ଗହଳି ନିୟନ୍ତ୍ରଣ କର
ନୂଆଦିଲ୍ଲୀ, ୧୫।୭: ହିଲ୍ ଷ୍ଟେଶନ ଏବଂ ବଜାରଗୁଡ଼ିକରେ ଅତ୍ୟଧିକ ଜନଗହଳିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବେଗ ପ୍ରକାଶ କରିବାର ଦିନକ ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବୁଧବାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପତ୍ର ଲେଖି ଗହଳି ନିୟନ୍ତ୍ରଣ...
ଦେଶଦ୍ରୋହ ଆଇନର ସମୀକ୍ଷା ହେବ
ନୂଆଦିଲ୍ଲୀ, ୧୫।୭(ପି.ଟି.): ଦେଶଦ୍ରୋହ ମାମଲାର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଜଣେ ପୂର୍ବତନ ସେନା ଅଧିକାରୀ ସୁପ୍ରିମକୋର୍ଟରେ କରିଥିବା ଆବେଦନର ସମୀକ୍ଷା ହେବ। ଏଭଳି ଆଇନ ବାକ୍ ସ୍ବାଧୀନତା ଏବଂ ଅବାଧ ଅଭିବ୍ୟକ୍ତି ଭଳି ମୌଳିକ ଅଧିକାର ଉପରେ ଅଯଥା...
କ’ଣ ରହିଛି ପିକେ ପ୍ଲାନ୍
ନୂଆଦିଲ୍ଲୀ,୧୫ା୭: ଦେଶର ଜଣାଶୁଣା ପୋଲ୍ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କୁ ନେଇ ଜାତୀୟ ରାଜନୀତିରେ ଉଷ୍ମତା ବଢ଼ିବାରେ ଲାଗିଛି। ପିକେ କେବେ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟୁଛନ୍ତି ତ ପୁଣି କେତେବେଳେ କଂଗ୍ରେସର ଗାନ୍ଧୀମାନଙ୍କୁ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ...
ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୧୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତର ୩...
ପ୍ରେମିକଙ୍କ ସହ ଲୁଚିକି ପଳାଉଥିଲେ ବିବାହିତା ମହିଳା: ଧରାପଡିବାରୁ ମିଳିଲା ଏମିତି ଦଣ୍ଡ
ଗାନ୍ଧୀନଗର,୧୪।୭: ଗୁଜରାଟର ଦାହୋଦ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ସହ ଲୁଚିକି ପଳାଇବା ବିବାହିତ ମହିଳାଙ୍କୁ ମହଙ୍ଗା ପଡିଛି। ଗ୍ରାମବାସୀମାନେ ଦେଖିଦେବାରୁ ମହିଳାଙ୍କ କଡା ଦଣ୍ଡ ମିଳିଛି। ସୂଚନାଯୋଗ୍ୟ,ଦାହୋଦ ଜିଲାର ଖଜୁରୀ ଗ୍ରାମରେ ରହୁଥିବା ଜଣେ ବିବାହିତା...
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୨୦ରୁ ଶସ୍ତା ହେବ ଏସବୁ ଉପକରଣ
ନୂଆଦିଲ୍ଲୀ, ୧୪।୭: ଦେଶର ଔଷଧ ମୂଲ୍ୟ ନିୟନ୍ତ୍ରଣକାରୀ ସଂସ୍ଥା କୋଭିଡ୍-୧୯ ପରିଚାଳନାରେ ବହୁଳ ବ୍ୟବହୃତ ହେଉଥିବା ପଲ୍ସ ଅକ୍ସିମିଟର, ରକ୍ତଚାପ ମାପିବା ମେଶିନ, ନେବୁଲାଇଜର, ଡିଜିଟାଲ ଥର୍ମୋମିଟର ଏବଂ ଗ୍ଲୁକୋମିଟରର ବ୍ୟବସାୟିକ ମାର୍ଜିନ ୭୦ ପ୍ରତିଶତରେ ସୀମିତ କରିଛନ୍ତି। ଫଳରେ...
‘ଗୋଆରେ ସରକାରକୁ ଆସିଲେ ମାଗଣାରେ ବିଦ୍ୟୁତ୍ ଦେବୁ’
ପଣନୀ,୧୪।୭: ଯଦି ଦିଲ୍ଲୀ ବାସୀ ମାଗଣାରେ ବିଦ୍ୟୁତ ପାଉଛନ୍ତି, ତେବେ ଗୋଆ ଲୋକେ କାହିଁକି ନୁହେଁ। ଗୋଆରେ ସରକାରକୁ ଆସିଲେ ପ୍ରତ୍ୟେକ ପରିବାରକୁ ମାସକୁ ୩୦୦ ୟୁନିଟ୍ ବିଦୁତ୍ ମାଗଣାରେ ଦେବୁ। ଫେବୃୟାରୀରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ...
ଅଧିକ କ୍ଷତିଗ୍ରସ୍ତ କରିବ ତୃତୀୟ ଲହର
ନୂଆଦିଲ୍ଲୀ,୧୪।୭: ବିଭିନ୍ନ ରାଜ୍ୟରେ କୋଭିଡ୍ ଟିକାର ଗୁରୁତର ଅଭାବ ଦେଖାଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ଟିକାକରଣର ମନ୍ଥର ଗତି ଏବଂ କେନ୍ଦ୍ର ସରକାରଙ୍କ ବିଫଳତା ଯୋଗୁ ମହାମାରୀର ତୃତୀୟ ଲହର ଭାରତକୁ ଅଧିକ କ୍ଷତିଗ୍ରସ୍ତ କରିପାରେ ବୋଲି ବରିଷ୍ଠ କଂଗ୍ରେସ...
ବହି ଲେଖି କରିନା ଅଡ଼ୁଆରେ
ମୁମ୍ବାଇ,୧୪।୭: ବଲିଉଡ୍ ଅଭିନେତ୍ରୀ କରିନା କାପୁର ଖାନ ଲେଖିଥିବା ‘ପ୍ରେଗନାନ୍ସି ବାଇବେଲ’ ବହିର ନାମ କରଣକୁ ନେଇ ବିବାଦ ଦେଖାଦେଇଛି। ବହିର ଏଭଳି ନାମ କରଣ ଉପରେ ଆପତ୍ତି ଉଠାଇବା ସହ ମହାରାଷ୍ଟ୍ରର ବିଡ୍ ସହରର ଶିବାଜୀନଗର ଥାନାରେ କରିନା...
ଅଧା ବୈଠକରୁ ଉଠି ଆସିଲେ ରାହୁଲ
ନୂଆଦିଲ୍ଲୀ,୧୪।୭: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ଉପରେ ଆଲୋଚନା ନ କରିବାରୁ ପ୍ରତିରକ୍ଷା କମିଟି ବୈଠକ ଅଧାରୁ ଉଠି ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବୁଧବାର ଅପରାହ୍ନ ୩ଟାରେ ଏହି ବୈଠକ ଆରମ୍ଭ ହୋଇଥିଲା। ଚାଇନା...
ଧାର ଟଙ୍କା ଫେରସ୍ତ ମାଗିବାରୁ ମହିଳାଙ୍କୁ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦେଲେ କେନାଲରେ
ନୂଆଦିଲ୍ଲୀ,୧୪।୭: ଜଣେ ବୃଦ୍ଧାଙ୍କୁ ହତ୍ୟା କରି ଦିଲ୍ଲୀ ନଜଫଗଡ଼ ଅଞ୍ଚଳର କେନାଲରେ ଫିଙ୍ଗି ଦେବା ଘଟଣାରେ ବୁଧବାର ଏକ ଦମ୍ପତିକୁ ଗିରଫ କରାଯାଇଛି। ମୃତକଙ୍କ ଠାରୁ ଅଭିଯୁକ୍ତ ଦମ୍ପତି ୧ ଲକ୍ଷ ଟଙ୍କା ଧାରା ଆକାରରେ ନେଇଥିଲେ। କିନ୍ତୁ ସୁଜି...
ପୀୟୁଷଙ୍କୁ ମିଳିଲା ନୂଆ ଦାୟିତ୍ୱ
ନୂଆଦିଲ୍ଲୀ,୧୪।୭: ରାଜ୍ୟସଭାରେ ଭାଜପା ସଂସଦୀୟ ଦଳ ନେତା ଭାବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ବୁଧବାର ନୂଆ ଦାୟିତ୍ୱ ଦିଆଯାଇଛି। ଥାୱରଚନ୍ଦ ଗେହଲଟଙ୍କ ବଦଳରେ ଭାଜପା ତାଙ୍କୁ ରାଜ୍ୟସଭାରେ ନେତା ଭାବେ ଚୟନ କରିଛି। କିଛି ଦିନ ତଳେ ବିଭିନ୍ନ ରାଜ୍ୟର...
Archives


