ଜାତୀୟ

ଉପରାଷ୍ଟ୍ରପତି-ଗେହଲଟ ମୁହାଁମୁହିଁ…

ଜୟପୁର,୮।୧୦ : ରାଜସ୍ଥାନ ବିଧାନସଭା ନିର୍ବାଚନର ପରିବେଶ ମଧ୍ୟରେ ଉପରାଷ୍ଟ୍ରପତି ଜଗଦୀପ ଧନକର ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକ ଯୁଦ୍ଧ ତୀବ୍ର ହୋଇଛି। ଉଭୟ ନେତା ପରସ୍ପର ବିରୋଧରେ ଖୋଲାଖୋଲି ଭାବେ ମନ୍ତବ୍ୟ ଦେବା ଆରମ୍ଭ…

ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୧୦୩ ପ୍ରାର୍ଥୀଙ୍କ ନାମ ସ୍ଥିର କଲା କଂଗ୍ରେସ

ଭୋପାଳ,୮।୧୦: ମଧ୍ୟ ପ୍ରଦେଶ ବିଧାନ ସଭା ନିର୍ବାଚନ ପାଖେଇ ଆସୁଛି। ଏଥିପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହେଲେଣି। ଏହି କ୍ରମରେ ରବିବାର କଂଗ୍ରେସ ମଧ୍ୟ ପ୍ରଦେଶ ବିଧାନସଭାର ୧୦୩ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ କରିଛି। ସୂଚନାଯୋଗ୍ୟ, ୭…

ଡାକ୍ତରମାନେ ଲୋକଙ୍କୁ ସାଇନ ବୋର୍ଡ ଲଗାଇ ବିଭ୍ରାନ୍ତ କରିବା ଉଚିତ ନୁହେଁ: ଜାତୀୟ ମେଡିକାଲ ଆୟୋଗ…

ନୂଆଦିଲ୍ଲୀ,୮।୧୦ : ଡାକ୍ତରମାନେ ବଡ଼ ସାଇନବୋର୍ଡ ଲଗାଇବା ଉଚିତ ନୁହେଁ। ସେମାନଙ୍କୁ ଔଷଧ ଦୋକାନରେ କିମ୍ବା ବାସଭବନ ଅବା କାର୍ଯ୍ୟସ୍ଥଳରେ ଏଭଳି କରିବା ଅନୁଚିତ। ଭିଜିଟିଂ କାର୍ଡ ଏବଂ ଘୋଷଣା ପତ୍ର ମାଧ୍ୟମରେ ଡାକ୍ତରମାନେ ଲୋକଙ୍କୁ ବିଭ୍ରାନ୍ତ କରିବା ଉଚିତ ନୁହେଁ।…

ହିନ୍ଦୁ ଅବିଭାଜିତ ପରିବାର ମୁଖ୍ୟଙ୍କର ନିଜ ସମ୍ପତ୍ତି ବିକ୍ରି କରିବାର ରହିଛି ଅଧିକାର: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୮।୧୦ : ସୁପ୍ରିମକୋର୍ଟ କହିଛନ୍ତି ଯେ ଏକ ହିନ୍ଦୁ ଅବିଭକ୍ତ ପରିବାରର ମୁଖ୍ୟଙ୍କର ନିଜ ପରିବାରର ସମ୍ପତ୍ତି ବିକ୍ରୟ କରିବାର ଅଧିକାର ଅଛି, ଯଦିଓ ଏହା ପରିବାରର ଜଣେ ନାବାଳକଙ୍କର ଅବିଭକ୍ତ ମାମଲା ହୋଇଥାଉ ପଛେ। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି…

ଭାରତରେ ଋତୁକାଳୀନ ବିପର୍ଯ୍ୟୟ : ୬୭ ଲକ୍ଷ ପିଲା ବେଘର, ୩୦୫୯ ପିଲା ହେଉଛନ୍ତି ପ୍ରତିଦିନ ବିସ୍ଥାପନ…

ନୂଆଦିଲ୍ଲୀ,୮।୧୦ : ଭାରତରେ ବନ୍ୟା, ମରୁଡ଼ି ଏବଂ ଝଡ ଭଳି ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟ ଯୋଗୁ ପ୍ରତିଦିନ ହାରାହାରି ୩,୦୫୯ ପିଲା ବିସ୍ଥାପନର ସମ୍ମୁଖୀନ ହେଉଛନ୍ତି। ୟୁନିସେଫ ଅନୁଯାୟୀ, ୨୦୧୬ ରୁ ୨୦୨୧ ମଧ୍ୟରେ ଦେଶର ୬୭ ଲକ୍ଷ ପିଲା ନିଜ…

ଚାଇନା ସୈନ୍ୟଙ୍କ କଥା ବୁଝିବା ପାଇଁ, ଭାରତୀୟ ଯବାନ ଶିଖିବେ ମାନ୍ଦାରିନ ଭାଷା…

ନୂଆଦିଲ୍ଲୀ,୮।୧୦: ଯୁଦ୍ଧ ଏବଂ ଶାନ୍ତି ସମୟରେ ଦେଶର ସେବା କରୁଥିବା ଭାରତର ଟେରିଟେରାଲ ଆର୍ମି ଚଳିତ ବର୍ଷ ଏହାର ୭୫ ତମ ଉତ୍ସବ ପାଳନ କରୁଛି। ଏହି ଅବଧି ମଧ୍ୟରେ ଟେରିଟେରାଲ ଆର୍ମିରେ ଚାଇନାର ମାନ୍ଦାରିନ ଭାଷା ବିଶେଷଜ୍ଞମାନଙ୍କୁ ନିଯୁକ୍ତ କରାଯାଇଛି।…

ପ୍ରତିଦିନ ଇସ୍ରୋ ଉପରେ ହେଉଛି ୧୦୦ରୁ ଅଧିକ ସାଇବର ଆକ୍ରମଣ: ଏସ୍‌ ସୋମନାଥ

କୋଚି,୮।୧୦: ବର୍ତ୍ତମାନ ସମୟରେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ସହ ସାଇବର ଅପରାଧ ମଧ୍ୟ ବୃଦ୍ଧି ପାଉଛି। ଏଥିରୁ ବାଦ୍‌ ପଡ଼ିନାହିଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)। ଦେଶର ଏହି ସ୍ପେସ୍‌ ଏଜେନ୍ସିର ସଫ୍ଟୱେୟାର ଉପରେ ପ୍ରତିଦିନ ୧୦୦ ରୁ ଅଧିକ ସାଇବର…

ଆଣ୍ଡାମାନ ସାଗରରେ ଭୂକମ୍ପ ଝଟ୍‌କା, ତିବ୍ରତା ୪.୩

ଆଣ୍ଡାମାନ,୮।୧୦: ଆଣ୍ଡାମାନ ସାଗରରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜୀ ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୩ ଥିବା ଜଣାପଡ଼ିଛି। ସକାଳ ୩.୨୦ରେ ୧୦ କିମି ଗଭୀରରେ ଏହି ଭୂକମ୍ପ ରେକର୍ଡ କରାଯାଇଥିଲା। ତେବେ ଗଭୀରତା…

୫୬ରେ ପହଞ୍ଚିଲା ସିକିମ୍‌ ବନ୍ୟା ମୃତ୍ୟୁସଂଖ୍ୟା, ଏବେ ବି ଶତାଧିକ ନିଖୋଜ

ନୂଆଦିଲ୍ଲୀ,୮। ୧୦: ସିକିମ୍‌ରେ ଅଚାନକ ବନ୍ୟାଜନିତ ମୃତ୍ୟୁସଂଖ୍ୟା ଶନିବାର ୫୬ରେ ପହଞ୍ଚିଥିବାବେଳେ ଏବେ ବି ଶତାଧିକ ନିଖୋଜ ଅଛନ୍ତି। ସିକିମ୍‌ରୁ ୨୬ ମୃତଦେହ ମିଳିଥିବାବେଳେ ୩୦ ମୃତଦେହ ପଶ୍ଚିମବଙ୍ଗର ତିସ୍ତା ନଦୀ ଅବବାହିକାରୁ ମିଳିଛି। ଯବାନଙ୍କ ସମେତ ୧୪୨ ଜଣଙ୍କ ପତ୍ତା…

ଲୁହରେ ଭିଜିଲା କେନ୍ଦୁଢ଼ିପ

କାମାକ୍ଷାନଗର,୮ା୧୦ (ସୁଧୀର କୁମାର ପରିଡ଼ା) ସିକିମ୍‌ରେ ମଙ୍ଗଳବାର ବାଦଲ ଫଟା ବର୍ଷା ପରେ ବନ୍ୟାରେ ଭାସିଯାଇ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ଶେଷକୃତ୍ୟ ଶନିବାର ତାଙ୍କ ପୈତୃକ ଗ୍ରାମ ଢେଙ୍କାନାଳ ଜିଲା ଭୁବନ ବ୍ଲକ ତଥା କାମାକ୍ଷାନଗର…

ରୌପ୍ୟ ପଦକ ବିଜୟୀ କିଶୋର ଜେନାଙ୍କୁ ଭେଟିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୮ା୧୦ଏସୀୟ କ୍ରୀଡ଼ାର ଜାଭେଲିନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା ଓଡ଼ିଆ ଆଥଲେଟ୍‌ କିଶୋର କୁମାର ଜେନାଙ୍କୁ ଶନିବାର ନୂଆଦିଲ୍ଲୀଠାରେ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ପ୍ରଧାନ ଟୁଇଟ୍‌…

ସ୍ତ୍ରୀ-ସ୍ବାମୀଙ୍କୁ ପରସ୍ପରଠାରୁ ଅଲଗା ରଖିବା ଅତ୍ୟଧିକ କ୍ରୁରତା: ହାଇକୋର୍ଟ…

ନୂଆଦିଲ୍ଲୀ,୭।୧୦ : ଛାଡପତ୍ର ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ବିବାହିତ ଦମ୍ପତିଙ୍କୁ ପରସ୍ପରଠାରୁ ଅଲଗା ରଖିବା ଅତ୍ୟନ୍ତ ନିଷ୍ଠୁରତା। ପ୍ରକୃତରେ, ଜଣେ ବ୍ୟକ୍ତିଙ୍କୁ ଛାଡପତ୍ର ଦେବା ପାଇଁ ଫ୍ୟାମିଲି କୋର୍ଟର ଆଦେଶକୁ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?