Odisha Elections 2024

ଜାତୀୟ

ଭାରତ ମୁସଲମାନଙ୍କ ପାଇଁ ପାଲଟିଛି ସ୍ବର୍ଗ: ମୋଦି…

ନୂଆଦିଲ୍ଲୀ,୨୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ମୁସଲମାନମାନଙ୍କ ପାଇଁ ସ୍ବର୍ଗ ବୋଲି ବର୍ଣ୍ଣନା କରିଛନ୍ତି। ବିଦେଶୀ ଖବରକାଗଜ ‘ଫାଇନାନ୍ସିଆଲ ଟାଇମ୍ସ’କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଏକ ପ୍ରଶ୍ନର ଉତ୍ତରରେ ପିଏମ ମୋଦି ଏଭଳି କହିଛନ୍ତି । ଦୁନିଆର ଅନ୍ୟ...

ପୋଷ୍ଟପେଡ ଫୋନ ବିଲ୍‌ ନ ଦେଲେ ହେବ ଜେଲ ଦଣ୍ଡ…

ନୂଆଦିଲ୍ଲୀ,୨୧।୧୨ : ପୋଷ୍ଟପେଡ ଫୋନ ବିଲ ପେମେଣ୍ଟରେ ବିଳମ୍ବ କଲେ ୟୁଜରଙ୍କୁ ଜେଲ ଦଣ୍ଡ ହେବ। ଏହା ଶୁଣି ୟୁଜର ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଏହା ସତ୍ୟ। ଯଦି ଏହା କରାଯାଏ ତେବେ ୟୁଜରଙ୍କୁ କୋର୍ଟକୁ ଯିବାକୁ ପଡିପାରେ। ଏଥିସହ,...

୪୮ ଘଣ୍ଟାରେ କଂଗ୍ରେସ ସଂଗ୍ରହ କଲା ୩ କୋଟି ଚାନ୍ଦା, ବିହାର-ମହାରାଷ୍ଟ୍ରରୁ ଅଧିକ ଲୋକ ସାମିଲ…

ନୂଆଦିଲ୍ଲୀ,୨୧।୧୨ : କଂଗ୍ରେସ ପାର୍ଟି ମାତ୍ର ୪୮ ଘଣ୍ଟା ମଧ୍ୟରେ କ୍ରାଉଡ ଫଣ୍ଡିଂ ମାଧ୍ୟମରେ ୩ କୋଟି ଟଙ୍କା ସଂଗ୍ରହ କରିଛି। ଏପର୍ଯ୍ୟନ୍ତ ପ୍ରାୟ ୧,୧୩,୦୦୦ ଲୋକ ଦାନ କରିଛନ୍ତି। ୨୦୨୪ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପାଇଁ ସମ୍ବଳ...

ମେସେଜ-କଲ ହେବ ଟ୍ରାକ୍‌: ମୋବାଇଲ ୟୁଜରଙ୍କ ଉପରେ ସରକାରଙ୍କ କଡ଼ା ନଜର, ଆସିଲା ନୂଆ ବିଲ୍‌…

ନୂଆଦିଲ୍ଲୀ,୨୧।୧୨: ଟେଲିକମ ବିଲ ୨୦୨୩ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଛି। ଏହି ବିଲରେ ସରକାର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଭାବ ପକାଇ ଅନେକ ପଦକ୍ଷେପ ନେବାକୁ ଅନୁମତି ପାଇଛନ୍ତି। ଟେଲିକମ ସେକ୍ଟର ମାଧ୍ୟମରେ ଜାତୀୟ ସୁରକ୍ଷା...

ଇଣ୍ଟରନେଟ କାଟିଲେ ଜରିମାନା ସହ ୩ ବର୍ଷ ଜେଲ ଦଣ୍ଡ, ସରକାରଙ୍କ ନୂଆ ନିୟମ…

ନୂଆଦିଲ୍ଲୀ,୨୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପ୍ରତ୍ୟେକ ଉପଭୋକ୍ତାଙ୍କୁ ଇଣ୍ଟରନେଟ ଯୋଗାଇବାକୁ ଚାହୁଁଛନ୍ତି। ଏଥିପାଇଁ ମୋଦି ସରକାର ପ୍ରତ୍ୟେକ ଗାଁକୁ ଇଣ୍ଟରନେଟ ସହିତ ସଂଯୋଗ କରୁଛନ୍ତି। ଏହା ବ୍ୟତୀତ ପ୍ରତ୍ୟେକ ପଞ୍ଚାୟତ ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର କେବୁଲ ବିଛାଯାଉଛି।...

ରେଳ ଲାଇନ ଉପରେ ରିଲ କରିବା ପଡିଲା ମହଙ୍ଗା, ଟ୍ରେନ ଧକ୍କାରେ ୩ ନାବାଳକଙ୍କ ମୃତ୍ୟୁ…

ମୁର୍ଶିଦାବାଦ,୨୧।୧୨: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ରେଳ ଲାଇନ ଉପରେ ରିଲ୍‌ କରିବା ପଡିଲା ମହଙ୍ଗା ପଡିଛି। ହଠାତ ଟ୍ରେନ ଆସିଯିବାରୁ ରିଲ ତିଆରି କରିଥିବା ୭ ଜଣ ନାବାଳକଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ନାବାଳକ ଆହତ...

ଟେଲିକମ୍‌ ବିଲ୍‌: ଗଣମାଧ୍ୟମର କଣ୍ଠରୋଧ, ପ୍ରିଭେସିରେ ହସ୍ତକ୍ଷେପ

ଭୁବନେଶ୍ୱର,୨୧ା୧୨ (ବ୍ୟୁରୋ)ଲୋକ ସଭାରେ ସୋମବାର ଆଗତ ମୋଦି ସରକାରଙ୍କ ୪୬ ପୃଷ୍ଠା ସମ୍ବଳିତ ଟେଲିକମ୍ୟୁନିକେଶନ୍ସ ବିଲ୍‌, ୨୦୨୩ ବୁଧବାର ଏକପ୍ରକାର ବିରୋଧୀ ବିହୀନ ଗୃହରେ ଧ୍ୱନିମତରେ ପାରିତ ହୋଇଛି। ଉକ୍ତ ବିଧେୟକକୁ ଟେଲି ଯୋଗାଯୋଗ ଶିଳ୍ପ ସ୍ବାଗତ କରିଥିବାବେଳେ ଆଇନଜୀବୀ,...

ଲାଲୁ, ତେଜସ୍ବୀଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨୧ା୧୨: ଜମି ବଦଳରେ ରେଲଓ୍ବେରେ ନିଯୁକ୍ତି ଦୁର୍ନୀତି ମାମଲାର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ତାଙ୍କ ବାପା ତଥା ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ଯାଦବଙ୍କୁ ଜେରା ପାଇଁ...

୨୧ ଜେଏନ୍‌.୧ ସବ୍‌ଭାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ,୨୧ା୧୨(ପି.ଟି.): ବର୍ତ୍ତମାନ ସୁଦ୍ଧା ଭାରତର ୩ ରାଜ୍ୟରୁ କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ର ୨୧ ମାମଲା ଚିହ୍ନଟ ହେଲାଣି। ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି.କେ. ପଲ୍‌ ବୁଧବାର ଏହି ସୂଚନା ଦେଇଥିବାବେଳେ ଭୟଭୀତ ହେବାର କାରଣ ନ ଥିବା...

ବିରୋଧୀ ନ ଥାଇ ବିଲ୍‌ ପାସ୍‌

ନୂଆଦିଲ୍ଲୀ,୨୧ା୧୨: ଲୋକ ସଭାରୁ ବୁଧବାର ସିପିଆଇଏମ୍‌ର ଏ.ଏମ୍‌. ଆରିଫ୍‌ ଏବଂ କେରଳ କଂଗ୍ରେସ (ମଣି)ର ଥୋମାସ୍‌ ଚାଝିକାଦନଙ୍କୁ ନିଲମ୍ବନ କରାଯାଇଛି। ଏହି ଦୁଇ ଏମ୍‌ପିଙ୍କୁ ମିଶାଇ ଲୋକ ସଭାରୁ ନିଲମ୍ବିତ ସଦସ୍ୟଙ୍କ ସଂଖ୍ୟା ୯୭ରେ ପହଞ୍ଚତ୍ଛି। ଏହାବାଦ୍‌ ରାଜ୍ୟ ସଭାରୁ...

ଲୋକଙ୍କୁ ଟଙ୍କା ଫେରାଇବା ପାଇଁ ସାହାରା ବିରୁଦ୍ଧରେ ପୁଣି ସୁପ୍ରିମକୋର୍ଟ ଯିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୦ା୧୨: ସାହାରା ଗ୍ରୁପରୁ ଅଧିକ ଟଙ୍କା ପାଇବାକୁ ଏବଂ ଏହାକୁ ନିବେଶକଙ୍କ ନିକଟକୁ ଫେରାଇବାକୁ ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବେ। ତିନି କୋଟି ନିବେଶକ କମ୍ପାନୀର ସମବାୟ ସମିତିରେ ଅଟକି ରହିଥିବା ୮୦,୦୦୦ କୋଟି ଟଙ୍କା ଫେରସ୍ତ...

ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ି ପାରନ୍ତି ନୀତିଶ କୁମାର, ପ୍ରିୟଙ୍କା ଗାନ୍ଧୀ!

ନୂଆଦିଲ୍ଲୀ,୨୦।୧୨: ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରପ୍ରଦେଶର ବାରାଣସୀରୁ କେଉଁ ବଡ଼ ନେତା ଚ୍ୟାଲେଞ୍ଜ କରିବେ ସେ ଚିନ୍ତା କରୁଛି ବିରୋଧୀଙ୍କ ଇଣ୍ଡିଆ ବ୍ଲକ୍। ୧୯୯୧ ପରଠାରୁ ୨୦୦୪ ବ୍ୟତୀତ ବାରାଣସୀରେ ଭାଜପା ଭାଜପା ଜିତି ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri