କାଠଗଡ଼ାରେ ‘ଦେଶଦ୍ରୋହ’
ନୂଆଦିଲ୍ଲୀ,୧୬ା୭:ଦେଶଦ୍ରୋହ ଆଇନ ବିରୋଧରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ ଦେଶର ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ରାହୁଲଙ୍କ ଟୁଇଟ୍କୁ ନେଇ ଭାଜପା ସାଧାରଣ ସମ୍ପାଦକ...
ଦେଶଦ୍ରୋହ ଆଇନ ହଟାଉନ କାହିଁକି
ନୂଆଦିଲ୍ଲୀ,୧୬ା୭:ଭାରତରେ ଉପନିବେଶବାଦ ଅମଳର କଠୋର ଦେଶଦ୍ରୋହ ଆଇନର ବ୍ୟାପକ ଦୁରୁପଯୋଗକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ମହାମତ୍ା ଗାନ୍ଧୀଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ବିରୋଧରେ ବ୍ରିଟିଶ୍ ସରକାର ଏହି ପୁରୁଣାକାଳିଆ ଆଇନକୁ ଅସ୍ତ୍ର ରୂପେ ବ୍ୟବହାର କରୁଥିଲେ। ବର୍ତ୍ତମାନର...
ଅନଲାଇନ୍ କ୍ଲାସ୍ କରୁ କରୁ ବାପାଙ୍କ ଆକାଉଣ୍ଟରୁ ପୁଅ ସାରିଦେଲା ୨ ଲକ୍ଷ ଟଙ୍କା
ଝାନ୍ସୀ,୧୫।୭: କରୋନା ସମୟରେ ଅନଲାଇନ କ୍ଲାସ ହେତୁ ଅଭିଭାବକମାନେ ନିଜ ପିଲାମାନଙ୍କୁ ମୋବାଇଲ ଦେବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ଟିକିଏ ଅସାବଧାନତା ମଧ୍ୟ ସେମାନଙ୍କ ପାଇଁ ବିପଦ ପାଲଟିଛି। ହାତରେ ମୋବାଇଲ ଫୋନ ଥିବାରୁ ପିଲାମାନେ ପବଜୀ ଏବଂ ଫ୍ରି...
ପୂର୍ବ ଲଦାଖରେ କଂକ୍ରିଟ ଶିବିର ନିର୍ମାଣ କରୁଛି ଚାଇନା
ନୂଆଦିଲ୍ଲୀ,୧୫।୭: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍ଏସି)ରେ ଚାଇନା ଏହାର ସୈନ୍ୟବାହିନୀ ପାଇଁ ପକ୍କା ଘର ନିର୍ମାଣ କରୁଛି। ବେଜିଂ ପୂର୍ବ ଲଦାଖର ନାକୁ ଲା ନିକଟରେ ଏହି ଶିବିର ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡିଛି। କେବଳ ନାକୁ ଲା ନୁହେଁ ପୂର୍ବ...
୨୦ ଲକ୍ଷ ଭାରତୀୟଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟ ବ୍ୟାନ
ନୂଆଦିଲ୍ଲୀ, ୧୫।୭: ଗତ ମେ’ ୧୫ରୁ ଜୁନ ୧୫ ମଧ୍ୟରେ ୨୦ ଲକ୍ଷ ଭାରତୀୟଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟକୁ ବ୍ଲକ କରାଯାଇଛି। ଅନଲାଇନ ଅପବ୍ୟବହାରରୁ ୟୁଜର୍ସଙ୍କୁ ସୁରକ୍ଷିତ ରଖିବା ପାଇଁ ଫେସ୍ବୁକ ମାଲିକାନାରେ ଥିବା କମ୍ପାନୀ ଏଭଳି ପଦକ୍ଷେପ ନେଇଛି। ଏ...
ପ୍ରଶ୍ନ ପଚାରିବାରରୁ ଆର୍ଟିଆଇ କର୍ମୀଙ୍କ ହାତଗୋଡ଼ ହାଣିଦେଲେ
ରାମନଗର(କର୍ନାଟକ), ୧୫।୭: ତଥ୍ୟ ଜାଣିବା ଅଧିକାର (ଆର୍ଟିଆଇ) ଦ୍ୱାରା କର୍ନାଟକ ସରକାରଙ୍କ ବିଭିନ୍ନ ବିଭାଗର ତଥ୍ୟ ମାଗିଥିଲେ ଜଣେ ବ୍ୟକ୍ତି। ଏଥି ଯୋଗୁ କିଛି ଦୁର୍ବୃତ୍ତ ଗୁରୁବାର ସ୍ପଷ୍ଟ ଦିବାଲୋକରେ ଆର୍ଟିଆଇ କର୍ମୀଙ୍କ ହାତ ଗୋଡ଼ ହାଣିଦେଇଛନ୍ତି। ଏଭଳି ଘଟଣା...
ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ କାହିଁକି ହଟାଯାଉ ନାହିଁ
ନୂଆଦିଲ୍ଲୀ,୧୫ା୭: ୭୫ ବର୍ଷ ହେଲା ଦେଶକୁ ସ୍ବାଧୀନତା ମିଳିଲାଣି। କିନ୍ତୁ ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ ଆଜି ବି ଚାଲୁଛି। ସେତେବେଳେ ସ୍ବାଧୀନତା ସଂଗ୍ରାମୀଙ୍କୁ ଏହି ଆଇନରେ ଗିରଫ କରାଯାଉଥିଲା। ଏହି ଆଇନକୁ କାହିଁକି ହଟାଯାଉ ନାହିଁ। ଗୁରୁବାର କେନ୍ଦ୍ରକୁ...
ତୃତୀୟ ଲହର ପୂର୍ବରୁ କେତେ ସତର୍କ ଭାଜପା ମନ୍ତ୍ରୀ
ନୂଆଦିଲ୍ଲୀ,୧୫।୭: ବିଶେଷଜ୍ଞଙ୍କ ମତରେ ତୃତୀୟ ଲହର ପାଇଁ ଅଧିକ ସତର୍କ ରହିବା ଦରକାର। ଏଥି ନେଇ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଚେନାବନୀ ମଧ୍ୟ ଦିଆଯାଇଛି। ଏହାକୁ ଖାତିର କରୁନାହାନ୍ତି ବହୁ ଲୋକେ। ସେମାନଙ୍କ ପାଇଁ ଉଦ୍ହାରଣ ସାଜିଛନ୍ତି...
ଗଗନୟାନ ଇଞ୍ଜିନର ସଫଳ ପରୀକ୍ଷା ପରେ ଏଲୋନ ମସ୍କଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ,୧୫।୭: ଦେଶର ସବୁଠୁ ବଡ଼ ମହାକାଶ ମିଶନ ‘ଗଗନୟାନ’ କ୍ଷେତ୍ରରେ ସୋମବାର ପାଦେ ଆଗକୁ ବଢ଼ିଛି ଇସ୍ରୋ। ଭାରତୀୟଙ୍କୁ ମହାକାଶକୁ ପଠାଇବା ପାଇଁ ପ୍ରସ୍ତୁତ ବିକାଶ ଇଞ୍ଜିନ(ଯାନ)ର ପରୀକ୍ଷା ସଫଳ ହୋଇଛି। ଏଥିଲାଗି ଭାରତୀୟ ମହାକାଶ ରିସର୍ଚ୍ଚ ଅର୍ଗାନାଇଜେଶନ (ଇସ୍ରୋ)କୁ...
ମିଛ କରୋନା ନେଗେଟିଭ ରିପୋର୍ଟ ନେଇ ବୁଲିବାକୁ ଯାଇଥିବା ୧୩ ପର୍ଯ୍ୟଟକ ଗିରଫ
ଡେରାଡୁନ,୧୫ ।୭: ପର୍ଯ୍ୟଟନସ୍ଥଳି ବୁଲିବାକୁ ଗଲେ କରୋନା ନେଗେଟିଭ ରିପୋର୍ଟ ସାଙ୍ଗରେ ଧରିବା ବାଧ୍ୟତାମୂଳକ ହୋଇଯାଇଛି । ଉତ୍ତରାଖଣ୍ଡ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ବାଧ୍ୟତାମୂଳକ । ଏହି ସମୟରେ କେତେକ ଲୋକ କରୋନା ନେଗେଟିଭ ମିଛ ରିପୋର୍ଟ...
କାଶୀକୁ ପ୍ରଧାନମନ୍ତ୍ରୀଙ୍କ ଉପହାର
ବାରାଣସୀ,୧୫ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବାରାଣସୀ ଗସ୍ତ କରିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ସିଧା ସେ ବିଏଚ୍ୟୁ ପହଞ୍ଚିଥିଲେ । ବାରାଣସୀକୁ ଏହା ପ୍ରଧାନମନ୍ତ୍ରୀଙ୍କ...
ମୋଦିଙ୍କୁ ଚିଠି ଲେଖିଲେ ଦିଦି
କୋଲକାତା,୧୫।୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ତାଙ୍କ ରାଜ୍ୟକୁ ପର୍ଯ୍ୟାପ୍ତ ଟିକା ଦିଆଯାଉ ନାହିଁ ବୋଲି ଚିଠିରେ ଅଭିଯୋଗ କରିଛନ୍ତି। ପକ୍ଷପାତିତା ଅଭିଯୋଗ କରି ମମତା ବାନାର୍ଜୀ କହିଛନ୍ତି ଯେ,...
Archives


