ମମତାଙ୍କୁ ୫ ଲକ୍ଷ ଜରିମାନା…
କୋଲକାତା,୭।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି। କୋଲକାତା ହାଇକୋର୍ଟଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ବୁଧବାର ଜାରି ହୋଇଛି। ଜଣେ ବିଚାରପତିଙ୍କୁ ଖଣ୍ଡପୀଠରୁ ହଟାଇବା ଲାଗି ଦାବି କରିଥିବାରୁ ହାଇକୋର୍ଟଙ୍କ ପକ୍ଷରୁ ଜରିମାନା...
ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ହିଜ୍ବୁଲ୍ କମାଣ୍ଡରଙ୍କ ମୁଣ୍ଡ ଗଡ଼ିଲା…
ଶ୍ରୀନଗର,୭।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଆତଙ୍କବାଦୀ ସଂଗଠନ ହିଜ୍ବୁଲ୍ ମୁଜାହିଦ୍ଦିନ୍ର ଶୀର୍ଷ କମାଣ୍ଡର ମେହରାଜୁଦ୍ଦିନ୍ ହାଲଓ୍ବାଇଙ୍କ ମୃତ୍ୟୁ ଘଟିଛି। ହାଣ୍ଡଓ୍ବାରାରେ କିଛି ଆତଙ୍କବାଦୀ ଲୁଛିଥିବା ଖବର ମିଳିବା ପରେ...
ବାଜପେୟୀଙ୍କ ମନ ଦୁଃଖ ଥିବା ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କ୍ଲାସ୍ ନେଇଥିଲେ ଏହ ପ୍ରସିଦ୍ଧ ଅଭିନେତା
ହିନ୍ଦୀ ସିନେମାର ମହାନ କଳାକାର ଦିଲୀପ କୁମାରଙ୍କ ୯୮ ବର୍ଷରେ ପରଲୋକ ଘଟିଛି। ପାକିସ୍ତାନରେ ଜନ୍ମଗ୍ରହଣ କରିଥିବା ଦିଲୀପ କୁମାରଙ୍କୁ କେବଳ ଭାରତରେ ନୁହେଁ, ପାକିସ୍ତାନରେ ପ୍ରସିଦ୍ଧ ଥିଲେ। ସେ ଉଭୟ ଦେଶର ସମ୍ପର୍କ ଉପରେ ନଜର ରଖିଥିଲେ। ଥରେ...
ସୁପ୍ରିମକୋର୍ଟରେ ହେଉ ସବୁ ବିଚାର
ନୂଆଦିଲ୍ଲୀ,୭ା୭: କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମର ବୈଧତାକୁ ଚ୍ୟାଲେଞ୍ଜ କରି ବିଭିନ୍ନ ହାଇକୋର୍ଟରେ ଦାଏର ହୋଇଥିବା ଅନେକ ପିଟିଶନ ବିଚାରାଧୀନ ରହିଛି। ସେହି ସମସ୍ତ ଆବେଦନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ଦାବିରେ କେନ୍ଦ୍ର ସରକାର ମଙ୍ଗଳବାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ...
ରାନ୍ସମଓ୍ବେର: ୧୫୦୦ ବିଜ୍ନେସ ପ୍ରଭାବିତ
ନୂଆଦିଲ୍ଲୀ, ୭।୭: ରାନ୍ସମଓ୍ବେର ଆକ୍ରମଣ ଯୋଗୁ ସାରା ବିଶ୍ୱରେ ପ୍ରାୟ ୧୫୦୦ ବିଜ୍ନେସ ପ୍ରଭାବିତ ହୋଇଥିବା ଜଣାପଡିଛି। କାସେୟା ସଫ୍ଟଓ୍ବେର ଉପରେ ଏଭଳି ଆଟାକ ହେଉଛି। ଫ୍ଲୋରିଡା ଭିତ୍ତିକ କମ୍ପାନୀର ସିଇଓ ଫ୍ରେଡ ଭୋକୋଲା କହିଛନ୍ତି, ନିକଟରେ ହୋଇଥିବା ଆଟାକର...
ସୁସ୍ଥ ହେବା ହାର ୯୭.୧୮ ପ୍ରତିଶତ ଛୁଇଁଲା…
ନୂଆଦିଲ୍ଲୀ,୭।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିରେ ଲଗାମ୍ ଲାଗିଛି। ଦୈନିକ ସଂକ୍ରମଣ ଲଗାତାର ୨ଦିନ ଧରି ୪୦ ହଜାର ତଳେ...
ପୋଲିସ ଘରେ ଚୋରି କରି ଚିଠି ଛାଡ଼ିଗଲା ଚୋର
ଭିଣ୍ଡ,୬।୭: ମଧ୍ୟପ୍ରଦେଶର ଭିଣ୍ଡ ସହରର ଜଣେ ପୋଲିସଙ୍କ ଘରୁ ମୂଲ୍ୟବାନ ସାମଗ୍ରୀ ଚୋରି କଲା ପରେ ଏକ ଚିଠି ଛାଡ଼ି ଯାଇଛି ଚୋର। ଉକ୍ତ ଚିଠିରେ କ୍ଷମା ମାଗିବା ସହ ବନ୍ଧୁଙ୍କ ଜୀବନ ବଞ୍ଚାଇବା ଲାଗି ଚୋରି କରୁଥିବା ଉଲ୍ଲେଖ...
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ଯୁବ, ଶିକ୍ଷିତ
ନୂଆଦିଲ୍ଲୀ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ବଡ଼ ଧରଣ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆସନ୍ତା ବୁଧବାର ସନ୍ଧ୍ୟା ୬ଟାରେ ଏହାର ଘୋଷଣା କରାଯିବ। ଆଉ ଏହା ଭାରତ ଇତିହାସର ସବୁଠୁ ଯୁବ...
‘ବେରୋଜଗାର, ପେଟ୍ରୋଲ-ଡିଜେଲ, ଗ୍ୟାସ ମହଙ୍ଗା ପ୍ରସଙ୍ଗ ଉଠାଅ’
ଝାନ୍ସି,୬।୭: ସରକାରଙ୍କ ଲୋକ ବିରୋଧୀ ନୀତି ଯୋଗୁ ପୂରା ଦେଶ ପ୍ରଭାବିତ। ବେରୋଜଗାର, ପେଟ୍ରୋଲ-ଡିଜେଲ ଓ ରୋଷେଇ ଗ୍ୟାସ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କର। ଭାଜପା ସରକାର ଯୁବ ପୀଢ଼ି, ବେରୋଜଗାର ବ୍ୟକ୍ତି, ଦଳିତ ଓ ପଛୁଆ...
କାଉଡ଼ି ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲେ ଉତ୍ତରାଖଣ୍ଡ ସରକାର
ଡେରାଡୁନ,୬।୭: ଚଳିତ ବର୍ଷ ଜୁଲାଇ ୨୫ରୁ ଆରମ୍ଭ ହେବ କାଉଡ଼ି ଯାତ୍ରା। ହେଲେ ଦେଶରେ ଜାରି ରହିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଥର ମଧ୍ୟ କାଉଡ଼ି ଯାତ୍ରା ଆୟୋଜନ କରାଯିବ ନାହିଁ। ତୃତୀୟ ଲହରର ଆଶଙ୍କାକୁ ନଜରରେ...
କନ୍ୟାଙ୍କୁ ବରଣମାଳା ପିନ୍ଧାଇ ଟଏଲେଟ୍ ଯାଉଛି କହି ମଣ୍ଡପରୁ ବର ଛୁ’: ଆଉ ତା’ପରେ
ଜୟପୁର,୬।୭: ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। କନ୍ୟାଙ୍କୁ ବରଣମାଳା ପିନ୍ଧାଇ ଟଏଲେଟ୍ ଯାଉଛି କହି ବର କେଉଁ ଆଡେ ପଳାଇ ଯାଇଥିଲେ। କନ୍ୟା ଘର ଲୋକେ ବରକୁ ଅପେକ୍ଷା କରି ଆଇନର ଆଶ୍ରୟ ନେଇଛନ୍ତି। ସେପଟେ ବର...
ଟ୍ୟୁସନ ଫି ନ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୋପାଳ,୬ ।୭: ସାରା ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ କହିଛନ୍ତି ଆଗାମୀ ତୃତୀୟ ଲହର ଆହୁରି ଭୟ୍କର ହେବ । ଏହାର ପ୍ରଭାବ ବିଶେଷ ଭାବେ ଶିଶୁମାନଙ୍କ...
Archives


