ନୁପୁରଙ୍କ ଗିରଫ ଦାବି କଲେ ଓଓ୍ବାଇସି
ନୂଆଦିଲ୍ଲୀ,୬।୬: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ବିବୃତ୍ତିକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ। ଗୋଟିଏ ପଟେ ଆରବ ଦେଶଗୁଡିକ ଭାଜପା ବିରୋଧରେ ମୋର୍ଚ୍ଚା ଖୋଲିଥିବାବେଳେ, ଏବେ ବିରୋଧୀ ମଧ୍ୟ ଭାଜପାକୁ ଟାର୍ଗେଟ କରିଛନ୍ତି।…
ରାମପୁର ଲୋକ ସଭା ଉପନିର୍ବାଚନ:ପ୍ରାର୍ଥୀ ଘୋଷଣା କଲା ଏସ୍ପି
ଲକ୍ଷ୍ନୌ,୬।୬: ରାମପୁର ଲୋକ ସଭା ଉପନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ସୋମବାର ପ୍ରାର୍ଥୀ ଘୋଷଣା କରାଯାଇଛି। ପାର୍ଟି ଅଫିସ୍ରେ ବୈଠକ ପରେ ଏସପି ନେତା ଆଜମ ଖାନ ନିଜେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଲୋକସଭା ଉପନିର୍ବାଚନରେ ଅସୀମ ରାଜାଙ୍କୁ…
ଅମରନାଥ ଯାତ୍ରା ପୂର୍ବରୁ ‘ଷ୍ଟିକି ବୋମା’ ନେଇ ସରକାରଙ୍କ ଚିନ୍ତା ବଢ଼ିଲା…
ଶ୍ରୀନଗର, ୬।୬ : ଜମ୍ମୁ-କଶ୍ମୀରର ସୁରକ୍ଷା ବାହିନୀ ଅମରନାଥ ଯାତ୍ରାର ତାରିଖ ପାଖେଇ ଆସୁଥିବାରୁ ’ଷ୍ଟିକି ବୋମା’ ବିଷୟରେ ଚିନ୍ତିତ ଅଛନ୍ତି। ଏହାକୁ ନେଇ ସରକାରଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। କେତେକ ଆତଙ୍କବାଦୀ ଗୋଷ୍ଠୀ ଏଭଳି ବୋମା ବ୍ୟବହାର କରୁଥିବା…
ଦେଶରେ କମୁଛି ମୁସଲମାନଙ୍କ ସଂଖ୍ୟା, ପ୍ରଜନନ ହାର ୨.୩ ପ୍ରତିଶତ…
ନୂଆଦିଲ୍ଲୀ, ୬।୬ : ଦେଶରେ ମୁସଲମାନଙ୍କର ସଂଖ୍ୟା ଗତ ୨୦ ବର୍ଷ ମଧ୍ୟରେ କମିବାରେ ଲାଗିଛି। ସେମାନଙ୍କର ପ୍ରଜନନ ହାରରେ ବନ ଧରଣର ହ୍ରାସ ଦୃଷ୍ଟି ଗୋଚର ହୋଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନଏଫଏଚଏସ)ର ସର୍ବଶେଷ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ…
କାନପୁର ହିଂସାର ତଦନ୍ତ କରିବ ଏସ୍ଆଇଟି: ଲାଗିବ ଅଭିଯୁକ୍ତଙ୍କ ପୋଷ୍ଟର
କାନପୁର,୬ା୬: କାନପୁର ହିଂସା ଘଟଣାର ମାଷ୍ଟରମାଇଣ୍ଡ ମୌଲାନା ମହମ୍ମଦ ଅଲ୍ଲୀ (ଏମ୍ଏମ୍ଏ) ଜୌହର ଫ୍ୟାନ୍ସ ଆସୋସିଏଶନର ମୁଖ୍ୟ ହୟାତ୍ ଜାଫର ହାସ୍ମୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ୧୪ ଦିନିଆ ରିମାଣ୍ଡରେ ନେଇଛି। ସୋମବାର ସୁଦ୍ଧା ହିଂସାକାଣ୍ଡରେ ସମ୍ପୃକ୍ତ ୨୯ଜଣଙ୍କୁ ପୋଲିସ…
ପଞ୍ଜାବରେ ଗ୍ୟାଙ୍ଗଓ୍ବାର ଆଶଙ୍କା, ଜେଲ ପାଲଟିଛି ସୁରକ୍ଷିତ ସ୍ଥାନ, ଜେଲରେ ରହି ଅପରାଧ ପରିଚାଳନା…
ଚଣ୍ଡିଗଡ଼, ୬।୬ : ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ କିଏ ହତ୍ୟା କଲା, ଏହାର ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ଏହି ହତ୍ୟା ପଛରେ ପଞ୍ଜାବରେ କେତେକ ଗ୍ୟାଙ୍ଗ ଉପରେ ସନ୍ଦେହ ପ୍ରକାଶ ପାଇଛି। ଏହି ଗ୍ୟାଙ୍ଗଗୁଡିକର ସବୁଠାରୁ…
‘ଦେଶ ଗୃହଯୁଦ୍ଧ ଆଡକୁ ବଢୁଛି’
ପାଟନା,୬।୬: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶ ଏବେ ଗୃହଯୁଦ୍ଧ ଅଭିମୁଖେ ଯାଉଥିବା ସେ ଅଭିଯୋଗ କରିଛନ୍ତି। ସମ୍ପୂର୍ଣ୍ଣ କ୍ରାନ୍ତି ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଲାଲୁ ଯାଦବ…
ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ନୂଆ କଏନ୍ ଲୋକାର୍ପିତ…
ନୂଆଦିଲ୍ଲୀ, ୬।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ନୂଆ କଏନ୍ ସିରିଜ ଲୋକାର୍ପିତ କରିଛନ୍ତି। ଏହି ସ୍ବତନ୍ତ୍ର ସିରିଜରେ ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା, ୧୦ ଟଙ୍କା ଏବଂ…
ସିଡିଏସ୍ ପରୀକ୍ଷାରେ ଉତ୍ତରାଖଣ୍ଡର ହିମାଂଶୁ ଟପ୍ପର
ନୈନିତାଲ,୬।୬: ମିଳିତ ପ୍ରତିରକ୍ଷା ସେବା (ସିଡିଏସ୍) ପରୀକ୍ଷାରେ ଉତ୍ତରାଖଣ୍ଡର ହଲଦ୍ୱାନି ଅଞ୍ଚଳର ହିମାଂଶୁ ପାଣ୍ଡେ(୨୨) ସର୍ବଭାରତୀୟସ୍ତରରେ ଟପ୍ପର ହୋଇଛନ୍ତି। କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସ୍ସି) ପରିଚାଳିତ ଏହି ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଡେରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ(ଆଇଏମ୍ଏ) ପାଇଁ ପାଣ୍ଡେଙ୍କୁ…
ଜନ ସମର୍ଥ ପୋର୍ଟାଲ ଲୋକାର୍ପିତ…
ନୂଆଦିଲ୍ଲୀ, ୬।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ ପୋର୍ଟାଲ ପାଇଁ କ୍ରେଡିଟ ଲିଙ୍କଡ ସରକାରୀ ଯୋଜନା ଜନ ସମର୍ଥ ପୋର୍ଟାଲ ଲୋକାର୍ପିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଗତ ବର୍ଷଗୁଡିକରେ ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଠିକ…
ସଲମାନ ଖାନ୍ଙ୍କ ସୁରକ୍ଷା ବଢିଲା
ମୁମ୍ବାଇ,୬।୬: ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦିଆଯିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ସଲମାନଙ୍କୁ ରବିବାର ଏକ ଚିଠି ମାଧ୍ୟମରେ ହତ୍ୟା ଧମକ ଦିଆଯାଇଥିଲା। ସୋମବାର କେତେଜଣ ପୋଲିସ ଅଧିକାରୀ ସଲମାନଙ୍କ ଘରେ ପହଞ୍ଚି ମାମଲାର…
୩୦ ବର୍ଷ ମଧ୍ୟରେ ୪୭ କୋଟି କମି ଯିବ ଭାରତର ଜନସଂଖ୍ୟା, ୨୦୫୦ ବେଳକୁ ଦେଶରେ ବୟସ୍କଙ୍କ ସଂଖ୍ୟାରେ ହେବ ବୃଦ୍ଧି…
ନୂଆଦିଲ୍ଲୀ, ୬।୬ : ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଦେଶ ଯେଉଁଠାରେ ସର୍ବାଧିକ ଜନସଂଖ୍ୟା ବାସ କରନ୍ତି । ଭାରତରେ ବିଶ୍ୱର ମାତ୍ର ୨.୩୦ ପ୍ରତିଶତ ଜମି ଅଛି। କିନ୍ତୁ ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ ଲୋକ ଏଠାରେ ବାସ କରନ୍ତି…
Archives


