ଟିକାକରଣରେ ମହାରାଷ୍ଟ୍ର ଆଗରେ
ନୂଆଦିଲ୍ଲୀ,୨୭ ।୭: କରୋନା ମହାମାରୀ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଛି କହିଲେ ଚଳେ । ଏହି ମହାମାରୀଠାରୁ ଦୂରେଇ ରହିବାର ଗୋଟିଏ ମାଧ୍ୟମ ହେଉଛି ଟିକାକରଣ । ଦିନେ କରୋନା ମହାମାରୀରେ ଦେଶରେ ସବୁଠାରୁ...
ଦିଲ୍ଲୀରୁ ଖୁସି ଖବର, ଅଗଷ୍ଟରେ ପିଲାଙ୍କ ପାଇଁ କରୋନା ଭାକ୍ସିନ୍…
ନୂଆଦିଲ୍ଲୀ,୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ଅପରପକ୍ଷରେ ତୃତୀୟ ଲହରର ଆଶଙ୍କା ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ...
୧୪ ଦିନିଆ ନ୍ୟାୟିକ ହେପାଜତରେ ରାଜ୍ କୁନ୍ଦ୍ରା…
ମୁମ୍ବାଇ,୨୭।୭: ଅଶ୍ଳୀଳ ଫିଲ୍ମ ର୍ନିମାଣ ଏବଂ କିଛି ଆପ ମାଧ୍ୟମରେ ଏହାର ପ୍ରସାରଣ ଅଭିଯୋଗରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ପୋଲିସ ରିମାଣ୍ଡର ସମୟ ସୀମା ମଙ୍ଗଳବାର ଶେଷ ହୋଉଥିବାରୁ ତାଙ୍କୁ ଦୁର୍ଗ କୋର୍ଟରେ ହାଜର କରାଯାଇଥିଲା। ପୋଲିସ ପକ୍ଷରୁ...
ଉଦ୍ଧବ ଠାକରେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୨୭ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି ମୋଦି ଠାକରେଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି । ଉଦ୍ଧବ ଠାକରେଙ୍କ ଜନ୍ମ ୧୯୬୦...
ମିଶନ ୨୦୨୪: ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ମମତା
କୋଲକାତା,୨୭ ।୭: ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତାଙ୍କର ୫ ଦିନିଆ ଦିଲ୍ଲୀ ଗସ୍ତରେ ମଙ୍ଗଳବାର ଯାଇ ସେଠାରେ ପହଞ୍ଚିଛନ୍ତି । ତୃତୀୟ ଥର ଲାଗି ପଶ୍ଚିମବଙ୍ଗର ଶାସନ ଭାର ନେବା ପରେ ଏହା ତାଙ୍କର ପ୍ରଥମ...
ଭାରତୀୟ ସେନାରେ ୯,୭୧୨ ଅଫିସର-ଲକ୍ଷେରୁ ଅଧିକ ସୈନିକ କମ୍ ଅଛନ୍ତି…
ନୂଆଦିଲ୍ଲୀ,୨୭।୭: ଭାରତୀୟ ସେନାରେ ୯,୭୧୨ ଅଫିସର ଏବଂ ପ୍ରାୟ ୧ ଲକ୍ଷ ୯ ହଜାର ସୈନିକ କମ୍ ରହିଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ...
ବୁଡ଼ନ୍ତା ବସ ଉପରେ ୭ ଘଣ୍ଟା, ପାଖରେ ନଗଦ ୯ ଲକ୍ଷ ରାଜସ୍ବ…
ଚିପଲୁନ୍,୨୭।୭: ମହାରାଷ୍ଟ୍ରରେ ବହୁ ଅଞ୍ଚଳରେ ବର୍ଷା ଓ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୧୬୪ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ ଜଣ ନିଖୋଜ ଅଛନ୍ତି। ରତ୍ନାଗିରି, କୋଲହାପୁର, ସାଙ୍ଗଲି ଏବଂ ରାୟଗଡ ଭଳି ଜିଲ୍ଲା ଏବେ ବି ପାଣିରେ ବୁଡି...
ଆସାମ-ମିଜୋରମ ବିବାଦକୁ ନେଇ ଶାହାଙ୍କୁ ଟାର୍ଗେଟ କଲେ ରାହୁଲ
ନୂଆଦିଲ୍ଲୀ,୨୭ ।୭: ଆସାମ ଓ ମିଜୋରାମରେ ସୀମାକୁ ନେଇ ଲାଗିଥିବା ବିବାଦ ହିଂସାର ରୂପ ନେବାକୁ ଯାଉଛି । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି । ସେ...
ଗାଁରେ ବିତାଅ ୭୫ ଘଣ୍ଟା, ଏମ୍ପିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର…
ନୂଆଦିଲ୍ଲୀ,୨୭।୭: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ରାଜ୍ୟ ସଭା ଏବଂ ଲୋକ ସଭାରେ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଭାଜପା ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଏମ୍ପିଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ଦେଶ ସ୍ବାଧୀନ ବେହାର ୭୫...
ସରକାରୀ ବାବୁଙ୍କ କାମର ସମୀକ୍ଷା କରିବେ ମୋଦି ସରକାର…
ନୂଆଦିଲ୍ଲୀ,୨୭।୭: ଏଣିକି ସରକାରୀ ବାବୁଙ୍କ କାମର ସମୀକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପକ୍ଷରୁ କରାଯିବ। ଖରାପ ପ୍ରଦର୍ଶନ କରିଥିବା ସରକାରୀ ବାବୁଙ୍କୁ ସମୟ ପୂର୍ବରୁ ଅବସର ପ୍ରଦାନ କରାଯିବ। କେନ୍ଦ୍ରୀୟ କର୍ମଚାରୀ ଏବଂ ୫୦ ବର୍ଷ ପାର୍ କରିଥିବା...
ମନେପଡନ୍ତି ମିସାଇଲ ମ୍ୟାନ
ନୂଆଦିଲ୍ଲୀ,୨୭।୭: ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମଙ୍କ ଆଜି ୬ମ ଶ୍ରାଦ୍ଧବାର୍ଷିକ। ୨୦୧୫ ମସିହା ଆଜିର ଦିନରେ କଲାମଙ୍କର ଦେହାନ୍ତ ହୋଇଥିଲା। ତାମିଲନାଡୁର ରାମେଶ୍ୱରଠାରେ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲମାନ...
ଲଗାତାର ୨ ଦିନ ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ତଳେ…
ନୂଆଦିଲ୍ଲୀ,୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୪ ଦିନ...
Archives


