ଅପରେଶନ ସିନ୍ଦୂର: କୋଟି କୋଟି ଭାରତୀୟଙ୍କ ଭାବନାର ପ୍ରତିଫଳନ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ‘ଅପରେଶନ ସିନ୍ଦୂର’ କେବଳ ଏକ ନାମ ନୁହେଁ, ବରଂ ଏହା କୋଟି କୋଟି ଭାରତୀୟଙ୍କ ଭାବନା ଓ ଆକ୍ରୋଶର ପ୍ରତିଫଳନ। ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ,…
ଭାରତର ପରାକ୍ରମୀ ସେନାକୁ ସାଲ୍ୟୁଟ କଲେ ପ୍ରଧାନମନ୍ତ୍ରୀ, ଗୋଇନ୍ଦା ସଂସ୍ଥା, ବୈଜ୍ଞାନିକଙ୍କୁ ପ୍ରଶଂସା
ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସେନାର ଅଦମ୍ୟ ସାହସ ଓ ବୀରତ୍ୱକୁ ସାଲ୍ୟୁଟ କରିଛନ୍ତି। ଅପରେଶନ ସିନ୍ଦୁର ପ୍ରଥମଥର ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ସେନାର ଅବଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ…
Video: ବିଳମ୍ବ ହେବାରୁ ଚଳନ୍ତା ଟ୍ରେନରେ ୪୦ ମିନିଟ୍ ଝୁଲି ଯାତ୍ରା କଲେ ମହିଳା, ପ୍ରତିକ୍ରିୟା ପ୍ରକାଶ କଲା ରେଲୱେ
ମୁମ୍ବାଇ,୧୨ା୫: ମୁମ୍ବାଇର ଲୋକାଲ ଟ୍ରେନଗୁଡ଼ିକ ଏହି ସହରର ଜୀବନଧାରା, ଯାହା ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଏହି ଜନଗହଳିପୂର୍ଣ୍ଣ ମହାନଗରୀରେ ବହନ କରିଥାଏ। ଏହି ଟ୍ରେନଗୁଡ଼ିକ ସହରର ବିଭିନ୍ନ ଉପାନ୍ତ ଅଞ୍ଚଳକୁ ସଂଯୋଗ କରିବା ଏବଂ ଅଗଣିତ ବାସିନ୍ଦାଙ୍କ ଦୈନନ୍ଦିନ ଯାତାୟତକୁ…
ପ୍ରଧାନମନ୍ତ୍ରୀଙ୍କୁ କଡ଼ା ପ୍ରଶ୍ନ କଲା କଂଗ୍ରେସ, ମିଳିବ କି ଉତ୍ତର ?
ନୂଆଦିଲ୍ଲୀ,୧୨ା୫: ସୋମବାର କଂଗ୍ରେସ ସରକାରଙ୍କଠାରୁ ପହଲଗାମ ଆତଙ୍କବାଦୀ ଆକ୍ରମଣର ଅପରାଧୀମାନଙ୍କୁ ଗିରଫ କରାଯାଇଛି କିମ୍ବା ହତ୍ୟା କରାଯାଇଛି କି ନାହିଁ ଏବଂ ଏହି ଘଟଣାକୁ ନେଇ ସୁରକ୍ଷା ତ୍ରୁଟି ପାଇଁ କିଏ ଦାୟୀ ଥିଲେ ତାହାର ଉତ୍ତର ଦାବି କରିଛି, ଯେଉଁଥିରେ…
ଅପରେସନ ସିନ୍ଦୂର: ରାତି ୮ଟାରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୨ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଯେଉଁଥିରେ ସେ ସମ୍ଭବତଃ ଅପରେସନ ସିନ୍ଦୁର ଏବଂ ଏହାର ପରିଣାମ ସମ୍ପର୍କରେ ଆଲୋଚନା କରିବେ। ଏହି ଅପରେସନ, ଯାହା ମେ ୭ ତାରିଖରେ ଆରମ୍ଭ ହୋଇଥିଲା, ଜମ୍ମୁ…
“ଆକାଶରେ ଶତ୍ରୁଙ୍କୁ ନଷ୍ଟ କରିଛି ସେନା”: ପାକିସ୍ତାନୀ ମିରାଜ ଜେଟ୍ ଖସାଇଥିବା ନିଶ୍ଚିତ କଲା ଭାରତ
ନୂଆଦିଲ୍ଲୀ,୧୨ା୫: ସୋମବାର ଭାରତ ନିଶ୍ଚିତ କରିଛି ଯେ ଅପରେସନ୍ ସିନ୍ଦୁର ସମୟରେ ଏକ ପାକିସ୍ତାନୀ ମିରାଜ ଯୁଦ୍ଧ ବିମାନ ଖସାଯାଇଛି। ଭାରତୀୟ ସେନା ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ପାକିସ୍ତାନୀ ମିରାଜର ଭଗ୍ନାବଶେଷ ଦେଖାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ଉଚ୍ଚସ୍ତରୀୟ…
ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ଆସିଲା ଭଲ ଖବର: ଚାଇନା-ପାକିସ୍ତାନ ବିଚଳିତ
ନୂଆଦିଲ୍ଲୀ,୧୨।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତ ପାକିସ୍ତାନକୁ ଉଚିତ ଜବାବ ଦେଇଛି। ୨୨ ଏପ୍ରିଲରେ ପହଲଗାମ ଆକ୍ରମଣ ପରେ, ଭାରତ ୭ ମଇରେ ମିଳିତ ଅପରେସନ ସହିତ ପାକିସ୍ତାନର ଗର୍ବକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ଏସବୁ ମଧ୍ୟରେ, ଘରୋଇ କ୍ଷେତ୍ରରେ…
ନବନୀତ ରାଣାଙ୍କୁ ପାକିସ୍ତାନରୁ ଆସିଲା ହତ୍ୟା ଧମକ, ନା ରହିବ ସିନ୍ଦୂର ନା ରହିବ ତୁମେ
ନୂଆଦିଲ୍ଲୀ,୧୨ା୫(.): ଭାଜପା ନେତ୍ରୀ ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ବିଧାୟକ ରବି ରାଣାଙ୍କୁ ପାକିସ୍ତାନରୁ ହତ୍ୟା ଧମକ ମିଳିଛି। ସେ ଏନେଇ ଖାର ଥାନାରେ ଅଭିଯୋଗ କରିଛନ୍ତି। ଧମକପୂର୍ଣ୍ଣ କଲ୍ରେ ତାଙ୍କୁ ହିନ୍ଦୁ ସିଂହୀ ବୋଲି ସମ୍ବୋନ କରାଯାଇଥିଲା ଏବଂ…
ଆଇଏମ୍ଡିର ବଡ଼ ସୂଚନା: ୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ମୌସୁମୀ
ନୂଆଦିଲ୍ଲୀ,୧୨।୫: ଭାରତ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୋମବାର ଏକ ବଡ଼ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଛୁଇଁବ ବୋଲି ଆଇଏମ୍ଡି ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ…
ଇସ୍ରୋ ଅଧ୍ୟକ୍ଷଙ୍କ ବଡ଼ ସୂଚନା: ଶତ୍ରୁଙ୍କ ଉପରେ ନଜର ରଖିଛି ୧୦ ସାଟେଲାଇଟ୍
ମଣିପୁର,୧୨।୫: ମଣିପୁର ଇମ୍ଫାଲରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ ଯୋଗଦେଇ ବଡ଼ ଦେଶବାସୀଙ୍କୁ ବଡ଼ ସୂଚନା ଦେଇଛନ୍ତି। ଇସ୍ରୋ ଭାରତର ସ୍ଥଳ ସୀମା ଏବଂ ଜଳ ସୀମା ଉପରେ ୨୪ ଘଣ୍ଟିଆ ନଜର…
ଅସ୍ତ୍ରବିରତି ସତ୍ତ୍ୱେ କାହିଁକି ଖୋଲାଗଲାନି ଶ୍ରୀନଗର ବିମାନବନ୍ଦର, ଜାଣନ୍ତୁ କାରଣ…
ଶ୍ରୀନଗର,୧୨ା୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନାକୁ ଦୃଷ୍ଟିରେ ରଖି ସମ୍ପ୍ରତି ଅନେକ ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ଏହା ସହିତ ଅନେକ ବିମାନବନ୍ଦରରୁ ବିମାନ ଉଡ଼ାଣକୁ ନିଷିଦ୍ଧ କରାଯାଇଥିଲା। ଦେଶର ମୋଟ୍ ୩୨ଟି ବିମାନବନ୍ଦରରୁ ବିମାନ ଉଡ଼ାଣ ବାତିଲ…
DGMOଙ୍କ ଆଲୋଚନା ପୂର୍ବରୁ ଉଷ୍ମ ହେଲା ବାତାବରଣ, ମୋଦିଙ୍କ ସହ ୩ ସେନା ମୁଖ୍ୟଙ୍କ ଉଚ୍ଚସ୍ତରୀୟ ବୈଠକ
ନୂଆଦିଲ୍ଲୀ,୧୨।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ ସୀମାରେ ଶାନ୍ତି ରହିଛି। ସୋମବାର ଉଭୟ ଦେଶର ଡିଜିଏମଓ ଏହି ଅସ୍ତ୍ରବିରତି ଉପରେ ଆଲୋଚନା କରିବେ। ଏହି ଆଲୋଚନା ପୂର୍ବରୁ, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି, ଯେଉଁଥିରେ…
Archives


