ଜାତୀୟ

ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

କୋଏମ୍ବାଟୁର, ୧୩।୯: ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ରବିବାର ଅନୁଷ୍ଠିତ ହୋଇଥିବାବେଳେ ଏହାର ମାତ୍ର କେଇଘଣ୍ଟା ପୂର୍ବରୁ ତାମିଲନାଡୁର ସାଲେମ ଜିଲାରେ ଜଣେ ୧୯ ବର୍ଷୀୟ ଆଶାୟୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଶନିବାର ରାତି ୩ଟା ୪୫ରେ...

ନିର୍ଦ୍ଦିଷ୍ଟ ସ୍ଥାନକୁ ବଦଳି ପାଇଁ କର୍ମଚାରୀ ଚାପ ପକାଇପାରିବେନି

ନୂଆଦିଲ୍ଲୀ, ୧୩।୯(ପି.ଟି.): ନିର୍ଦ୍ଦିଷ୍ଟ ସ୍ଥାନକୁ ବଦଳି ପାଇଁ କର୍ମଚାରୀ ଚାପ ପକାଇପାରିବେ ନାହିଁ। ଆବଶ୍ୟକତାକୁ ବିଚାର କରି ନିଯୁକ୍ତିଦାତା କର୍ମଚାରୀଙ୍କୁ ଯେକୌଣସି ସ୍ଥାନକୁ ବଦଳି କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଲ୍ଲାହାବାଦ ହାଇକୋର୍ଟଙ୍କ ଏ ସମ୍ପର୍କିତ ୨୦୧୭ ଅକ୍ଟୋବରର ଏକ...

‘ପାଇଲଟଙ୍କ ତ୍ରୁଟିରୁ ହୋଇଥିଲା ଦୁର୍ଘଟଣା’

ମୁମ୍ବାଇ, ୧୩।୯: ପାଇଲଟଙ୍କ ତ୍ରୁଟି ଏବଂ ସମ୍ଭବତଃ ସୁରକ୍ଷା ଗାଇଡ୍‌ଲାଇନ ଅନୁପାଳନ କରିବାରେ ବିଫଳତାରୁ ଗତବର୍ଷ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୧ ଜଣ ପ୍ରାଣ ହରାଇଥିଲେ। ୧୦ ବର୍ଷ ମଧ୍ୟରେ ଏହା ଭାରତରେ ସବୁଠୁ ମର୍ମନ୍ତୁଦ...

ୟୁପିରେ ମେଣ୍ଟ କରିବ ନାହିଁ କଂଗ୍ରେସ, ପ୍ରିୟଙ୍କାଙ୍କ ନେତୃତ୍ୱରେ ଲଢିବ ନିର୍ବାଚନ: ଖୁର୍ଶିଦ

ଲକ୍ଷ୍ନୌ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ଶିଦ କହିଛନ୍ତି ଉତ୍ତର ପ୍ରଦେଶରେ ନିର୍ବାଚନ ରାଷ୍ଟ୍ରୀୟ ମହାସଚିବ ତଥା ରାଜ୍ୟ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ଲଢିବ କଂଗ୍ରେସ । କଂଗ୍ରେସ କୌଣସି ଦଳ ସହ...

କରୋନାର ତୃତୀୟ ଲହର ପୂର୍ବରୁ ଚିନ୍ତା ବଢାଇଲାଣି ନିପା ଭାଇରସ, ଡେଙ୍ଗୁ , ମ୍ୟାଲେରିଆ

ନୂଆଦିଲ୍ଲୀ,୧୩ ।୯: କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ବଢୁଥିବା ବେଳେ ଏପଟେ କିନ୍ତୁ ଡରାଇଲାଣି ଡେଙ୍ଗୁ, ନିପା ଓ ମ୍ୟାଲେରିଆ । କରୋନା ଟିକାକରଣକୁ ବଢାଇ ଦିଆଯାଇଛି । ହେଲେ ଡେଙ୍ଗୁ, ନିପା ଓ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା...

ବାୟୁର ଆର୍ଦ୍ରତାରୁ ତିଆରି ହେବ ପାଣି, ପିଇବେ ରେଳଯାତ୍ରୀ: ଷ୍ଟେଶନରେ ଲାଗିବ ମେଘଦୂତ ମେଶିନ

ଚଣ୍ଡିଗଡ଼,୧୩ ।୯: ଚଣ୍ଡିଗଡ଼ ରଲୱେ ଷ୍ଟେଶନରେ ଖୁବଶୀଘ୍ର ଶୁଦ୍ଧ ପିଇବା ପାଣି ମିଳିଯିବ ବୋଲି ଆଶା କରାଯାଉଛି । ଏଥିପାଇଁ କାମ ଇଣ୍ଡିଆନ ରେଲୱେ ଷ୍ଟେଶନ ଡେଭଲପମେଣ୍ଟ କର୍ପୋରେଶନ(ଆଇଆର୍‌ଏସ୍‌ଡିସି) ଆରମ୍ଭ କରି ସାରିଛନ୍ତି । ପବନରୁ ପାଣି ପ୍ରସ୍ତୁତ ପାଇଁ...

ବିବାହ ପରେ ଶାଶୁଘରକୁ ଯାଉଥିଲେ କନ୍ୟା;ବାଟରେ ଲାଗିଲା ଶୋଷ: ଆଉ ତା’ପରେ

ଲକ୍ଷ୍ନୌ,୧୩।୯: ଉତ୍ତରପ୍ରଦେଶର ମୈନପୁରୀରେ ଏକ ରୋଚକ ଘଟଣା ଘଟିଛି। ବିବାହ ପରେ କନ୍ୟା ତାଙ୍କ ଶାଶୁ ଘରକୁ ଯାଉଥିବା ବେଳେ ବାଟରେ ସ୍ବାମୀଙ୍କ ଚକ୍‌ମା ଦେଇ ଫେରାର ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ପତ୍ତା ମିଳିପାରି ନାହିଁ। ପୀଡିତ...

ଦିନ ୨ଟା ୨୦ରେ ଶପଥ ନେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ, ଉପସ୍ଥିତ ରହିବେ ଶାହା, ଶିବରାଜ

ଗାନ୍ଧିନଗର,୧୩ ।୯: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ବଛା ଯାଇଥିବା ଭୁପେନ୍ଦ୍ର ପଟେଲ ସୋମବାର ଦିନ ୨ଟା ୨୦ରେ ଶପଥ ନେବେ ବୋଲି ଜଣାପଡିଛି । ଏହାର ଦୁଇ ଦିନ ପରେ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଶପଥ ଦିଆଯିବ । ନିଜେ ସ୍ୱରାଷ୍ଟ୍ରମନ୍ତ୍ରୀ...

ମୋବାଇଲରେ ଗେମ୍‌ ନ ଖେଳିପାରିବାରୁ ବିଷ ପିଇଲେ ନାବାଳିକା

ମୁମ୍ବାଇ,୧୩।୯: ମୋବାଇଲରେ ଗେମ୍‌ ଖେଳିବାକୁ ନେଇ ସାନ ଭାଇ ସହ ଝଗଡ଼ା କରିବା ପରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି ଜଣେ ୧୬ ବର୍ଷୀୟା ଯୁବତୀ। ମୁମ୍ବାଇର ସମତା ନଗର ଥାନା ଅନ୍ତର୍ଗତ ଜାନୁପଡ଼ା ଅଞ୍ଚଳରେ ଘଟିଛି...

ଛାତ୍ରୀଙ୍କ ମୁହଁରେ କେକ୍‌ ବୋଳିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ, ୧୩।୯: ଉତ୍ତରପ୍ରଦେଶର ରାମପୁରସ୍ଥିତ ଏକ ଜଣାଶୁଣା ପ୍ରାଇମେରି ସ୍କୁଲର ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି ଛାତ୍ରୀଙ୍କ ମୁହଁରେ କେକ୍‌ ବୋଳିବା। କ୍ୟାମେରା ଆଗରେ ଜବରଦସ୍ତି ନାବାଳିକା ଛାତ୍ରୀଙ୍କ ମୁହଁରେ କେକ୍‌ ବୋଳିବାରୁ ଶିକ୍ଷକଙ୍କୁ ପୋକ୍‌ସୋ ଆଇନରେ ଗିରଫ କରାଯାଇଛି।...

ବଳାତ୍କାରରେ ବିଫଳ ହେବାରୁ ମହିଳାଙ୍କୁ କାର୍‌ରୁ ଫିଙ୍ଗି ଦେଲେ

କାନପୁର,୧୨।୯: ଉତ୍ତରପ୍ରଦେଶର କାନପୁରର ଛକେରୀ ଅଞ୍ଚଳରେ ଜଣେ ବ୍ୟକ୍ତି ଓ ତାଙ୍କର କିଛି ସାଙ୍ଗ ଜଣେ ମହିଳାଙ୍କୁ ଚଳନ୍ତା କାର୍‌ରେ ବଳାତ୍କାର ଉଦ୍ୟମ କରିଥିଲେ। ସେଥିରେ ବିଫଳ ହେବାରୁ ମହିଳାଙ୍କୁ କାର୍‌ରୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ,...

ଚିକେନ ବିରିୟାନି ପାଇଁ ଗଲା ଜୀବନ

ତିରୁଭାନ୍ନାମଲାଇ,୧୨।୯: ଚିକେନ ବିରିୟାନି ଖାଇବା କାରଣରୁ ୧୦ ବର୍ଷୀୟା ଝିଅର ମୃତ୍ୟୁ ଘଟିଛି। ଏମିତି ଏକ ଘଟଣା ଘଟିଛି ତାମିଲନାଡ଼ୁର ତିରୁଭାନ୍ନାମଲାଇରେ। ୧୦ ବର୍ଷୀୟା କୁନି ଝିଅ ଲୋକ୍ସାନିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା ଓ ଭାଇ ଏବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri