ଜାତୀୟ

ଇଣ୍ଡିଆରେ ଫାଟ: ମୋଦିଙ୍କ ସହିତ ଗୋଟିଏ ମଞ୍ଚରେ ସାମିଲ ହେବେ ଶରଦ ପାଓ୍ବାର, ଏଏପି ଅସନ୍ତୁଷ୍ଟ…

ନୂଆଦିଲ୍ଲୀ,୨୯।୭ : ଅଗଷ୍ଟ ୧ ରେ ମହାରାଷ୍ଟ୍ରର ପୁଣେରେ ଅନୁଷ୍ଠିତ ହେବାକୁ ଥିବା ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଗୋଟିଏ ମଞ୍ଚରେ ଉପସ୍ଥିତ ହେବେ। ଏହି ସମୟରେ ବିରୋଧୀଦଳ…

ରାହୁଲଙ୍କ ବାହାଘର ଶୀଘ୍ର କରିବାକୁ ସୋନିଆଙ୍କୁ ପରାମର୍ଶ ଦେଲେ ମହିଳା କୃଷକ ଗୋଷ୍ଠୀ, ଝିଅ ଖୋଜିବାକୁ କହିଲେ ସୋନିଆ…

ନୂଆଦିଲ୍ଲୀ,୨୯।୭ : କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହ କଥାବାର୍ତ୍ତା ବେଳେ ହରିୟାଣାର କିଛି ମହିଳା କୃଷକ କହିଛନ୍ତି ରାହୁଲ ଗାନ୍ଧୀଙ୍କ ବିବାହ ଶୀଘ୍ର କର ଏବଂ ଏହାର ଉତ୍ତରରେ ସୋନିଆ ତାଙ୍କ ପୁଅ ପାଇଁ ଝିଅ ଖୋଜିବାକୁ କହିଛନ୍ତି। ଏହା…

‘ରାଜନୈତିକ ପର୍ଯ୍ୟଟନ’ରେ ମଣିପୁରରେ ଫଟୋ ସେସନ କରୁଛନ୍ତି ବିରୋଧୀ ଦଳ ନେତା: ଭାଜପା…

ନୂଆଦିଲ୍ଲୀ,୨୯।୭ : ଭାଜପା ଏମପି ମନୋଜ ତିୱାରୀ ଶନିବାର ବିରୋଧୀ ଦଳ ମେଣ୍ଟ ଇଣ୍ଡିଆର ଏକ ପ୍ରତିନିଧି ଦଳଙ୍କର ମଣିପୁର ଗସ୍ତକୁ ‘ରାଜନୈତିକ ପର୍ଯ୍ୟଟନ’ ବୋଲି କହିଛନ୍ତି। ନେତାଙ୍କ ଉପରେ ସେମାନଙ୍କର ଯାତ୍ରା ସୋସିଆଲ ମିଡିଆରେ ଫଟୋ ଶେୟାର କରିବା ସହ…

ବାଣ କାରଖାନାରେ ବିସ୍ଫୋରଣ: ୩ ମହିଳାଙ୍କ ସମେତ ୮ ଜଣଙ୍କର ମୃତ୍ୟୁ…

ଚେନ୍ନାଇ,୨୯।୭ : ତାମିଲନାଡୁର କୃଷ୍ଣଗିରି ଜିଲାର ଏକ ବାଣ କାରଖାନାରେ ବିସ୍ଫୋରଣରେ ତିନିଜଣ ମହିଳାଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ପୋଲିସ ଜାଣିପାରି ନାହିଁ। ଶନିବାର ସକାଳେ ଘଟିଥିବା…

ପିଏସଏଲଭି-ସି ୫୬ ର ଉତ୍‌କ୍ଷେପଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ, ରବିବାର ସକାଳ ସାଢ଼େ ୬ରେ ହେବ ସାତଟି ଉପଗ୍ରହ ଉତକ୍ଷେପଣ…

ହାଇଦ୍ରାବାଦ,୨୯।୭ : ଚନ୍ଦ୍ରାୟନ -୩ର ସଫଳ ଉତକ୍ଷେପଣ ପରେ ବର୍ତ୍ତମାନ ଇସ୍ରୋ ଆଉ ଏକ ରେକର୍ଡ ସ୍ଥାପନ କରିବାକୁ ଯାଉଛି। ଏନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ୩୦ ଜୁଲାଇ ୨୦୨୩ ରେ, ସକାଳ ସାଢ଼େ ୬ରେ ଇସ୍ରୋ ସାତଟି ଉପଗ୍ରହ…

ଦେଶରେ ବାଘ ସଂଖ୍ୟାରେ ମଧ୍ୟପ୍ରଦେଶ ଶୀର୍ଷରେ…

ନୂଆଦିଲ୍ଲୀ,୨୯।୭ : ବାଘ ସଂଖ୍ୟା ଗଣନା ଆକଳନକୁ କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି। ତାଲିକାରେ ମଧ୍ୟପ୍ରଦେଶ ୭୮୫ ବାଘ ସହିତ ଶୀର୍ଷରେ ରହିଛି। ଏହିପରି ଭାବରେ ମଧ୍ୟପ୍ରଦେଶ ବାଘ ରାଜ୍ୟର ମାନ୍ୟତା ବଜାୟ ରଖିଛି। ଦ୍ୱିତୀୟ ସ୍ଥାନରେ କର୍ନାଟକ ରହିଛି। ରାଜ୍ୟରେ…

ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସିର ହାତ ଆଶଙ୍କା: ପୂର୍ବତନ ସେନାମୁଖ୍ୟ…

ନୂଆଦିଲ୍ଲୀ,୨୯।୭ : ମଣିପୁରରେ ଚାଲିଥିବା ଜାତିଗତ ବିବାଦରେ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରାଓ୍ବଣେ ବିଦେଶୀ ଏଜେନ୍ସିର ଭୂମିକା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି କୌଣସି ସୀମା ରାଜ୍ୟରେ ଅସ୍ଥିରତା ପରିସ୍ଥିତି ଜାତୀୟ ସୁରକ୍ଷା ପାଇଁ ଭଲ…

ନଡ୍ଡାଙ୍କ କୋର କମିଟିରେ ଏଣ୍ଟ୍ରି କଲେ ଆଣ୍ଟୋନିଙ୍କ ପୁଅ, ଦୁଇ ମୁସଲମାନ ଚେହେରା ବି ସାମିଲ

ନୂଆଦିଲ୍ଲୀ,୨୯।୭: ଭାରତୀୟ ଜନତା ପାର୍ଟି (ଭାଜପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ ନୂଆ ଦଳ ଘୋଷଣା କରି ଲୋକ ସଭା ନିର୍ବାଚନ ପାଇଁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ୩୮ସଦସ୍ୟ ବିଶିଷ୍ଟ ରାଷ୍ଟ୍ରୀୟ ପଦାଧିକାରୀଙ୍କ ତାଲିକାରେ ନୂଆ ଏବଂ ପୁରୁଣା ଚେହେରା…

ମଣିପୁର ଭାଇରାଲ ଭିଡିଓ ମାମଲାରେ ଆକ୍ସନରେ ସିବିଆଇ, ଏଫଆଇଆର ଦାଖଲ କରି ଆରମ୍ଭ କଲା ଯାଞ୍ଚ

ନୂଆଦିଲ୍ଲୀ,୨୯।୭: ମଣିପୁରରେ ହିଂସାର ଛୋଟ ମୋଟ ଘଟଣା ଏବେବି ଦେଖିବାକୁ ମିଳୁଛି। ଗତ ମେ ୨ରୁ କେତେକ ସ୍ଥାନରେ ନିଆଁ ଲଗାଯାଉଛି ଏବଂ କେତେକ ସ୍ଥାନରେ ଗୁଳି ଚାଳନା କରାଯାଉଛି। ଏହି ପ୍ରସଙ୍ଗରେ ସଂସଦରୁ ସଡ଼କ ପର୍ଯ୍ୟନ୍ତ ଚର୍ଚ୍ଚା ଜାରି ରହିଛି…

ଦେଶର ସମସ୍ତ ସିବିଏସଇ ସ୍କୁଲରେ ହେବ ଗୋଟିଏ ପାଠ୍ୟକ୍ରମ, ମୋଦି କହିଲେ ଶିକ୍ଷା ପାଇଁ ହେବା ଦରକାର ସମ୍ବାଦ

ନୂଆଦିଲ୍ଲୀ,୨୯।୭: ରାଷ୍ଟ୍ରୀୟ ଶିକ୍ଷା ନୀତିର ତୃତୀୟ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପରେ ଅଖିଳ ଭାରତୀୟ ଶିକ୍ଷା ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦିନରେ ଦେଶର…

ବିମାନରେ ମହିଳା ଡାକ୍ତରଙ୍କୁ ଯୌନ ନିର୍ଯାତନା: ବନ୍ଧା ହେଲେ ପ୍ରଫେସର

ନୂଆଦିଲ୍ଲୀ,୨୯ା୭: ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ବିମାନରେ ଜଣେ ମହିଳା ଡାକ୍ତରଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ଜଣେ ପ୍ରଫେସର ଗିରଫ କରିଛି। ଗତ ବୁଧବାର ଅପରାହ୍ନରେ ବିମାନଟି ଦିଲ୍ଲୀ ଛାଡ଼ିଥିଲା। ଅଭିଯୁକ୍ତ ଏବଂ ୨୪ ବର୍ଷୀୟା ମହିଳା ଯାତ୍ରୀ…

ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କଲା ଭାଜପା, ସଞ୍ଜୟ ବନ୍ଦି, ସୁନିଲ ବଂସଲଙ୍କୁ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ,୨୯।୭: ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାର ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କରିଛି। ସଞ୍ଜୟ ବନ୍ଦି ଓ ସୁନିଲ ବଂସଲଙ୍କୁ ରାଷ୍ଟ୍ରୀୟ ମହାସଚିବ ପଦ ଦିଆଯାଇଛି। ଏହାସହ ଗୋରଖପୁରର ପୂର୍ବତନ ବିଧାୟକ ରାଧା ମୋହନ ଅଗ୍ରଓ୍ବାଲଙ୍କୁ ବି ମହାସଚିବ ଭାବେ ନିଯୁକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri