ଜିନ୍ସ ପିନ୍ଧିବାରୁ ଝିଅକୁ ପିଟି ପିଟି ମାରିଦେଲେ
ଲକ୍ଷ୍ନୌ, ୨୩ା୭: ଜିନ୍ସ ପିନ୍ଧିବା କାରଣରୁ ୧୭ ବର୍ଷୀୟ ନାବାଳିକାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ପରିବାର ଲୋକେ। ଉତ୍ତରପ୍ରଦେଶର ଦେଓରିଆ ଜିଲାରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ। ନାବାଳିକା ତାଙ୍କ ବାପାଙ୍କ ସହ ଲୁଧିଆନାରେ ରୁହନ୍ତି। କିଛି ଦିନ...
ଅଷ୍ଟମ ଶ୍ରେଣୀରୁ ପାଠପଢା ଛାଡି ଦେଇଥିଲେ, ୧୦ ବର୍ଷ ପରେ ପୁଣି ପାଠ ପଢି ହେଲେ ବଡ଼ ଅଫିସର
ଜୟପୁର,୨୩।୭: କୁହାଯାଏ ଭାଗ୍ୟ ସହାୟତା କଲେ ମଣିଷ ଯେକୌଣସି ପରିସ୍ଥିତିରେ ମଧ୍ୟ ସଫଳତା ହାସଲ କରିଥାଏ। କିନ୍ତୁ ଏଥିପାଇଁ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ। ଏହାର ଜ୍ୱଳନ୍ତ ରାଜସ୍ଥାନର ଜାଲୋର ଜିଲାର ଜଶଓ୍ବନ୍ତପୁରାର ମୋର କଓ୍ବଁର। ସେ ଅଷ୍ଟମ...
ଶେଷ ହେବାକୁ ଯାଉଛି ୟେଦୁରପ୍ପାଙ୍କ ଯୁଗ
ବେଙ୍ଗାଲୁରୁ, ୨୨।୭: ବି.ଏସ୍. ୟେଦୁରପ୍ପାଙ୍କ ସରକାର ଜୁଲାଇ ୨୬ରେ ୨ ବର୍ଷ ପୂରିବ। ଏହା ପରେ ସେ କର୍ନାଟକ ମୁଖ୍ୟମନ୍ତ୍ରୀ ରହି ନ ପାରନ୍ତି । ଏନେଇ ୟେଦୁରପ୍ପା ଗୁରୁବାର ଏହି ସୂଚନା ଦେଇଛନ୍ତି। ୨୬ ତାରିଖ ପରେ ଭାଜପା...
ବାଦଲ ଫଟା ବର୍ଷା, ଟ୍ରେନରେ ଫସି ରହିଛନ୍ତି ୬ ହଜାର ଯାତ୍ରୀ
ମୁମ୍ବାଇ,୨୨।୭: ବନ୍ୟା ଜଳରେ ବୁଢ଼ିଯାଇଛି ରାସ୍ତା। କାର, ବାଇକ ଭାସୁଛି। ଲୋକେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଗତ କିଛି ଦିନ ହେଲା ଲାଗି ରହିଥିବା ବର୍ଷା କାରଣରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର କୋନକାନ ଅଞ୍ଚଳରେ। ପ୍ରବଳ...
‘ସାମ୍ବାଦିକତା ଉପରେ ମୋଦିଶାହଙ୍କ ପ୍ରହାର’
ନୂଆଦିଲ୍ଲୀ,୨୨।୭: ଦୈନିକ ଭାସ୍କର ନ୍ୟୁଜପେପର ଗ୍ରୁପ୍ର ମାଲିକାନାରେ ଥିବା ବିଭିନ୍ନ କାର୍ଯ୍ୟାଳୟରେ ଗୁରୁବାର ଚଢ଼ାଉ କରିଛି ଆଇଟି ବିଭାଗ। ଲକ୍ଷ୍ନୌ ସ୍ଥିତ ଭାରତ ସମାଚର ଟେଲିଭିନ ଚ୍ୟାନେଲ ଓ ଏହାର ଏଡିଟର ବ୍ରଜେଶ ମିଶ୍ରଙ୍କ ବାସଭବନ ଭଳି ବିଭିନ୍ନ ସ୍ଥାନରେ...
କରୋନା ଯୋଗୁ ସ୍କୁଲ ଛାଡିଲେଣି ୩୦ ପ୍ରତିଶତ ପିଲା!
ନୂଆଦିଲ୍ଲୀ,୨୨ ।୭: ଦେଶରେ କେରାନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଆସନ୍ତା ୩ ମାସ ମଧ୍ୟରେ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଯାହାର ପ୍ରଭାବ ଶିଶୁଙ୍କ ଉପରେ ଅଧିକ ରହିବ ।...
ପଞ୍ଜାବ କଂଗ୍ରେସ କଳହରେ ଲାଗିବ ବ୍ରେକ୍!
ଚଣ୍ଡିଗଡ଼,୨୨ ।୭: ପଞ୍ଜାବ ପ୍ରଦେଶ କଂଗ୍ରେସର ନବନିଯୁକ୍ତ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଶୁକ୍ରବାର କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି । ମିଳିଥିବା ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଉପସ୍ଥିତ ରହିବେ...
ଯନ୍ତର-ମନ୍ତରରେ କୃଷକଙ୍କ ‘ସଂସଦ’
ନୂଆଦିଲ୍ଲୀ,୨୨ ।୭: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ କରାଯାଉଥିବା ଆନ୍ଦୋଳନର ନୂଆ ରୂପ ଗୁରୁବାର ଦେଖିବାକୁ ମିଳିି । ରାଜଧାନୀ ଦିଲ୍ଲୀର ଯନ୍ତର-ମନ୍ତରରେ କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା କୃଷକମାନେ ‘ସଂସଦ’ ଆରମ୍ଭ କରିଛନ୍ତି ।...
ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ ଦେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨୨।୭: ଦେଶରେ ପେଗାସସ ମାମଲାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଗୁରୁବାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ୭୫୦ କୋଟି ଟଙ୍କା ବ୍ୟୟରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ...
ମନ୍ତ୍ରୀଙ୍କ ହାତରୁ କାଗଜ ଛଡାଇ ଚିରି ଦେଲେ ଟିଏମ୍ସି ଏମ୍ପି
ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିରୋଧୀଙ୍କ ହଙ୍ଗାମା ଯୋଗୁ ଉଭୟ ଗୃହ ଅଚଳ ହୋଇପଡିଛି। ଇସ୍ରାଏଲ ସଫ୍ଟୱେୟାର ପେଗାସସରେ ୩୦୦ ଜଣ ଭାରତୀୟଙ୍କ ଗୁପ୍ତଚର ଅଭିଯୋଗରେ ଗୁରୁବାର ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ରାଜ୍ୟ ସଭାରେ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ...
ବୁଡିଗଲା ମହାରାଷ୍ଟ୍ରର ଚିପଲୁନ ସହର
ମୁମ୍ବାଇ,୨୨ ।୭: ମହାରାଷ୍ଟ୍ରର ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ବୁଧବାର ରାତିରେ ହୋଇଥିବା ବର୍ଷାରେ ଚିପଲୁନ ସହରରେ ବନ୍ୟା ସୃଷ୍ଟି ହୋଇଛି । ପାଣି ଏତେ ଅଧିକ ହୋଇଛି ଯେ କିଛି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ବୁଡିଯାଇଛ ।...
କରୋନାରେ ଅନାଥ ଶିଶୁମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ‘ବାଲ ସେବା ଯୋଜନା’
ଲକ୍ଷ୍ନୌ,୨୨ ।୭: କରୋନା ମହାମାରୀ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଆମ ଦେଶରେ ଏହାର ପ୍ରଭାବ ବହୁ ଅଧିକ ରହିଛି । ଦୀର୍ଘ ପ୍ରାୟ ୧୬-୧୭ ମାସ ହେବ ତାଣ୍ଡବ ରଚିଛି କରୋନା । ଏହି ସମୟରେ...
Archives


