ଜାତୀୟ

କେନ୍ଦ୍ରମନ୍ତ୍ରୀଙ୍କ ଦମ୍ଭୋକ୍ତି: ମହାରାଷ୍ଟ୍ରରେ ଭାଜପା ଆଉ ମାତ୍ର ୨-୩ ଦିନ ବିପକ୍ଷ ଦଳରେ ରହିବ

ମୁମ୍ବାଇ,୨୬।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଥମିବାର ନାଁ ଧରୁନି। ଶିବସେନାର ବିଧାୟକମାନଙ୍କ ବିଦ୍ରୋହ ମଧ୍ୟରେ ନେତାଙ୍କ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଆମେ(ଭାଜପା) ବିରୋଧୀ ଦଳରେ ଆଉ…

ଆତଙ୍କବାଦୀଙ୍କ ପାଖରେ ଚାଇନା ପିସ୍ତଲ…

ଶ୍ରୀନଗର, ୨୭।୬ : ଜମ୍ମୁ-କଶ୍ମୀର ପୋଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଅପରେଶନରେ ଜଣେ ଆତଙ୍କବାଦୀ ଗିରଫ ହୋଇଛନ୍ତିି। ଗିରଫ ଆତଙ୍କବାଦୀ କୋଟି ଡୋଡା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ଡୋଡ଼ାଠାରେ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ଚାଇନା ପିସ୍ତଲ, ଦୁଇଟି ମାଗାଜିନ,…

୬ ମାସ ମଧ୍ୟରେ ସୁପ୍ରିମ୍‌କୋର୍ଟରେ ନିଯୁକ୍ତି ହେବେ ୨ ସିଜେଆଇ…

ନୂଆଦିଲ୍ଲୀ, ୨୭।୬ : ଆଗାମୀ ୬ ମାସ ମଧ୍ୟରେ ସୁପ୍ରିମ୍‌କୋର୍ଟରେ ୨ ପ୍ରଧାନବିଚାରପତି(ସିଜେଆଇ) ନିଯୁକ୍ତ ହେବେ। ପ୍ରଧାନ ବିଚାରପତି ଏନଭି ରମନାଙ୍କ ସମେତ ୫ ଜଣ ବିଚାରପତି ଅବସର ନେବେ। ଅବସର ଗ୍ରହଣ କରୁଥିବା ବିଚାରପତିମାନଙ୍କ ମଧ୍ୟରେ ୨ ଜଣ ସିଜେଆଇ…

୯୪ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୭।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ରାଷ୍ଟ୍ରପତି ନିର୍ବାଚନ: ଯଶୱନ୍ତ ସିହ୍ନା କରିବେ ନାମାଙ୍କନ ଦାଖଲ…

ନୂଆଦିଲ୍ଲୀ, ୨୭।୬ : ରାଷ୍ଟ୍ରପତି ର୍ନିବାଚନ ପାଇଁ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ତାଙ୍କ ନାମାଙ୍କନପତ୍ର ଦାଖଲ ସୋମବାର ପୂର୍ବାହ୍ନ ୧୧ଟା ୩୦ରେ ଦାଖଲ କରିବେ। ଏହି ଅବସରରେ ବିରୋଧୀ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ଜୁନ୨୪ ରେ…

ରିସୋର୍ଟ ରାଜନୀତି, ଜୁନ ୩୦ ପର୍ଯ୍ୟନ୍ତ ହୋଟେଲରେ ପ୍ରବେଶ ନିଷେଧ…

ଗୁଆହାଟୀ, ୨୭।୬ : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଗୁଆହାଟୀରେ ରାଡିସନ ବ୍ଲୁ ହୋଟେଲ ବୁକିଂ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧିୀ କରାଯାଇଛି। ଯେଉଁଠାରେ ଏକନାଥ ସିନ୍ଧେ ଏବଂ ତାଙ୍କ ଦଳର ବିଧାୟକମାନେ ଏଠାରେ ରହି ରିସୋର୍ଟ ରାଜନୀତକୁ ନୂତନ ରୂପ…

ଆଇପିଏସ୍‌ ଅଫିସର ବସନ୍ତ ରଥଙ୍କ ଇସ୍ତଫା

ଶ୍ରୀନଗର ,୨୭।୬: ନିର୍ବାଚନୀ ରାଜନୀତିରେ ଯୋଗଦେବା ଲାଗି ଓଡ଼ିଶା ଜନ୍ମିତ ୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ବସନ୍ତ କୁମାର ରଥ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ ଦେଇଛନ୍ତି। ଆଇଜି ପାହ୍ୟାର ଅଧିକାରୀ ବସନ୍ତଙ୍କ…

୧ ଯାଏ ପୋଲିସ ହାଜତରେ ରହିବେ ତୀସ୍ତା

ମୁମ୍ବାଇ, ୨୭ା୬: ଗିରଫ ସାମାଜିକ କର୍ମୀ ତୀସ୍ତା ସିତଲଓ୍ବାଡ୍‌ଙ୍କୁ ଜୁଲାଇ ୧ ପର୍ଯ୍ୟନ୍ତ ପୋଲିସ ହାଜତକୁ ପଠାଇ ଦିଆଯାଇଛି। ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁପ୍ରିମକୋର୍ଟ କ୍ଲିନଚିଟ୍‌ ଦେବାର ଦିନକ ପରେ ତୀସ୍ତାଙ୍କୁ ଶନିବାର ମମ୍ବାଇରେ…

ପିସିସି ସଭାପତିଙ୍କ ସମେତ ୧୯ ଆହତ

ଅଗରତାଲା,୨୭।୬: ତ୍ରିପୁରା ବିଧାନସଭା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରବିବାର କଂଗ୍ରେସ ଭବନ ସମ୍ମୁଖରେ ଭାଜପା ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ତ୍ରିପୁରା ପିସିସି ସଭାପତି ବୀରଜିତ ସିହ୍ନାଙ୍କ ସମେତ ୧୯ ଜଣ ଆହତ ହୋଇଛନ୍ତି।…

ରାଜନୈତିକ ଦଳର ପଞ୍ଜୀକରଣ ରଦ୍ଦ ଲାଗି କ୍ଷମତା ଚାହୁଁଛି ଇସି

ନୂଆଦିଲ୍ଲୀ,୨୭।୬(ପି.ଟି.): ଦୁର୍ନୀତିରେ ଲିପ୍ତ ଥିବା ଅଣସ୍ବୀକୃତିପ୍ରାପ୍ତ ଦଳଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ହଟାଇବା ପ୍ରକ୍ରିୟା ଚାଲିଥିବାବେଳେ ରାଜନୈତିକ ଦଳଗୁଡ଼ିକର ପଞ୍ଜୀକରଣ ରଦ୍ଦ କରିବା ଲାଗି ନିର୍ବାଚନ କମିଶନ (ଇସି) କ୍ଷମତା ଚାହୁଁଛନ୍ତି। କୌଣସି ଜନ ସଂଗଠନକୁ ରାଜନୈତିକ ଦଳ ଭାବେ ପଞ୍ଜୀକରଣ…

ଦଖଲ ଆସନ ହାତଛଡ଼ା

ନୂଆଦିଲ୍ଲୀ,୨୭।୬: ୩ ଲୋକ ସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ଏହି ଆସନଗୁଡ଼ିକୁ ପୂର୍ବରୁ ଦଖଲ କରିଥିବା ଦଳଗୁଡ଼ିକ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ସେହିପରି ୭ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ୪ଟି ଆସନକୁ ଦଳଗୁଡ଼ିକ…

ସୁପ୍ରିମକୋର୍ଟ ଗଲେ ସିନ୍ଧେ

ମୁମ୍ବାଇ/ନୂଆଦିଲ୍ଲୀ,୨୭ା୬: ଶିବସେନାର ଅସଲ ନେତା କିଏ ତାକୁ ନେଇ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଓ ବିଦ୍ରୋହୀ ସେନାପତି ଏକନାଥ ସିନ୍ଧେଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି। ସିନ୍ଧେ ଶିବିରରେ ଜଣେ ପରେ ଜଣେ ମନ୍ତ୍ରୀ-ବିଧାୟକ ଯୋଗଦେବା ପରେ ବିଦ୍ରୋହୀଙ୍କ ଶକ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri