ଜାତୀୟ

ସାପ କାମୁଡ଼ାରେ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ

ନୂଆଦିଲ୍ଲୀ,୧୧।୧୦: ଏକ ବିରଳ ମାମଲାରେ କୋଲାମର ଅତିରିକ୍ତ ସେସନ କୋର୍ଟ ସୋମବାର ସୁରଜ ଏସ୍‌ କୁମାର (୨୮)ଙ୍କୁ ସ୍ତ୍ରୀ ଉଥରାଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ସୁରଜ କୋବ୍ରା ମାଧ୍ୟମରେ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ...

ଶାହାରୁଖଙ୍କୁ ଟାର୍ଗେଟ କରାଯିବାର କାରଣ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୧।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଅର୍ଯ୍ୟନ ଖାନଙ୍କ ସପକ୍ଷରେ ବାହାରିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସଭାପତି ମେହବୁବା ମୁଫତି। ଟୁଇଟରରେ ସେ ଲେଖିଛନ୍ତି, ୪ ଚାଷୀଙ୍କୁ ହତ୍ୟା...

ପେଟ୍ରୋଲ ଦର ବଢିବା ପଛର ଏମିତି କାରଣ ରଖିଲେ ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୧୦: ଦିନକୁ ଦିନ ତେଲ ଦର ବୃଦ୍ଧି ପାଉଛି। ଏହି ପ୍ରସଙ୍ଗକୁ ନେଇ ଆଶ୍ଚର୍ଯ୍ୟପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ରାଜ୍ୟ ତୈଳମନ୍ତ୍ରୀ ରାମେଶ୍ୱର ତେଲି । ସେ କହିଛନ୍ତି, ମାଗଣାରେ କରୋନା ଟିକା ଦିଆଯାଉଥିବାରୁ ତୈଳ ଦର ବୃଦ୍ଧି ହେଉଛି।...

ପାନ ମସଲା ବିଜ୍ଞାପନ ଛାଡ଼ିଲେ ବିଗ୍‌ ବି

ନୂଆଦିଲ୍ଲୀ,୧୧।୧୦: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ସୋମବାର ଏକ ବ୍ଲଗ ପୋଷ୍ଟ ଜରିଆରେ ପାନ ମସଲାର ବ୍ରାଣ୍ଡ ସହ ଚୁକ୍ତିରୁ ଓହରିବା ନେଇ ଘୋଷଣା କରିଛନ୍ତି। ଏହାର କାରଣରେ ସେ ଦର୍ଶାଇଛନ୍ତି, ଉକ୍ତ ବ୍ରାଣ୍ଡ ସହ ଯୋଡ଼ି ହେଲା ବେଳେ...

ଅର୍ଥନୀତିରେ ନୋବେଲ

ନୂଆଦିଲ୍ଲୀ,୧୧।୧୦: ଅର୍ଥନୀତିରେ ୨୦୨୧ବର୍ଷ ନୋବେଲ ପୁରସ୍କାର ପାଇଁ ୩ଜଣଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର ଏହି ୩ଜଣ ଅର୍ଥନୀତିଜ୍ଞ ହେଲେ ଡେଭିଡ କାର୍ଡ, ଜୋଶୁଆ ଡି ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଡବ୍ଲ୍ୟୁ ଇମ୍ବେନ୍ସ। ପ୍ରାକୃତିକ ପରୀକ୍ଷଣ ଓ ଶ୍ରମ ଅର୍ଥନୀତି...

ଦୀପାବଳି ପୂର୍ବରୁ ଅନ୍ଧାର ଆଶଙ୍କା…

ନୂଆଦିଲ୍ଲୀ,୧୧।୧୦: ଆଲୋକର ପର୍ବ ଦୀପାବଳିର ପୂର୍ବରୁ ଦେଶରେ ଅନ୍ଧାର ଘୋଟିବାକୁ ଯାଉଛି। ଦେଶରେ ବିଦ୍ୟୁତ ସଙ୍କଟ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଭାରତର ୧୩୫ ତାପଜ ବିଦ୍ୟୁତ କେନ୍ଦ୍ର ରହିଛି। ଏଠାରେ କୋଇଲାରୁ ବିଦ୍ୟୁତ ଉତ୍ପାଦନ...

୭ ବିଚାରପତିଙ୍କ ବଦଳି…

ନୂଆଦିଲ୍ଲୀ,୧୧।୧୦: ହାଇକୋର୍ଟର ୭ ବିଚାରପତିଙ୍କୁ ବଦଳି କରାଯିବା ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ପକ୍ଷରୁ ହୋଇଥିବା ସୁପାରିଶକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ବିଚାରପତି ରଞ୍ଜନ ଗୁପ୍ତାଙ୍କଚୁ ପାଟନା ହାଇକୋର୍ଟକୁ ବଦଳି କରାଯାଇଛି। ସେହିପରି ମାଡ୍ରାସ୍‌...

ଆଉ ୩ ଦିନ ଜେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ,୧୧ ।୧୦: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଜେଲରେ ବନ୍ଦୀଥିବା ବଲିଉଡ୍ ଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସମସ୍ୟା ବଢିବାରେ ଲାଗିଛି । ସୋମବାର ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇ ପାରି ନାହିଁ । ସେ...

ପଳାତକଙ୍କୁ ସୁରକ୍ଷା ଦେଉଛନ୍ତି କେନ୍ଦ୍ର ସରକାର, କଂଗ୍ରେସର ଅଭିଯୋଗ…

ନୂଆଦିଲ୍ଲୀ,୧୧।୧୦: କେନ୍ଦ୍ରର ଭାଜପା ସରକାରଙ୍କୁ କଂଗ୍ରେସ ପକ୍ଷରୁ ଟାର୍ଗେଟ୍‌ କରାଯାଇଛି। କଂଗ୍ରେସ ଏକ ଗଣମାଧ୍ୟମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅର୍ଥନୈତିକ ଅପରାଧରେ ଜଡିତ ଲୋକଙ୍କୁ ଦେଶରୁ ବାହାର କରି ସେମାନଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରିଛି। ପଳାତକଙ୍କୁ...

ମାଆଙ୍କ ଆଶୀର୍ବାଦ ବିନା ଶକ୍ତି ପ୍ରଦର୍ଶନ କଲେ ଲାଲୁ ନନ୍ଦନ

ପାଟନା,୧୧ ।୧୦: ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ହସନପୁର ବିଧାୟକ ତେଜ ପ୍ରତାପ ଯାଦବ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଉପରେ ଖପ୍ପା ହୋଇଛନ୍ତି ।  ସେ ତାଙ୍କ ଭାଇ ତେଜସ୍ୱୀ ଯାଦବଙ୍କଠାରୁ ରାଜନୀତି ମଇଦାନରେ ସମ୍ପୂର୍ଣ୍ଣ ଅଲଗା...

ସର୍ଚ୍ଚ ଅପରେଶନ୍‌ ସମୟରେ ୫ ଯବାନ ଶହୀଦ୍‌…

ଶ୍ରୀନଗର,୧୧।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନ୍‌ ସମୟରେ ୫ ଯବାନ ଶହୀଦ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜେସିଓ ରହିଛନ୍ତି। ପୁଞ୍ଚ୍‌ ଜିଲାର ସୁରନ୍‌କୋଟ ଅର୍ନ୍ତଗତ ରାଜୌରୀ ସେକ୍ଟରର ଚମରେର୍‌ ସ୍ଥିତ ଜଙ୍ଗଲରେ ଆତଙ୍କବାଦୀଙ୍କ ସହିତ ମୁହାଁମୁହିଁ ସମୟରେ ଯବାନମାନେ...

ଐତିହାସିକ ପଦକ୍ଷେପ: ପ୍ରଧାନମନ୍ତ୍ରୀ କଲେ ’ଇଣ୍ଡିଆନ ସ୍ପେସ ଆସୋସିଏଶନ’ର ଶୁଭାରମ୍ଭ…

ନୂଆଦିଲ୍ଲୀ,୧୧।୧୦: ଭାରତ ପୁଣି ଏକ ଐତିହାସିକ ପଦକ୍ଷେପୟ ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ‘ଇଣ୍ଡିଆନ ସ୍ପେସ ଆସୋସିଏଶନ’ର ଶୁଭାରମ୍ଭ କରିଛନ୍ତି। ଏହି ଏବସରରେ ପ୍ରଧାନମନ୍ତ୍ରୀ ସ୍ପେସ ଇଣ୍ଡଷ୍ଟ୍ରି ସହିତ ଜଡିତ ଥିବା ଭେଟେରାନମାନଙ୍କ ସହ ମଧ୍ୟ ଭର୍ଚୁଆଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri