ଜାତୀୟ

ଝିଅ ଚାହୁଁଥିଲେ, ହେଲା ପୁଅ: ୧୨ ଦିନର ନବଜାତକଙ୍କୁ ହତ୍ୟା କଲେ ବାପା

ଭୋପାଳ,୧୬।୧: ଆଜିକାଲି ସମାଜରେ ଶିଶୁକନ୍ୟା ଅଲୋଡା ହୋଇଯାଇଛି। ଅନେକ ସ୍ଥାନରେ ଜନ୍ମହେବା ମାତ୍ରେ ଫିଙ୍ଗିଦେବାର ଖବର ଆସେ। ହେଲେ ଜଣେ ବ୍ୟକ୍ତି ଝିଅକୁ ଅପେକ୍ଷା କରିବା ଏବଂ ପୁଅ ହେବାରୁ ତାକୁ ହତ୍ୟା କରିବା ଘଟଣା ବୋଧହୁଏ ଆଜିର ସମାଜରେ...

ଚିନ୍ତା ବଢାଉଛି କରୋନା ସଂକ୍ରମଣ: ଗତ ୨୪ ଘଣ୍ଟାରେ ୧୮୦ ଆକ୍ରାନ୍ତ ଚିହ୍ନଟ, ୩ ମୃତ

ନୂଆଦିଲ୍ଲୀ,୧୬।୧: କରୋନା ମହାମାରୀ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିଛି । ପ୍ରତିଦିନ ନୂଆ ମାମଲା ଆସୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ ଗୋଟିଏ ଦିନରେ ଭାରତରେ କୋଭିଡ -୧୯ର ୧୮୦ଟି ନୂଆ ମାମଲା ରେକର୍ଡ ହୋଇଛି। ଏହା...

ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ମିଳିଲା ହତ୍ୟା ଧମକ

ଚଣ୍ଡିଗଡ,୧୬।୧: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଏଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ଆତଙ୍କବାଦୀ ପନ୍ନୁ ଏକ ନୂତନ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ ପଞ୍ଜାବର ଗ୍ୟାଙ୍ଗଷ୍ଟରମାନଙ୍କୁ ତାଙ୍କ ସହ ଯୋଗାଯୋଗ...

ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ବିବାଦରେ ହିନ୍ଦୁ ପକ୍ଷକୁ ଝଟ୍‌କା

ନୂଆଦିଲ୍ଲୀ,୧୬।୧: ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ମସଜିଦ ବିବାଦକୁ ନେଇ ସୁପ୍ରିମକୋର୍ଟ ଏକ ବଡ ରାୟ ନେଇଛନ୍ତି। ଏହି ମସଜିଦକୁ ସର୍ଭେ କରିବା ପାଇଁ କମିଶନର ନିଯୁକ୍ତ କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କୋର୍ଟ ସ୍ଥଗିତ ରଖିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି...

‘ଲେଟର ବମ’ ଫୁଟାଇଲେ ସୁକେଶ ଚନ୍ଦ୍ରଶେଖର, ସିବିଆଇ-ଏଲଜିଙ୍କୁ କଲେ ଅଭିଯୋଗ

ନୂଆଦିଲ୍ଲୀ,୧୬।୧: ପ୍ରାୟ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଆଉ ଏକ ଲେଟର ବୋମା ଫିଙ୍ଗିଛନ୍ତି। ସୁକେଶ ଚନ୍ଦ୍ରଶେଖର ସିବିଆଇ ଏବଂ ଦିଲ୍ଲୀ ଏଲଜି ବା ଉପରାଜ୍ୟପାଳଙ୍କୁ ଏକ ଅଭିଯୋଗ ପତ୍ର ପଠାଇଛନ୍ତି। ଠକ...

ଜମ୍ମୁ କଶ୍ମୀରରେ ଭୂକମ୍ପ: ଲୋକେ ଭୟଭୀତ

ଶ୍ରୀନଗର,୧୬।୧: ଜମ୍ମୁ କଶ୍ମୀରରେ କିଶ୍ଟଓ୍ବାରରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ,ସକାଳ ୮.୫୩ରେ କିଶ୍ଟଓ୍ବାରରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର...

ଆଜିଠାରୁ ଆରମ୍ଭ ହେବ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପୂଜାବିଧି: ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ ଜାଣନ୍ତୁ

ଅଯୋଧ୍ୟା,୧୬।୧: ଭବ୍ୟ ରାମମନ୍ଦିରରେ ରାମଲାଲାଙ୍କୁ ପ୍ରାଣ ପ୍ରତିଷ୍ଠା ରୀତିନୀତି ଆଜିଠାରୁ ଆରମ୍ଭ ହୋଇ ଜାନୁୟାରୀ ୨୧ ପର୍ଯ୍ୟନ୍ତ ଚାଲିବ। ଜାନୁଆରୀ ୧୮ରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଗତ ୭୦ ବର୍ଷ ଧରି ପୂଜାପାଠ କରୁଥିବା ବର୍ତ୍ତମାନର ପ୍ରତିମାକୁ...

KYC ସମ୍ପୂର୍ଣ୍ଣ ନ ଥିଲେ ୩୧ରୁ ଫାସ୍‌ଟାଗ୍‌ ଅଚଳ

ବୈଧ ବାଲାନ୍ସ ଥାଇ ମଧ୍ୟ KYC ସମ୍ପୂର୍ଣ୍ଣ ହୋଇ ନ ଥିଲେ ଜାନୁଆରୀ ୩୧ ପରେ ବ୍ୟାଙ୍କଗୁଡ଼ିକ ଫାସ୍‌ଟାଗ୍‌କୁ ଅକାମୀ କରିଦେବେ କିମ୍ବା ଏହାକୁ କଳା ତାଲିକାଭୁକ୍ତ କରିବେ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏହା...

ଓଡ଼ିଆରେ ଉପଲବ୍ଧ ହେବ ପାଣିପାଗ ସୂଚନା

ନୂଆଦିଲ୍ଲୀ,୧୬ା୧:ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପ୍ରତିଷ୍ଠାର ୧୫୦ତମ ବର୍ଷ ଅବସରରେ କୃଷକମାନଙ୍କ ପାଇଁ ପାଣିପାଗ ପୂର୍ବାନୁମାନ ପୋର୍ଟାଲ ‘ପଞ୍ଚାୟତ ମୌସମ ସେବା’ର ଶୁଭାରମ୍ଭ କରାଯାଇଛି। ଏହା ଚାଷୀଙ୍କୁ ଠିକ୍‌ ସମୟରେ ପାଣିପାଗ ଏବଂ କୃଷି କାର୍ଯ୍ୟ ସମ୍ପର୍କିତ ଯୋଜନା ସମ୍ପର୍କରେ...

ଝିଅ ବେଶରେ ବାନ୍ଧବୀଙ୍କ ପାଇଁ ପରୀକ୍ଷା ଦେଇ ଯୁବକ ଗିରଫ

ନୂଆଦିଲ୍ଲୀ,୧୬ା୧:ପଞ୍ଜାବ ଫରିଦକୋଟ୍‌ର ଏକ ପରୀକ୍ଷା କେନ୍ଦ୍ରରେ ଜଣେ ଯୁବକ ଝିଅ ବେଶ ଧାରଣ କରି ତାଙ୍କ ବାନ୍ଧବୀଙ୍କ ପାଇଁ ପରୀକ୍ଷା ଦେଉଥିବାବେଳେ ଧରାପଡ଼ିଛନ୍ତି। ଏହି ଘଟଣା ପରୀକ୍ଷା କେନ୍ଦ୍ରରେ ହାସ୍ୟରୋଳ ସୃଷ୍ଟି କରିଥିଲା। କୋଟକପୁରାର ଡିଏଭି ପବ୍ଲିକ୍‌ ସ୍କୁଲ୍‌ରେ ଗତ...

ମଣିପୁରରୁ ନାଗାଲାଣ୍ଡ ପହଞ୍ଚିଲା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’

ନୂଆଦିଲ୍ଲୀ,୧୫।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସୋମବାର ମଣିପୁରର ସେକମାଇରୁ ଆରମ୍ଭ ହୋଇଛି। ଏହି ସମୟରେ ତାଙ୍କୁ ସ୍ବାଗତ କରିବାକୁ ବାଟରେ ଠିଆ ହୋଇଥିବା ଲୋକଙ୍କ ସହ କଥା ହୋଇଛନ୍ତି। ରାହୁଲ ଗାନ୍ଧୀ କିଛି...

‘ରାହୁଲ ଗାନ୍ଧୀ ଏହାକୁ ମନେ ରଖିବା ଉଚିତ୍‌’, ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ କହିଲେ ଟିଏମସି ନେତା

କୋଲକାତା,୧୫।୧: ରବିବାର (ଜାନୁୟାରୀ ୧୪ ରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ପଶ୍ଚିମବଙ୍ଗକୁ ସାମିଲ କରିବା ଉପରେ ବରିଷ୍ଠ ତୃଳମୂଳ କଂଗ୍ରେସ (ଟିଏମସି) ନେତା ତଥା ମୁଖପାତ୍ର କୁନାଲ ଘୋଷ କହିଛନ୍ତି,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri