ଜାତୀୟ

ବିମାନ ବନ୍ଦରରେ ପହଞ୍ଚିଲେ ଭଗବାନ ରାମଙ୍କ ସହିତ ମାତା ସୀତା ଆଉ ଲକ୍ଷ୍ମଣ, ଭିଡିଓ ଭାଇରାଲ…

ଅହମଦାବାଦ,୧୧।୧ : ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ସମାରୋହକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ସର୍ବୋଚ୍ଚ ସ୍ତରରେ ରହିଛି। ରାମ ମନ୍ଦିରର ଉତ୍ସବରେ ଯୋଗଦେବାକୁ ଅଯୋଧ୍ୟାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି।...

ଅଯୋଧ୍ୟାରେ ଆକାଶଛୁଆଁ ହୋଟେଲ ଭଡା, ଦିନକୁ ୧ଲକ୍ଷ ଟଙ୍କା

ଅଯୋଧ୍ୟା,୧୧।୧: ସଜେଇ ହେଲାଣି ଅଯୋଧ୍ୟା। ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ରାମ ମନ୍ଦିରର ଭବ୍ୟ ଆୟୋଜନ ହେବ। ତେବେ ଏବେଠାରୁ ଅଯୋଧ୍ୟାରେ ଜନ ସମାଗମ ଆରମ୍ଭ ହେଲାଣି। ଅଯୋଧ୍ୟାରେ ପହଞ୍ଚିବା ପରେ ଯାତ୍ରୀ ହୋଟେଲ କି ଲଜ୍‌ରେ...

Ayushman Card 2024:ଆୟୁଷ୍ମାନ କାର୍ଡ ପାଇଁ କିପରି କରିବେ ଆବେଦନ: ଏସବୁ ପ୍ରମାଣ ପତ୍ର ଜରୁରୀ, ନ ହେଲେ ହେବ ରଦ୍ଦ…

ନୂଆଦିଲ୍ଲୀ,୧୧।୧ : ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ତଥା ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ଜାରି କରିଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆୟୁଷ୍ମାନ ଭାରତ ଯୋଜନା, ଯାହାର ଲାଭ ଲକ୍ଷ ଲକ୍ଷ ଭାରତୀୟଙ୍କ...

ଏକନାଥ ଶିନ୍ଦେ ଭାଜପାର ଗୋଲାମ: ସଞ୍ଜୟ ରାଉତ

ମୁମ୍ବାଇ,୧୧।୧: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାରଓ୍ବେକର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ଗୋଷ୍ଠୀକୁ ପ୍ରକୃତ ରାଜନୈତିକ ଦଳର ମାନ୍ୟତା ଦେଇଛନ୍ତି। ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ୟୁବିଟି ପକ୍ଷରୁ ଦାବି ହୋଇଥିବା ୧୬ ବିଦ୍ରୋହୀ...

ରାମ ମନ୍ଦିର ଉଦଘାଟନରେ ନେପାଳର ୨୧ ହଜାର ପୁରୋହିତ କରିବେ ଏହି ସ୍ବତନ୍ତ୍ର କାମ…

ଅଯୋଧ୍ୟା,୧୧।୧ : ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଏହା ପୂର୍ବରୁ ଅଯୋଧ୍ୟାରେ ରାମ ନାମ ମହା ଯଜ୍ଞ ଅନୁଷ୍ଠିତ ହେବ। ବିଶେଷ କଥା ହେଉଛି ନେପାଳର ୨୧ ହଜାର ପୁରୋହିତଙ୍କ ଦ୍ୱାରା ଏହି...

ଭାଜପା ଟିକେଟ ପାଇଁ ୩ ମାନଦଣ୍ଡ: ପୂରଣ କଲେ ଲୋକସଭାରେ ନିର୍ବାଚନରେ କରିବେ ପ୍ରତିଦ୍ୱନ୍ଦ୍ୱିତା…

ନୂଆଦିଲ୍ଲୀ,୧୧।୧ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶରେ ପ୍ରସ୍ତୁତି ଚାଲିଛି। ଲଗାତାର ତୃତୀୟ ଥର ପାଇଁ ହ୍ୟାଟ୍ରିକ ସ୍କୋର କରିବାର ଆଶାରେ ଭାଜପା ମଧ୍ୟ ପ୍ରସ୍ତୁତ ହେଉଛି। ରାଜନୈତିକ ସୂତ୍ର ଅନୁଯାୟୀ ଭାଜପା ଏହାର ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ...

ଏମପି କରିବେ ଅଭିନୟ: ରାମଲୀଳାରେ ମନୋଜ ତିଓ୍ବାରୀ ହେବେ ପର୍ଶୁରାମ-ଲକ୍ଷ୍ମଣଙ୍କ ଚରିତ୍ରରେ ରବି କିଶନ…

ଅଯୋଧ୍ୟା,୧୧।୧ : ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ୧୭ ରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ଅଯୋଧ୍ୟାରେ ସରଯୁ ନଦି କୂଳରେ ଅବସ୍ଥିତ ରାମଘାଟରେ ରାମଲୀଳା ମଞ୍ଚସ୍ଥ ହେବ। ଏଥିରେ ଦିଲ୍ଲୀର ଭାଜପା ଏମପି ମନୋଜ ତିୱାରୀଙ୍କୁ...

‘ସବୁଜ ରାକ୍ଷସ’ର ରହସ୍ୟ ଫିଟାଇଲା ନାସା

ଓ୍ବାଶିଂଟନ୍‌,୧୧ା୧: ମହାକାଶରେ ଗତବର୍ଷ ଠାବ ହୋଇଥିବା ଗ୍ରିଞ୍ଚ ନାମକ ଏକ ‘ସବୁଜ ରାକ୍ଷସ’ର ରହସ୍ୟ ଭେଦ କରିବାରେ ସକ୍ଷମ ହୋଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ସଦ୍ୟ ଅଧ୍ୟୟନ। ଏନେଇ ସ୍ପେସ୍‌ ଡଟ୍‌ କମ୍‌ରେ ଏକ ରିପୋର୍ଟ ପ୍ରକାଶ...

ସାବଧାନ ! ରାମ ମନ୍ଦିର ଉଦଘାଟନ ପୂର୍ବରୁ ଠକେଇ ଆରମ୍ଭ: ଭିଭିଆଇପି ଦର୍ଶନ କରାଇବାକୁ କହି ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ହ୍ୟାକର…

ନୂଆଦିଲ୍ଲୀ,୧୧।୧ : ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ପୂର୍ବରୁ ଦେଶରେ ଠକେଇ ର଼୍ୟାକେଟ ସକ୍ରିୟ ହେବାରେ ଲାଗିଛି। ହ୍ୟାକରମାନେ ଶ୍ରଦ୍ଧାଳୁଙ୍କୁ ଅନଲାଇନରେ ବିଭିନ୍ନ ଲୋଭ ଦେଖାଇ ଠକିବା ଆରମ୍ଭ କରିଛନ୍ତି। ଦେଶରେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି। ଠକମାନେ...

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ ବରିଷ୍ଠ ଭାଜପା ନେତା ଏଲ.କେ ଆଡ଼ଭାନୀ

ନୂଆଦିଲ୍ଲୀ, ୧୦।୧: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ ଭାଜପା ବରିଷ୍ଠ ନେତା ଏଲକେ ଆଡ଼ଭାନୀ। ଏନେଇ ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତୀୟ କାର୍ଯ୍ୟକାରିଣୀ ସଭାପତି ଆଲୋକ କୁମାର ବୁଧବାର ସୂଚନା ଦେଇଛନ୍ତି। ରାଷ୍ଟ୍ରିୟ ସ୍ୱୟଂସେବକ...

ଟଙ୍କା ହେରଫେର ମାମଲାରେ ହାଜର ହେବାକୁ ଫାରୁଖ ଅବଦୁଲ୍ଲାଙ୍କୁ ଇଡି ନୋଟିସ୍

ନୂଆଦିଲ୍ଲୀ, ୧୦।୧: ଜମ୍ମୁ କଶ୍ମୀର କ୍ରିକେଟ୍ ଆସୋସିଏସନରେ ଟଙ୍କା ହେରଫେର ଅଭିଯୋଗରେ ଆସନ୍ତାକାଲି ଅର୍ଥାତ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନ୍ୟାସନାଲ କନଫରେନ୍ସ ନେତା ତଥା ଲୋକସଭା ସଦସ୍ୟ ଫାରୁକ୍ ଅବଦୁଲ୍ଲାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ବର୍ତ୍ତମାନ ଫାରୁକ୍ ଅବଦୁଲ୍ଲା...

ମାତ୍ର ୮ ଦିନରେ ରାଜନୀତି ଛାଡିବାର କାରଣ ବଖାଣିଲେ ଅମ୍ବାତି ରାୟୁଡୁ

ହାଇଦ୍ରାବାଦ୍‌,୧୦।୧: ନିକଟରେ କ୍ରିକେଟର୍‌ ଅମ୍ବତି ରାୟୁଡୁ ରାଜନୀତିରେ ଯୋଗ ଦେଇଥିଲେ। ସେ YSRCP ପାର୍ଟିରେ ଯୋଗ ଦେଇଥିଲେ। ମାତ୍ର ୮ ଦିନ ମଧ୍ୟରେ ଦଳ ଛାଡି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କିନ୍ତୁ ଏବେ ସେ ପୁଣି ଥରେ ୟୁ ଟର୍ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri