୨ ଦିନର ଅସନ୍ତୋଷ ପରେ ଆଜି ବାଚସ୍ପତି ଚେୟାରରେ ବସିବେ ଓମ ବିର୍ଲା
ନୂଆଦିଲ୍ଲୀ,୩।୮: ଲୋକ ସଭା ବାଚସ୍ପତି ଓମ ବିର୍ଲା ଗୁରୁବାର ଅପରାହ୍ନ ୨ଟାରେ ଗୃହର ପ୍ରକ୍ରିୟା ଆରମ୍ଭ କରିବେ। ଶାସକ ଦଳର ଏମ୍ପି ତଥା ବିରୋଧୀ ଦଳ ତାଙ୍କୁ ଭେଟି ଗୃହର ଦାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ବିରୋଧୀ ଦଳର ସମସ୍ତ…
ଜ୍ଞାନବାପି ମାମଲାରେ ବଡ଼ ନିଷ୍ପତ୍ତି, ଜାରି ରହିବ ଏଏସ୍ଆଇ ସର୍ଭେ
ଲକ୍ଷ୍ନୌ,୩।୮: ଜ୍ଞାନବାପି ମସଜିଦ ପରିସରର ଏଏସ୍ଆଇ ସର୍ଭେ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ଏହା ସହିତ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଜ୍ଞାନବାପି ପରିସରର ସର୍ଭେକୁ…
ହୁ’ ର ଗୁଡ୍ ଲିଷ୍ଟରେ ନାହାନ୍ତି ଦେଶର ୬ହଜାର ୫୦୦ଫାର୍ମା କମ୍ପାନୀ!
ନୂଆଦିଲ୍ଲୀ,୩।୮: ଭାରତର ୧୦ହଜାର ୫୦୦ ଫାର୍ମା କମ୍ପାନୀରୁ ୨୦୦୦କମ୍ପାନୀକୁ ଉତ୍ତମ ଗୁଣବତ୍ତା ପାଇଁ ସାର୍ଟିଫିକେଟ୍ ଦେଇଛି ହୁ। ଏହି କମ୍ପାନୀକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଉତ୍ତମ ଗୁଣବତ୍ତା (ଜିଏମପି) ଟ୍ୟାଗ୍ ମିଳିଛି। ତେବେ ବାକି ୬ହଜାର ୫୦୦ଫାର୍ମା କମ୍ପାନୀକୁ…
ବିବାହ କରି ସାରିଛି, ତେଣୁ ରାଗୁ ନାହିଁ: ଖାର୍ଗେଙ୍କୁ ଧନକରଙ୍କ ମଜାଳିଆ ଜବାବ…
ନୂଆଦିଲ୍ଲୀ,୩।୮ : ମଣିପୁର ହିଂସା ପ୍ରସଙ୍ଗରେ ସଂସଦରେ ହଟ୍ଟଗୋଳ ଥମିବାର ନାମ ନେଉ ନାହିଁ। ବିରୋଧୀ ଧାରା ୨୬୭ ଅଧୀନରେ ଲଗାତାର ଆଲୋଚନା ପାଇଁ ଦାବି କରୁଛନ୍ତି। ଏଥି ସହିତ ସରକାର କହିଛନ୍ତି ବିରୋଧୀ ଦଳ ନିଜେ ଏହି ପ୍ରସଙ୍ଗରେ ଆଲୋଚନା…
୨୦୪୦ ସୁଦ୍ଧା ବିଶ୍ୱରେ ୩ଗୁଣା ବୃଦ୍ଧି ପାଇବ ପ୍ଲାଷ୍ଟିକ୍ ପ୍ରଦୂଷଣ, ପ୍ରଦୂଷଣର ୫୨ପ୍ରତିଶତ ଆବର୍ଜନା ପାଇଁ ଦାୟୀ ରହିବ ଭାରତ
ନୂଆଦିଲ୍ଲୀ,୩।୮: ବର୍ଜ୍ୟବସ୍ତୁ ପରିଚାଳନା ଦକ୍ଷତା ହେତୁ ଏହି ବର୍ଷ ୬,୮୬,୪୨,୯୯୯ ଟନ ଅତିରିକ୍ତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମାଟିରେ ମିଶିଯିବ। କିନ୍ତୁ ୨୦୪୦ ସୁଦ୍ଧା ବିଶ୍ୱରେ ପ୍ଲାଷ୍ଟିକ ପ୍ରଦୂଷଣ ତିନିଗୁଣ ବୃଦ୍ଧି ପାଇବ। ୨୦୨୩ରେ ଉତ୍ପାଦନ ହେବାକୁ ଥିବା ୧୫୯ ନିୟୁତ ଟନ…
ଓମ ବିର୍ଲାଙ୍କୁ ମନାଇବାକୁ ଚେଷ୍ଟା
ନୂଆଦିଲ୍ଲୀ,୩।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାର ବାର ଦିନ ବିତି ଗଲାଣି, କିନ୍ତୁ ମଣିପୁର ପ୍ରସଙ୍ଗରେ ଉତ୍ତେଜନା ଥିବାରୁ ଗୃହର ପ୍ରକ୍ରିୟା ସୁରୁଖୁରୁରେ ଚାଲିନାହିଁ। ଏମପିଙ୍କ ଉତ୍ତେଜନାକୁ ନେଇ ବାଚସ୍ପତି ଓମ ବିର୍ଲା ମଧ୍ୟ ରାଗିଛନ୍ତି ଏବଂ ଲୋକ ସଭାର…
ହେମା-କ୍ୟାଟ୍ରିନାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଭାଜପା ବିଧାୟକ…
ଭୋପାଳ,୩।୮ : ମଧ୍ୟପ୍ରଦେଶର ଦାମୋହ ଜିଲାର ଜାବେରାର ଭାଜପା ବିଧାୟକ ଧର୍ମେନ୍ଦ୍ର ସିଂ ଲୋଧିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନିଜ ଦଳର ବରିଷ୍ଠ ଏମପି ହେମା ମାଲିନୀଙ୍କ ଗାଲ ସହିତ ରାସ୍ତାର ତୁଳନା…
ଜ୍ଞାନବ୍ୟାପୀ ସର୍ଭେକୁ ନେଇ ପ୍ରତିକ୍ରିୟା ରଖିଲେ ସୁଶୀଲ ମୋଦି
ପାଟନା,୩।୮: ଜ୍ଞାନବ୍ୟାପୀ ମସଜିଦରେ ଏଏସଆଇ ସର୍ଭେକୁ ସବୁଜ ସଙ୍କେତ ମିଳିଛି। ଗୁରୁବାର ମୁସଲିମ ପକ୍ଷର ଆବେଦନକୁ ପ୍ରତ୍ୟାଖ୍ୟାନ କରି ଆହ୍ଲାବାଦ ହାଇକୋର୍ଟ କ୍ୟାମ୍ପସର ଏଏସଆଇ ସର୍ଭେକୁ ସବୁଜ ସଙ୍କେତ ଦେଇଛନ୍ତି। ଏହାପରେ ମୁସଲମାନ ପକ୍ଷକୁ ବଡ ଝଟକା ଲାଗିଛି। ଏହା ଉପରେ…
କଣ୍ଟେଣ୍ଟ ବ୍ଲକିଂ ମାମଲା: କର୍ନାଟକ ହାଇକୋର୍ଟଙ୍କ ରାୟକୁ ବଡପୀଠରେ ଚ୍ୟାଲେଞ୍ଜ କଲା ଏକ୍ସ
ନୂଆଦିଲ୍ଲୀ,୩।୮: ମାଇକ୍ରୋ ବ୍ଲଗିଂ ଆପ୍ ଟ୍ବିଟର ନିଜର ନାମ ପରିବର୍ତ୍ତନ କରି ଏକ୍ସ କରିଛି। ତେବେ ନିକଟରେ କଣ୍ଟେଣ୍ଟ ବ୍ଲକିଂ ମାମଲାରେ କର୍ନାଟକ ହାଇକୋର୍ଟର ଏକକ ବେଞ୍ଚ ରାୟକୁ ବଡପୀଠରେ ଚ୍ୟାଲେଞ୍ଜ କରିଛି କମ୍ପାନୀ। ଏଲନ ମସ୍କଙ୍କ କମ୍ପାନୀ ଏକ୍ସ ସରକାରଙ୍କ…
ଭୋପାଳ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୋପାଳ,୩।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ଗସ୍ତ କରିଛନ୍ତି। ସେ ସେଠାରେ ରବିନ୍ଦ୍ର ଭବନରେ ଉତ୍କର୍ଷ-ଉନ୍ମେଷ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେଠାରେ ସେ ରାଜା ଭୋଜ ବିମାନବନ୍ଦରରେ ପହଞ୍ଚିବା ପରେ ଗୃହମନ୍ତ୍ରୀ ଡା. ନରୋତ୍ତମ ମିଶ୍ର…
ମଧ୍ୟାହ୍ନ ୧୨ଟା ୨୩ରେ ଶୂନ ଛାୟା ଦିବସ ପାଳିତ…
ହାଇଦ୍ରାବାଦ,୩।୮ : ହାଇଦ୍ରାବାଦରେ ଗୁରୁବାର ମଧ୍ୟାହ୍ନ ୧୨ଟା ୨୩ରେ ଶୂନ ଛାୟା ଦିବସ (ଜିରୋ ଶ୍ୟାଡୋ ଡେ) ପାଳିତ ହୋଇଛି। ଏହି ସମୟ ଏକ ବିରଳ ଘଟଣାର ସାକ୍ଷୀ ହୋଇଛି। ସହର ଏହା ପୂର୍ବରୁ ମେ ୯ ରେ ପ୍ରାୟ ୧୨…
‘ହିନ୍ଦୁ ମୁସଲମାନ ଗୋଟିଏ ଥାଳିରେ ବସି ଖାଆନ୍ତୁ’, ଏମିତି ପ୍ରାର୍ଥନା କରିଥିବା ଇମାମଙ୍କୁ ହତ୍ୟା
ଗୁରୁଗ୍ରାମ,୩।୮: ହରିୟାଣା ନୁହରେ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାର ପ୍ରଭାବ ଗୁରୁଗ୍ରାମରେ ବି ଦେଖିବାକୁ ମିଳିଛି। ଗୁରୁଗ୍ରାମର ଅଞ୍ଜୁମାନ ମସଜିଦରେ କିଛି ଲୋକ ନିଆଁ ଲଗାଇ ଦେଇଥିଲେ ଯେଉଁଥିରେ ୨୨ ବର୍ଷିୟ ନାଏବ ଇମାମ ସାଦଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା…
Archives


