ଜାତୀୟ

ଦୈନିକ ସଂକ୍ରମଣ କମିଲା, ସକ୍ରିୟ ମାମଲା ବଢ଼ିଲା…

ନୂଆଦିଲ୍ଲୀ, ୨୧।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌…

ଆଇଏସ-ଆଇପିଏସ ଲଢ଼େଇ, ବିନା ପୋଷ୍ଟିଂରେ ବଦଳି କଲେ ବୋମ୍ମାଇ ସରକାର, ଦେଲେ ଚେତାବନୀ…

ବେଙ୍ଗାଲୁରୁ,୨୧।୨ : କର୍ନାଟକରେ ଜଣେ ମହିଳା ଆଇପିଏସ ଏବଂ ଆଇଏଏସ ଅଧିକାରୀଙ୍କ ମଧ୍ୟରେ ସାଧାରଣ ଝଗଡା ପରେ ଲଜ୍ଜାର ସମ୍ମୁଖୀନ ହୋଇ ମୁଖ୍ୟମନ୍ତ୍ରୀ ଭାସବରାଜ ବୋମ୍ମାଇ ସରକାର ଉଭୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଙ୍ଗଳବାର ବୋମ୍ମାଇ ସରକାର ଉଭୟ…

ଅଯୋଧ୍ୟାରେ ତିଆରି ହେବ ୧୦୧ଫୁଟ୍‌ ଉଚ୍ଚ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ମନ୍ଦିର

ଲକ୍ଷ୍ନୌ,୨୧।୨: ରାମଙ୍କ ସହର ଅଯୋଧ୍ୟାରେ ଅନେକ ମଠ ଏବଂ ମନ୍ଦିର ରହିଛି। କିନ୍ତୁ ବର୍ତ୍ତମାନ ଏହି ସହର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ଦିର ସହିତ ପରିଚିତ ହେବ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କର୍ମକ୍ଷେତ୍ର ଅଯୋଧ୍ୟାରେ ଶ୍ରୀ ଯୋଗୀ ମନ୍ଦିର ନିର୍ମାଣ ହେବାକୁ ଯାଉଛି।…

ନୀତୀଶଙ୍କଠାରୁ ଅଲଗା ହେବା ପରେ ଜେଡିୟୁରେ ଫାଟର ସଙ୍କେତ ଦେଲେ କୁଶୱାହା

ପାଟନା,୨୧ ।୨: ଜେଡିୟୁରୁ ଅଲଗା ହେବା ପରେ ଉପେନ୍ଦ୍ର କୁଶୱାହା ଦଳରେ ଫାଟ ସୃଷ୍ଟି ହୋଇଥିବାର ଏକ ବଡ ସଙ୍କେତ ଦେଇଛନ୍ତି । ଏକ ପ୍ରେସ୍ କନଫରେନ୍ସରେ ସେ ଏହା କହିଛନ୍ତି । ଜେଡିୟୁର ଅନେକ ବିଧାୟକ ଓ ବିଧାନ ପରିଷଦ…

ଠାକରେ ଯୁଗ ଶେଷ କରିବାକୁ ଫନ୍ଦି : ଶିବସେନାକୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରିବାକୁ ଶିନ୍ଦେଙ୍କ ଉପରେ ଚାପ!…

ମୁମ୍ବାଇ,୨୧।୨ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପରେ ବର୍ତ୍ତମାନ କେନ୍ଦ୍ରର ଚାପ ବଢ଼ିବାରେ ଲାଗିଛି। କେନ୍ଦ୍ର କ୍ୟାବିନେଟରେ ଶିବସେନାକୁ ସାମିଲ କରିବା ଲାଗି ଏହି ଚାପ ପଡ଼ିବାରେ ଲାଗିଛି। ଆସନ୍ତା ବର୍ଷ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ…

୪ ବର୍ଷର ଶିଶୁକୁ ଝୁଣି ଖାଇଗଲେ କୁକୁର

ହାଇଦ୍ରାବାଦ,୨୧।୨: ତେଲେଙ୍ଗାନାର ନିଜାମାବାଦରେ କୁକୁର ଆକ୍ରମଣରେ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ଯାହା ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି। ପିଲାଟି ଏକୁଟିଆ ଥିବା ବେଳେ ୬ରୁ ଅଧିକ କୁକୁର ତାଙ୍କୁ ଆକ୍ରମଣ କରିଥିବା ଭିଡିଓରେ ଜଣାପଡୁଛି। ସୂଚନାନୁଯାୟୀ, ଶିଶୁଟିର ବାପା…

ଚିଟ୍‌ଫଣ୍ଡ ଶୁଣାଣି ମାର୍ଚ୍ଚ ୧୩କୁ ଘୁଞ୍ଚିଲା

ନୂଆଦିଲ୍ଲୀ,୨୧।୨:ବହୁକୋଟି ଟଙ୍କା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ନିରପେକ୍ଷ ତଦନ୍ତ ସହ ଠକାମିର ଶିକାର ହୋଇଥିବା ଓଡ଼ିଶାର ହଜାର ହଜାର ଜମାକାରୀଙ୍କୁ ସେମାନଙ୍କ ଜମା ଅର୍ଥ ଫେରାଇଦେବା ଦାବିରେ ଦାଏର ପିଟିଶନର ଶୁଣାଣିକୁ ସୁପ୍ରିମକୋର୍ଟ ସୋମବାର ଘୁଞ୍ଚାଇ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି…

ଉଦ୍ଧବ ଗୋଷ୍ଠୀଙ୍କୁ ଆଉ ଏକ ବଡ଼ ଝଟ୍‌କା: ଶିନ୍ଦେ ଗୋଷ୍ଠୀଙ୍କୁ ଦିଆଗଲା ସଂସଦରେ ଶିବସେନା କାର୍ଯ୍ୟାଳୟ

ମୁମ୍ବାଇ,୨୧।୨: ଉଦ୍ଧବ ବାଲାସାହେବ ଠାକ୍‌ରେ(ୟୁବିଟି)ଙ୍କ ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଛି। ପାର୍ଟିର ନାମ ଓ ଚିହ୍ନକୁ ଛଡ଼ାଇ ନିଆଯିବା ପରେ ଏବେ ତାଙ୍କଠାରୁ ସଂସଦ କାର୍ଯ୍ୟାଳୟ ମଧ୍ୟ ଛଡ଼ାଇ ନିଆଯାଇଛି। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଦୃଷ୍ଟିରେ…

ଏଣିକି ଭାରତ-ସିଙ୍ଗାପୁର ମଧ୍ୟରେ ଡିଜିଟାଲ୍‌ ପେମେଣ୍ଟ ହେବ ସହଜ

ନୂଆଦିଲ୍ଲୀ,୨୧।୨: ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ହସିନ ଲୋଙ୍ଗ ମଙ୍ଗଳବାର ଏକ ବଡ଼ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଭାରତର ୟୁପିଆଇ ଅର୍ଥାତ୍‌ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ଏବଂ ସିଙ୍ଗାପୁରର ପେନାଓକୁ ସଂଯୋଗ କରି…

ଶିବସେନା ନାଁ-ନିର୍ବାଚନୀ ଚିହ୍ନ ବିବାଦ: ଉଦ୍ଧବ ଗୋଷ୍ଠୀର ଆବେଦନକୁ ଗ୍ରହଣ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୨: ମହାରାଷ୍ଟ୍ରରେ ଶିବସେନା ନାଁ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଶିବସେନାଙ୍କ ନାଁ ଓ ନିର୍ବାଚନୀ ଚିହ୍ନକୁ ଶିନ୍ଦେ ଗୋଷ୍ଠୀକୁ ଦେବାକୁ ନେଇ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉଦ୍ଧବ ଗୋଷ୍ଠୀ କରିଥିବା ଆବେଦନକୁ…

ଦେଶରେ ଆଜି ୭୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା…

ଟେରର ଫଣ୍ଡିଂକୁ ନେଇ ପୁଣି ଆକ୍ସନରେ ଏଜେନ୍ସି! ପଞ୍ଜାବ, ହରିୟାଣା, ଦିଲ୍ଲୀ ସମେତ ୭୦ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୨୧ ।୨: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ଗ୍ୟାଙ୍ଗଷ୍ଟର ଟେରର ଫଣ୍ଡିଂ ମାମଲାକୁ ନେଇ ପୁଣିଥରେ ଆକ୍ସନକୁ ଆସିଯାଇଛି । ଏଥର ଏନଆଇଏର ଟିମ ୭୦ରୁ ଅଧିକ ସ୍ଥାନରେ ଚଢାଉ କରିଛନ୍ତି । ଏଥିରେ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ, ଚଣ୍ଡିଗଡ଼, ଗୁଜରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?