…

ବଦଳିଲା ଫୈଜାବାଦ ଜଙ୍କସନର ନାମ

ଲକ୍ଷ୍ନୌ,୨ ।୧୧: ଉତ୍ତର ପ୍ରଦେଶର ଫୈଜାବାଦ ରେଲୱେ ଜଙ୍କସନର ନାମ ପରିବର୍ତ୍ତନ କରାଯାଇ ଅଯୋଧ୍ୟା କାଣ୍ଟ କରିଦିଆଯାଇଛି । ଏହାକୁ ନେଇ ଅଧିସୂଚନା ଜାରି କରାଯାଇଛି । ପ୍ରମୁଖ ସଚିବ ଲୋକ ନିର୍ମାଣ ବିଭାଗ ନିତିନ ରମେଶ ଗୋକର୍ନ ଏହି ଅଧିସୂଚନା…

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୨।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ୪୨୩ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୪୪୩ ଜଣଙ୍କ…

ଘର ଘର ବୁଲି ଟିକା…

ନୂଆଦିଲ୍ଲୀ,୨।୧୧: କରୋନା ମହାମାରୀ ଲଢ଼େଇରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘର ଘର ବୁଲି ଟିକା ଦାନ ଅଭିଯାନ ଆରମ୍ଭ କରୁଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ମେଗା ଟିକାଦାନ ଅଭିଯାନ ନେଇ ସ୍ବତନ୍ତ୍ର ଯୋଜନା…

ବଢୁଛି ଜିକା ଭାଇରସ ରୋଗୀଙ୍କ ସଂଖ୍ୟା, କାନପୁରରେ ଆଉ ଜଣେ ମହିଳା ଚିହ୍ନଟ

କାନପୁର,୨ ।୧୧: ଉତ୍ତର ପ୍ରଦେଶରେ ଆଉ ଜଣେ ମହିଳା ଜିକା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି(କେଜିଏମ୍‌ୟୁ) ଲକ୍ଷ୍ନୌର ମାଇକ୍ରୋବାୟୋଲୋଜି ବିଭାଗ ଏହାର ସୂଚନା ଦେଇଛି । ଏହାକୁ ମିଶାଇ ଏବେ କାନପୁରରେ ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?