ଆୟକର ରିଟର୍ନର ଶେଷ ତାରିଖ ଆଉ ଗୋଟିଏ ଦିନ ବୃଦ୍ଧି, ITR ଫାଇଲ କରିବାର ଆଜି ଶେଷ ସୁଯୋଗ
ନୂଆଦିଲ୍ଲୀ,୧୬।୯: ଆର୍ଥିକ ବର୍ଷ ୨୦୨୫ (ଆକଳନ ବର୍ଷ ୨୦୨୫-୨୬) ପାଇଁ ଆୟକର ରିଟର୍ନ ଦାଖଲ କରିବାର ଶେଷ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ୍ ଯେଉଁ କରଦାତାମାନେ ଏପର୍ଯ୍ୟନ୍ତ ଆୟକର ରିଟର୍ନ ଦାଖଲ କରିପାରି ନାହାଁନ୍ତି, ସେମାନଙ୍କୁ ଆଜି ଅର୍ଥାତ୍…
ଭାରତରେ କ୍ରୋନିକ୍ ଡିଜିଜ୍ ମୃତ୍ୟୁ ବଢ଼ିଛି
ନୂଆଦିଲ୍ଲୀ, ୧୬ା୯ (ପି.ଟି.): କ୍ୟାନ୍ସର, ହୃଦ୍ରୋଗ ପରି କ୍ରୋନିକ୍ ଡିଜିଜ୍ (ଦୀର୍ଘକାଳୀନ ରୋଗ)ରେ ମୃତ୍ୟୁ ସମ୍ଭାବନା ବଢ଼ିଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ରହିଛି। ଲାନ୍ସେଣ୍ଟ ପତ୍ରିକାରେ ଏ ସମ୍ପର୍କିତ ଏକ ଅଧ୍ୟୟନ ସୋମବାର ପ୍ରକାଶ ପାଇଛି। ଅଧ୍ୟୟନ ଅନୁଯାୟୀ, ୨୦୧୦ରୁ ୨୦୧୯ ମଧ୍ୟରେ…
ଅବୈଧ ଥିଲେ ବିହାର ଏସ୍ଆଇଆର୍କୁ ରଦ୍ଦ କରିଦେବୁ
ନୂଆଦିଲ୍ଲୀ,୧୬ା୯(ପି.ଟି.): ନିର୍ବାଚନ କମିଶନ (ଇସି) ସାମ୍ବିଧାନିକ କର୍ତ୍ତୃପକ୍ଷ ଭାବେ ଆଇନ ଅନୁଯାୟୀ ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଚଳାଇଥିବା ନେଇ ଭରସା ରହିଥିବା ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ତେବେ କୌଣସିି ପର୍ଯ୍ୟାୟରେ ଆଇନର ଉଲ୍ଲଂଘନ ହୋଇଥିଲେ, ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ…
ଟ୍ରେନରେ ଯାତ୍ରା କରୁଥିଲେ ଜାଣିନିଅନ୍ତୁ ଏହି ଜରୁରୀ କଥା, ଟିକେଟ ବୁକିଂ ପ୍ରକ୍ରିୟାରେ…
ନୂଆଦିଲ୍ଲୀ,୧୫।୯: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନଙ୍କୁ ଅନଲାଇନରେ କିମ୍ବା କାଉଣ୍ଟରରୁ ତତ୍କାଳ ଟିକେଟ କିଣିବା ପାଇଁ ଆଧାର ଆଧାରିତ OTP ଯାଞ୍ଚ କରିବା ବାଧ୍ୟତାମୂଳକ ହେବ। ଏହି ନିୟମ ୧୫…
ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଉପରେ ଖୁବଶୀଘ୍ର ମିଳିବ ଖୁସିଖବର, ଭାରତକୁ ଟାରିଫ୍ ଧମକ ମଧ୍ୟରେ ଟ୍ରମ୍ପ କଲେ…
ନୂଆଦିଲ୍ଲୀ,୧୫।୯: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଉତ୍ଥାନ-ପତନ ପରେ ବାଣିଜ୍ୟ ଆଲୋଚନା ଥଣ୍ଡା ହେବା ପରି ମନେ ହେଉଥିଲା। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ଏବଂ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
ପରୀକ୍ଷା ନିୟମ କଡ଼ାକଡ଼ି କଲା CBSE: ଏତିକି ପ୍ରତିଶତ ଉପସ୍ଥାପନ, ୨ ବର୍ଷ ଅଧ୍ୟୟନ ବାଧ୍ୟତାମୂଳକ
ନୂଆଦିଲ୍ଲୀ,୧୫।୯: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସ୍ଇ) ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ ଅନୁଯାୟୀ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ନୂଆ ନିର୍ଦ୍ଦେଶିକା ଜାରି କରିଛି। ନୂଆ ନିୟମ ଅନୁସାରେ, ପରୀକ୍ଷାରେ ବସିବା ପାଇଁ…
“କେହି ହାତୀ ପାଳିବାକୁ ଚାହୁଁଛି ସେଥିରେ ଭୁଲ୍ କ’ଣ ?” ବନତାରା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ
ନୂଆଦିଲ୍ଲୀ,୧୫/୯: ଗୁଜରାଟର ଜାମନଗରସ୍ଥିତ ବନତାରା ବନ୍ୟଜନ୍ତୁ କେନ୍ଦ୍ର ମାମଲାରେ ସୁପ୍ରୀମ୍ କୋର୍ଟ କହିଛନ୍ତି, ଯଦି କେହି ନିୟମ ମାନି ହାତୀ ପାଳିବାକୁ ଚାହୁଁଛି, ସେଥିରେ କ’ଣ ଭୁଲ୍? ସୋମବାର (୧୫ ସେପ୍ଟେମ୍ବର ୨୦୨୫) ମାମଲାର ଶୁଣାଣି ସମୟରେ କୋର୍ଟ ଏହା କହିଛନ୍ତି।…
ହସ୍ପିଟାଲରେ ଥିଲେ ନବଜାତ ଶିଶୁ, ହେଲା ଭୂମିକମ୍ପ, ନର୍ସ କଲେ ଏମିତି, ଦେଖନ୍ତୁ ଭିଡିଓ…
ଆସାମ,୧୫।୯: ରବିବାର ସନ୍ଧ୍ୟାାରେ ଉତ୍ତର-ପୂର୍ବ ଭାରତ ଏବଂ ସଂଲଗ୍ନ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ୫.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଭୂମିକମ୍ପ ଯୋଗୁଁ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଭୟରେ ଘରୁ ବାହାରକୁ ଦୌଡ଼ିବାକୁ ଲାଗିଲେ, ତେବେ ଆସାମର ନାଗାଓଁ ଜିଲାର ଏକ…
ଭାରତ-ପାକିସ୍ତାନ ମ୍ୟାଚ ଫିକ୍ସ, ୧୦୦୦ କୋଟି ଟଙ୍କା ପାଇଁ… ଆସିଲା ସାଂଘାତିକ ବୟାନ
ମୁମ୍ବାଇ,୧୫।୯: ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା କ୍ରିକେଟ ମ୍ୟାଚକୁ ନେଇ ଭାରତରେ ରାଜନୈତିକ ହଇଚଇ ଜାରି ରହିଛି। ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ଏକ ବଡ଼ ଦାବି ଦାବି କରିଛନ୍ତି, ସମ୍ପୂର୍ଣ୍ଣ ମ୍ୟାଚ ଫିକ୍ସ ହୋଇଥିଲା।…
ଅଧରାତିରେ ସ୍ତ୍ରୀଙ୍କୁ ଦେଖିବାକୁ ବାଇକ୍ରେ ବସି ଶ୍ୱଶୁର ଘର ଯାଇଥିଲେ ମୁଖ୍ୟମନ୍ତ୍ରୀ: ଆଉ ତା’ପରେ ଘଟିଲା…
ପାଟନା,୧୫।୯: ନୀତିଶ କୁମାର ବିହାର ରାଜନୀତିର ସବୁଠାରୁ ବଡ଼ ନାମ। ସେ ନଅ ଥର ବିହାରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏବେ ପୁଣି ଥରେ ବିହାରରେ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନୀତିଶଙ୍କ ରାଜନୈତିକ…
ୱକଫ ସଂଶୋଧନ ଆଇନ ୨୦୨୫କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: କିଛି ଧାରା ଉପରେ ଲାଗିଲା ରୋକ୍
ନୂଆଦିଲ୍ଲୀ,୧୫।୯: ୱକଫ ସଂଶୋଧନ ଆଇନ ୨୦୨୫କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଇନ ବିରୋଧରେ ଦାୟର ଆବେଦନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ୱାକଫ ସଂଶୋଧନ ଆଇନ ୨୦୨୫ର କିଛି ବ୍ୟବସ୍ଥା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ।…
ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ଶବକୁ ବାଇକ୍ରେ ନେଇ ଫିଙ୍ଗିଲେ, ସବୁ ଦେଖିଲା ପୁଅ
ନୂଆଦିଲ୍ଲୀ,୧୪ା୯: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରେ ଜଣେ ମହିଳା ନେହା ଓ ତାଙ୍କ ପ୍ରେମିକ ଜିତେନ୍ଦ୍ର ମିଶି ନେହାଙ୍କ ସ୍ୱାମୀ ନାଗେଶ୍ୱର ରାଉନିୟାରଙ୍କୁ ହତ୍ୟା କରିଛନ୍ତି। ଏହାପରେ ଶବକୁ ବାଇକ୍ରେ ୨୫ କିଲୋମିଟର ଦୂର ନେଇ ରାସ୍ତା କଡ଼ରେ ଫିଙ୍ଗି ଦୁର୍ଘଟଣାର ରୂପ…
Archives


