ଜାତୀୟ

ଧୀରଜ ସାହୁଙ୍କ ହ୍ବାଇଟ୍‌ ହାଉସରେ ରହୁଥିଲେ ଇନ୍ଧିରା ଗାନ୍ଧୀ

ରାଞ୍ଚି,୧୩।୧୨: କଂଗ୍ରେସ ରାଜ୍ୟ ସଭା ଏମ୍‌ପି ଧୀରଜ ସାହୁଙ୍କ ଘରେ ଆୟକର ଚଢାଉରେ ନଗଦ ୩୫୪ କୋଟି ଟଙ୍କା ଜବତ କରାଯାଇଛି। କୌଣସି ଆଇନ ପ୍ରଣୟନକାରୀ ସଂସ୍ଥା ଦ୍ୱାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଏ ପର୍ଯ୍ୟନ୍ତ ଜବତ ହୋଇଥିବା ଏହା ହେଉଛି...

ମଧ୍ୟପ୍ରଦେଶ, ଛତିଶଗଡରେ ଆଜି ଶପଥ ନେବେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ହେବେ ସାମିଲ

ନୂଆଦିଲ୍ଲୀ,୧୩।୧୨: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଚୟନ ହୋଇଛନ୍ତି। ଏହି ତିନୋଟି ରାଜ୍ୟ ମଧ୍ୟରୁ ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ଛତିଶଗଡରନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବୁଧବାର ଶପଥ ଗ୍ରହଣ କରିବେ। ମଧ୍ୟପ୍ରଦେଶରେ ରାଜେନ୍ଦ୍ର...

କଶ୍ମୀର, ପଣ୍ଡିଚେରୀରେ ମହିଳାଙ୍କ ପାଇଁ ସଂରକ୍ଷଣ ବିଲ୍‌ ଆଗତ

ନୂଆଦିଲ୍ଲୀ,୧୩ା୧୨(ପି.ଟି.): କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ପଣ୍ଡିଚେରୀରେ ମହିଳାଙ୍କ ପାଇଁ ସଂରକ୍ଷଣ ସୀମା ବଢ଼ାଇବା ନିମନ୍ତେ ଦୁଇଟି ବିଲ୍‌ ମଙ୍ଗଳବାର ଲୋକ ସଭାରେ ଆଗତ ହୋଇଛି। ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ଜମ୍ମୁ-କଶ୍ମୀର ପୁନର୍ଗଠନ (ଦ୍ୱିତୀୟ ସଂଶୋଧନ) ବିଲ୍‌...

ସ୍ବାଧୀନତା ହରାଇବେ ଇସି

ନୂଆଦିଲ୍ଲୀ,୧୩ା୧୨ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି)ମାନଙ୍କ ନିଯୁକ୍ତି ଓ କାର୍ଯ୍ୟକାଳକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ରାଜ୍ୟ ସଭାରେ ଆଗତ ବିଲ୍‌ ଧ୍ୱନିମତରେ ଗୃହୀତ ହୋଇଯାଇଛି।...

କଂଗ୍ରେସର ଦୁର୍ନୀତି ଦୋକାନ ବନ୍ଦ ହେବା ଆବଶ୍ୟକ: ଭାଜପା…

ନୂଆଦିଲ୍ଲୀ,୧୨।୧୨ : ବିରୋଧୀ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଙ୍ଗଳବାର କହିଛନ୍ତି ନୂତନ ଶକ୍ତି ସହ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ଯୋଗୁ ବିରୋଧୀ...

ଧୀରଜଙ୍କ କଳାଧନକୁ ସମର୍ଥନ କଲେ ଆରବିଆଇ ପୂର୍ବତନ ଗଭର୍ନର, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୧୨।୧୨ : ମଙ୍ଗଳବାର ପ୍ରକାଶିତ ଏକ ସାକ୍ଷାତକାରରେ ପୂର୍ବତନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଡ. ରଘୁରାମ ରାଜନ କଂଗ୍ରେସ ରାଜ୍ୟସଭା ଏମପି ଧୀରଜ ପ୍ରସାଦ ସାହୁଙ୍କ ପାଖରୁ ଜବତ କରାଯାଇଥିବା ନଗଦ ଟଙ୍କାକୁ ସମର୍ଥନ କରିଛନ୍ତି।...

ଡିପ ଫେକ ପାଲଟିଛି ଏକ ବଡ ବିଶ୍ୱସ୍ତରୀୟ ଆହ୍ବାନ: ପ୍ରଧାନମନ୍ତ୍ରୀ…

gନୂଆଦିଲ୍ଲୀ,୧୨।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ମଙ୍ଗଳବାର ଦିନ କୃତ୍ରିମ ଇଣ୍ଟେଲିଜେନ୍ସ ସମ୍ମିଳନୀ (ଜିପିଏଆଇ) ଗ୍ଲୋବାଲ ପାର୍ଟନରଶିପକୁ ସମ୍ବୋଧିତ କରିଛନ୍ତି। ଦିଲ୍ଲୀର ପ୍ରଗତି ମୈଦାନରେ ନବ ନିର୍ମିତ ଭାରତ ମଣ୍ଡପମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ...

ଲେଡି ଡନ୍‌ ପୂଜା ସାଇନି କିଏ? କର୍‌ନି ସେନା ଅଧ୍ୟକ୍ଷ ସୁଖଦେବଙ୍କ ହତ୍ୟା ମାମଲାରେ ହୋଇଛନ୍ତି ଗିରଫ, ଜାଣନ୍ତୁ…

ଜୟପୁର,୧୨।୧୨: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କର୍‌ନି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗମେଦିଙ୍କୁ ଘରେ ପଶି ଗୁଳି କରି ହତ୍ୟା କରିବା ମାମଲାରେ ମଙ୍ଗଳବାର ପୋଲିସ ପୂଜା ସାଇନି ନାମକ ମହିଳାଙ୍କୁ ଗିରଫ କରିଛି। ଏହି ଲେଡି ଡନ୍‌ଙ୍କ ଘରେ...

ପେଟ୍ରୋଲ ହେଲା ମହଙ୍ଗା: ମଇଁଷି ଉପରେ ରାଜରାସ୍ତାରେ ଯୁବକ, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୧୨।୧୨ : କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ବାଇକ ଚଳାଉଥିବା ଜଣେ ଯୁବକ ପିକାଚୁ ଥିମ ହେଲମେଟ ପିନ୍ଧି ନୋଏଡା ରାସ୍ତାରେ ବୁଲୁଥିଲେ। ତେବେ ପୋଲିସ ଧରିଥିବା ବ୍ୟକ୍ତିଙ୍କ ହେଲମେଟକୁ ପସନ୍ଦ...

ଭଜନଲାଲ୍‌ ଶର୍ମା କିଏ? ୨୦୦୮ରେ ସ୍ବାଧୀନ ଭାବେ ଲଢ଼ିଥିଲେ, ପ୍ରଥମ ଥର ନିର୍ବାଚନ ଜିତିବା ସତ୍ତ୍ୱେ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର,୧୨।୧୨: ମଧ୍ୟପ୍ରଦେଶ, ଛତିଶଗଡ଼ ପରେ ଭାଜପା ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚମକାଇଛି। ଦଳ ପ୍ରଥମ ଥର ଲାଗି ବିଧାୟକ ହୋଇଥିବା ଭଜନଲାଲ୍‌ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି। ମଙ୍ଗଳବାର ଜୟପୁରରେ ହୋଇଥିବା ବିଧାୟକ ଦଳର ବୈଠକରେ...

ବଳାତ୍କାର ପୀଡିତାଙ୍କୁ ପଚରାଉଚରା କରି ପାରିବେନି ପୁରୁଷ ଅଧିକାରୀ: ହାଇକୋର୍ଟ…

କୋଲକାତା,୧୨।୧୨ : ବଳାତ୍କାର ପୀଡିତାଙ୍କୁ ପଚରାଉଚରା ଉପରେ କୋଲକାତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପୁରୁଷ ଅଧିକାରୀ କୌଣସି ପରିସ୍ଥିତିରେ ବଳାତ୍କାର ପୀଡିତାଙ୍କୁ ପଚରାଉଚରା କରିବା ଗ୍ରହଣୀୟ ନୁହେଁ। ଏହା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଜଣେ...

ବିଷ୍ଣୁ, ମୋହନଙ୍କ ପରେ ଏବେ ଭଜନ: ୩ ରାଜ୍ୟରେ ୨୫୦ ଲୋକସଭା ଆସନ ଭାଜପା ପକେଟରେ…

ନୂଆଦିଲ୍ଲୀ,୧୨।୧୨ : ଭାଜପା ତିନିଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ କରିଛି। ଛତିଶଗଡରେ ବିଷ୍ଣୁଦେବ ସାଏ, ମଧ୍ୟପ୍ରଦେଶରେ ମୋହନ ଯାଦବ ଏବଂ ବର୍ତ୍ତମାନ ରାଜସ୍ଥାନର ଭଜନଲାଲ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଚେହେରା ସହିତ ଜାତି ସମୀକରଣକୁ ଗୁରୁତ୍ୱ ଦିଆଯାଇଛି। ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri