ଜାତୀୟ

ଚମତ୍କାର: ବିମାନ ଦୁର୍ଘଟଣା ନିଆଁରେ ମୃତ୍ୟୁ ବରଣ କଲେ ୨୬୫, ଅକ୍ଷତ ଅବସ୍ଥାରେ ମିଳିଲା ‘ଭଗବଦ୍ ଗୀତା’

ଅହମଦାବାଦ,୧୩।୬: ଅହମଦାବାଦ ବିମାନ ଦୁର୍ଘଟଣାର ଏକ ଭିଡିଓରେ ଦେଖାଯାଇଛି ଯେ ଜୁନ୍ ୧୨ ଅପରାହ୍ନରେ ଅହମଦାବାଦରେ ହୋଇଥିବା ଭୟାବହ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଭଗ୍ନାବଶେଷରେ ପବିତ୍ର ଗ୍ରନ୍ଥ ଶ୍ରୀମଦ୍ ଭାଗବତ ଗୀତା ଅକ୍ଷତ ଅବସ୍ଥାରେ ମିଳିଛି, ଯେତେବେଳେ ୨୬୫ ଜଣ…

ଅହମଦାବାଦ ବିମାନ ଦୁର୍ଘଟଣାରେ ବୀମା କମ୍ପାନୀକୁ ଲାଗିବ ଶକ୍ତ ଧକ୍କା, ଉଠାଇବାକୁ ପଡ଼ିବ ଏତେ ହଜାର କୋଟି ଟଙ୍କାର ବୋଝ

ନୂଆଦିଲ୍ଲୀ,୧୩।୬: ଅହମଦାବାଦରେ ଏୟାର ଇଣ୍ଡିଆ ବୋଇଂ ୭୮୭ ଡ୍ରିମଲାଇନର ଦୁର୍ଘଟଣା ପରେ, ବୀମା ଦାବି ପରିମାଣ ୧୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ଏହା ଏପର୍ଯ୍ୟନ୍ତ ବିମାନ କ୍ଷେତ୍ରର ସବୁଠାରୁ ମହଙ୍ଗା ବୀମା ଦାବି। ଏହି ପରିମାଣ ସମଗ୍ର ଦେଶର ବିମାନ…

ମିଳିଲା ବ୍ଲାକ୍‌ବକ୍ସ: ଏବେ ଜଣାପଡ଼ିବ ଭୟଙ୍କର ଦୁର୍ଘଟଣା ପଛର କାରଣ

ନୂଆଦିଲ୍ଲୀ,୧୩।୬: ଭାରତର ବିମାନ ସେବା କ୍ଷେତ୍ରରେ ଘଟିଛି ଭୟଙ୍କର ଦୁର୍ଘଟଣା। ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ- ଏଆଇ୧୭୧ (ବୋଇଂ ୭୮୭-୮ ଡ୍ରିମ୍‌ଲାଇନର) ଉଡ଼ାଣ ଆରମ୍ଭ କରିବାର ମାତ୍ର ୫ ମିନିଟ୍‌ ମଧ୍ୟରେ ନିକଟସ୍ଥ ବି.ଜେ. ମେଡିକାଲ କଲେଜ ହଷ୍ଟେଲ…

ରୂପାନୀଙ୍କ ଲକି ନମ୍ବର ‘1206’ ଶେଷ ବେଳକୁ ହେଲା ଅନଲକି

ନୂଆଦିଲ୍ଲୀ,୧୩।୬: ଅହମଦାବାଦ ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ଘଟିଛି। ଏହି ବିମାନ ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିମାନ ଅହମଦାବାଦରୁ ଲଣ୍ଡନ ଯାଉଥିଲା, ଯେଉଁଥିରେ ବିଜୟ ରୂପାନୀ ମଧ୍ୟ ଯାତ୍ରା…

କାହିଁକି ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ମୁମ୍ବାଇରେ କଲା ଜରୁରୀ ଅବତରଣ? ଆକାଶରେ ଚକ୍କର କାଟିଲା ୩ ଘଣ୍ଟା

ମୁମ୍ବାଇ,୧୩।୬: ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ତିନି ଘଣ୍ଟା ଧରି ଆକାଶରେ ରହିବା ପରେ ମୁମ୍ବାଇରେ ପୁନର୍ବାର ଅବତରଣ କରିଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ, ଫ୍ଲାଇଟ୍ରାଡାର୨୪ ରୁ ତଥ୍ୟ ଉଦ୍ଧୃତ କରି ରିପୋର୍ଟ କରିଛି ଯେ ବିମାନଟି…

Video: ବିମାନରୁ ଡେଇଁ ନଥିଲେ, ଏମିତି ବଞ୍ଚିଥିଲା ରମେଶ ବିଶ୍ୱାସଙ୍କ ଜୀବନ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି କଲେ ବର୍ଣ୍ଣନା

ଅହମ୍ମଦାବାଦ, ୧୩ା୬: ଗୁଜରାଟର ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା କେବଳ ସମଗ୍ର ଦେଶକୁ ନୁହେଁ, ବିଦେଶର ଲୋକଙ୍କୁ ମଧ୍ୟ ଝଟକା ଦେଇଛି। ଅତ୍ୟଧିକ ଗତିରେ ଟେକଅଫ କରୁଥିବା ବିମାନଟି ସିଧାସଳଖ ଏକ ହସ୍ପିଟାଲର ହଷ୍ଟେଲ ବିଲ୍ଡିଂରେ ପଶି ଯାଇଥିଲା। ତୀବ୍ର…

ଏୟାର ଇଣ୍ଡିଆ ବିମାନରେ କ୍ରୁ ମେମ୍ବର ଥିଲେ NCP ନେତାଙ୍କ ବୋହୂ

ଅହମ୍ମଦାବାଦ,୧୩ା୬: ଗୁରୁବାର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ଭୟଙ୍କର ଏବଂ ଯନ୍ତ୍ରଣାଦାୟକ ଫଟୋ ସମଗ୍ର…

ବିବାହକୁ ହୋଇଥିଲା ମାତ୍ର ୫ ମାସ: ସ୍ବାମୀଙ୍କୁ ଦେଖା କରିବାକୁ ଯାଉଥିବାବେଳେ ଘଟିଲା…

ଅହମ୍ମଦାବାଦ,୧୩।୬: ଲଣ୍ଡନ ଯାଉଥିବା ସମୟରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଗୁଜରାଟର ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୨୪୨ ଜଣ ଥିଲେ, ଯେଉଁଥିରୁ ୧୨ ଜଣ ରାଜସ୍ଥାନର ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଜୋଧପୁରର…

ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ମୋଦି: ଆହତଙ୍କୁ ଭେଟିଲେ

ଅହମଦାବାଦ,୧୩।୬: ଅହମଦାବାଦର ବିମାନ ଦୁର୍ଘଟଣାସ୍ଥଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତ କରିଛନ୍ତି। ସେ ଘଟଣାସ୍ଥଳର ସମୀକ୍ଷା କରିବା ପରେ ହସ୍ପିଟାଲ୍‌କୁ ଯାଇ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବୋଇଂ ସିଇଓ ପ୍ୟାରିସ ଏୟାରଶୋ’କୁ ତାଙ୍କର…

ଖାଉଥିବାବେଳେ ଉପରୁ ଆସିଲା ମୃତ୍ୟୁ: ଆଉ ତା’ପରେ ଘଟିଗଲା…

ନୂଆଦିଲ୍ଲୀ/ଅହମଦାବାଦ,୧୩ା୬:ଅହମଦାବାଦର ବି.ଜେ. ମେଡିକାଲ କଲେଜ ହଷ୍ଟେଲରେ ଡାକ୍ତରୀ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ କରୁଥିବାବେଳେ ଆସିଥିଲା ମୃତ୍ୟୁ। ଗୁରୁବାର ଅପରାହ୍ନ ୧ଟା ୩୯ ମିନିଟ୍‌ ସମୟରେ ଏୟାର ଇଣ୍ଡିଆ ବିମାନ ଉକ୍ତ ହଷ୍ଟେଲ ଉପରେ ଖସିଥିଲା। ସେତେବେଳେ ମଧ୍ୟାହ୍ନ ଭୋଜନ ପାଇଁ କ୍ୟାଣ୍ଟିନ୍‌ରେ…

ବଞ୍ଚାଇବାର କୌଣସି ସୁଯୋଗ ନଥିଲା, ବିମାନରେ ଥିବା ୧.୨୫ ଲକ୍ଷ ଲିଟର ଇନ୍ଧନ ସବୁକିଛି ବିଗାଡିଦେଲା: ଅମିତ ଶାହ

ନୂଆଦିଲ୍ଲୀ,୧୩ା୬: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର କହିଛନ୍ତି ଯେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ଲୋକଙ୍କୁ ବଞ୍ଚାଇବାର ପ୍ରୟାସ ବିଫଳ ହୋଇଛି କାରଣ ବିମାନରେ ଥିବା ୧.୨୫ ଲକ୍ଷ ଲିଟର ଇନ୍ଧନ ଜଳିବା ଯୋଗୁଁ ତାପମାତ୍ରା ଅତ୍ୟଧିକ ଉଚ୍ଚ ସ୍ତରକୁ…

ସେହି ୩୨ ସେକେଣ୍ଡର ଭୟଙ୍କର ଦୃଶ୍ୟ ବିଶ୍ୱବାସୀଙ୍କୁ କରିଦେଇଛି ସ୍ତବ୍ଧ

ନୂଆଦିଲ୍ଲୀ/ଅହମଦାବାଦ,୧୩ା୬:ଲଣ୍ଡନ ଅଭିମୁଖେ ୨୪୨ ଜଣଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ୍‌ଲାଇନର ଗୁରୁବାର ଅପରାହ୍ନରେ ଗୁଜରାଟର ଅହମଦାବାଦ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୩୦ ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରିଉ ସଦସ୍ୟ ଥିଲେ। ୧୧ଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri