କିଏ ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ରେସ୍ରେ ୪ ଜଣ
ଡେରାଡୁନ,୧୦ ।୩: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବହୁମତ ମିଳିଛି । ହେଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖଟିମା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପଡିଙ୍କଠାରୁ ମାତ୍ର ୬,୫୭୯ ଭୋଟରେ ହାରି ଯାଇଛନ୍ତି...
ଟ୍ରେନ୍ରେ ପୁଣି ମିଳିବ କମ୍ବଳ
ନୂଆଦିଲ୍ଲୀ,୧୦।୩: କରୋନା ମହାମାରୀ ଯୋଗୁ ଗତ ୨ବର୍ଷ ଧରି ସରକାର ଅନେକ ପ୍ରତିବନ୍ଧକ ଲଗାଇଥିଲେ। ଏହାକୁ ଏବେ ଧିରେ ଧିରେ ପ୍ରତ୍ୟାହାର କରାଯାଉଛି। ଇତିମଧ୍ୟରେ ନିକଟରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅନୁମୋଦନ ମିଳିିବା ପରେ ସରକାର ରେଲୱେରେ ଯାତ୍ରା କରୁଥିବା...
ପରାଜୟ ସ୍ବୀକାର କଲେ ରାୱତ
ନୂଆଦିଲ୍ଲୀ,୧୦।୩: ୨୦୧୭ ପରେ ୨୦୨୨ରେ ମଧ୍ୟ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ସିଂ ରାୱତଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଲାଲଙ୍କୁଆ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ମୋହନ ସିଂଙ୍କ ୧୪ ହଜାରରୁ ଅଧିକ...
ଉପମୁଖ୍ୟମନ୍ତ୍ରୀ ପଛରେ: ବନ୍ଦ ରହିଛି ଗଣନା
ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ବହୁମତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜୟୀ ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପଛରେ ପଡ଼ିଯାଇଛନ୍ତି। ସିରାଥୁରେ କେଶବ ପ୍ରସାଦ ୬ହଜାର ଭୋଟ ପଛରେ...
ବିକାଶ, ସୁଶାସନକୁ ମିଳିଲା ଜନାଦେଶ
ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ପଞ୍ଜାବ ସମେତ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ବିପୁଳ ଭୋଟରେ ଭାଜପା ବାଜି ମାରିଥିବା ବେଳେ ଦ୍ୱିତୀୟ ଥର ପୁଣି ଯୋଗୀ ଆଦିତ୍ୟନାଥ ବହୁମତରେ ସରକାର ଗଢ଼ିବାକୁ ଯାଉଛନ୍ତି।...
କରହଲରୁ ଜିତିଲେ ଅଖିଲେଶ
ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶରେ ଭାଜପା ବୃହତ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ବିରୋଧୀ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କରହଲ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ଭାଜପା ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ଏସ୍ ପି ସିଂ ବାଗେଲଙ୍କୁ...
ଭଗତ ସିଂହଙ୍କ ପୈତୃକ ଗାଁରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ନେବେ ଶପଥ
ଚଣ୍ଡିଗଡ,୧୦।୩: ପଞ୍ଜାବରେ ବିଧାନସଭା ନିର୍ବାଚନରେ ପରାଜୟ ସ୍ବୀକାର କରିନେଇଛି କଂଗ୍ରେସ। ତେବେ କଂଗ୍ରେସର ଗଡ ଭାଙ୍ଗିଯାଇଥିବା ବେଳେ ଆଦମୀ ପାର୍ଟି ପଞ୍ଜାବରେ ନୂଆ ସରକାର ଗଠନ କରିବାକୁ ଯାଉଛି। ଭଗଓ୍ବନ୍ତ ମାନ ହେବାକୁ ଯାଉଛନ୍ତି ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।...
ଉତ୍ତରାଖଣ୍ଡରେ କେଉଁ ହେଭିଓ୍ବେଟ୍ ନେତା ହାରିଲେ ଆଉ କିଏ ଜିତିଲେ ଜାଣନ୍ତୁ
ଡେରାଡୁନ,୧୦ା୩: ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ଆଜି ଅର୍ଥାତ୍ ମାର୍ଚ୍ଚ ୧୦ରେ ଗଣନା ଚାଲିଛି। ଏ ପର୍ଯ୍ୟନ୍ତ ଆସିଥିବା ଫଳାଫଳ ଏବଂ ଟ୍ରେଣ୍ଡରେ ପୁଣିଥରେ ଭାଜପା ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇଗଲାଣି। ନିର୍ବାଚନ ଫଳାଫଳରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ...
‘ଗାନ୍ଧୀ ନେତୃତ୍ୱ କଂଗ୍ରେସ ପାଇଁ କାମ ଦେଉନି’
ନୂଆଦିଲ୍ଲୀ,୧୦।୩: ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ନିଶ୍ଚିତ ହୋଇସାରିଛି। ପ୍ରତ୍ୟେକ ରାଜ୍ୟରେ କଂଗ୍ରେସକୁ କ୍ଷତି ସହିବାକୁ ପଡ଼ିଛି। ଏହି ଫଳାଫଳ ଦର୍ଶାଉଛି କଂଗ୍ରେସ ପାଇଁ ଗାନ୍ଧୀ ପରିବାର ନେତୃତ୍ୱ ଆଉ କାମ ଦେଉନି। ଏଭଳି କହି ଗାନ୍ଧୀ ପରିବାରକୁ...
ପଞ୍ଜାବବାସୀଙ୍କ ନିଷ୍ପତ୍ତିକୁ ବିନମ୍ରତାର ସହ ସ୍ୱୀକାର କରୁଛି, ଏଏପିକୁ ଶୁଭେଚ୍ଛା: ଚନ୍ନି
ଚଣ୍ଡିଗଡ଼,୧୦ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ପରାଜୟକୁ ସ୍ୱିକାର କରି ନେଇଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ହାରିବା ପରେ ଦଳିୟକର୍ମୀଙ୍କୁ ଧନ୍ୟବାଦ ଦେବା ସହ ପଞ୍ଜାବବାସୀଙ୍କ ନିଷ୍ପତ୍ତିକୁ ଗ୍ରହଣ କରି ନେଇଛନ୍ତି । ସେ ଦୁଇଟି...
ଲକ୍ଷେରୁ ଊର୍ଦ୍ଧ୍ୱ ଭୋଟ୍ରେ ଜିତିଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶର ୧୮ ତମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ଟ୍ରେଣ୍ଡ ଅନୁଯାୟୀ, ୟୁପିରେ ୨୭୩ ଟି ଆସନରେ ଭାଜପା ଆଗୁଆ ରହିଛି। ସେଠାରେ ସମାଜବାଦୀ ପାର୍ଟି କେବଳ ୧୨୩ଟି ଆସନରେ ସୀମିତ ରହିବା ଜଣାପଡୁଛି। ତେବେ...
ହାରିଗଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ
ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି। ଭାଜପା ମ୍ୟାଜିକ ନମ୍ବରଠାରୁ ଯଥେଷ୍ଟ ଅଧିକ ଆସନରେ ଆଗୁଆ ରହିଛି। ଏଭଳି ସ୍ଥିତିରେ ଭାଜପା ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ବଡ ଝଟକା ଲାଗିଛି...
Archives


