ଦୈନିକ ସଂକ୍ରମଣ ୪୦ ହଜାର ତଳେ…
ନୂଆଦିଲ୍ଲୀ, ୧୪।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି।...
ମୃତକ ଲଢୁଛନ୍ତି ନିର୍ବାଚନ
ଆଜମଗଡ଼,୧୪ ।୨: ବର୍ଷ ବର୍ଷ ଧରି ରାଜସ୍ୱ ରେକର୍ଡରେ ମୃତ ଘୋଷିତ ହୋଇଥିବା ଲାଲ ବିହାରୀ ଏବେ ଆଜମଗଡ଼ ଜିଲାର ମୁବାରକପୁର ଆସନରୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢୁଛନ୍ତି । ସେ ଏହା ପ୍ରମାଣିତ କରିବାକୁ ଚାହୁଁଛନ୍ତି କି...
ଭାଲେଣ୍ଟାଇନ ଡେ’ରେ ସ୍ୱତନ୍ତ୍ର ଡୁଡଲ କରି ପ୍ରେମର ବାର୍ତ୍ତା ଦେଲା ଗୁଗଲ
ନୂଆଦିଲ୍ଲୀ,୧୪ ।୨: ବିଶେଷ ଦିନମାନଙ୍କରେ ଡୁଡଲ କରି ସଭିଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଉଥିବା ବିଶ୍ୱର ଅଗ୍ରଣୀ ସର୍ଚ୍ଚ ଇଞ୍ଜିନ ଗୁଗଲ ଏଥର ଭାଲେଣ୍ଟାଇନ ଡେ’ ୨୦୨୨ ଅବସରରେ ବି ସ୍ୱତନ୍ତ୍ର ଡୁଡଲ ତିଆରି କରିଛି । ଡୁଡଲରେ ଏଥର ହାମଷ୍ଟର(ପକ୍ଷୀ)ର...
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୬୫ ବିଧାନସଭା ଆସନ ପାଇଁ ମତଦାନ ଜାରି…
ଲକ୍ଷ୍ନୌ/ପଣଜୀ/ଡେରାଡୁନ୍,୧୪ା୨: ସୋମବାର ୩ ରାଜ୍ୟର ୧୬୫ ଆସନରେ ମତଦାନ ଆରମ୍ଭ ହୋଇଛି। ସେଥିମଧ୍ୟରେ ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ୯ ଟି ଜିଲାର ୫୫ ଆସନରେ ଭୋଟିଂ ଜାରି ରହିଛି। ଅପରପକ୍ଷରେ ଗୋଆ ଓ ଉତ୍ତରାଖଣ୍ଡରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ...
ମତଦାନ ପୂର୍ବରୁ ମୋଦିଙ୍କ ଅପିଲ
ନୂଆଦିଲ୍ଲୀ,୧୪ ।୨: ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି । ଉତ୍ତର ପ୍ରଦେଶରେ ୧୦ ଫେବୃୟାରୀରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ସୋମବାର ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ କରାଯାଉଛି । ଏହା ବ୍ୟତୀତ...
ନାଗପୁରରୁ ମୁମ୍ବାଇ ବୁଲେଟ୍ ଟ୍ରେନ୍ ୩.୫ ଘଣ୍ଟା ଲାଗିବ
ନାଗପୁର,୧୪।୨: ନାଗପୁରରୁ ମୁମ୍ବାଇ ମଧ୍ୟରେ ବୁଲେଟ ଟ୍ରେନ୍ ଚଳାଚଳ ପାଇଁ ଭାରତୀୟ ରେଲଓ୍ବେ ପ୍ରସ୍ତାବ ରଖିଛି। ସମୃଦ୍ଧି ଏକ୍ସପ୍ରେସ୍ ପ୍ରସ୍ତୁତ ହୋଇଗଲେ ଏହି ଦୁଇ ସହର ମଧ୍ୟରେ ୭୬୬ କିଲୋମିଟର ଦୂରତା ଅତିକ୍ରମ କରିବାକୁ ମାତ୍ର ୩.୫ ଘଣ୍ଟା ସମୟ...
୪୪% କୋଭିଡ୍ ମୃତ୍ୟୁରେ ପ୍ରଭାବିତ ହୋଇଥିଲା ଫୁସ୍ଫୁସ୍
ମୁମ୍ବାଇ,୧୪।୨: କରୋନା ମହାମାରୀର ତୃତୀୟ ଲହର ବେଳେ ଜାନୁୟାରୀରେ ପ୍ରାଣ ହରାଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୪୪ ପ୍ରତିଶତଙ୍କ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥିଲା। ସେମାନଙ୍କଠାରେ ଗୁରୁତର ଶ୍ୱାସକ୍ରିୟା ସମସ୍ୟା ଓ ଅନ୍ୟାନ୍ୟ ଜଟିଳତା ଦେଖାଦେଇଥିଲା ବୋଲି ମହାରାଷ୍ଟ୍ର ସରକାରଙ୍କ କୋଭିଡ୍...
ୟୁପିର ୫୫, ଗୋଆର ୪୦ ବିଧାନସଭା ଆସନ ପାଇଁ ଭୋଟିଂ ଆରମ୍ଭ, ଉତ୍ତରାଖଣ୍ଡରେ ସକାଳ ୮ଟାରେ ହେବ ମତଦାନ
ନୂଆଦିଲ୍ଲୀ,୧୪ ।୨: ଉତ୍ତର ପ୍ରଦେଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଶାହଜହାଂପୁରରେ ରାଜ୍ୟର ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ମନ୍ଦିରରେ ଦର୍ଶନ କରି ପରେ ମତଦାନ କରିଛନ୍ତି । ସେ କହିଛନ୍ତି ଆମେ ୩୦୦ରୁ ଅଧିକ ଆସନରେ...
‘ମୋଦି ସରକାରରେ ୫.୩୫ ଲକ୍ଷ କୋଟିର ବ୍ୟାଙ୍କ ଜାଲିଆତି’
ନୂଆଦିଲ୍ଲୀ,୧୪।୨: କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରରେ ଦେଶରେ ୫.୩୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଅଭିଯୋଗ କରିଛନ୍ତି। ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଲୋକଙ୍କ ଟଙ୍କା...
ଉଦ୍ଧବ, ମମତାଙ୍କୁ ଭେଟିବେ କେସିଆର୍
ହାଇଦ୍ରାବାଦ,୧୪ା୨: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍) କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାର ବିରୋଧରେ ମେଳି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ସେ ଖୁବ୍ଶୀଘ୍ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଓ ପଶ୍ଚିମବଙ୍ଗ ପ୍ରତିପକ୍ଷ ମମତା ବାନାର୍ଜୀଙ୍କୁ ଭେଟିବାକୁ...
କେନ୍ଦ୍ରକୁ ଟାର୍ଗେଟ, ଭାଜପା ପ୍ରତି ନରମ
ନୂଆଦିଲ୍ଲୀ,୧୪ା୨: ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଅଭୂତପୂର୍ବ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା। କେନ୍ଦ୍ରର ନୀତିଗୁଡ଼ିକୁ ନେଇ ସରକାରଙ୍କୁ ଟାର୍ଗେଟ କରିବାରେ ବିଜେଡିର ଭୂମିକା ଆକ୍ରମଣାମତ୍କ ଥିଲେ ହେଁ ଭାଜପାକୁ ପ୍ରତ୍ୟକ୍ଷ...
ତେଜ ପ୍ରତାପଙ୍କୁ ହତ୍ୟା ଧମକ!
ପାଟନା,୧୪ ।୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କ ପାଟନା ସ୍ଥିତ ଘର ନିକଟରେ ରବିବାର ରାତି ପ୍ରାୟ ସାଢେ ୧୦ଟାରେ କେତେଜଣ ଲୋକ ଗଣ୍ଡଗୋଳ ସୃଷ୍ଟି କରିଥିଲେ । ଏହି ସମୟରେ...
Archives


