କ୍ଷୀର ଦେଲା ନାହିଁ ମଇଁଷି, ଥାନାକୁ ଗଲେ ମାଲିକ:ଆଉ ତା’ପରେ…
ଭୋପାଳ,୧୫।୧୧: ମଧ୍ୟ ପ୍ରଦେଶର ଭିଣ୍ଡ୍ ଜିଲାରେ ଏକ ରୋଚକ ଘଟଣା ଘଟିଛି। ମଇଁଷି କ୍ଷୀର ନ ଦେବାରୁ ମାଲିକ ଥାନାରେ ପହଞ୍ଚିଛନ୍ତି। ଯାଦୁକର ପ୍ରଭାବରେ ମଇଁଷି କ୍ଷୀର ଦେଉ ନ ଥିବା ଅଭିଯୋଗ କରି ନ୍ୟାୟ ଦେବାକୁ ମାଲି ପୋଲିସ...
ନିଷିଦ୍ଧ ସଙ୍ଗଠନରେ ଯୋଗଦେବାକୁ ଯାଉଛନ୍ତି ନିଖୋଜ ୫ ମହିଳା
ଗୁଆହାଟୀ, ୧୩ା୧୧: ଗତ ସପ୍ତାହଠାରୁ ଘରୁ ନିଖୋଜ ଥିବା ଆସାମର ତିନସୁକିଆ, ଧେମାଜି ଏବଂ ଲଖିମପୁର ଜିଲାର ୫ ମହିଳା ନିଷିଦ୍ଧ ସଙ୍ଗଠନ ୟୁନାଇଟେଡ ଲିବରେଶନ ଫ୍ରଣ୍ଟ ଅଫ୍ ଆସୋମ୍-ଇଣ୍ଡିପେଣ୍ଡେଣ୍ଟ(ୟୁଏଲ୍ଏଫ୍ଏ-୧)ରେ ଯୋଗ ଦେବାକୁ ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ସେମାନଙ୍କ...
‘ଏକାକୀ ଜିତିପାରିବ କଂଗ୍ରେସ’
ଲକ୍ଷ୍ନୌ,୧୪।୧୧: ଯଦି କଂଗ୍ରେସକୁ ଜିତିବାର ଅଛି, ତେବେ ଏହାକୁ ଏକାକୀ ଲଢ଼ିବାକୁ ପଡ଼ିବ। ଏଭଳି କହି ନିର୍ବାଚନ ଲାଗି କଂଗ୍ରେସ ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବାକୁ ମନା କରି ଦେଇଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ...
ତ୍ରିପୁରା ହିଂସାର ରିପୋର୍ଟ କରିବାରୁ ୨ ମହିଳା ଜର୍ନାଲିଷ୍ଟ ଅଟକ
ଗୁଆହାଟୀ,୧୪।୧୧: ତ୍ରିପୁରା ହିଂସାକୁ ନେଇ ବିବାଦୀୟ ଖବର ପ୍ରକାଶ କରିଥିବା ଦିଲ୍ଲୀର ଦୁଇଜଣ ମହିଳା ଖବରଦାତାଙ୍କୁ ଅଟକ ରଖାଯାଇଛି। ସେମାନେ ଧର୍ମ ଆଧାରରେ ବିଭିନ୍ନ ସଂଗଠନ ମଧ୍ୟରେ ଶତ୍ରୁତା ବଢ଼ାଇବା ସହ ଅପରାଧ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ହୋଇଥିଲା। ବିଶ୍ୱ...
ପରିବାରର ୪ ଜଣଙ୍କୁ ଟାଙ୍ଗି ମାରିଲେ ମାଓବାଦୀ
ପାଟଣା,୧୪।୧୧: ବିହାରର ଗୟା ଜିଲାରେ ଶନିବାର ମାଓବାଦୀମାନେ କାଙ୍ଗାରୁ କୋର୍ଟ ନିର୍ଦ୍ଦେଶରେ ଗୋଟିଏ ପରିବାରର ୪ ଜଣଙ୍କୁ ଟାଙ୍ଗି ଦେଇଛନ୍ତି। କେବଳ ଏତିକି ନୁହେଁ ମୃତକଙ୍କ ଘରକୁ ଡାଇନାମାଇଟ୍ ଲଗାଇ ଉଡାଇ ଦିଆଯାଇଛି। ଦୁମାରିଆର ମୋନବାର ଗ୍ରାମରେ ସର୍ଜୁ ଭୋକ୍ତାଙ୍କ...
ଭାରତକୁ ମିଳିଲା ରୁଷିଆର ଅତ୍ୟାଧୁନିକ ଡିଫେନ୍ସ ସିଷ୍ଟମ୍
ନୂଆଦିଲ୍ଲୀ,୧୪।୧୧: ରୁଷିଆ ଭାରତକୁ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ୍ ଯୋଗାଣ ଆରମ୍ଭ କରିଛି। ଯୋଜନା ଅନୁଯାୟୀ ଯୋଗାଣ ଆରମ୍ଭ ହୋଇଥିବା ରୁଷିଆର ସାମରିକ-ବୈଷୟିକ ସହଯୋଗ ସଂଘୀୟ ସେବାର ନିର୍ଦ୍ଦେଶକ ଡିମିଟ୍ରି ଶୁଗାଏଭ୍ କହିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍...
ପ୍ରତ୍ୟେକ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନର ଉତ୍ତର ଦେବାକୁ ପଡିବ
ନୂଆଦିଲ୍ଲୀ, ୧୪।୧୧: ଆସନ୍ତା ୧୬ ତାରିଖରୁ ସିବିଏସ୍ଇ ଦ୍ୱାଦଶ ଏବଂ ୧୭ରୁ ଦଶମ ଶ୍ରେଣୀ ପ୍ରଥମ ଅବଧି (ଫାଷ୍ଟ ଟର୍ମ) ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ନୂଆ ଢାଞ୍ଚାରେ ହେବାକୁ ଥିବା ଏହି ପରୀକ୍ଷାରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ପିଲା...
ଠକେଇ ଅଭିଯୋଗରେ ଫଶିଲେ ଶିଳ୍ପା
ମୁମ୍ବାଇ,୧୪।୧୧: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟି ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ଦେଢ଼ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି ମୁମ୍ବାଇର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଏ ନେଇ ରବିବାର ଜଣେ...
ଭିଣୋଇଙ୍କ କାର୍ ଚୋରି କରୁଥିଲେ ଶଳା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଗାଜିଆବାଦ,୧୪।୧୧: ଗାଜିଆବାଦର ବସୁନ୍ଧରା ସେକ୍ଟର ୩ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଜଣେ ଯୁବକ ନିଜ ଭିଣୋଇଙ୍କ ଦୁଇଟି କାର ଚୋରି କରନେଇଛନ୍ତି। ଚୋରି କରିବାର କାରଣ ଜାଣି ଯୋ କେହି ନିଜ ମୁଣ୍ଡରେ ହାତ ଦେବେ। ସମ୍ପୃକ୍ତ...
ନେହେରୁଙ୍କ ଜନ୍ମଦିନ ପାଳନ ପାଇଁ ସଂସଦକୁ ଆସିଲେ ନାହିଁ ବାଚସ୍ପତି, ଉପରାଷ୍ଟ୍ରପତି: ଆପତ୍ତି ଉଠାଇଲା କଂଗ୍ରେସ
ନୂଆଦିଲ୍ଲୀ,୧୪।୧୧: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀ ରବିବାର ପାଳନ କରାଯାଇଥିଲା। ଏହି ଅବସରରେ ସଂସଦରେ ଆୟୋଜିତ ପାରମ୍ପରିକ କାର୍ଯ୍ୟକ୍ରମରେ ରାଜ୍ୟ ସଭା ବାଚସ୍ପତି ଭେଙ୍କେୟା ନାଇଡୁ, ଲୋକ ସଭା ବାଚସ୍ପତି ଓମ ବିର୍ଲା ଏବଂ...
ଏକାକୀ ଲଢିବ କଂଗ୍ରେସ
ଲକ୍ଷ୍ନୌ,୧୪।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକଙ୍କ ମନ ଜିଣିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଚେଷ୍ଟା କରାଯାଉଛି। କଂଗ୍ରେସ ପକ୍ଷରୁ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏଥର ୟୁପି ନିର୍ବାଚନ...
ସ୍ତ୍ରୀ ମାଛ ତରକାରୀ ନ ରାନ୍ଧିବାରୁ ସ୍ବାମୀ ନେଲେ ଏମିତି ପଦକ୍ଷେପ
ରାଞ୍ଚି,୧୪।୧୧: ଝାଡଖଣ୍ଡର ଗିରିଡିହ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ତରକାରୀ ତିଆରି ନ କରିବାରୁ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଜୀବନରୁ ମାରି ଦେଇଛନ୍ତି। ଏହି ଘଟଣା ଗିରିଡିହ ଜିଲାର ବିର୍ନି ବ୍ଲକର ବାଲୋଗରୁ ଆସିଛି। ପିତା ଏବଂ...
Archives


