ଜାତୀୟ

ପଞ୍ଚଜନ୍ୟର ସମ୍ପାଦକୀୟରେ ଦାବି, ସୁପ୍ରିମକୋର୍ଟଙ୍କୁ ଏକ ଉପକରଣ ଭାବରେ ବ୍ୟବହାର କରୁଛି ଭାରତ ବିରୋଧୀ ଶକ୍ତି…

ନୂଆଦିଲ୍ଲୀ,୧୬।୨ : ଆରଏସଏସର ସାସ୍ତାହିକ ପତ୍ରିକା ପଞ୍ଚଜନ୍ୟର ସମ୍ପାଦକୀୟରେ ସୁପ୍ରିମକୋର୍ଟଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆସିଛି। ଏଥିରେ ଦାବି କରାଯାଇଛି ଯେ, ସୁପ୍ରିମକୋର୍ଟଙ୍କୁ ଏକ ଉପକରଣ ଭାବରେ ଭାରତ ବିରୋଧୀ ଶକ୍ତି ବ୍ୟବହାର କରୁଛନ୍ତି। ବିବିସି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ…

ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ଅରୁଣାଚଳ ପାଲଟିଛି ଉଦାହରଣ: ନିଷ୍ପତ୍ତି ନେବାରେ ଅଡୁଆରେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୬।୨ : ୨୦୧୬ ରେ, ପାଞ୍ଚ ସଦସ୍ୟ ବିଶିଷ୍ଟ ସମ୍ବିଧାନ ବେଞ୍ଚ ଏକ ରାୟ ଦେଇଥିଲେ। ଯାହା ଉପରେ ସୁପ୍ରିମକୋର୍ଟର ବିଚାରପତିମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଅରୁଣାଚଳ ପ୍ରଦେଶର ନବାମ-ରେବିଆ ମାମଲାରେ କୋର୍ଟ କହିଥିଲେ ଯେ ଯଦି ବାଚସ୍ପତିଙ୍କୁ ହଟାଇବା ପାଇଁ ଏକ…

ମନ୍ଦିର କାର୍ଯ୍ୟକ୍ରମରେ କେଉଁ ରଙ୍ଗ ବ୍ୟବହାର କରାଯିବ ତାହା ପ୍ରଶାସନ-ପୋଲିସ ସ୍ଥିର କରିପାରିବ ନାହିଁ: ହାଇକୋର୍ଟ…

ଥିରୁଭାନନ୍ତପୁରମ,୧୬।୨ : ଗୁରୁବାର କେରଳ ହାଇକୋର୍ଟ ଏକ ମନ୍ଦିର ଏବଂ ପୋଲିସ ପ୍ରଶାସନ ମଧ୍ୟରେ ବିବାଦକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ କୌଣସି ମନ୍ଦିର କାର୍ଯ୍ୟକ୍ରମରେ କେବଳ ରାଜନୈତିକ ନିରପେକ୍ଷ ରଙ୍ଗ ବ୍ୟବହାର କରାଯିବ ବୋଲି…

ଏଲଏସିରେ ନିର୍ମାଣ ହେବ ୪୭ ନୂଆ ଆଉଟପୋଷ୍ଟ, କେନ୍ଦ୍ରର ମଞ୍ଜୁରୀ…

ନୂଆଦିଲ୍ଲୀ,୧୬।୨ : ଭାରତ-ଚାଇନା ସୀମାରେ ଥିବା ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ପାଇଁ ୯.୪୦୦ ନୂତନ ଯବାନ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ କମିଟି (ସିସିଏସ) ର ଏକ ବୈଠକରେ…

ଲାଟୁରରେ ଭୂକମ୍ପ ଆତଙ୍କ ନେଇ ଲୋକେ ଆତଙ୍କିତ, ମାଟି ତଳୁ ଶୁଭୁଛି ରହସ୍ୟମୟ ଶବ୍ଦ…

ମୁମ୍ବାଇ,୧୬।୨ : ମହାରାଷ୍ଟ୍ରର ଲାଟୁର ସହରରେ ମାଟି ତଳୁ କିଛି ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳୁଛି। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକେ ଭୂକମ୍ପ ଆତଙ୍କ ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଯଦିଓ ଅଧିକାରୀମାନେ କହିଛନ୍ତି…

ମୋ ବିରୋଧରେ ଚକ୍ରବ୍ୟୁହ ରଚାଯାଇଥିଲା, ଏହା ଶତପ୍ରତିଶତ ସତ: ଫଡନଭୀସ

ପୁଣେ,୧୬।୨: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଏନସିପିକୁ ନେଇ ଦେଇଥିବା ମନ୍ତବ୍ୟ ପୁଣି ଥରେ ଦୋହରାଇଛନ୍ତି। ସେ କହିଛନ୍ତି, ନଭେମ୍ବର ୨୦୧୯ରେ ଜାତୀୟତାବାଦୀ କଂଗ୍ରେସ(ଏନସିପି) ଦଳର ନେତା ଅଜିତ ପାୱାରଙ୍କ ସହ ସେ ଯେଉଁ ସରକାର ଗଠନ କରିହୋଇଥିଲା ସେଥିରେ ଏନସିପି…

ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ-ସାପ୍ତାହିକ ସଂକ୍ରମଣ ୦.୮ ପ୍ରତିଶତ…

ନୂଆଦିଲ୍ଲୀ, ୧୬।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌…

ମୋଦିଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ଅପମାନଜନକ: ବ୍ରିଟେନ୍‌ ସାଂସଦ

ନୂଆଦିଲ୍ଲୀ/ଲଣ୍ଡନ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିସିସିଆଇର ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ଏହି ମାମଲାରେ ବ୍ରିଟେନର ଜଣେ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିଛନ୍ତି। ବ୍ରିଟେନର ସାଂସଦ ରବର୍ଟ ବ୍ଲାକ୍‌ମ୍ୟାନ୍‌ ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ: ଦ ମୋଦି…

ତ୍ରିପୁରାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି, ଭୋଟ ଦେବାକୁ ସମସ୍ତଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ…

ଅଗରତାଲା,୧୬।୨ : ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ମତଦାନ ଜାରି ରହିଛି। ୨୦ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୨୫୯ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନ ଭାଗ୍ୟ ପରୀକ୍ଷା କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ସମସ୍ତ…

କରୋନା ପାଇଁ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ୨.୪ କୋଟି ଦର୍ଶକ ହରାଇଛି

ନୂଆଦିଲ୍ଲୀ,୧୬।୨: : ବର୍ତ୍ତମାନ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି କରୋନା ମହାମାରୀରେ ପ୍ରାୟ ୨.୪ କୋଟି ଦର୍ଶକଙ୍କୁ ହରାଇଛି। ଏରମାକ୍ସର ୨୦୨୩ ରିପୋର୍ଟ ଅନୁଯାୟୀ, ଭାରତରେ ବର୍ତ୍ତମାନ ୧୨.୨ କୋଟି ଚଳଚ୍ଚିତ୍ର ଦର୍ଶକ ରହିଛନ୍ତି, ଯେଉଁମାନେ ପୂର୍ବ ୧୨ ମାସ ମଧ୍ୟରେ ଗୋଟିଏ…

ଆସାମ ବାଲ୍ୟବିବାହ ବିରୋଧୀ ଅଭିଯାନକୁ ହାଇକୋର୍ଟଙ୍କ ନିନ୍ଦା

ଗୁଆହାଟୀ, ୧୬।୨: ଆସାମରେ ବାଲ୍ୟ ବିବାହ ପ୍ରଥା ବିରୋଧରେ ରାଜ୍ୟ ସରକାର ଆରମ୍ଭ କରିଥିବା ଅଭିଯାନକୁ ଗୁଆହାଟୀ ହାଇକୋର୍ଟ ନିନ୍ଦା କରିଛନ୍ତି। ପୋକ୍‌ସୋ ଆକ୍ଟରେ ଗିରଫ ହୋଇଥିବା ୯ ଜଣଙ୍କ ଅଗ୍ରିମ ଜାମିନ ଆବେଦନ ଶୁଣାଣି ଅବସରରେ ବିଚାରପତି ସୁମନ ଶ୍ୟାମ…

ଶିଙ୍କୁଲା ପାସ୍‌ରେ ହେବ ବିଶ୍ୱର ସର୍ବବୃହତ୍‌ ଟନେଲ

ନୂଆଦିଲ୍ଲୀ,୧୬ା୨: ପୂର୍ବ ଲଦାଖ ଓ ହିମାଚଳ ପ୍ରଦେଶକୁ ଯୋଡ଼ିବାକୁ ଥିବା ବିଶ୍ୱର ସର୍ବବୃହତ୍‌ ସୁଡ଼ଙ୍ଗ ଶିଙ୍କୁଲା ଟନେଲ (ସମୁଦ୍ର ପତ୍ତନରୁ ୧୬,୭୦୩ ଫୁଟ୍‌ ଉଚ୍ଚ) ନିର୍ମାଣ ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ଏଥିସହ ଭାରତ-ଚାଇନା ମଧ୍ୟସ୍ଥ ପ୍ରକୃତ ନିୟନ୍ତ୍ରଣରେଖା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri