ସିଦ୍ଧୁଙ୍କ ଉପରେ ବର୍ଷିଲେ ଆଡଭୋକେଟ ଜେନରାଲ
ଚଣ୍ଡିଗଡ଼,୬ ।୧୧: ପଞ୍ଜାବର ଆଡଭୋକେଟ ଜେନରାଲ ପଦରୁ ନିକଟରେ ଇସ୍ତଫା ଦେଇଥିବା ଏପିଏସ୍ ଦେୱଲ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଦେୱଲ କହିଛନ୍ତି କି ରାଜନୈତିକ ଫାଇଦା ପାଇଁ ପ୍ରଦେଶ କଂଗ୍ରେସର...
ମନି ଲଣ୍ଡରିଂ ମାମଲା: ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଦେଶମୁଖ
ନୂଆଦିଲ୍ଲୀ,୬ ।୧୧: ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସମସ୍ୟା କମିବାର ନାଁ ନେଉନି । ଶନିବାର ସେସନ୍ସ କୋର୍ଟ ତାଙ୍କୁ ୧୪ ଦନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ...
ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ପ୍ରଚାର କଲେ ଆଲିଆ
ଚଣ୍ଡିଗଡ଼,୬ା୧୧: ଅଭିନେତ୍ରୀ ଆଲିଆ ଭଟ୍ଟ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ଏହି କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ହରିୟାଣା ରାଜ୍ୟର କଂଗ୍ରେସ ସେବାଦଳର ଅଧିକାରିକ ଟୁଇଟର ପେଜ୍ରେ ଶେୟାର କରାଯାଇଛି। ଭିଡିଓରେ ଆଲିଆଙ୍କ ସହ...
ସିଭିଲ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ; ୧୦ ରୋଗୀ ମୃତ
ମୁମ୍ବାଇ,୬।୧୧: ମହାରାଷ୍ଟ୍ର ଅହମ୍ମଦନଗର ସିଭିଲ ହସ୍ପିଟାଲ ଆଇସିୟୁରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଆହାତ ହୋଇଛନ୍ତି। ଏ ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ଖବର ପାଇ ଘଟଣାସ୍ଥଳରେ...
ମୋଦିଙ୍କ ସେନା ପୋଷାକକୁ ନେଇ ପ୍ରଶ୍ନ ଉଠାଇଲେ ଦିଗ୍ବିଜୟ
ନୂଆଦିଲ୍ଲୀ,୬ ।୧୧: ଦୀପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାଙ୍କ ସହ ସୀମାରେ ଦୀପାବଳି ପାଳନ କରିଥିଲେ । ଏହି ଅବସରରେ ସେ ସେନା ପୋଷାକ ପିନ୍ଧିଥିବା ଦେଖାଯାଇଥିଲା । ଆଉ ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ...
୫ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀର ପ୍ରଦୂଷଣ
ନୂଆଦିଲ୍ଲୀ,୬ ।୧୧: ଦୀପାବଳିରେ ନିୟମ ନ ମାନି ବାଣ ଫୁଟାଇବା ପରେ ଏବେ ଦିଲ୍ଲୀ ଓ ଦିଲ୍ଲୀ ଏନ୍ସିଆର୍ର ବାୟୁ ପ୍ରଦୂଷିତ ହୋଇଯାଇଛି । ଯାହା ୫ ବର୍ଷର ରେକର୍ଡ ଭାଙ୍ଗିଛି । ଏବେ ରାଜଧାନୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ...
ବନ୍ଦ ହେବ କେଦାରନାଥଙ୍କ ଦର୍ଶନ
ଡେରାଡୁନ,୬ ।୧୧: ଉତ୍ତରାଖଣ୍ଡର ୪ ଧାମ ମଧ୍ୟରୁ କେଦାରନାଥ ଓ ଯମୁନୋତ୍ରୀ ଧାମକୁ ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ କରି ଦିଆଯିବ । ଶୀତଦିନ ପାଇଁ ଶନିବାରଠାରୁ ଏହି ଦୁଇ ଧାମର କାଟ ବନ୍ଦ କରିଦିଆଯିବ ବୋଲି ସୂଚନା ମିଳିଛି...
ନାବାଳିକା ପୀଡ଼ିତାଙ୍କୁ ଗର୍ଭପାତ ଅନୁମତି
ନୂଆଦିଲ୍ଲୀ,୬।୧୧: ଜଣେ ୧୭ ବର୍ଷୀୟା ନାବାଳିକା ବଳାତ୍କାର ପୀଡ଼ିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଆଇନଗତ ଗର୍ଭପାତ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତା। ଆବେଦନରେ ପୀଡ଼ିତା ଦର୍ଶାଇଥିଲେ ଯେ, ସେ ଜଣେ ନାବାଳିକା। ଛୋଟ ବୟସରେ...
ବାଣ ନେଉଥିବା ବେଳେ ଜଳିଗଲେ ବାପ ପୁଅ
ଚେନ୍ନାଇ, ୫।୧୧: ତାମିଲନାଡୁର ଭିଲ୍ଲୁପୁରମ୍ ଜିଲାରେ ଗୁରୁବାର ବାଣ ନେଇଯାଉଥିବା ଏକ ସ୍କୁଟରରେ ବିସ୍ଫୋରଣ ହେବାରୁ ବାପ ପୁଅଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୋଲିସ...
ଆର୍ଯ୍ୟନଙ୍କ ମାମଲାରୁ ହଟିଲେ ଓ୍ବାଙ୍ଖଡେ
ନୂଆଦିଲ୍ଲୀ,୫।୧୧: ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)ର ଟିମ୍ର ନେତୃତ୍ୱରୁ ସମୀର ଓ୍ବାଙ୍ଖଡେଙ୍କୁ ହଟାଇ ଦିଆଯାଇଛି। ଏହି ମାମଲାର ତଦନ୍ତ କରିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀ ସଞ୍ଜୟ ସିଂଙ୍କ ନେତୃତ୍ୱରେ ଏକ...
ପେଟ୍ରୋଲ, ଡିଜେଲ ପରେ ଶସ୍ତା ହେବ ଖାଇବା ତେଲ
ନୂଆଦିଲ୍ଲୀ,୫।୧୧: ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ଦେବାକୁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଉପର ମୁହାଁ ହୋଇ ରହିଥିବା ଖାଇବା ତେଲକୁ ନିୟନ୍ତ୍ରଣ କରିବାକୁ ସରକାର ଶୁକ୍ରବାର ଟିକସ୍(ଶୁଳ୍କ) ହ୍ରାସ କରିଛନ୍ତି। ଟିକସ ହ୍ରାସ ହେବାରୁ ବିଭିନ୍ନ ତେଲର ଲିଟର ପିଛା...
ଇସ୍ତଫା ଫେରାଇ ନେଲେ ସିଦ୍ଧୁ
ଚଣ୍ଡିଗଡ଼,୫ ।୧୧: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ତୁଟିବାର ନାଁ ନେଉନି । କିନ୍ତୁ ବେଳକୁ ବେଳ ଏହା ସମାଧାନ ଆଡକୁ ଯାଉଥିବା ଦେଖାଯାଉଛି । ଶୁକ୍ରବାର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ତାଙ୍କ ଇସ୍ତଫା ପତ୍ର...
Archives


