ଜାତୀୟ

ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ, ୧୩।୬: ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ମାପ କରାଯାଇଛି। ସୂଚନାନୁସାରେ, ଚାଇନା ଏବଂ ପାକିସ୍ତାନ ପର୍ଯ୍ୟନ୍ତ ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଭୂକମ୍ପର…

ବ୍ରିଜ୍‌ଭୂଷଣଙ୍କ ବିରୋଧରେ ବଢିଲା ଯାଞ୍ଚ ପ୍ରକ୍ରିୟା, ୫ ଦେଶର କୁସ୍ତି ସଂଘକୁ ତଥ୍ୟ ମାଗିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୧୩।୬: ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାର ଯାଞ୍ଚ ତୀବ୍ର ହୋଇଛି। ବର୍ତ୍ତମାନ ଏହି ମାମଲାର ଦିଲ୍ଲୀ ପୋଲିସ ୫ଟି ଦେଶର କୁସ୍ତି ସଂଘକୁ ନୋଟିସ ଜାରି କରିଛି। ଏହି ନୋଟିସ ମାଧ୍ୟମରେ ଦିଲ୍ଲୀ ପୋଲିସ…

ନୀତୀଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ ସନ୍ତୋଷ ମାନ୍‌ଝି

ପାଟନା,୧୩।୬: ଜୁନ ୨୩ରେ ପାଟନାରେ ବିରୋଧୀ ଦଳ ବୈଠକ ହେବାକୁ ଯାଉଛି। ଏହାପୂର୍ବରୁ ମଙ୍ଗଳବାର ବିହାରର ରାଜନୈତିକ କରିଡରରୁ ବଡ ଖବର ସାମ୍ନାକୁ ଆସିଛି। ‘ହମ’(ଏଚ୍‌ଏଏମ୍‌)ର ସଂରକ୍ଷଣ ଜିତନ ରାମ ମାନ୍‌ଝିଙ୍କ ପୁଅ ସନ୍ତୋଷ ମାନ୍‌ଝି ନୀତୀଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି।…

ଭୟଙ୍କର ହେଉଛି ‘ବିପର୍ଯ୍ୟୟ’: ଉପକୂଳବର୍ତ୍ତୀ ଅଞ୍ଚଳରୁ ୭,୫୦୦ ଲୋକଙ୍କୁ ସ୍ଥାନାନ୍ତର, ୬୭ ଟ୍ରେନ ବାତିଲ

ନୂଆଦିଲ୍ଲୀ,୧୩।୬: ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ଗୁରୁବାର ଗୁଜରାଟର କଚ୍ଛରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗୁଜରାଟ ଉପକୂଳ ନିକଟରେ ଉଚ୍ଚ ତରଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଉପକୂଳବର୍ତ୍ତୀ ମୁମ୍ବାଇ ସହର ଆଲର୍ଟ ଥିବାବେଳେ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରୁ ୭,୫୦୦ ଲୋକଙ୍କୁ…

‘ଭାରତରେ ମୁସଲମାନ ସୁରକ୍ଷିତ ଏହା କହିବାକୁ ଭାଗବତ କିଏ’, ଆରଏସଏସ ମୁଖ୍ୟଙ୍କ ବୟାନକୁ ନେଇ ଗର୍ଜିଲେ ଓଓ୍ବାଇସି

ନୂଆଦିଲ୍ଲୀ,୧୩।୬: ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବୟାନକୁ ନେଇ ଖୁବ ଗର୍ଜିଛନ୍ତି। ଏମପି ଓଓ୍ବାଇସି ଆମେରିକାରେ ସୋମବାର ଏକ କାର୍ଯ୍ୟକ୍ରମ ସମୟରେ କହିଛନ୍ତି କି, ବାରମ୍ବାର ଯାହା ଆରଏସଏସ ପକ୍ଷରୁ କୁହାଯାଉଛି କି ଭାରତରେ ମୁସଲମାନ…

ଆଗାମୀ ୨୫ ବର୍ଷରେ ଭାରତକୁ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟ: ରୋଜଗାର ମେଳାରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ଯୁବକମାନଙ୍କୁ ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି ଦିଆଯାଇଛି। ମଙ୍ଗଳବାର ପୂର୍ବାହ୍ନ ୧୦:୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ରୋଜଗର ମେଳା ଅଧୀନରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ…

୭୦ ହଜାର ଯୁବବର୍ଗଙ୍କୁ ମିଳିଲା ଆପଏଣ୍ଟମେଣ୍ଟ ଲେଟର, ମୋଦି କହିଲେ ଭାଜପା ଶାସିତ ରାଜ୍ୟରେ ମିଳୁଛି ରୋଜଗାର

ନୂଆଦିଲ୍ଲୀ,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୭୦ ହଜାର ଯୁବବର୍ଗଙ୍କୁ ଆପଏଣ୍ଟମେଣ୍ଟ ଲେଟର ଦେଇଛନ୍ତି।ପ୍ରଧାନମନ୍ତ୍ରୀ ମଙ୍ଗଳବାର ସକାଳ ୧୦ଟା ୩୦ରେ ଭିଡିଓ କନଫରେନସିଂ ଜରିଆରେ ୭୦,୦୦୦ ନବ ନିଯୁକ୍ତ ଭର୍ତ୍ତି ପ୍ରାର୍ଥିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ରିଛନ୍ତି। ଏହି ଯୁବବର୍ଗଙ୍କୁ ସରକାରଙ୍କ…

ଦିଲ୍ଲୀକୁ ଦିଆଯାଇଥିବା ଅଧିକାର ଛଡ଼ାଇ ନ ନେବାକୁ କେନ୍ଦ୍ରକୁ ଚେତାବନୀ ଦେଲା ଏଏପି

ନୂଆଦିଲ୍ଲୀ,୧୩।୬: ଦିଲ୍ଲୀର ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂକୁ ନେଇ ଅଧ୍ୟାଦେଶ ଲାଗୁ ହେବାର ୨୫ଦିନ ବିତିଗଲାଣି, କିନ୍ତୁ ଆମ ଆଦମୀ ପାର୍ଟି ଏବଂ ଭାଜପା ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ବନ୍ଦ ହେବାର ନାଁ ନେଉନାହିଁ। ଦିଲ୍ଲୀର ରାମଲିଲା ମଇଦାନରେ ଏଏପିର…

ନିର୍ବାଚନ ପୂର୍ବରୁ ଦଳବଦଳ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ପୁଅ ଓମ ପ୍ରକାଶ ଭାଜପାରେ ସାମିଲ

ଜୟପୁର,୧୩।୬: ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କର ଦଳବଦଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଭେଟେରାନ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ପୁଅ ଓମ ପ୍ରକାଶ ପାହାଡିଆ ଭାଜପାରେ ଯୋଗ ଦେଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରତୀଭା…

‘ବିପର୍ଯ୍ୟୟ’ର କାଟାଗୋରି ଡାଉନଗ୍ରେଡ, ହେଲେ ଏବେବି ରହିଛି ବିପଦ

ନୂଆଦିଲ୍ଲୀ,୧୩।୬: ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ଭାରତ ଉପକୂଳରେ ପହଞ୍ଚିବାକୁ ଆଉ ଦୁଇ ଦିନ ବାକି ଅଛି, କିନ୍ତୁ ଏବେଠାରୁ ସେ ତା’ର ଏହାର ରୂପ ଦେଖାଉଛି। ମୁମ୍ବାଇରୁ କେରଳ ଉପକୂଳ ପର୍ଯ୍ୟନ୍ତ ସମୁଦ୍ରରେ ଘୂର୍ଣ୍ଣିବଳୟ ବୃଦ୍ଧି ପାଉଛି। ଗୁଜୁରାଟରେ ଏହି ଘୂର୍ଣ୍ଣିବଳୟର…

କୋଓ୍ବିନ୍‌ ତଥ୍ୟ ପ୍ରଘଟ

ନୂଆଦିଲ୍ଲୀ, ୧୩।୬: କୋଓ୍ବିନ୍‌ ପ୍ଲାଟ୍‌ଫର୍ମରେ ଦିଆଯାଇଥିବା ଆଧାର ନମ୍ବର, ପାନ୍‌ କାର୍ଡ ଆଦି ବ୍ୟକ୍ତିଗତ ଡେଟା ସର୍ବସାଧାରଣରେ ପ୍ରଘଟ ହୋଇଛି। ଭାରତୀୟମାନଙ୍କ ବ୍ୟକ୍ତିଗତ ତଥ୍ୟ ଯଥା ଆଧାର କାର୍ଡ ଓ ପାନ୍‌ କାର୍ଡ ବିବରଣୀ ‘ଟେଲିଗ୍ରାମ୍‌’ ମେସେଜିଂ ଆପ୍‌ରେ ଉପଲବ୍ଧ ହେଉଛି।…

ଖୁଚୁରା ମୁଦ୍ରାସ୍ଫୀତି ୪.୨୫%କୁ ହ୍ରାସ

ନୂଆଦିଲ୍ଲୀ, ୧୩ା୬: ଭାରତର ଖୁଚୁରା ମୁଦ୍ରାସ୍ଫୀତି ମେ’ ମାସରେ ୪.୨୫ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ଗତ ୨୫ ମାସ ମଧ୍ୟରେ ସର୍ବନିମ୍ନ। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟ ୪ ପ୍ରତିଶତ ମୁଦ୍ରାସ୍ଫୀତିର ନିକଟତର ହୋଇଛି। ଖାଦ୍ୟ ସାମଗ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri