ପ୍ରଧାନମନ୍ତ୍ରୀ କହିଲେ ଏହା ୧୦୦ ବର୍ଷର ବିଶ୍ୱାସର ବଜେଟ
ନୂଆଦିଲ୍ଲୀ,୧ ।୨: ମଙ୍ଗଳବାର ଉପସ୍ଥାପିତ ହୋଇଛି ବଜେଟ ୨୦୨୨ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ବଜେଟ ୧୦୦ ବର୍ଷର ଭୟଙ୍କର ବିପତ୍ତି(କରୋନା ଭାଇରସ ବିଶ୍ୱ ମହାମାରୀ) ମଧ୍ୟରେ ଏହା ବିକାଶର ନୂଆ ବିଶ୍ୱାସ ନେଇ ଆସିଛି...
ଝାଡ଼ଖଣ୍ଡ କୋଇଲା ଖଣିରେ ଦୁର୍ଘଟଣା: ୧୩ ମୃତ
ରାଞ୍ଚି,୧ ।୨: ଝାଡଖଣ୍ଡର ଧାନବାଦ ଜିଲାରେ କୋଇଲା ଖଣିରେ ମଙ୍ଗଳବାର ଏକ ବଡ ଧରଣର ଅଘଟଣ ଘଟିଛି । ଏଠାରେ କୋଇଲା ଖଣିରେ କାମ କରୁଥିବା ସମୟରେ ଚାଲକର ଖସିି ଯିବାରୁ କେତେଜଣ ଶ୍ରମିକ ଏହାତଳେ ଚାପି ହୋଇଯାଇଛନ୍ତି ।...
ଚାଇନିଜ ହାଜତରେ ଇଲେକ୍ଟ୍ରିକ୍ ଶକ ଦିଆଯାଉଥିଲା
ନୂଆଦିଲ୍ଲୀ,୧।୨: ଅରୁଣାଞ୍ଚଳ ପ୍ରଦେଶର ନିଖୋଜ ନାବାଳକ ସୋମବାର ସନ୍ଧ୍ୟାରେ ତାଙ୍କ ପରିବାର ପାଖକୁ ଫେରିଛନ୍ତି। ତାଙ୍କୁ ଚାଇନିଜ ଆର୍ମି ଅପହରଣ କରି ନେଇଥିଲା। ତାରୋନଙ୍କ ଘର ବାହୁଡ଼ା ପାଇଁ ସ୍ଥାନୀୟ ପ୍ରଶାସକ ଓ ପଞ୍ଚାୟତ ନେତାମାନେ ଏକ ଉତ୍ସବ ଆୟୋଜନ...
ଶସ୍ତା-ମହଙ୍ଗା…
ନୂଆଦିଲ୍ଲୀ, ୧।୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଚତୁର୍ଥ ଥର ପାଇଁ ମଙ୍ଗଳବାର ବଜେଟ ଉପସ୍ଥାପନ କରିବାକୁ ପାର୍ଲାମେଣ୍ଟକୁ ଆସିଥିଲେ। ବାଦାମୀ ରଙ୍ଗର ଶାଢ଼ି ପିନ୍ଧି ସେ ପୂର୍ବାହ୍ନ ୧୧ଟାରେ ଟାବଲେଟ୍ରୁ ଦ୍ୱିତୀୟଥର କାଗଜବିହୀନ ବଜେଟ ପାଠ କରିବା ଆରମ୍ଭ...
ବଜେଟ୍କୁ ଓଦା ତାଳଫୋଟକା କହିଲେ ଶଶି ଥରୁର୍…
ନୂଆଦିଲ୍ଲୀ, ୧।୨ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ୨୦୨୨ ବଜେଟ୍କୁ ନେଇ କଂଗ୍ରେସ କଟାକ୍ଷ କରିଛି। କଂଗ୍ରେସ ପକ୍ଷରୁ ଶଶି ଥରୁର୍ କହିଛନ୍ତି ଯେ, ବଜେଟ୍ ଏକ ଓଦା ତାଳଫୋଟକା। ଏଥିରେ ଦେଶର ସାଧାରଣ ଜନତା, ଖଟିଖିଆଙ୍କ ପାଇଁ...
ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଲେ ଚାଷୀ
ନୂଆଦିଲ୍ଲୀ,୧।୨: ଯଦି କେନ୍ଦ୍ର ସରକାର ତୁରନ୍ତ ପ୍ରତିଶ୍ରୁତି ପୂରଣ ନ କରନ୍ତି, ତେବେ ଚାଷୀଙ୍କ ପାଖରେ ଆଉ କୌଣସି ବିକଳ୍ପ ରହିବ ନାହିଁ। ଫଳରେ ସେମାନେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ ସ୍ମାରକୀରେ ଏଭଳି...
ଅମୃତ ମହୋତ୍ସବ ବଜେଟ୍ରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ, ଆୟକର ସୀମା ଅପରିବର୍ତ୍ତିତ…
ନୂଆଦିଲ୍ଲୀ, ୧।୨ : ବଜେଟରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ। ଆୟକର ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହାର ସ୍ଲାବ୍ ପୂର୍ବ ପରି ରହିଛି। ସ୍ବାଧୀନତାର ଅମୃତ ମହୋତ୍ସବ ବଜେଟ୍ ନେଇ ସାଧାରଣ ଲୋକ ନିରାଶ ହୋଇଛନ୍ତି।...
ଘର ବାହାରେ ଖେଳୁଥିବା ୪ ବର୍ଷୀୟା ଝିଅକୁ ବଳାତ୍କାର
ଚେନ୍ନାଇ,୧।୨: ତାମିଲନାଡୁର ଟୁଟିକରିନ ଜିଲାରୁ ଜଣେ ୪ ବର୍ଷୀୟା ଝିଅକୁ ବଳାତ୍କାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ସମ୍ପୃକ୍ତ ୧୪ ବର୍ଷୀୟ ନାବାଳକଙ୍କୁ ଥାନାରେ ଅଟକ ରଖାଯାଇଛି। ଅଭିଯୁକ୍ତ ଜଣଙ୍କ ନବମ ଶ୍ରେଣୀର ଛାତ୍ର। ଘର ଆଗରେ...
ହୀରା ଅଳଙ୍କାର-ଚାଷ ଉପକରଣ-ପୋଷାକ-ଚମଡ଼ା ସାମଗ୍ରୀ ଶସ୍ତା, କ୍ରିପ୍ଟୋକ୍ୟୁରେନ୍ସିରୁ ଆୟ ୩୦ ପ୍ରତିଶତ…
ନୂଆଦିଲ୍ଲୀ, ୧।୨ : ବଜେଟରେ ବିଦେଶରୁ ଆସୁଥିବା ଯନ୍ତ୍ରପାତି ଶସ୍ତା ହେବ ଏବଂ ଚାଷ ଉପକରଣ ମଧ୍ୟ ଶସ୍ତା ହେବ। ପୋଷାକ ଏବଂ ଚମଡ଼ା ସାମଗ୍ରୀ ଶସ୍ତା ହେବ। ହୀରା ଅଳଙ୍କାର ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି ଏବଂ...
ଏକ ରାଷ୍ଟ୍ର-ଏକ ପଞ୍ଜିକରଣ, ୮ ରୋପ୍ ଓ୍ବେ,ଆରବିଆଇରେ ଡିଜିଟାଲ କରେନ୍ସି ବ୍ଲକ୍ ଚେନ୍, ମହିଳାଙ୍କ ପାଇଁ ପୋଷଣ-୨.୦…
ନୂଆଦିଲ୍ଲୀ, ୧।୨ : ଦେଶରେ ଏକ ରାଷ୍ଟ୍ର, ଏକ ପଞ୍ଜିକରଣ ନୀତି ପ୍ରଣୟନ କରାଯିବ। ରାଜ୍ୟମାନଙ୍କୁ ୧ ଲକ୍ଷ କୋଟି ଟଙ୍କା ଦିଆଯିବ। ମହିଳାମାନଙ୍କ ପାଇଁ ପୋଷଣ ୨.୦ ଯୋଜନା ଆରମ୍ଭ ହେବ। ୬୦ କିଲୋମିଟର ଲମ୍ବା ଆଠଟି ରୋପୱେ...
ସୌର ବିଦ୍ୟୁତ୍କୁ ପ୍ରୋତ୍ସାହନ, ପ୍ରତିରକ୍ଷା ଅନୁସନ୍ଧାନକୁ ୨୫ ପ୍ରତିଶତ, ୩ କୋଟି ପରିବାରଙ୍କୁ ପାନୀୟ ଜଳ, ୨ ଲକ୍ଷ ଅଙ୍ଗନୱାଡି ଅପଗ୍ରେଡ…
ନୂଆଦିଲ୍ଲୀ, ୧।୨ : ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସୌର ବିଦ୍ୟୁତ୍ ଉତ୍ପାଦନ ପାଇଁ ୧୯,୫୦୦ କୋଟି ଟଙ୍କା ଆବଣ୍ଟନ ବୃଦ୍ଧି କରାଯାଇଛି ଏବଂ ଦେଶରେ ବୈଦ୍ୟୁତିକ ଯାନ ପାଇଁ ନୂତନ ଚାର୍ଜିଂ ଷ୍ଟେସନ...
‘ନ୍ୟାୟ ନୁହେଁ, ମୁଁ ଚାହେଁ ମୋ ଝିଅ ଘରକୁ ଚାଲି ଆସୁ’
ନୂଆଦିଲ୍ଲୀ,୧।୨: ଜଣେ ୨୦ ବର୍ଷୀୟା ମହିଳାଙ୍କୁ ଅପହରଣ, ବଳାତ୍କାର ପରେ ମାଡ଼ ମରାଯିବା ସହ ପରେଡ୍ କରାଇଥିଲେ ପଡ଼ୋଶୀମାନେ। ୩ ବର୍ଷୀୟ ଛୁଆର ମା’ ଏବଂ ତାଙ୍କ ପରିବାର ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଛୁଆର ଦାୟିତ୍ୱ ନେବା...
Archives


