ଦିଲ୍ଲୀ ସରକାରଙ୍କୁ ୧୦ ବର୍ଷରେ ୭୦୨ କୋଟି ଦେଇଛନ୍ତି ଟ୍ରାଫିିକ୍ ପୋଲିସ…
ନୂଆଦିଲ୍ଲୀ,୩।୭: ଜରିମାନା ଆଦାୟ କରି ଦିଲ୍ଲୀ ସରକାରଙ୍କ ରାଜସ୍ବ ସଂଗ୍ରହରେ ଟ୍ରାଫିକ ପୋଲିସଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଗତ ୧୦ ବର୍ଷ ମଧ୍ୟରେ ଟ୍ରାଫିକ୍ ପୋଲିସ ଦିଲ୍ଲୀ ସରକାରଙ୍କୁ ୭୦୨ କୋଟି ଟଙ୍କା ଜରିମାନା ବାବଦରେ ଲୋକଙ୍କଠାରୁ ଆଦୟ କରି...
ପ୍ଲାଷ୍ଟିକ ନୁହେଁ ଏଥର ପାଣି ମିଳିବ ପେପର ବ୍ୟାଗରେ
ହାଇଦ୍ରାବାଦ,୩ ।୭: ସାରା ବିଶ୍ୱରେ ବଢି ଚାଲିଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହାକୁ ନିୟନ୍ତ୍ରଣ କରିବାକୁ ଏବେ ପ୍ରାୟ ସବୁଠି ପ୍ରୟାସ ଜାରି ରହିଛି । ଏହି କ୍ରମରେ ହାଇଦ୍ରାବାଦରେ ଥିବା ଏକ ଷ୍ଟାର୍ଟ ଅପ୍ ପରିବେଶ ସୁରକ୍ଷା ଦିଗରେ...
ଆସିଲା ଖୁସି ଖବର, କୋଭାକ୍ସିନ୍ କରୋନାକୁ କରିବ ପରାସ୍ତ…
ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ ଥମୁଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଦେଶରେ ଡେଲ୍ଟା ଏବଂ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ନେଇ ଆତଙ୍କ ସୃଷ୍ଟି ହୋଇଛି। ତେବେ...
ଲଗାତାର ୬ ଦିନ ଧରି ଦୈନିକ ସଂକ୍ରମଣ ୫୦ ହଜାର ତଳେ…
ନୂଆଦିଲ୍ଲୀ,୩।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୬ ଦିନ ଧରି ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର...
ଆଇଏସ୍ଆଇର ଡ୍ରୋନ୍ ଷଡ଼ଯନ୍ତ୍ର
ନୂଆଦିଲ୍ଲୀ/ଶ୍ରୀନଗର, ୩।୭: ଜୁନ୍ ୨୬-୨୭ ମଧ୍ୟରାତ୍ରିରେ ଜମ୍ମୁସ୍ଥିତ ବାୟୁସେନା ଘାଟିକୁ ପାକିସ୍ତାନୀ ଡ୍ରୋନ୍ ଟାର୍ଗେଟ କରିଥିଲା। ଏହି ହାଇସିକ୍ୟୁରିଟି ଜୋନ୍ର ଟେକ୍ନିକାଲ ଏରିଆରେ ଲଗାତର ଘଟିଥିବା ଦୁଇଟି ଆର୍ଡିଏକ୍ସ ବିସ୍ଫୋରଣ ଯଦିଓ ବିଶେଷ କ୍ଷୟକ୍ଷତି ଘଟାଇ ପାରିନାହିଁ, ତଥାପି ଭାରତର...
୪ ମାସରେ ଇସ୍ତଫା ପତ୍ର ଧରାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨।୭: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଶୁକ୍ରବାର ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏପରି କି ରାଓ୍ବତ ଖବୁ ଶୀଘ୍ର ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି...
ପୋଷ୍ଟାଲ ପାର୍ସଲରୁ ମିଳିଲା ୧୦୦ରୁ ଅଧିକ ସ୍ପାଇଡର
ନୂଆଦିଲ୍ଲୀ,୨।୭: ପୋଲାଣ୍ଡରୁ ଆସିଥିବା ଏକ ପୋଷ୍ଟାଲ ପାର୍ସଲରୁ ଚେନ୍ନାଇ ବିମାନ ବନ୍ଦରର କଷ୍ଟମ ଅଧିକାରୀଙ୍କୁ ମିଳିଛି ୧୦୭ଟି ଜୀବନ୍ତ ସ୍ପାଇଡର। ଏକ ବିବୃତିରେ କୁହାଯାଇଛି, ପାର୍ସଲରେ ତାମିଲନାଡୁର ଅରୁପୁକୋଟାଇଙ୍କ ଠିକଣା ରହିଛି। ପାର୍ସଲ ଖୋଲାଯିବା ପରେ ଏକ ଥର୍ମୋକଲ ବକ୍ସ...
ବ୍ଲାକମେଲର ଗ୍ୟାଙ୍ଗ ଚଳାଉଥିଲା ପୋଲିସ
ଭୋପାଳ,୨।୭: ମଧ୍ୟପ୍ରଦେଶର ହୋଶାଙ୍ଗବାଦରେ ଜୋରଜବରଦସ୍ତ ଚାନ୍ଦା ଆଦାୟ କରିବା ଲାଗି ଗ୍ୟାଙ୍ଗ ଚଳାଉଥିବା ଅଭିଯୋଗରେ ୪ ଜଣ ପୋଲିସ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ସୁନିତା ଠାକୁର ନାମକ ଜଣେ ମହିଳାଙ୍କ ସହ ମିଶି ଏସ୍ଆଇ ଜୟ ନାଲ୍ବାୟା, ହେଡ୍ କନଷ୍ଟେବଳ...
୧୯ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ,୨।୭: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ଦେଶରେ ଗତ କିଛି ସପ୍ତାହ ହେଲା କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବାରୁ ଏମ୍ପିମାନଙ୍କ ସୁରକ୍ଷାକୁ ନେଇ ୨୦ ଦିନ ଅଧିବେଶନ ଚଳାଇବାକୁ ସଂସଦୀୟ...
ଟ୍ରୋଲ ହେବାରୁ ଥାନାରେ ପହଞ୍ଚିଲେ ଅଭିନେତ୍ରୀ
କୋଲକାତା,୨।୭: ଶ୍ୟାମଳ ବର୍ଣ୍ଣ କାରଣରୁ ସୋସିଆଲ ମିଡିଆରେ ଟ୍ରୋଲ ହେବାରୁ ଥାନାରେ ପହଞ୍ଚିଛନ୍ତି ବଙ୍ଗାଳି ଅଭିନେତ୍ରୀ। ଟିଭି ସିରିଏଲ ‘ତ୍ରିନୟନି’ ଜରିଆରେ କ୍ୟାରିୟର ଆରମ୍ଭ କରିଥିବା ଶ୍ରୁତି ଦାସ ଗତ ଦୁଇ ବର୍ଷ ହେଲା ଟ୍ରୋଲିଂର ସମ୍ମୁଖୀନ ହୋଇ ଆସୁଥିଲେ।...
ଗର୍ଭବତୀମାନେ ନେଇ ପାରିବେ କରୋନା ଟିକା: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨ ।୭: କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ପୂର୍ବରୁ ଗର୍ଭବତୀଙ୍କୁ ଏହି ଟିକା ନେବାକୁ ବାରଣ କରାଯାଉଥିବା ବେଳେ ଏବେ କିନ୍ତୁ ଏମାନେ କରୋନା ଟିକା ନେଇପାରିବେ ବୋଲି କହିଛି ସ୍ୱାସ୍ଥ୍ୟ...
ବଞ୍ଚିଥିବା ଶିକ୍ଷକଙ୍କୁ ଡକାଗଲା ତାଙ୍କ ମୃତ୍ୟୁ ସାର୍ଟିଫିକେଟ ପାଇଁ
ଠାଣେ,୨।୭: ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ ଥିବା ଜଣାଇବା ପାଇଁ ଠାଣେର ମ୍ୟୁନିସିପାଲ କର୍ପୋରେଶନ ଅଫିସରୁ ଜଣେ ୫୫ ବର୍ଷୀୟ ଶିକ୍ଷକଙ୍କୁ ଆସିଥିଲା ଫୋନ କଲ୍। ଶିକ୍ଷକ ଜଣଙ୍କ ଯୁକ୍ତିରେ ଦର୍ଶାଇଥିଲେ ସେ ବଞ୍ଚିଛନ୍ତି। କିନ୍ତୁ କିଛି ଲାଭ ମିଳି ନ...
Archives


