ଜାତୀୟ

ଫେଲ ମାରିଲା ପାକିସ୍ତାନର ଅନୁପ୍ରବେଶ ଉଦ୍ୟମ: ୩ ଅନୁପ୍ରବେଶକାରୀ ନିହତ

ଜମ୍ମୁ,୬ ।୨: ଜମ୍ମୁ-କଶ୍ମୀରର ସାମ୍ବା ସେକ୍ଟରରେ ଅନ୍ତରାଷ୍ଟ୍ରୀୟ ସୀମାରେ ପ୍ରବେଶ ଉଦ୍ୟମ କରୁଥିବା ୩ ଅନୁପ୍ରବେଶକାରୀ ବିଏସଏଫ୍ ଯବାନଙ୍କ ଗୁଳିର ଶିକାର ହୋଇଛନ୍ତି । ମୃତକଙ୍କ ନିକଟରୁ ଯବାନମାନେ ବହୁ ପରିମାଣର ନିଶା ଦ୍ରବ୍ୟ(ଡ୍ରଗ୍ସ) ଜବତ କରିଥିବା ସୂଚନା ମିଳିଛି ।…

ପ୍ରସ୍ତୁତ ହେବ କରୋନା ଭ୍ୟାକ୍ସିନ ‘କାର୍ବେଭାକ୍ସ’ର ୫ କୋଟି ଡୋଜ

ନୂଆଦିଲ୍ଲୀ,୬ ।୨: ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନୀ ବାୟୋଲଜିକାଲ-ଇକୁ କରୋନା ଭ୍ୟାକ୍ସିନ ‘କାର୍ବେଭାକ୍ସ’ର ୫ କୋଟି ଡୋଜ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର କହିଛନ୍ତି । ଏହାର ପ୍ରତି ଡୋଜର ଦାମ ୧୪୫ ଟଙ୍କା ରଖାଯାଇଛି । ଫେବୃୟାରୀ ଶେଷ ସୁଦ୍ଧା…

ଲତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି: ୨୯ ଦିନ ହେବ ଭର୍ତ୍ତି ଅଛନ୍ତି ଆଇସିୟୁରେ

ମୁମ୍ବାଇ,୬ ।୨: ଭାରତ ରନ୍ନ, ସୁର ସାମ୍ରାଜ୍ଞି ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ସେ ଦୀର୍ଘ ୨୯ ଦିନ ହେବ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । ଶନିବାର ହଠାତ୍…

ସପ୍ତାହକ ମଧ୍ୟରେ ଚତୁର୍ଥ ରାଲି କରିବେ ମୋଦି

ନୂଆଦିଲ୍ଲୀ,୬ ।୨: ପାଞ୍ଚ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ହେଲାଣି ସରଗରମ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିବି ଏ ନେଇ ପ୍ରଚାର ଆରମ୍ଭ କରି ସାରିଲେଣି । ଉତ୍ତର ପ୍ରଦେଶରୁ ନେଇ ଗୋଆ ପର୍ଯ୍ୟନ୍ତ ଭାରତୀୟ…

ପୁରୁଣା ରେଲୱେ କୋଚରେ ରେସ୍ତୋରାଁ

ନାଗପୁର,୬ ।୨: ମହାରାଷ୍ଟ୍ର ନାଗପୁର ରେଲୱେ ଷ୍ଟେଶନ ବାହାରେ ନାଗପୁର ଡିଭିଜନର ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଖୋଲାଯାଇଛି ‘ରେଷ୍ଟୁରାଣ୍ଟ ଅନ୍ ହ୍ୱିଲ୍ସ’ । ଟେଣ୍ଡର ମାଧ୍ୟମରେ ଏକ ପୁରୁଣା ରେଳ ବଗିକୁ ରେସ୍ତୋରାଁରେ ପରିବର୍ତ୍ତନ କରାଯାଇଛି । ଏହା ହଲଦିରାମସ୍ ଦ୍ୱାରା…

ବାଦଲଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ,୬।୨: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷୀୟାନ ଶିରୋମଣି ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲଙ୍କ ସ୍ବାସ୍ଥ୍ୟାବସ୍ଥାରେ ଶନିବାର ଗୁରୁତର ଅବନତି ଦେଖାଦେବାରୁ ତାଙ୍କୁ ଫୋର୍ଟିସ୍‌ ମୋହାଲି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୯୪ ବର୍ଷୀୟ ବାଦଲ ନିକଟରେ ଲାମ୍ବି ଆସନରୁ…

କର୍ନାଟକରେ ସଦ୍‌ଭାବନା ବ୍ୟାହତ କରୁଥିବା ପୋଷାକ ନିଷେଧ

ବେଙ୍ଗାଲୁରୁ,୬।୨: କଲେଜରେ ହିଜାବ ବିବାଦ ପରେ ସଂହତି, ସଦ୍‌ଭାବନା ଓ ସାଧାରଣ ଶୃଙ୍ଖଳା ବ୍ୟାହତ କରୁଥିବା ପୋଷାକକୁ କର୍ନାଟକ ସରକାର ଶନିବାର ନିଷେଧ କରିଛନ୍ତି। ହିଜାବ ନିୟମ ବିରୋଧରେ ଉଡ଼ୁପି କଲେଜର ୫ ଛାତ୍ରୀଙ୍କ ଆବେଦନ ଉପରେ କର୍ନାଟକ ହାଇକୋର୍ଟ ମଙ୍ଗଳବାର…

ଯୋଗୀଙ୍କ ବିରୋଧରେ ଲଢ଼ିବେ ପୂର୍ବତନ ଶିକ୍ଷକ

ଲକ୍ଷ୍ନୌ,୬।୨: ଜମି ମାଫିଆମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଦୀର୍ଘ ୨୬ ବର୍ଷ ହେଲା ମୁଜାଫରନଗରରେ ଧାରଣାରେ ବସିଥିବା ଉତ୍ତରପ୍ରଦେଶର ପୂର୍ବତନ ସ୍କୁଲ୍‌ ଶିକ୍ଷକ ତଥା ଦୁର୍ନୀତି ବିରୋଧୀ କର୍ମୀ ବିଜୟ ସିଂଗୋରଖପୁର ଅର୍ବାନ ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନ…

‘କୋଭିଡ୍‌ ବେଳେ ଚାଷୀଙ୍କୁ ରାସ୍ତାରେ ଛାଡ଼ିଥିଲେ ମୋଦି’

କିଚ୍ଛା (ଉତ୍ତରାଖଣ୍ଡ),୬।୨ : କୋଭିଡ୍‌ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ହଜାର ହଜାର ଚାଷୀଙ୍କୁ ବର୍ଷେରୁ ଊର୍ଦ୍ଧ୍ୱ କାଳ ରାସ୍ତାରେ ଛାଡ଼ିଥିଲେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଭାରତରେ ଏବେ ପ୍ରଧାନମନ୍ତ୍ରୀ…

ଉଚ୍ଛେଦ ହେବ ଅଧିକାଂଶ ଆସନ

ନୂଆଦିଲ୍ଲୀ,୬।୨: ଜମ୍ମୁ-କଶ୍ମୀରର ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ସୀମାରେ ବ୍ୟାପକ ପରିବର୍ତ୍ତନ ଲାଗି ସୀମା ନିର୍ଦ୍ଧାରଣ କମିଶନ ପ୍ରସ୍ତାବ ଦେଇଛନ୍ତି। କମିଶନ ପ୍ରସ୍ତୁତ କରିଥିବା ଚିଠା ରିପୋର୍ଟ ଉପରେ ମତାମତ ପାଇଁ ଏହାକୁ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳର ୫…

ଚାଉଳ ବିକିବେ ତେଜ ପ୍ରତାପ

ପାଟନା,୬ ।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ବଡପୁଅ ତଥା ହସନପୁର ବିଧାୟକ ତେଜ ପ୍ରତାପ ଯାଦବ ଏବେ ଭିନ୍ନ ଭିନ୍ନ କାମ ଉପରେ ହାତ ପକାଉଥିବା ଦେଖାଯାଇଛି । କେବେ ସେ ବ୍ଲଗ ତିଆରି କରୁଛନ୍ତି ପୁଣି କେବେ…

ଲତା ମଙ୍ଗେସ୍‌କର ପୁଣି ଗୁରୁତର

ନୂଆଦିଲ୍ଲୀ,୬।୨ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଭେଟେରାନ୍‌ ଗାୟିକା ଲତା ମଙ୍ଗେସ୍‌କରଙ୍କ ଅବସ୍ଥା ଗୁରୁତର ରହିଛି। ସେ ଏବେ ଆଇସିୟୁରେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଲତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ରେ ତୀକ୍ଷ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?