ଜାତୀୟ

ଘରେ ରେମ୍‌ଡେସିଭିର୍‌ ନ ନେବାକୁ ପରାମର୍ଶ

ନୂଆଦିଲ୍ଲୀ, ୩୦।୪(ପି.ଟି.):ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ହୋମ୍‌ ଆଇସୋଲେଶନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ସଂଶୋଧିତ ଗାଇଡ୍‌ଲାଇନ ଜାରି କରିଛି। ଘରେ ରହୁଥିବା ରୋଗୀ ରେମ୍‌ଡେସିଭିର ଇଞ୍ଜେକ୍‌ଶନ ନ ନେବା ପାଇଁ ପରାମର୍ଶ ଦିଆଯାଇଛି। କେବଳ...

ଇତିହାସ ରଚିବେ ବିଜୟନ୍‌

ନୂଆଦିଲ୍ଲୀ,୩୦ା୪:ପୂର୍ବାପେକ୍ଷା ଏଥର ଆମେ ଅଧିକ ଆସନରେ ବିଜୟୀ ହେବୁ। ଗୁରୁବାର ରାତିରେ ଏକ୍‌ଜିଟ୍‌ ପୋଲ୍‌ ଫଳ ଆସିବା ପରେ କେରଳ ରାଜଧାନୀ ଥିରୁଭାନନ୍ତପୁରମ୍‌ରେ ଏହା ଥିଲା ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ଙ୍କ ପ୍ରଥମ ମନ୍ତବ୍ୟ। ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ କ୍ରମାଗତ...

ଚକିତ କରିପାରେ ନନ୍ଦିଗ୍ରାମ

କୋଲକାତା, ୩୦ା୪: ପଶ୍ଚିମବଙ୍ଗରେ ଗୁରୁବାର ୮ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ ସହ ‘ଖେଳ’ ଶେଷ ହୋଇଛି। ଚୂଡ଼ାନ୍ତ ଇନିଂସରେ ୭୬.୦୭% ମତଦାନ ହୋଇଛି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରେ ଏପ୍ରିଲ...

ଏକ୍‌ଜିଟ୍‌ ପୋଲ୍‌ରେ ମମତାଙ୍କ ହ୍ୟାଟ୍ରିକ୍‌

ନୂଆଦିଲ୍ଲୀ,୩୦ା୪:ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ହ୍ୟାଟ୍ରିକ୍‌ ବିଜୟ ହାସଲ କରି ପୁଣି ଥରେ ଶାସନ କରିପାରେ। ଏହାସହ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। କେରଳରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ଲଗାତର ଦ୍ୱିତୀୟ ଥର...

ଆଗେଇ ଆସିଲେ ତେନ୍ଦୁଲକର

ନୂଆଦିଲ୍ଲୀ,୨୯।୪ : କୋଭିଡ୍‌-୧୯ ଯୋଗୁ ଦେଶରେ ସୃଷ୍ଟି ହୋଇଛି ଅତି ଭୟଙ୍କର ସ୍ଥିତି। ଏଭଳି ସମୟରେ ସାହାଯ୍ୟର ହାତ ବଢ଼ାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର। ଗୁରୁତର କୋଭିଡ୍‌-୧୯ ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ କନସେନ୍‌ଟ୍ରେଟର୍ସ କିଣିବା ପାଇଁ ୧ କୋଟି...

ତୁରନ୍ତ ଭାରତ ଛାଡ଼

ନୂଆଦିଲ୍ଲୀ, ୨୯।୪: ଭାରତରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ଏନେଇ ଆମେରିକା ସରକାରଙ୍କ ପକ୍ଷରୁ ତୁରନ୍ତ ଭାରତ ଛାଡି ଚାଲିଆସିବାକୁ ଆମେରିକୀୟ ନାଗରିକଙ୍କୁ କୁହାଯାଇଛି। ସେହିପରି ଆମେରିକାରୁ ଭାରତକୁ କେହି ନ ଯିବାକୁ ଆମେରିକା ପକ୍ଷରୁ ଆଡଭାଇଜରି...

ଫେରାଯିବ କୋଭିଡ୍‌ ଟିକା

ନୂଆଦିଲ୍ଲୀ,୨୯।୪ : ବେସରକାରୀ କୋଭିଡ୍‌-୧୯ ଟିକାକରଣ କେନ୍ଦ୍ରକୁ ଅବ୍ୟବହୃତ ଟିକା ଫେରାଇବାକୁ କୁହାଯାଇଛି। ଏଥିନେଇ ସେମାନଙ୍କୁ ଦିଆଯାଇଛି ଶୁକ୍ରବାର ପର୍ଯ୍ୟନ୍ତ ସମୟ। ବଳକା ଟିକାଗୁଡ଼ିକୁ ମେ’ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ୩ୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟାରେ ବ୍ୟବହାର...

ଚାର୍‌ ଧାମ ଯାତ୍ରା ବାତିଲ

ଡେରାଡୁନ୍‌,୨୯ା୪: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥକୁ ୪ ଧାମ୍‌ ଯାତ୍ରା ବାତିଲ କରିଛନ୍ତି। ଗୁରୁବାର ସରକାରଙ୍କ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ମେ ମାସରେ ଏହି ଯାତ୍ରା ଆରମ୍ଭ...

‘ମୋ ସ୍ବାମୀଙ୍କ ମୃତ୍ୟୁ ପାଇଁ ନିର୍ବାଚନ ଆୟୋଗ ଅଧିକାରୀ ଦାୟୀ’

କୋଲକାତା,୨୯।୪ : ଡେପୁଟି ଇଲେକଶନ କମିଶନର ସୁଦୀପ ଜୈନ ଓ ଅନ୍ୟ ଅଧିକାରୀମାନେ ମା ସ୍ବାମୀଙ୍କ ମୃତ୍ୟୁ ପାଇଁ ଦାୟୀ। ଖାର୍ଦା ବିଧାନସଭା ଆସନର ଟିଏମ୍‌ସି ପ୍ରାର୍ଥୀ ସ୍ବର୍ଗତ କାଜଲ ସିହ୍ନାଙ୍କ ପତ୍ନୀ ନନ୍ଦିତା ସିହ୍ନା ଖାର୍ଦା ଥାନାରେ ଏଭଳି...

କରୋନାକୁ ହରାଇଲେ ମନମୋହନ

ନୂଆଦିଲ୍ଲୀ,୨୯।୪: କରୋନାକୁ ହରାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତ ଏପ୍ରିଲ ୧୯ରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୧୦ ଦିନର ଚିକିତ୍ସା ପରେ ଶେଷରେ ସେ...

ଫୋନ ପାସଓ୍ବାର୍ଡ ନ ଦେବାରୁ ସାଙ୍ଗକୁ ହତ୍ୟା

ନୂଆଦିଲ୍ଲୀ,୨୯।୪ : ଫୋନ ପାସଓ୍ବାର୍ଡ ଦେବାକୁ ମନା କରି ଦେବାରୁ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କୁ ପାର୍କରେ ବେକ ଚିପି ହତ୍ୟା କରିଛି ସାଙ୍ଗ। ଦିଲ୍ଲୀର ପିତମପୁରା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା। ଏହି ଘଟଣା ଗତ ୨୧...

କୋଭିସିଲ୍ଡ ପରେ ‘କୋଭାକ୍ସିନ’ ଦର ହ୍ରାସ: ଡୋଜ୍‌ ପିଛା ୨୦୦ ଟଙ୍କା କମ୍‌ରେ ମିଳିବ

ନୂଆଦିଲ୍ଲୀ,୨୯।୪: କମିଲା ‘କୋଭାକ୍ସିନ’ ଟିକା ଦର। ପୂର୍ବରୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ‘କୋଭିସିଲ୍ଡ’ ଟିକାର ଦାମ ହ୍ରାସ କରିିଥିବା ବେଳେ ଗୁରୁବାର ଭାରତ ବାୟୋଟେକ୍‌ ପକ୍ଷରୁ ‘କୋଭାକ୍ସିନ ଦର ହ୍ରାସ କରାଯାଇଛି। ପୂର୍ବରୁ କମ୍ପାନୀ ରାଜ୍ୟଗୁଡ଼ିକୁ କୋଭାକ୍ସିନ୍‌ ଟିକା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri