ତୃତୀୟ ଲହର ପୂର୍ବରୁ ମୁମ୍ବାଇରୁ ଆସିଲା ଖୁସି ଖବର
ମୁମ୍ବାଇ,୨୮।୬: ଦେଶରେ କରୋନା ଭାଇରସ୍ ସଂକ୍ରମଣର ଦ୍ୱିତୀୟ ଲହର ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ଦୈନିକ ସଂକ୍ରମଣରେ ହ୍ରାସ ଘଟିଛି। କିନ୍ତୁ ଏବେ ବି ସଙ୍କଟ ଜାରି ରହିଛି। କାରଣ ଆଗକୁ ସମ୍ଭାବ୍ୟ ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞ ମତ…
ଶ୍ରଦ୍ଧାଳୁଙ୍କୁ ଚାରିଧାମ ଯାତ୍ରା ମନା
ଡେରାଡୁନ,୨୮।୬: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଜୁଲାଇ ୧ରୁ ଆରମ୍ଭ ହେବାକୁ ଥିବା ଚାରିଧାମ ଯାତ୍ରା ଉପରେ ରୋକ ଲଗାଇଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ। ଜୁଲାଇ ୭ପର୍ଯ୍ୟନ୍ତ ଏହି ଯାତ୍ରା ଉପରେ ରୋକ ଲଗାଯାଇଛି। ଏଥିସହ କୋର୍ଟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।…
କରୋନା କ୍ଷତିଗ୍ରସ୍ତ ପାଇଁ ପ୍ୟାକେଜ୍ ଘୋଷଣା କଲେ ସରକାର
ନୂଆଦିଲ୍ଲୀ,୨୮।୬: କରୋନା ମହାମାରୀ ପ୍ରଭାବିତ ଅର୍ଥବ୍ୟବସ୍ଥାରେ ନୂଆ ଆଶା ଦେବା ପାଇଁ ମୋଦି ସରକାର ସୋମବାର ଆଉ ଏକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ମହାମାରୀ ଦ୍ୱାରା ପ୍ରଭାବିତ ସେକ୍ଟରଗୁଡିକ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସିଥାରମନ୍ ୧.୧ ଲକ୍ଷ କୋଟି ଏକ…
କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କୁ ୟୁରୋପ୍ରେ ଏଣ୍ଟ୍ରି: ପୁନାଓ୍ବାଲା ଦେଲେ ଆଶ୍ୱାସନା
ନୂଆଦିଲ୍ଲୀ,୨୮।୬: ଭାରତରେ କରୋନା ଭାଇରସ ନିୟନ୍ତ୍ରଣ କରିବା ପାଇଁ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି ଏବଂ ଅଧିକାଂଶ ଲୋକଙ୍କୁ କୋଭିଶିଲ୍ଡ ଟିକା ଦିଆଯାଉଛି। ତେବେ ଏହି ସମୟରେ ଖବର ଆସିଛି ଯେ ୟୁରୋପୀୟ ୟୁନିଅନର ଦେଶମାନେ କୋଭିଶିଲ୍ଡ ନେଇଥିବା…
ଟିକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ
ନୂଆଦିଲ୍ଲୀ,୨୮।୬: ଭାରତରେ କରୋନା ଭାଇରସ୍ ସଂକ୍ରମଣ ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ କରୋନାର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଏବେ ଚିନ୍ତା ବଢ଼ାଇଦେଇଛି। ଅନେକ ରାଜ୍ୟରେ ଏହି ଭାରିଆଣ୍ଟ ଯୋଗୁ ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖି ଲକ୍ଡାଉନ ନିୟମକୁ…
ତୃତୀୟ ଲହରକୁ ନେଇ ଏମ୍ସ୍ର ଚେତାବନୀ, ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବା ଜରୁରୀ…
ନୂଆଦିଲ୍ଲୀ,୨୮।୬: ଭାରତରେ ତୃତୀୟ ଲହର ଆଶଙ୍କା ନେଇ ଏମ୍ସ୍ ପକ୍ଷରୁ ଚେତାବନୀ ଦିଆଯାଇଛି। ଏମ୍ସ୍ ନିର୍ଦ୍ଦେଶକ ରଣଦୀପ୍ ଗୁଲେରିଆ ଦେଶରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଏବଂ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସାଧାରଣ ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ…
ଜୁଲାଇ ୧ରେ ଖୋଲିବନାହିଁ ସ୍କୁଲ
ଭୋପାଳ,୨୮।୬: କରେନାର ଦ୍ୱିତୀୟ ଲହରର ଦୈନିକ ସଂକ୍ରମଣ ହାର ଦିନକୁ ଦିନ ନିୟନ୍ତ୍ରଣ ହେବାରେ ଲାଗିଛି। ତେଣୁ ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କୋହଳ କରାଯାଇଛି। କଟକଣା କୋହଳ ହେବା ପରେ ରାଜ୍ୟଗୁଡ଼ିକରେ ସ୍କୁଲ ଖୋଲାଯିବା ନେଇ ଚର୍ଚ୍ଚା ହେଉଛି। ଇତିମଧ୍ୟରେ…
ଜମ୍ମୁ-କଶ୍ମୀର-ଲଦାଖକୁ ଅଲଗା ଦେଶ ଦର୍ଶାଇଲା ଟୁଇଟର୍…
ନୂଆଦିଲ୍ଲୀ,୨୮।୬: ଭାରତ ଏବଂ ଟୁଇଟର ମଧ୍ୟରେ ବିବାଦ ଥମିବାର ନାଁ ଧରୁନି। ଏବେ ଟୁଇଟର୍ରେ ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଅଲଗା ଦେଶ ଭାବେ ଦର୍ଶାଯାଇଛି। ଟୁଇଟର୍ ଓ୍ବେବସାଇଟ୍ରେ କରାଯାଇଥିବା ଏଭଳି କାର୍ଯ୍ୟକୁ ନେଇ କେନ୍ଦ୍ର ସରକାରଙ୍କ ସହିତ ସମ୍ପର୍କ ପୁଣି ତିକ୍ତ…
ଭାକ୍ସିନ ନ ନେଲେ ସେଲୁନ-ପାର୍ଲର ମନା
ଭୋପାଳ,୨୮।୬: କରୋନା ଟିକା ନ ନେଲେ କଟାଯିବନି କେଶ କି ହେବ ନାହିଁ ସେଭିଂ। କିଛି ଏଭଳି ଚେତାବନୀ ଦେଇଛନ୍ତି ମଧ୍ୟପ୍ରଦେଶର ସେଲୁନ ପରିଚାଳକ। ଯୁବପୀଢ଼ି ହୁଅନ୍ତୁ ବା ବୃଦ୍ଧ ସମସ୍ତଙ୍କୁ ଟିକା ନେବା ବାଧ୍ୟତାମୂଳକ। ସୂଚନା ମୁତାବକ ଟିକାକରଣ ପ୍ରତି…
କରୋନା ସଙ୍କଟରେ ଘରୋଇ ସ୍କୁଲ୍ ଆଦାୟ କରିପାରିବେ ବାର୍ଷିକ ଫି ସହିତ ବିକାଶ ଶୁଳ୍କ, କହିଲେ ଏସ୍ସି…
ନୂଆଦିଲ୍ଲୀ,୨୮।୬: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଥିବା ଲକ୍ଡାଉନ୍ ଯୋଗୁ ସ୍କୁଲ୍ କଲେଜ ବନ୍ଦ ରହିଛି। ପାଠପଢ଼ା ଅନ୍ଲାଇନ୍ରେ କରାଯାଉଛି। ଏପରିସ୍ଥଳେ ଘରୋଇ ସ୍କୁଲ୍ଗୁଡ଼ିକର ବାର୍ଷିକ ଫି ସହିତ ବିକାଶ ଶୁଳ୍କ ଆଦାୟ ଉପରେ ରୋକ ଲଗାଇବା ପାଇଁ…
ଅଗ୍ନି ପ୍ରାଇମ୍ର ସଫଳ ପରୀକ୍ଷଣ, ଲକ୍ଷ୍ୟଭେଦ କ୍ଷମତା ୨୦୦୦ କିଲୋମିଟର…
ବାଲେଶ୍ୱର,୨୮।୬(ବ୍ୟୁରୋ): ଭାରତର ପ୍ରତିରକ୍ଷା କ୍ଷମତାରେ ପୁଣି ବୃଦ୍ଧି ଘଟିଛି। ସୋମବାର ପୂର୍ବାହ୍ନ ୧୦ଟା ୫୫ରେ ଓଡ଼ିଶାର ବାଲେଶ୍ୱରସ୍ଥିତ ଅବଦୁଲ୍ କାଲାମ ଦ୍ୱୀପରୁ ଅଗ୍ନି ସିରିଜ୍ର ନୂଆ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମ୍ର ସଫଳ ପରୀକ୍ଷଣ କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୧୦୦୦ରୁ ୨୦୦୦…
ଟାର୍ଗେଟ୍ରେ ପୋଲିସ-ସେନା ଯବାନ, ୫ ବର୍ଷରେ ୧୩ ଜଣଙ୍କୁ ହତ୍ୟା…
ଶ୍ରୀନଗର,୨୮।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୋଲିସ ଏବଂ ସେନା ଯବାନଙ୍କୁ ଟାର୍ଗେଟ୍ କରିଛନ୍ତି। ଆତଙ୍କବାଦୀମାନେ କେତେକ ଯବାନଙ୍କୁ ଅପହରଣ ପରେ ହତ୍ୟା କରିଥିବାବେଳେ ଅନ୍ୟ କେତେକଙ୍କ ଘରେ ପଶି ଗୁଳି କରିଛନ୍ତି। ସେହିପରି କେତେକଙ୍କୁ ରାସ୍ତାରେ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ।…
Archives


