ଜାତୀୟ

ହାରିଗଲେ ସିଦ୍ଧୁ

ଚଣ୍ଡିଗଡ,୧୦।୩: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥର ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟିକୁ ସ୍ପଷ୍ଟ ବହୁମତ ମିଳିଛି। ଅମୃତସର ପୂର୍ବରୁ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ବି ନିର୍ବାଚନ ହାରି ଯାଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌...

ଚନ୍ନି ବି ହାରିଗଲେ

ନୂଆଦିଲ୍ଲୀ,୧୦।୩: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ୨୦୧୭ରେ ୭୭ ଆସନ ଜିତିଥିବା କଂଗ୍ରେସ ଏବେ ମାତ୍ର ୧୭ ଆସନରେ ଆଗୁଆ ରହିଛି। ଅନେକ ବଡ଼ ଚେହରାଙ୍କ ଭଳି ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନିଙ୍କୁ ଉଭୟ ଆସନରେ...

ଗୋଆରେ ୩ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ଅଛି: ଭାଜପା

ନୂଆଦିଲ୍ଲୀ,୧୦।୩: ଆମେ ସନ୍ଧ୍ୟାରେ ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କୁ ଭେଟିବୁ ବୋଲି ଗୋଆ ଭାଜପା ପକ୍ଷରୁ ଗୁରୁବାର କୁହାଯାଇଛି। ପ୍ରାରମ୍ଭିକ ଗଣତି ଅନୁଯାୟୀ, ଭାଜପା ୧୮ ଆସନ ସହ ଆଗୁଆ ଥିବା ବେଳେ ୧୦ ଆସନ ସହ କଂଗ୍ରେସ...

୪୫୦୦୦ ଭୋଟରେ ଜିତିଲେ ଭଗଓ୍ବନ୍ତ ମାନ

ଚଣ୍ଡିଗଡ,୧୦।୩: ନିର୍ବାଚନରେ ଜିତିଲେ ଆମ ଆଦମୀ ପାର୍ଟିର ଭଗଓ୍ବନ୍ତ ମାନ। ପଞ୍ଜାବର ଧୁରି ବିଧାନସଭା ଆସନରୁ ବିପୁଳ ଭୋଟରେ ସେ ବିଜୟ ଲାଭ କରିଛନ୍ତି। ଭଗଓ୍ବନ୍ତଙ୍କୁ ଆମ ଆଦମୀ ପାର୍ଟି(ଆପ୍‌) ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲା। ସେହିପରି ଶିରୋମଣି ଅକାଳୀ...

ଏଏପିକୁ ଶୁଭେଚ୍ଛା ଜଣାଇଲେ ସିଦ୍ଧୁ

ନୂଆଦିଲ୍ଲୀ,୧୦।୩: ପଞ୍ଜାବରେ ବଡ଼ ବିଜୟ ପାଇଁ ଆମ ଆଦମି ପାର୍ଟି (ଏଏପି)କୁ ଗୁରୁବାର ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନରେ ଏବେ ସୁଦ୍ଧା ଏଏପି ୯୧ ଆସନରେ ଆଗୁଆ...

ବିଜୟ ଶୋଭାଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ଉଠିଲା

ନୂଆଦିଲ୍ଲୀ,୧୦।୩: ଦେଶର ୫ ରାଜ୍ୟରେ ବିଧାନସଭା ଲାଗି ଭୋଟଗଣତି ଜାରି ରହିଥିବା ବେଳେ ଭାରତୀୟ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ନେଇ ନିର୍ବାଚନୀ ବିଜୟ ରାଲି ଉପରେ ଲଗାଯାଇଥିବା ନିଷେଧାଦେଶକୁ ଗୁରୁବାର କମିଶନ ହଟାଇ ଦେଇଛନ୍ତି। ଅର୍ଥାତ...

କେଜ୍ରିଓ୍ବାଲ ମଡେଲ୍‌ ଅଫ୍‌ ଗଭର୍ନାସ୍‌ ପଞ୍ଜାବରେ ଅନୁମୋଦିତ, କହିଲେ ସିସୋଦିଆ..

ନୂଆଦିଲ୍ଲୀ,୧୦।୩ : ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟିର ସଫଳତା ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ବାଲ ମଡେଲ୍‌ ଅଫ୍‌ ଗଭର୍ନାସ୍‌ ପଞ୍ଜାବରେ ଅନୁମୋଦିତ ହୋଇଛି। ରାଜ୍ୟବାସୀ ଆମ୍‌ ଆଦ୍‌ମୀ ପାର୍ଟିର...

ଭାରତ-ଆମେରିକା ରୁଟ୍‌ରେ ହ୍ରାସ ପାଇଛି ୫୦୦ ବିମାନ ସିଟ୍‌

ନୂଆଦିଲ୍ଲୀ,୧୦ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱରେ ପ୍ରଭାବ ପକାଇଛି। ଯୁଦ୍ଧର ଭୟାବହତା ଶୀଘ୍ର ହେଉ କିମ୍ବା ବିଳମ୍ବରେ ସମସ୍ତ ଦେଶକୁ ପ୍ରଭାବିତ କରିବ। ବର୍ତ୍ତମାନ ଏହାର ପ୍ରତ୍ୟକ୍ଷ ପ୍ରଭାବ ଭାରତ-ଆମେରିକା ବିମାନ ମାର୍ଗରେ ଦେଖାଯାଇଛି। ପ୍ରତିଦିନ ଏହି...

କଂଗ୍ରେସର ପରାଜୟ ସ୍ବୀକାର କଲେ ସିଦ୍ଧୁ…

ଚଣ୍ଡିଗଡ଼,୧୦।୩ : ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟିର ସଫଳତା ପରେ କଂଗ୍ରେସ ପକ୍ଷରୁ ନଭଜୋତ ସିଂ ସିଦ୍ଧୁ ଦଳର ପରାଜୟ ସ୍ବୀକାର କରିଛନ୍ତି। ରାଜ୍ୟର ଜନତା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ କଂଗ୍ରେସ ଗ୍ରହଣ କରୁଛି ବୋଲି ସେ କହିଛନ୍ତି।...

ଖୁସିରେ ଗଦ୍‌ଗଦ୍‌ କେଜ୍‌ରିଓ୍ବାଲ

ଚଣ୍ଡିଗଡ,୧୦।୩: ପଞ୍ଜାବ ବିଧାନସଭା ନିର୍ବାଚନ ଟ୍ରେଣ୍ଡରେ ଆମ ଆଦମୀ ପାର୍ଟି (ଏଏପି) ଆଗରେ ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ ରାଜ୍ୟରେ ଏଏପି ବହୁମତ ସହ ସରକାର ଗଢିବାକୁ ଯାଉଛି। ଏହି ସଫଳତା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ...

ହାସ୍ୟ ଅଭିନେତାରୁ ମୁଖ୍ୟମନ୍ତ୍ରୀ: ମାତ୍ର ୧୦ ବର୍ଷ ମଧ୍ୟରେ ବଦଳିଗଲା ସବୁକିଛି

ଚଣ୍ଡିଗଡ,୧୦।୩: ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରିବାକୁ ଯାଉଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ, ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଟ୍ରେଣ୍ଡରେ, ଆମ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଫଳରେ ଘୋଷଣା...

ଟିଭି ଚ୍ୟାନେଲ ଉପରେ ଭରସା କର ନାହିଁ

ନୂଆଦିଲ୍ଲୀ,୧୦।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଗଣତି ଚାଲିଥିବା ବେଳେ ଭାଜପାକୁ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ମିଳିଥିବା କୁହାଯାଇଛି। କିନ୍ତୁ ଟିଭି ଚ୍ୟାନେଲରେ ପ୍ରକାଶିତ ରିପୋର୍ଟ ଉପରେ ଭରସା ନ କରିବାକୁ ସମାଜବାଦୀ ପାର୍ଟି (ସପା) ତା’ର ଦଳୀୟ କର୍ମୀଙ୍କୁ ପରାମର୍ଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri