ଜାତୀୟ

ବିହାର ନିର୍ବାଚନ ପରେ ଲାଲୁ ପରିବାରରେ ମହାଭାରତ, ଜାଣନ୍ତୁ ସମ୍ପୂର୍ଣ୍ଣ ଭିତିରି କାହାଣୀ

ନୂଆଦିଲ୍ଲୀ,୧୬ା୧୧: ବିହାର ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଶୋଚନୀୟ ପ୍ରଦର୍ଶନ ପରେ ଦଳର ମୁଖ୍ୟ ଲାଲୁ ଯାଦବଙ୍କ ପରିବାରରେ ବଡ଼ ଧରଣର କଳହ ଦେଖାଦେଇଛି। ଘଟଣା ଏପରି ଚରମ ସୀମାରେ ପହଞ୍ଚିଛି ଯେ ଲାଲୁଙ୍କ ଝିଅ ତଥା ତାଙ୍କୁ...

ପାଟନା ଛାଡିଲେ ଲାଲୁଙ୍କ ୩ ଝିଅ, ସିଙ୍ଗାପୁର ଚାଲିଗଲେ ରୋହିଣୀ

ପାଟନା,୧୬।୧୧: ଲାଲୁ ପ୍ରସାଦ ଯାଦବ ପରିବାର ମଧ୍ୟରେ ଉତ୍ତେଜନା ପରେ, ଲାଲୁ ପ୍ରସାଦଙ୍କ ତିନି ଝିଅ ପାଟନା ଛାଡିଛନ୍ତି। ସେମାନେ ନିଜ ପରିବାର ଏବଂ ପିଲାମାନଙ୍କ ସହିତ ଦିଲ୍ଲୀ ଚାଲି ଯାଇଛନ୍ତି। ରାଗିଣୀ, ରାଜଲକ୍ଷ୍ମୀ ଏବଂ ଚନ୍ଦା ଯାଦବ ଦିଲ୍ଲୀ...

ବିହାର ନିର୍ବାଚନ ପରେ ପୁଣି ଆକ୍ଟିଭ ହେଲେଣି ନୀତୀଶଙ୍କ ପୁଅ!

ପାଟନା,୧୬।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ବିସ୍ମୟକର ସଫଳତା ପରେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ନିଶାନ୍ତ କୁମାର ରାଜନୈତିକ ଦୃଶ୍ୟପଟରୁ ସମ୍ପୂର୍ଣ୍ଣ ଅନୁପସ୍ଥିତ ଥିଲେ।...

ଭାରତୀୟ ମସଲା, ଚା’ ରପ୍ତାନୀକାରୀଙ୍କୁ ଆମେରିକାର ଆଶ୍ୱସ୍ତି

ନୂଆଦିଲ୍ଲୀ,୧୬ା୧୧: ଭାରତୀୟ ମସଲା ବ୍ୟବସାୟୀ ଏବଂ ଚା’ ଚାଷୀମାନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଟ୍ରମ୍ପ୍‌ ପ୍ରାୟ ୨୦୦ ପ୍ରକାରର ଖାଦ୍ୟ, କୃଷିଜାତ ଏବଂ କୃଷି ସମ୍ବନ୍ଧୀୟ...

‘ଭଗବାନ ଭଳି ପିତାଙ୍କୁ କିଡ୍‌ନୀ ଦେଇ ବଡ଼ ଭୁଲ ହୋଇଗଲା’, କାହିଁକି ଏମିତି କହିଲେ ଲାଲୁଙ୍କ ଝିଅ?, ଜାଣନ୍ତୁ ଏହା ପଛର ବଡ଼ କାରଣ

ପାଟନା,୧୬।୧୧: ବିହାର ନିର୍ବାଚନ ଫଳାଫଳ ପରେ ଲାଲୁଙ୍କ ପରିବାର ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଆହୁରି ବଢ଼ିବାରେ ଲାଗିଛି। ପରିବାର ଛାଡିବା ପରେ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କ ଭାଇ ତେଜସ୍ବୀ ଯାଦବଙ୍କ ଉପରେ ଏକ କଡ଼ା ଆକ୍ରମଣ କରିଥିଲେ।...

ମୋ’ ଭଉଣୀକୁ କେହି ଅପମାନିତ କଲେ ବୁଲିବ ସୁଦର୍ଶନ ଚକ୍ର, ଜାଣନ୍ତୁ କାହିଁକି ଏମିତି କହିଲେ ଭାଇ ତେଜପ୍ରତାପ

ପାଟ୍‌ନା,୧୬ା୧୧: ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଘର ଏବଂ ଦଳ ଛାଡ଼ିବା ବିଷୟରେ ବୟାନ ପରେ ଭାଇ ତେଜପ୍ରତାପ ଯାଦବ ଏବେ ଏକ ବୟାନ ଜାରି କରିଛନ୍ତି। ଯେଉଁଥିରେ ସେ ପ୍ରଚଣ୍ଡ ରାଗିଯାଇଛନ୍ତି। ସେ କହିଛନ୍ତି ଯେ,...

ବିହାରରେ ନୂଆ ସରକାର ଗଠନକୁ ନେଇ ବଡ଼ ଅପଡେଟ ଦେଲେ ଚିରାଗ

ପାଟନା,୧୬।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳରେ NDA ଐତିହାସିକ ବହୁମତ ପାଇଛି। ଫଳସ୍ବରୂପ, ସରକାର ଗଠନ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ସମୟରେ, କେନ୍ଦ୍ରମନ୍ତ୍ରୀ ଏବଂ ଏଲଜେପି (ରାମ ବିଳାସ ପାସୱାନ) ନେତା ଚିରାଗ ପାସୱାନ ରବିବାର (ନଭେମ୍ବର...

କାହିଁକି ସମସ୍ତଙ୍କଠାରୁ ସମ୍ପର୍କ କାଟିଦେଲେ ରୋହିଣୀ? ଲାଲୁ ପରିବାରରେ ହୋଇଥିବା ମହାଭାରତର ଅସଲ କାରଣ ଜଣାପଡିଲା

ପାଟନା,୧୬।୧୧: ବିହାର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଲାଲୁ ପରିବାର ମଧ୍ୟରେ ଉତ୍ତେଜନା ସ୍ପଷ୍ଟ ହୋଇଛି। ପରିବାର ଭିତରେ ଦୋଷାରୋପର ଖେଳ ଏପରି ବୃଦ୍ଧି ପାଇଲା ଯେ ତେଜସ୍ବୀ ଯାଦବ ଏବଂ ତାଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟଙ୍କ ମଧ୍ୟରେ ଏକ...

ନୀତୀଶ ଖୁବଶୀଘ୍ର ଦେବେ ଉସ୍ତଫା, ଜାଣନ୍ତୁ କେବେ ହେବ ଶପଥ ଗ୍ରହଣ ଉତ୍ସବ

ପାଟନା,୧୬।୧୧: ବିହାର ରାଜନୀତିରେ ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ସୋମବାର ଅନେକ ବଡ଼ ବୈଠକ ହେବାର ସମ୍ଭାବନା ଅଛି, ଯାହା ପରେ ରାଜ୍ୟରେ ସରକାର ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଏହା ବିଶ୍ୱାସ କରାଯାଉଛି ଯେ ମୁଖ୍ୟମନ୍ତ୍ରୀ...

‘କାହା ଘରେ ଜନ୍ମ ନ ନିଅନ୍ତୁ ରୋହିଣୀ ଭଳି ଝିଅ-ଭଉଣୀ’,ହଇଚଇ କଲାଣି ରୋହିଣୀଙ୍କ ସୋସିଆଲ ମିଡିଆ ପୋଷ୍ଟ, କହିଲେ କାଲି ମୋତେ…

ପାଟନା,୧୬।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ଏବଂ ପୂର୍ବତନ ସାରଣ ପ୍ରାର୍ଥୀ ରୋହିଣୀ ଆଚାର୍ଯ୍ୟ ରବିବାର ଇନଷ୍ଟାଗ୍ରାମରେ ଆଉ ଏକ ପୋଷ୍ଟ କରି ହଇଚଇ ସୃଷ୍ଟି କରିଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି, ‘ଗତକାଲି ଅର୍ଥାତ୍‌ ଶନିବାର ଜଣେ...

ବିବାହ ପୂର୍ବରୁ କନ୍ୟାକୁ ହତ୍ୟାକଲେ ବର

ଅହମଦାବାଦ,୧୫ା୧୧: ଗୁଜରାଟର ଭାବନଗରରେ ଶନିବାର ଏକ ବିବାହ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାର କିଛି ସମୟ ପୂର୍ବରୁ ବର ସାଜନ ବରାଇୟା ୨୨ ବର୍ଷୀୟ କନ୍ୟା ସୋନି ରାଠୋଡଙ୍କୁ ଲୁହା ପାଇପ୍‌ରେ ପିଟି ହତ୍ୟା କରିଛନ୍ତି। ଖାଦ୍ୟ ଓ ଟଙ୍କାକୁ...

ହେଲା କନଫର୍ମ… ଏହିଦିନ ଇସ୍ତଫା ଦେବେ ନୀତୀଶ! ଜାଣନ୍ତୁ କିଏ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ

ପାଟନା,୧୫।୧୧: ବିହାରରେ ନୂଆ ସରକାର ଗଠନ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ଫଳାଫଳ ପରେ, ଭାଜପା ଏବଂ ଏନଡିଏ ମେଣ୍ଟ ଏକ ବଡ଼ ବିଜୟ ସହିତ କ୍ଷମତା ଦଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଶନିବାର ଦିଲ୍ଲୀରେ ରାଜନୈତିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri