ଘୁଞ୍ଚିଲା ଏନ୍ଇଇଟି ପିଜି ପରୀକ୍ଷା
ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏନ୍ଇଇଟି (ନ୍ୟାଶନାଲ ଏଲିଜିବଲ୍ କମ୍ ଏଣ୍ଟ୍ରାନ୍ସ ଟେଷ୍ଟ) ପିଜି ମେଡିକାଲ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ଆସନ୍ତା ରବିବାର ହେବାର ଥିଲା। ସଂକ୍ରମଣ ବଢ଼ୁଥିବାରୁ ପରୀକ୍ଷାକୁ ସ୍ଥଗିତ ରଖିବା...
କୁମ୍ଭମେଳାରେ କରୋନା ବିସ୍ଫୋରଣ
ହରିଦ୍ୱାର,୧୫।୪: ହରିଦ୍ୱାର କୁମ୍ଭମେଳାରେ ୫ ଦିନରେ ୧୭୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଶ୍ୱର ସର୍ବବୃହତ୍ ଧର୍ମୀୟ ସମାବେଶ ସଂକ୍ରମଣକୁ ଆହୁରି ବଢ଼ାଇପାରେ ବୋଲି ଆଶଙ୍କା କରାଯାଉଛି। ମେଳା ଅଞ୍ଚଳରେ ଗତ ୫ ଦିନ ମଧ୍ୟରେ ୨,୩୬,୭୫୧ ନମୁନା...
ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇଲେ ମୁକେଶ ଅମ୍ବାନୀ
ମୁମ୍ବାଇ, ୧୫ା୪- କରୋନା ସହ ଲଢ଼େଇରେ ମହାରାଷ୍ଟ୍ରକୁ ଅକ୍ସିଜେନ ଦରକାର ଥିବାବେଳେ ସାହାଯ୍ୟର ହାତ ବଢ଼ାଇଛନ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ ରିଫାଇନାରିରୁ ଉତ୍ପାଦିତ ଅକ୍ସଜେନକୁ ମହାରାଷ୍ଟ୍ରକୁ ଯୋଗାଇ ଦେଇଛନ୍ତି। ମହାରାଷ୍ଟ୍ରରେ ବିଶ୍ୱର ସବୁଠୁ ବଡ଼ ରିଫାଇନାରି କମ୍ପ୍ଲେକ୍ସ ଚଲାଉଥିବା ଅମ୍ବାନୀଙ୍କ...
ଥରକେ ହୋଇପାରିବ ନାହିଁ ପଶ୍ଚିମବଙ୍ଗର ବଳକା ୪ ପର୍ଯ୍ୟାୟ ନିର୍ବାଚନ
ନୂଆଦିଲ୍ଲୀ, ୧୫ା୪- ପୂରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାବେଳେ ପଶ୍ଚିମବଙ୍ଗର ବଳକା ୪ ପର୍ଯ୍ୟାୟ ନିର୍ବାଚନ ଏକାଥରକେ କରାଯିବା ନେଇ ଆକଳନ କରାଯାଉଥିଲା। ଏପରି କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥି ନେଇ...
୨ ବର୍ଷ ହେଲା ନାବାଳିକା ଝିଅକୁ ବଳାତ୍କାର କରୁଥିଲେ ବାପା
ଜୟପୁର, ୧୫ା୪- ୧୫ ବର୍ଷୀୟା ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ରାଜସ୍ଥାନର ଜୋଧପୁରରୁ ଗିରଫ କରାଯାଇଛି। କେବଳ ଏତିକି ନୁହେଁ, ଝିଅକୁ ବଳାତ୍କାର କରିବା ପରେ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ବାରମ୍ବାର ବଳାତ୍କାର...
ସ୍ବାମୀଙ୍କ ଆତ୍ମହତ୍ୟାର ଭିଡିଓ କଲେ ପତ୍ନୀ
କୋଲକାତା, ୧୫ା୪- ସ୍ବାମୀଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ପାଇଁ ପଶ୍ଚିମବଙ୍ଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ମାତ୍ର ୪ ମାସ ତଳେ ୨୨ ବର୍ଷୀୟା ଅଭିଯୁକ୍ତ ମହିଳାଙ୍କ ବିବାହ ହୋଇଥିଲା। ସ୍ବାମୀ ଆତ୍ମହତ୍ୟା କରୁଥିବାବେଳେ ସେଠାରେ ଉପସ୍ଥିତ ରହି ଭିଡିଓ...
ଝିଅକୁ ବଳାତ୍କାର କରିଥିବା ବ୍ୟକ୍ତିଙ୍କ ଏମିତି ପ୍ରତିଶୋଧ ନେଲେ ବାପା
ବିଶାଖାପାଟନମ,୧୫।୪: ଆନ୍ଧ୍ରପ୍ରଦେଶ ବିଶାଖାପାଟନମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସହର ଉପକଣ୍ଠରେ ଥିବା ପେଣ୍ଡୁରଥୀ ମଣ୍ଡଳର ଜାଟଟାଠାରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଅଭିଯୁକ୍ତ ହେଉଛନ୍ତି ବି ଆପାରାଲାଜୁ। ପୋଲିସ...
ଦ୍ୱିତୀୟ ଥର କରୋନା ଆକ୍ରାନ୍ତ ହେଲେ ମନ୍ତ୍ରୀ
ଥିରୁଭାନନ୍ତପୁରମ୍,୧୫।୪: ଗୋଟିଏ ଦିନରେ ଦୁଇ ଲକ୍ଷରୁ ଅଧିକ କରୋନା ମାମଲା ରେକର୍ଡ ହେବା ପରେ ଭାରତରେ ମୋଟ ସଂକ୍ରମଣ ଏକ କୋଟି ୪୦ ଲକ୍ଷ ୭୪ ହଜାର ୫୬୪ରେ ପହଞ୍ଚିଛି। ଗତ ସାତ ମାସ ମଧ୍ୟରେ କେରଳର କୃଷି ମନ୍ତ୍ରୀ...
ସଡ଼କରେ ବୁଲୁଛନ୍ତି ଯମରାଜା-ଯମଦୂତ: କରୁଛନ୍ତି ବିକଟାଳ ଶବ୍ଦ….
ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦିଲ୍ଲୀ ସମେତ କେତେକ ରାଜ୍ୟରେ ସରକାରଙ୍କ ପକ୍ଷରୁ କଡ଼ାକଟକଣା ଜାରି କରାଯାଇଛି। ତେବେ କରୋନା ମାର୍ଗଦର୍ଶିକା ପାଳନ ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ରାଜଧାନୀ ଦିଲ୍ଲୀ...
ଏହି ରାଜ୍ୟରେ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ
ଲକ୍ଷ୍ନୌ,୧୫।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। କରୋନା ଚେନ୍କୁ ଭାଙ୍ଗିବା ବିଭିନ୍ନ ରାଜ୍ୟର ସରକାର କଡ଼ା ପଦକ୍ଷେପ ଗ୍ରହଣ କରିବା ସହ ଅଧିକ ସଜାଗ ରହିଛନ୍ତି। ବର୍ଦ୍ଧିତ...
ପୁଣି ଦିଲ୍ଲୀକୁ ଫେରିଲା କର୍ଫ୍ୟୁ
ନୂଆଦିଲ୍ଲୀ,୧୫।୪: ଦିଲ୍ଲୀରେ ବେଲଗାମ ହେଉଛି କରୋନା। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସ୍ଥିତି ଏଭଳି ବିଗିଡ଼ିବାରେ ଲାଗିଛି ଯେ, ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍ ଖାଲି ନାହିଁ। କେବଳ...
ନିମନ୍ତ୍ରଣ କାର୍ଡ ଉପରେ ଲାଲୁଙ୍କ ଫଟୋ ରଖିଲେ ଏହି ଯୁବକ, ଲେଖିଲେ ଏମିତି କିଛି…
ଲାଲୁ ପ୍ରସାଦ ଯାଦବ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ପ୍ରଶଂସକମାନେ ମଧ୍ୟ ତାଙ୍କ ଶୈଳୀରେ ଲାଲୁଙ୍କ ସହ ସମାନ। ଅର୍ଥାତ୍ ଲାଲୁଙ୍କ ପାଇଁ ବି କିଛି ଲୋକ ପାଗଳପ୍ରାୟ। ବିହାରର ହାଜିପୁର ସଦ୍ୟତମ...
Archives


